Breaking News
Browsing Category

ଜୀବନଶୈଳୀ

ନୋଟାରୀ ରାଜଲକ୍ଷ୍ମୀ ପତିଙ୍କୁ ବେଆଇନ ସତ୍ୟପାଠ ପ୍ରସ୍ତୁତି ମାମଲାରେ ଆଇନ ବିଭାଗ ପକ୍ଷରୁ ଚେତାବନୀ

କଟକ: ବେଆଇନ ସତ୍ୟପାଠ ପ୍ରସ୍ତୁତି ମାମଲାରେ କଟକର ନୋଟାରୀ ରାଜଲକ୍ଷ୍ମୀ ପତିଙ୍କୁ ଆଇନ ବିଭାଗ ପକ୍ଷରୁ ଚେତାବନୀ ଦିଆଯାଇଛି । ଅନ୍ଦରପୁରରେ ବସ୍ତି ବାସିନ୍ଦାଙ୍କ ପାଇଁ ଉଦିଷ୍ଟ ଆବାସ ଦୁର୍ନୀତିରେ ଜଣେ ପୂର୍ବତନ କର୍ପୋରେଟରଙ୍କ ସ୍ୱାମୀ ରାଜାକରଣ ଗିରଫ ହୋଇଥିଲେ । ଏଥିରେ ବେଆଇନ ସତ୍ୟପାଠ…

ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ଓଡିଶା, ସଦାସର୍ବଦା ଜାରି ରହିଛି ଉନ୍ନତିକରଣ କାର୍ଯ୍ୟ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପୂର୍ବ ଭାରତର ସବୁଠାରୁ ବଡ଼ ଓଡ଼ିଆ ସାହିତ୍ୟ ମହୋତ୍ସବ (OLF) - 2023  ଅନୁଷ୍ଠିତ ହୋଇଯାଇଛି। ଏହି ଦୁଇଦିନିଆ ଉତ୍ସବରେ 18 ଟି ଅଧିବେଶନ ଆୟୋଜିତ ହୋଇଥିଲା, ଯାହା ଭାରତୀୟ ଏଵଂ ଓଡ଼ିଶା ସାହିତ୍ୟ , ଚଳଚ୍ଚିତ୍ର,ସଙ୍ଗୀତ ରୁ କଳା ପର୍ଯ୍ୟନ୍ତ ବିଭିନ୍ନ ପ୍ରସଙ୍ଗ ଭିତ୍ତିକ ଥିଲା।…

ପ୍ରତ୍ୟେକ ଜୀବନ ମୂଲ୍ୟବାନ, ଆତ୍ମହତ୍ୟା ରୋକିବା ପାଇଁ ସମସ୍ତ ପ୍ରୟାସ ପ୍ରଶଂସନୀୟ: କୁଳପତି

ଭୁବନେଶ୍ୱର: ଲକ୍ଷ୍ୟ ପୂରଣରେ ବିଫଳ ହେଲେ ବିଷାଦଗ୍ରସ୍ତ ମଣିଷ ଆତ୍ମହତ୍ୟାର ବାଟ ବାଛିନେଉଛି। ରାଜ୍ୟରେ ଆତ୍ମହତ୍ୟା ସଂଖ୍ୟାରେ ପ୍ରବଣତା ବଢୁଥିବା ଲକ୍ଷ୍ୟ କରାଯାଉଛି। ଅଧିକାଂଶ କ୍ଷେତ୍ରରେ ପାରିବାରିକ କଳହ, ପାଠପଢା ଚାପ ଓ ଚାକିରିରେ ବିଫଳତା ଆତ୍ମହତ୍ୟା ହାର ବଢୁଛି। ଏହାସହିତ ପ୍ରେମରେ…

୨୦ହଜାର ଶିକ୍ଷକ ପଦବିରେ ଠିକା ନିଯୁକ୍ତି ପ୍ରସଙ୍ଗ – ୪ମାସରେ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ବଦଳାଇଲା କିଏ ?

ଭୁବନେଶ୍ୱର: ଅକ୍ଟୋବର ୨୦୨୨ରେ ମୁଖ୍ୟମନ୍ତ୍ରୀ ନିଜେ ଓଡ଼ିଶାରୁ ଠିକା ନିଯୁକ୍ତି ହଟିଗଲା ବୋଲି ଘୋଷଣା କରିଥିଲେ। ପୁଣି ଏପ୍ରିଲ ୨୦୨୩ରେ ଆଉ ଥରେ ଘୋଷଣା କଲେ ଯେ, ଓଡ଼ିଶାରେ ସ୍କୁଲ ଶିକ୍ଷା ବ୍ୟବସ୍ଥାରେ ଆଉ କେହି ଠିକା ଶିକ୍ଷକ ରହିବେ ନାହିଁ। ତାହାଲେ ପୁଣି ରବିବାର ଏହି ଠିକା ନିଯୁକ୍ତି ନେଇ…

ନବୋଦୟ ବିଦ୍ୟାଳୟକୁ ଏକ ଆଦର୍ଶ ବିଦ୍ୟାଳୟରେ ପରିଣତ କରିବାକୁ ଛାତ୍ର, ଶିକ୍ଷକ ଓ ଅଭିଭାବକଙ୍କ ସହଯୋଗ ଅପରିହାର୍ଯ୍ୟ

ଫୁଲବାଣୀ: ଫୁଲବାଣୀ ଜବାହାର ନବୋଦୟ ବିଦ୍ୟାଳୟ ତୁଡିପାଜୁ ଠାରେ ଶିକ୍ଷକ ଅଭିଭାବକ ବୈଠକ ସେପ୍ଟେମ୍ବର ୧୦ତାରିଖରେ ଅନୁଷ୍ଠିତ ହୋଇଯାଇଛି.। ନବୋଦୟ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ନମିତାରାଣୀ ପଣ୍ଡା ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ। ଏହି ଅବସରରେ ଶିକ୍ଷକ-ଅଭିଭାବକଙ୍କୁ ନେଇ ଏକ କମିଟି…

