Breaking News
Browsing Category

ଜୀବନଶୈଳୀ

ଅଧିକ ଶୀତ ଲାଗୁଛି କି?

ଶୀତ ଋତୁ ଆସିବା ସହିତ ଆମ ସମସ୍ତଙ୍କ ପାଇଁ ସ୍ବେଟର୍‌, ଜ୍ୟାକେଟ୍‌ ଓ ସ୍କାର୍ଫ ଆଦି ଶୀତବସ୍ତ୍ରର ପ୍ରାଥମିକତା ବଢ଼ିଯାଇଛି। ଆମମାନଙ୍କ ଭିତରୁ କେହି କେହି ହାଲୁକା ବା ପତଳା ସ୍ବେଟରରେ ଶୀତର ମୁକାବିଲା କରିପାରୁଥିବା ବେଳେ ଅନେକଙ୍କୁ ଅପେକ୍ଷାକୃତ ଅଧିକ ଶୀତ ଅନୁଭୂତ ହୁଏ। ତେବେ ଶରୀର ଏଭଳି…

ସରକାର ଦେଉଥିବା ସମସ୍ତ ଟିକା ଶିଶୁଙ୍କ ପାଇଁ ପର୍ଯ୍ୟାପ୍ତ

 ପୂର୍ବରୁ ନବଜାତଙ୍କୁ ତେଲ ଘଷା ସହ ସେକ ଦିଆଯାଉଥିଲା। ଆଜିକାଲି ଡାକ୍ତରମାନେ ଛୁଆମାନଙ୍କୁ ସେକାସେକି ଓ ତେଲ ଲଗାଇବା ପାଇଁ ମନା କରୁଛନ୍ତି। କାହିଁକି? ସାଧାରଣତଃ ନବଜାତଙ୍କୁ ଆମେ ଉଷୁମ ରଖିବାକୁ କହିଥାଉ। ତେଲ ଲଗା ବା ସେକାସେକିର କୌଣସି ଆବଶ୍ୟକତା ନଥାଏ। ତେଲ ଦ୍ବାରା ଶିଶୁର କୋମଳ…

ଅମୃତଭଣ୍ଡାର ସ୍ବାସ୍ଥ୍ୟପ୍ରଦ ଗୁଣ

ଅମୃତଭଣ୍ଡା ଯୁଗେ ଯୁଗେ ତାହାର ନାମର ସାର୍ଥକତା ପ୍ରଦାନ କରି ଆସିଛି। ତାହାର ସ୍ବାସ୍ଥ୍ୟପ୍ରଦ ଗୁଣ ଯୋଗୁଁ ସମସ୍ତଙ୍କ ପାଇଁ ତାହା ଏକ ପ୍ରିୟ ‘ଫଳ ଆଉ ପରିବା’ର ମାନ୍ୟତା ରଖି ଆସିଛି। ଗର୍ଭବତୀମାନଙ୍କୁ ପ୍ରସବ ପରେ ଜୀର୍ଣ୍ଣକ୍ରିୟାକୁ ସୁଗମ କରିବା ଲାଗି ଅମୃତଭଣ୍ଡାକୁ ପ୍ରଥମ ଫଳ ଭାବରେ…

ମୋଟ ବୟସ ବନାମ ସ୍ବାସ୍ଥ୍ୟ ବୟସ: ମାଂସପେଶୀ କ୍ଷୟହାର କମାଇବା ଜରୁରି

ବିଗତ ଏକ ଶତାବ୍ଦୀ ହେଲା ବିଭିନ୍ନ କାରଣରୁ ଆମର ଜୀବନଧାରଣ କ୍ଷମତା ନାଟକୀୟ ଭାବେ ବୃଦ୍ଧି ପାଇଛି। ତାହାର ପ୍ରମୁଖ କାରଣ ହେଉଛି ପରିମଳ, ସାର୍ବଜନୀନ ସ୍ବାସ୍ଥ୍ୟସେବା ଓ ଔଷଧପତ୍ରରେ ଉନ୍ନତି ଯାହା ବିଶେଷ କରି ଯୁବପିଢ଼ିଙ୍କ ମୃତ୍ୟୁ ହାରକୁ କମାଇଦେଇଛି। ବିଂଶ ଶତାବ୍ଦୀରେ ଏପରି ହାରାହାରି ବୟସ…

ଚାଉଳରେ ପୋକ ଲାଗୁଛି କି? ଆପଣାନ୍ତୁ ଏହି ଟିପ୍ସ

ଚାଉଳରେ ପୋକ ନ ଲାଗିବା ପାଇଁ ସେଥିରେ ବିଭିନ୍ନ ପ୍ରକାର ରାସାୟନିକ ଔଷଧ ରଖାଯାଇଥାଏ। କିନ୍ତୁ ଏହା ବଦଳରେ ଆପଣ ଚାହିଁଲେ ଘରୋଇ ଉପାୟରେ ଚାଉଳକୁ ଅନେକ ଦିନ ସୁରକ୍ଷିତ ରଖିପାରିବେ… ପ୍ରଥମ କଥା ହେଉଛି ଚାଉଳକୁ ଏକ ଶୁଖିଲା ସ୍ଥାନରେ ରଖନ୍ତୁ। ଚାଉଳରେ ପାଣି ଲାଗିଲେ ସେଥିରେ ଶୀଘ୍ର ପୋକ…

