Breaking News
Browsing Category

ଜୀବନଶୈଳୀ

ପୁସ୍ତକରେ ରହିଛି ଊର୍ଦ୍ଧ୍ୱମୁଖୀ ଚେତନାରେ ସମାଜ କଲ୍ୟାଣର ଆଲେଖ୍ୟ

ଭୁବନେଶ୍ଵର: ବିଶିଷ୍ଟ ଐତିହାସିକା ଏବଂ ସୁଲେଖିକା ଶର୍ମିଷ୍ଠା ଗୁପ୍ତୁଙ୍କ ଅନ୍ୟତମ ସାରସ୍ଵତ ଅବଦାନ "ଅନସ୍ପୋକନ" ପୁସ୍ତକ ଓଟିଡିସି ଅଧ୍ୟକ୍ଷ ଡକ୍ଟର ଲେନିନ୍‌ ମହାନ୍ତିଙ୍କ ଦ୍ଵାରା ଉନ୍ମୋଚିତ ହୋଇଯାଇଛି । ପୁସ୍ତକ ଉନ୍ମୋଚନ କାଳରେ କ୍ରୀଡା ସଚିବ ଆର୍. ଭିନିଲ୍‌ କ୍ରୀଷ୍ଣା, ବିଶିଷ୍ଟ କ୍ରୀଡା…

ଶ୍ରୀମଦ୍ ଭାଗବତ୍ କଥାମୃତ ସପ୍ତାହ ଉଦ୍ଘାଟିତ

ଭୁବନେଶ୍ୱର : ଭୁବନେଶ୍ୱରର ବୀର ସୁରେନ୍ଦ୍ର ସାଏ ନଗର ସ୍ଥିତ ‘ଭୁବନେଶ୍ୱରୀ ମନ୍ଦିର ପରିସରରେ ଶ୍ରୀଜଗନ୍ନାଥ ଗବେଷଣା ପ୍ରତିଷ୍ଠାନ ଆନୁକୁଲ୍ୟରେ ଶ୍ରୀଭାଗବତ ପାରାୟଣ ଓ ଭଗବତ୍ କଥା’ ସପ୍ତାହ ଉଦ୍ଘାଟିତ ହୋଇଯାଇଛି । ଏହି ଆଧ୍ୟାତ୍ମକ କାର୍ଯ୍ୟକ୍ରମକୁ ଶ୍ରୀ ଶ୍ରୀ ନିଗମାନନ୍ଦ ଆଶ୍ରମ ଭୁବନେଶ୍ୱରର…

‘ଏକତା ହିଁ ବଳ’: ଦୁଇ ଗ୍ରାମକୁ ସଂଯୋଗ ପାଇଁ ପୋଲ ନିର୍ମାଣ କଲେ ଗ୍ରାମବାସୀ

ଜୁନାଗଡ : କେନାଲ ଉପରେ ନିଜେ ତିଆରି କରିଥିବା କାଠ ପୋଲରେ ନିଜେ ଚାଲିଲେ ଆଉ ପ୍ରଶାସନକୁ ଦେଖାଇ ଦେଲେ ଏକତାର ବଳ କେତେ। ପ୍ରଶାସନ ଯଦି ସମସ୍ୟା ନବୁଝେ, ଅଭିଯୋଗ ନଶୁଣେ ତେବେ ଲୋକେ ଏକାଠି ହୁଅନ୍ତି, ଆଉ ନିଜ ସମସ୍ୟାର ଏମିତି ସମାଧାନ କରି ପ୍ରଶାସନକୁ ମୁହଁତୋଡ ଜବାବ୍ ଦିଅନ୍ତି। ଯାହା…

ନିର୍ଭୟରେ ବିଚରଣ କରୁଛନ୍ତି ହରିଣ, ସୁରକ୍ଷା ଯୋଗାଉଛନ୍ତି ଗ୍ରାମବାସୀ

ଖଲ୍ଲିକୋଟ: ହରିଣଙ୍କ ଆଗମନ ଦେଖି ଗାଁ ଲୋକେ ଧାନ ଅମଳ ପରେ ନିଜ ବିଲରେ ବିରି ଓ ମୁଗ ବୁଣି ଦେଇଛନ୍ତି। ଏଥିସହ ଶୋଷ ମେଣ୍ଟାଇବା ପାଇଁ ଗାଁ ମୁଣ୍ଡରେ ଦୁଇଟି ପୋଖରୀ ଖୋଳି ଦେଇଛନ୍ତି। ଲୁଣ ଚଟାଣ ମଧ୍ୟ କରାଯାଇଛି। ହରିଣମାନଙ୍କ ଗାଁ ଚିକିଲି। ରାତି ପାହିଲେ ହରିଣମାନେ ଦଳଦଳ ହୋଇ ଗାଁ ମୁଣ୍ଡକୁ…

ବିଦ୍ୟାଳୟ ପାଠ୍ୟକ୍ରମରେ ସାମିଲ ହେବ କୋଡିଂ ଓ ଆଇଟି, କୌଶଳୀ ବ୍ଲକ୍‌ ମୁଖ୍ୟ ପ୍ରଶିକ୍ଷକଙ୍କ ତାଲିମ କାର୍ଯ୍ୟକ୍ରମ…