‘ସୃଷ୍ଟି’ ସମାଜ କଲ୍ୟାଣ ଅନୁଷ୍ଠାନ ପକ୍ଷରୁ ରକ୍ଷାବନ୍ଧନ ଉତ୍ସବ

ବାଲେଶ୍ୱର: ବାଲେଶ୍ୱର ଜିଲାର ଅଗ୍ରଣୀ ସମାଜ କଲ୍ୟାଣ ଅନୁଷ୍ଠାନ ‘ସୃଷ୍ଟି’ ପକ୍ଷରୁ ଜିଲା ଭିନ୍ନକ୍ଷମ କଲ୍ୟାଣ ପ୍ରତିଷ୍ଠାନ ଠାରେ ପରିସରରେ ରକ୍ଷାବନ୍ଧନ ଉତ୍ସବ ପାଳିତ ହୋଇଯାଇଛି। ଏଥିରେ ସମାଜସେବୀ, ନାରୀନେତ୍ରୀ ତଥା ରେମୁଣା ବ୍ଲକର ସମିତି ସଭ୍ୟା ଶାନ୍ତା ଦାସ ଦିବ୍ୟାଙ୍କ ପିଲାଙ୍କ ହାତରେ…

ବିଦ୍ୟାଳୟ ଆସିପାରୁନଥିବା ଅସୁସ୍ଥ ଓ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ଘରେ ପହଞ୍ଚିବ ମଧ୍ୟାହ୍ନ ଭୋଜନ ରାସନ

ଭୁବନେଶ୍ୱର: ଏଣିକି ବିଦ୍ୟାଳୟ ଆସିପାରୁନଥିବା ୬ରୁ ୧୪ ବର୍ଷର ଅସୁସ୍ଥ ଓ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ଘରେ ମଧ୍ୟାହ୍ନଭୋଜନର ଶୁଖିଲା ରାସନ୍ ଦିଆଯିବ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଛାତ୍ରଛାତ୍ରୀମାନଙ୍କୁ ଶ୍ରେଣୀ ଅନୁସାରେ ସେମାନଙ୍କ ଘରେ…

ଅସମ୍ଭବକୁ ସମ୍ଭବରେ ପରିଣତ କରିପାରିବା କ୍ଷମତା ରଖନ୍ତି ଯୁବପିଢ଼ି-ଅକ୍ଷୟ ନାୟକ

ଫୁଲବାଣୀ: କନ୍ଧମାଳ ଜିଲା ଦାରିଙ୍ଗିବାଡି ବ୍ଳକର ‘ଜାଗୃତି’ ସଭାଗୃହରେ ଅନ୍ତରଙ୍ଗ ସ୍ବେଛାସେବୀମାନଙ୍କର ଏକ ତାଲିମ ଶିବିର ଆରମ୍ଭ ହୋଇଛି। ତାଲିମ ଶିବିରକୁ ‘ଜାଗୃତି’ ସ୍ବେଛାସେବୀ ସଗଂଠନର ସମ୍ପାଦକ କୈଳାଶ ଦଣ୍ତପାଟ ଆନୁଷ୍ଠାନିକ ଭାବେ ଆରମ୍ଭ କରିଥିଲେ। ଏହି ଅବସରରେ ଶ୍ରୀ ଦଣ୍ଡପାଟଙ୍କ ସମସ୍ତ…

‘ସମାଜ ପ୍ରତି ଅବଦାନ ଓ କାର୍ଯ୍ୟର ମର୍ଯ୍ୟଦାକୁ ଦୃଷ୍ଟିରେ ରଖି ଅଧ୍ୟୟନ ଜରୁରୀ’

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟର ଦୀକ୍ଷାନ୍ତ ଭବନରେ ନବାଗତ ଛାତ୍ରଛାତ୍ରୀଙ୍କ ପାଇଁ ସ୍ବାଗତ ସମାରୋହ ଅନୁଷ୍ଠିତ ହୋଇଯାଇଛି। ୨୦୨୩-୨୫ ଶିକ୍ଷାବର୍ଷରେ ନୂତନ ଭାବେ ନାମଲେଖାଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ବାଣୀବିହାରରେ ପ୍ରଥମଥର ପାଇଁ ସ୍ନାତକୋତ୍ତର ପରିଷଦ ଏବଂ ଆଇକ୍ୟୁଏସି ଦ୍ବାରା…

ଖାଉଟିଙ୍କୁ ଆଶ୍ବସ୍ତି, ୨ଶହ ଟଙ୍କା କମିବ ଗ୍ୟାସ୍ ଦର!

ଭୁବନେଶ୍ବର: ଖାଉଟିଙ୍କୁ ବଡ଼ ଆଶ୍ବସ୍ତି । ୨ଶହ ଟଙ୍କା ଶସ୍ତା ହେଲା ଘରୋଇ ଏଲପିଜି ଗ୍ୟାସ ଦର । ଉଜ୍ଜଳା ଯେଜାନାରେ ଅନ୍ତର୍ଭୂକ୍ତ ଘରୋଇ ଗ୍ୟାସ ଦର ୨ଶହ ହ୍ରାସ କରିଛନ୍ତି କେନ୍ଦ୍ର ସରକାର । ତେବେ ଘରୋଇ ଗ୍ୟାସ ସିଲିଣ୍ଡରରେ କୌଣସି ପରିବର୍ତ୍ତନ ହୋଇନାହିଁ । ନରେନ୍ଦ୍ର ମୋଦିଙ୍କ…