ଶୀତ ଦିନେ ଗରମ ପାଣିରେ ଗାଧୋଉଛନ୍ତି କି ? ଜାଣନ୍ତୁ ଏହା ଭଲ ନା ଖରାପ

ନୂଆଦିଲ୍ଲୀ,୦୩/୧୨: ଶୀତ ଦିନ ଆସିଲେ ପ୍ରାୟ ସମସ୍ତଙ୍କର ଗାଧୋଇବା ନେଇ ଚିନ୍ତା ବଢିଥାଏ । ଥଣ୍ଡା ପାଣିରେ ଗଧୋଇବା ମୁସ୍କିଲ ହୋଇପଡିଥାଏ । ତେଣୁ ପ୍ରାୟ ସମସ୍ତେ ଗରମ ପାଣିରେ ଗାଧୋଇବାକୁ ପସନ୍ଦ କରିଥାନ୍ତି । ତେବେ ଜାଣିଛନ୍ତି କି ଶୀତ ଦିନେ ଗରମ ପାଣିରେ ଗାଧୋଇଲେ ସ୍ବାସ୍ଥ୍ୟ ଉପରେ କଣ…

ଥଣ୍ଡା ପବନ ଯୋଗୁଁ ଆର୍ଦ୍ରତା କମୁଛି, ଚମ ଶୁଖିବାରୁ ଦେହ ଫାଟୁଛି

ଭୁବନେଶ୍ୱର ୦୨/୧୨: ଆରମ୍ଭ ହେଲାଣି ଶୀତ । ଦିନ ସାରା ଥଣ୍ଡା ପବନରେ ଦେହ ହାତ ଥରିଯାଉଛି । ରାତି ହେଲେ ତାପମାତ୍ରା ୧୫ରୁ ୧୬ ଡିଗ୍ରୀ ରହୁଛି । ଶୀତ ଓ ଥଣ୍ଡା ପବନ କାରଣରୁ ବାୟୁମଣ୍ଡଳରେ ଆର୍ଦ୍ରତା କମୁଛି । ଫଳରେ ଚର୍ମ ଶୁଷ୍କ ହେବା ସହ ଲୋକଙ୍କ ଦେହ ଫାଟିବା ଆରମ୍ଭ ହେଲାଣି । ଏମିତି କି…

ସୁସ୍ଥ ଜୀବନ ପାଇଁ ପ୍ରଦୂଷଣ ମୁକ୍ତ ପରିବେଶ ଜରୁରୀ

୧୯୮୪ ଡିସେମ୍ବର ୨ ତାରିଖ ମଧ୍ୟପ୍ରଦେଶର ରାଜଧାନୀ ଭୋପାଳ ସହରର ଏକ ଶୀତୁଆ ବିଲମ୍ବିତ ରାତ୍ରି। ଲୋକମାନେ ଶୋଇଥିଲେ ନିଘୋଡ଼ ନିଦରେ। କିଏ ଜାଣିଥିଲା ଏହା ଭୋପାଳବାସୀଙ୍କ ପାଇଁ ଏକ କାଳରାତ୍ରି ହେବ ବୋଲି! ଏହିଦିନ ମଧ୍ୟରାତ୍ରରେ ସହରରେ ଏକ ରାସାୟନିକ କାରଖାନାରୁ ଅଚାନକ ବିଷାକ୍ତ ଗ୍ୟାସ୍‌…

ଓଜନ ବଢାଉଛି ବାୟୁ ପ୍ରଦୂଷଣ! ସଦ୍ୟ ଅଧ୍ୟୟନରୁ ଖୁଲାସା

ନୂଆଦିଲ୍ଲୀ ୨୯/୧୧: ବାୟ ପ୍ରଦୂଷଣ ଅନେକ ପ୍ରକାର ସ୍ୱାସ୍ଥ୍ୟ ସମସ୍ୟାର କାରଣ ସାଜିଥାଏ । ସେହିପରି ହୃଦ୍‌ଘାତ ଓ ଷ୍ଟ୍ରୋକ୍‌ର ଆଶଙ୍କା ବଢାଇଥାଏ । ତା’ ସହିତ ଓଜନ ମଧ୍ୟ ବଢାଇପାରେ । ଶୁଣିବାକୁ ଅଜବ ଲାଗୁଥିଲେ ମଧ୍ୟ ଏହା ସତ । ବାୟୁ ପ୍ରଦୂଷଣ ବିଭିନ୍ନ ଉପାୟରେ ବ୍ୟକ୍ତିକୁ ମୋଟା କରିଥାଏ ।…