Breaking News
Browsing Category

ଜୀବନଶୈଳୀ

ସ୍ୱାଧୀନତା ଆଣିଥିବା ପ୍ରତ୍ୟେକ ମହାପୁରୁଷ ଭାରତର ଅମୃତ ପୁତ୍ର:କୁଳପତି

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ୭୭ତମ ସ୍ୱାଧୀନତା ଦିବସ ବାଣୀବିହାର ପରିସରରେ ପାଳିତ ହୋଇଯାଇଛି । କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ସ୍ୱାଧୀନତା ଦିବସ ପାଳନ ଅବସରରେ ଉଦବୋଧନ ଦେଇ କୁଳପତି କହିଥିଲେ ଯେ ଏହି ୭୭…

କଳିଙ୍ଗ ଓ ଦକ୍ଷିଣପୂର୍ବ ଏସିଆ ଦେଶ ମଧ୍ୟରେ ସମ୍ପର୍କ ପ୍ରାଚୀନ ଓ ସୁଦୃଢ

ଭୁବନେଶ୍ୱର: କଳିଙ୍ଗ ଓ ଦକ୍ଷିଣପୂର୍ବ ଏସିଆ ଦେଶ ମଧ୍ୟରେ ସମ୍ପର୍କ ପ୍ରାଚୀନ ଓ ସୁଦୃଢ। କଳିଙ୍ଗର ନୌବାଣିଜ୍ୟ ପରମ୍ପରା, କଳା, ସାହିତ୍ୟ, ଭାସ୍କର୍ୟ୍ୟ ଓ ସ୍ଥାପତ୍ୟ ଆଦି ଦକ୍ଷିଣପୂର୍ବ ଏସିଆ ଦେଶମାନଙ୍କରେ ବେଶ ସୁପରିଚିତ। ଭାରତୀୟ ଅର୍ଥଶାସ୍ତ୍ର ଓ ପୌରାଣିକ ଲୋକକଥା ଦକ୍ଷିଣପୂର୍ବ ଏସିଆ…

ସ୍କୁଲକଲେଜ ସ୍ତରରେ ଜବାନଙ୍କ ବିଜୟଗାଥା ପହଞ୍ଚାଇବାକୁ ଆୟୋଜନ ହେବ ପ୍ରତିଯୋଗିତା

ଫୁଲବାଣୀ: ମିଳିତ ନାଗରିକ କମିଟି ଓ ଜିଲା ବରିଷ୍ଠ ନାଗରିକ ସଂଘ , କନ୍ଧମାଳ ପକ୍ଷରୁ କାର୍ଗିଲ ବିଜୟ ଦିବସ ବନାନୀ କଳାସଙ୍ଗମରେ ଅନୁଷ୍ଠିତ ହୋଇଯାଇଛି। ବୀର ଶହୀଦ ସୈନିକମାନଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ଦୀପପ୍ରଜ୍ଜଳନ ପୂର୍ବକ ସଶ୍ରଦ୍ଧ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। କାର୍ଗିଲ ବିଜୟ…

କଟକରେ ଆରବିଏଲ ବ୍ୟାଙ୍କର ନୂଆ ଶାଖା, ଗ୍ରାହକଙ୍କୁ ମିଳିବ ଗୁଣାତ୍ମକ ବ୍ୟାଙ୍କିଙ୍ଗ୍ ସେବା

ଭୁବନେଶ୍ୱର : କଟକ ଦୋଳମୁଣ୍ଡାଇରେ ଆରବିଏଲ୍ ବ୍ୟାଙ୍କର ନୂତନ ଶାଖା ଆରମ୍ଭ ହୋଇଛି । ବିଧାୟକ ସୌଭିକ ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଛନ୍ତି । ଆରବିଏଲ୍ ବ୍ୟାଙ୍କର ପାନ୍ ଇଣ୍ଡିଆରେ ୫୨୦ଟି ଶାଖା ରହିଥିବା ବେଳେ ପୂର୍ବ ଭାରତରେ ୫୬ଟି ରହିଛି । ସେହିପରି ଏହି ଶାଖାକୁ…

ଶିକ୍ଷକ ହିଁ ବ୍ୟକ୍ତିକୁ ତାହାର ବ୍ୟକ୍ତିତ୍ୱ ସହ ପରିଚିତ କରାଇଥାଏ

ଭୁବନେଶ୍ୱର: ଶିକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ନବନିଯୁକ୍ତ ଓଡିଶା ଶିକ୍ଷା ସେବା(ଓଇଏସ୍‌) ଅଧିକାରୀଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ନିଯୁକ୍ତି ପାଇଥିବା ୧୬୦ଜଣ ଓଡିଶା ଶିକ୍ଷା ସେବା ଅଧିକାରୀଙ୍କୁ ଦୁଇଟି ପର୍ଯ୍ୟାୟରେ…

