Breaking News
Browsing Category

ଜୀବନଶୈଳୀ

ମୁଖ୍ୟମନ୍ତ୍ରୀଙ୍କ ବାୟୁ ସ୍ୱାସ୍ଥ୍ୟ ସେବା: ଉତ୍ତମ ସ୍ୱାସ୍ଥ୍ୟ ଚିକିତ୍ସା ଯୋଗାଇବା ଲକ୍ଷ୍ୟ ନେଇ ମାଲକାନଗିରି ଜିଲ୍ଲା…

ମାଲକାନଗିରି: ରାଜ୍ୟର ଉପାନ୍ତ ଅଞ୍ଚଳରେ ଜାରି ରହିଛି ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା । ଆଜି ଅଭିଜ୍ଞ ଡାକ୍ତରୀ ଦଳ ମାଲକାନଗିରି ଜିଲ୍ଲା ଗସ୍ତ କରିଛନ୍ତି। ଜିଲ୍ଲାରେ ଆୟୋଜିତ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ଶିବିରରେ ଲୋକମାନଙ୍କୁ ବହୁ ଜଟିଳ ରୋଗର ଉପଚାର ସୁବିଧାରେ ଯୋଗାଇ ଦିଆଯାଉଛି ।…

ଚତୁର୍ଥ କାଞ୍ଚନ କର୍ପୋରେଟ ଆୱାର୍ଡ଼-୨୦୨୩

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ କାଞ୍ଚନ ଫାଉଣ୍ଡେସନ ପକ୍ଷରୁ ଚତୁର୍ଥ କାଞ୍ଚନ କର୍ପୋରେଟ ଆୱାର୍ଡ଼-୨୦୨୩ ଭୁବନେଶ୍ୱରସ୍ଥିତ ହୋଟେଲ ଏକ୍ସିଲେନ୍ସି ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଓଡ଼ିଶାର ବିଭିନ୍ନ କର୍ପୋରେଟ ଜଗତର ୧୫ଜଣ ବିଶିଷ୍ଟ…

କାହିଁକି ହେଓଛି ହିମାଚଳ ପ୍ରଦେଶରେ ବାରମ୍ବାର ଭୂସ୍ଖଳନ ଓ ବର୍ଷା ?

ହିମାଚଳ ପ୍ରଦେଶ : କାହିଁକି ବାରମ୍ବାର ଭୂସ୍ଖଳନ ଓ ବର୍ଷା ହିମାଚଳରେ । କୋଟି କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବାବେଳେ ପ୍ରାଣ ହରାଇଲେଣି ଶତାଧିକ ଲୋକ । ତେବେ ବିଶ୍ବ ତାପାୟନ ଯୋଗୁ ଏହି ବିପର୍ଯ୍ୟୟ ଘଟୁଛି ବୋଲି କହିଛନ୍ତି ବୈଜ୍ଞାନିକ । ଭାରତ ପରି ଏକ ଦେଶରେ 70 ପ୍ରତିଶତ ବର୍ଷା…

ପାରମ୍ପରିକ ଧାନ ବିଲୁପ୍ତ: ନୂଆଁଖାଇ ପାଇଁ ମିଳୁନି ଧାନ

ବରଗଡ଼: ସେପ୍ଟେମ୍ବର ୨୦ ତାରିଖ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏହି ପର୍ବରେ ନୂଆ ଧାନରେ ଭୋଗ ଲଗାଇବା ପରେ ଅନ୍ନ ଭକ୍ଷଣ କରାଯାଏ। କିନ୍ତୁ ଗତ ଦୁଇ ଦଶନ୍ଧି ହେଲା ନୂଆଁଖାଇ ସମୟରେ ନୂଆ ଧାନ ବାହାରୁ ନାହିଁ। ଜଳବାୟୁ ପରିବର୍ତ୍ତନର ପ୍ରଭାବ ସାଂଗକୁ ପାରମ୍ପରିକ ଧାନ ବିଲୁପ୍ତ ହୋଇଥିବାରୁ…

ପାଠ ପଢ଼ା ବନ୍ଦ ନିଷ୍ପତ୍ତି ନେଲେ ପରିବାର ଲୋକ: ବେମାରୀ ସହ ଲଢ଼େଇ କରି ନିଜ ଚେଷ୍ଟାରେ ଆଜି ଆଇଏଏସ୍‌

ନୂଆଦିଲ୍ଳୀ: ସଫଳତା କେବେ ବି ସହଜ ହୋଇଥାଏ। ‌ଅନେକ କଠିନ ପରିଶ୍ରମ ପରେ ଯାଇ ବ୍ୟକ୍ତିକୁ ସଫଳତା ମିଳିଥାଏ। କାହାକୁ ଏହା ଅଳ୍ପ ପରିଶ୍ରମରେ ମିଳେ ତ ପୁଣି କାହା କ୍ଷେତ୍ରରେ ଏହା ଜୀବନର ବଡ଼ ପରୀକ୍ଷା ହୋଇ ଉଭା ହୁଏ। କିନ୍ତୁ କଠିନ ପରିଶ୍ରମ ପରେ ମିଳିଥିବା ସଫଳତା ଜୀବନରେ ରଂଗ ଆଣି ଦେଇଥା‌ଏ।…