ଭୁବନେଶ୍ୱର: ରାଜ୍ୟର ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ‘କୌଶଳୀ’ ସ୍କୁଲ କ୍ଲବ୍‌ ଜରିଆରେ ପ୍ରଯୁକ୍ତିବିଦ୍ୟା ଓ କୋଡିଂ ଶିକ୍ଷା ଗ୍ରହଣ କରିବାକୁ ଯାଉଛନ୍ତି। ସେମାନଙ୍କୁ ଶିକ୍ଷାଦାନ କରିବା ପାଇଁ ରାଜ୍ୟସ୍ତରରେ ପ୍ରଶିକ୍ଷଣ ଆରମ୍ଭ ହୋଇଛି। ଗୁରୁବାରଠାରୁ…

ରାଜ୍ୟଗୋଷ୍ଠୀ ଯୁବ ଭରୋତ୍ତୋଳନ: ହୃଦାନନ୍ଦ ଦାସ ଜିତିଲେ ସ୍ବର୍ଣ୍ଣ, ଆଣିଲେ ରାଜ୍ୟ ପାଇଁ ଗୌରବ

ଭୁବନେଶ୍ବର: ଉତ୍ତରପ୍ରଦେଶର‌‌ ଗ୍ରେଟର୍‌ ନୋଏଡ଼ାରେ ଚାଲିଥିବା‌ ରାଜ୍ୟଗୋଷ୍ଠୀ ଯୁବ ଭାରୋତ୍ତୋଳନ ପ୍ରତିଯୋଗିତାରେ ଆଉ ଜଣେ ଓଡ଼ିଆ ଖେଳାଳି ସ୍ବର୍ଣ୍ଣ ପଦକ ଜିତିନେଇଛନ୍ତି। ଭାରୋତ୍ତୋଳନ ଏଚ୍‌ପିସି ଢ଼େଙ୍କାନାଳ କେନ୍ଦ୍ରର ଅନ୍ତେବାସୀ ହୃଦାନନ୍ଦ ଦାସ ପୁରୁଷ ୭୩ କିଲୋଗ୍ରାମ ବର୍ଗରେ ମୋଟ…

ପଶ୍ଚିମ ଓଡିଶା ପାଇଁ ମୋର ସବୁ ବେଳେ ସ୍ୱତନ୍ତ୍ର ଧ୍ୟାନ ରହିଛି – ମୁଖ୍ୟମନ୍ତ୍ରୀ

୧୨୫ କୋଟି, ୨୦୦୦ ସଭାଗୃହ ୩୩ କୋଟି ଟଙ୍କାର ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିସ୍ଥାପନ ପଶ୍ଚିମ ଓଡିଶାର ବିକାଶରେ WODC ମୁଖ୍ୟ ଭୂମିକା ଗ୍ରହଣ କରିଛି ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମ ଓଡିଶାରେ ମୁଖ୍ୟମନ୍ତ୍ରୀ ସଭାଗୃହ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏହି…

ଦେଶ- ବିଦେଶରାଜ୍ୟକରୋନାଜିଲ୍ଲାମହାନଗରଖେଳବାଣିଜ୍ୟରାଜନୀତିଅଧିକ ଚନ୍ଦ୍ରର କକ୍ଷପଥରେ ପ୍ରବେଶ କଲା ଚନ୍ଦ୍ରଯାନ-୩ :…

ଶ୍ରୀହରିକୋଟା : ଭାରତର ଚନ୍ଦ୍ରଯାନ-୩ ମିସନ ସଫଳତାର ସହ ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିଛି । ଏହା ସହିତ ଏହି ମହାକାଶ ଯାନ ସମସ୍ତ ଅଙ୍ଗ ସ୍ବାଭାବିକଭାବେ କାମ କରୁଛି ବୋଲି ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଘୋଷଣା କରିଛି । ଉତକ୍ଷେପଣର ପ୍ରାୟ ୩୦ ମିନିଟ ପରେ ଇସ୍ରୋ ପକ୍ଷରୁ…

ଫସଲ ବୀମା ପ୍ରିମିୟମ୍‌ର କୃଷକଙ୍କ ଅଂଶ ନିଜସ୍ୱ ସମ୍ବଳରୁ ବହନ କରିବେ ରାଜ୍ୟ ସରକାର 

ଭୁବନେଶ୍ୱର : ଖରିଫ ୨୦୧୬ଠାରୁ ରାଜ୍ୟରେ ଫସଲ ବୀମା ଯୋଜନା ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (ପିଏମ୍‌ଏଫ୍‌ବିୱାଇ) କାର୍ଯ୍ୟକାରୀ ହେଉଛି। ପାଣିପାଗର ଅନିଶ୍ଚିତତା କାରଣରୁ ଚାଷୀମାନଙ୍କ ଫସଲ ଉତ୍ପାଦନରେ କ୍ଷତିରୁ ଏହି ଫସଲ ବୀମା ଯୋଜନା ସୁରକ୍ଷା ପ୍ରଦାନ କରିଥାଏ। ଏହି ଫସଲ ବୀମା ଯୋଜନା…

ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ପୂର୍ବାନୁମାନ, ଆସନ୍ତା ୪ ଦିନ ଭଲ ବର୍ଷା ସମ୍ଭାବନା

ଭୁବନେଶ୍ବର:  ପଶ୍ଚିମ-କେନ୍ଦ୍ରୀୟ ଏବଂ ଏହାର ପାର୍ଶ୍ବବର୍ତ୍ତୀ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଥିବା ବେଳେ ୧୬ ତାରିଖ ବେଳକୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତା ୪ଦିନ କେତେକ…