ଫେସବୁକ୍‌ରୁ ପ୍ରେମ : ଦୁଇ ଛୁଆ ଓ ସ୍ୱାମୀଙ୍କୁ ଛାଡ଼ି ପାକିସ୍ତାନ ଚାଲିଗଲେ ଭାରତୀୟ ବିବାହିତ ମହିଳା

ଅଲୌୱାର : ପ୍ରେମ ପାଇଁ ସୀମା ଡେଇଁ ଭାରତରୁ ପାକିସ୍ତାନକୁ ଚାଲିଗଲେ ବିବାହିତ ମହିଳା। ରାଜସ୍ଥାନ ଅଲୱରରୁ ପାକିସ୍ତାନ ଖାଇବର ପଖତୁନୱା ଅଞ୍ଚଳର ଦିର ଜିଲାରେ ଯାଇ ପହଞ୍ଚିଛନ୍ତି ଅଞ୍ଜୁ ପ୍ରସାଦ । ସୋସିଆଲ ମିଡିଆରେ ଅଲୱରର ଅଞ୍ଜୁ ପ୍ରସାଦଙ୍କ ସହ ପାକିସ୍ତାନର ନସରୁଲ୍ଲାଙ୍କ ସହ ପ୍ରେମ ସମ୍ପର୍କ…

ଶ୍ରମିକଙ୍କୁ ସର୍ବନିମ୍ନ ମଜୁରୀ ନୁହେଁ ଅନ୍ୟ କର୍ମଚାରୀଙ୍କ ଭଳି ସୁଖ ସ୍ୱାଛାନ୍ଦ୍ୟରେ ଚଳିବା ପାଇଁ ଆବଶ୍ୟକ ଦରମା ଲାଗୁ…

ବାଲିଗୁଡା : ଭାରତୀୟ ମଜଦୁର ସଂଘ ୬୯ତମ ପ୍ରତିଷ୍ଠା ଦିବସ ବାଲିଗୁଡା ଶାନ୍ତିମୈତ୍ରୀ ସଭଗୃହରେ ଜିଲା ସଭାପତି ଅଶୋକ ପରିଡାଙ୍କ ପୌରୋହିତ୍ୟରେ ପାଳିତ ହୋଇଛି। ବିଏମଏସର ପ୍ରତିଷ୍ଠାତା ଦନ୍ତପନ୍ତ ଠେଙ୍ଗଡେଙ୍କ ଦ୍ୱାରା ୧୯୫୫ମସିହା ଜୁଲାଇ ମାସ ଆଜିର ଦିନରେ ଭୋପାଳ ଠାରେ ଶ୍ରମିକ ମାନଙ୍କ ସମସ୍ୟା…

ଆଉଟସୋର୍ସିଂ କମ୍ପାନୀ ଶ୍ରମିକ ମାରଣା ନୀତି ଆପଣାଉଥିବାରୁ ଆନ୍ଦୋଳନ ପାଇଁ ଜିଲା ସଭାପତିଙ୍କ ଆହ୍ୱାନ

ଫୁଲବାଣୀ: ଭାରତୀୟ ମଜଦୁର ସଂଘ (ବିଏମ ଏସ)୬୯ତମ ପ୍ରତିଷ୍ଠା ଦିବସ ହାଟପଦା ମା' ନାରାୟଣୀଙ୍କ ସଭାଗୃହରେ ଜିଲା ସଭାପତି ଅଶୋକ ପରିଡାଙ୍କ ପୌରୋହିତ୍ୟ ରେ ଅନୁଷ୍ଠିତ ହୋଇଯାଇଛି। ୧୯୫୫ ମସିହା ଜୁଲାଇ୨୩ତାରିଖରେ ଦନ୍ତପନ୍ତ ଠେଙ୍ଗଡେଙ୍କ ପୌରୋହିତ୍ୟରେ ଭୋପାଳ ଠାରେ ବିଏମଏସ ଲୋକମାନ୍ୟ ବାଲଗଙ୍ଗାଧର…

ମୟୁରଭଞ୍ଜ ପକ୍ସୋ କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ନାବାଳିକା ବଳାତ୍କାରୀକୁ ୨୦ବର୍ଷ ଜେଲ ଦଣ୍ଡାଦେଶ

ମୟୂରଭଞ୍ଜ: ନାବାଳିକା ବଳାତ୍କାରୀକୁ ୨୦ ବର୍ଷ ଜେଲଦଣ୍ଡାଦେଶ । ମୟୂରଭଞ୍ଜ ଜିଲ୍ଲା ଦୌରାଜଜ ତଥା ପୋକ୍ସୋ କୋର୍ଟର ଅଧ୍ୟକ୍ଷ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ୧୦ ହଜାର…