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI) ବଢାଇଲା ମେକଅପ୍ ବେପାର

ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ଏବଂ ଅଗମେଣ୍ଟେଡ୍ ରିଅଲିଟି (AR) ମେକଅପ୍ ଇଣ୍ଡଷ୍ଟ୍ରିକୁ ଏକ ନୂତନ ଯୁଗକୁ ନେଇଯିବାକୁ ବସିଛି । ମେକ୍ଅପ୍ କମ୍ପାନୀ ଏବଂ ବ୍ରାଣ୍ଡଗୁଡିକ ବର୍ତ୍ତମାନ AI ଆଧାରିତ ସ୍ମାର୍ଟ ବିଉଟି ମିରର୍ ଏବଂ ଭର୍ଚୁଆଲ୍ ମେକଅପ୍ ଆପ୍ ମାଧ୍ୟମରେ ଗ୍ରାହକଙ୍କୁ ସେମାନଙ୍କର…

 ଭୁବନେଶ୍ବର ମହାନଗର ନିଗମ ହେବ ଅଧିକ ଦକ୍ଷ ଓ କ୍ରିୟାଶୀଳ, ୪୧୬ଟି ନୂତନ ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ପୂର୍ବରୁ ଥିଲା ୨୧୦ଟି ପଦବୀ, ବର୍ତ୍ତମାନ ସମୁଦାୟ ପଦବୀ ସଂଖ୍ୟା ୬୨୬କୁ ବୃଦ୍ଧି ନୂତନ ଭାବେ ୩ଟି ଅତିରିକ୍ତ କମିଶନର ଓ ୬ଟି ଜୋନାଲ କମିଶନର ପଦବୀ ସୃଷ୍ଟି ଡ୍ରେନେଜ ବିଭାଗରେ ୨୦ଟି ନୂଆ ପଦବୀ ସୃଷ୍ଟି ପ୍ରତି ୱାର୍ଡ ପାଇଁ ସ୍ବତନ୍ତ୍ର ୱାର୍ଡ ଅଫିସର ଭୁବନେଶ୍ବର: ଭୁବନେଶ୍ବର…

ପୁରୀରେ ଏନକାଉଣ୍ଟର: ପିସ୍ତଲ ଓ ୨ ଗୁଳି ସହ ବାଇଜ ଜବତ

ପୁରୀ: ଅପରାଧୀକୁ ପୁଲିସର ଏନକାଉଣ୍ଟର। ଲୋକନାଥ ମନ୍ଦିର ପଛ ଶଙ୍କରେଶ୍ବର ଜଙ୍ଗଲରେ ପୁଲିସ ଏନକାଉଣ୍ଟର କରିଛି। ଅପରାହ୍ଣ ୩ଟା ୪୦ରେ ହୋଇଥିଲା ଏନକାଉଣ୍ଟର। ପ୍ରଥମେ ପୁଲିସ ଉପରକୁ ଗୁଳି ଚଳାଇଥିଲା ପିନୁ। ଏହାର ପ୍ରତି ଜବାବରେ ପୁଲିସ ପିନୁ ଉପରକୁ ଗୁଳିମାଡ କରିଥିଲା। ଫଳରେ ଅପରାଧୀ ପିନୁର ବାମ…

ଆବର୍ତ୍ତନ ପାଣ୍ଠି ବ୍ୟବହାର କରି ବିଭିନ୍ନ ରୋଜଗାରଭିତ୍ତିକ କାର୍ଯ୍ୟ ସମ୍ପାଦନ ନିମନ୍ତେ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ

ଫୁଲବାଣୀ: ଲେଫ୍ରିପଡା ବନାଞ୍ଚଳର କାର୍ଯ୍ୟାଳୟ ପରିସରରେ ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ତରଫରୁ ଆବର୍ତ୍ତନ ପାଣ୍ଠି ବ୍ୟବହାର କରି ବିଭିନ୍ନ ରୋଜଗାର ଭିତ୍ତିକ କାର୍ଯ୍ୟକ୍ରମ ଯଥା ଜିଆଖତ, ଛତୁଚାଷ, ପନିପରିବା ଚାଷ, କୁକୁଡା ଓ ଛେଳି ପାଳନ ନିମନ୍ତେ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ଅନୁଷ୍ଠିତ…

ସାମ୍ବାଦିକତା ପୃଥିବୀରେ ନୂତନ ବିଜ୍ଞାନ, ସାମ୍ବାଦିକଙ୍କ ଶକ୍ତି ଓ ସାମର୍ଥ୍ୟ ରାଷ୍ଟ୍ର ବିକାଶରେ ବିନିଯୋଗ ହେଉ

ଭୁବନେଶ୍ବର: ସାମ୍ବାଦିକଙ୍କ ଦେଶ ତଥା ଜାତି ପ୍ରତି ଗୁରୁ ଦାୟିତ୍ୱ ରହିଛି। ସେମାନଙ୍କ ଲେଖନୀ ଚାଳନା ସମାଜରେ ପରିବର୍ତ୍ତନ ଆଣିବାରେ ସହାୟକ ହୋଇଥାଏ। ଯାହା ଏକ ବିରାଟ ପାଠକଗୋଷ୍ଠୀର ବିଚାର ଓ ଆଲୋଚନାର ଭିତରକୁ ଆସିଥାଏ। ଗଣମାଧ୍ୟମ ଅସହାୟ ଲୋକଙ୍କ ସ୍ୱର ସାଜିବା ଦରକାର। ସାମ୍ବାଦିକତା…