Breaking News
Browsing Category

ଜୀବନଶୈଳୀ

ଆପଣମାନେ ସୁବିଧାରେ ପୁରୀ ଆସନ୍ତୁ, ମହାପ୍ରଭୁଙ୍କ କୃପା ଲାଭ କରନ୍ତୁ, ଜନସାଧାରଣଙ୍କୁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ

୫-ଟି ଉପକ୍ରମରେ ଆରମ୍ଭ ହୋଇଥିବା ଲକ୍ଷ୍ମୀ ଯୋଜନାରେ ଆରମ୍ଭ ହେଲା ଏହି ସେବା ପ୍ରଥମ ପର୍ଯ୍ୟାୟରେ ୧୨ଟି ଜିଲାରୁ ବସ୍‌ସେବା ଆରମ୍ଭ ହେଲା ଜିଲା ସଦର ମହକୁମାରୁ ଭୁବନେଶ୍ବର ଦେଇ ମହାପ୍ରଭୁଙ୍କ ଧାମ ପୁରୀକୁ ଯିବ ବସ୍‌ ଲକ୍ଷ୍ମୀ ଯୋଜନାରେ ମା’ମାନଙ୍କ ପାଇଁ ଟିକେଟ୍‌ର ମୂଲ୍ୟ ୫ ଟଙ୍କା,…

ବିକାଶ ଆବାସିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଦ୍ଵାରା ୩୦.୦୦୦ ପ୍ରଦୀପ ପ୍ରଜ୍ଵଳିତ

ଭୁବନେଶ୍ବର: ଆଜି ଡେରାସ ସ୍ଥିତ ବିକାଶ ଆବାସିକ ବିଦ୍ୟାଳୟ ପରିସରରେ ମହାସମାରୋହ ପୂର୍ବକ ଭାବ, ଭକ୍ତି ଓ ଶୃଙ୍ଖଳାର ସହ ଶ୍ରୀ ଜଗନ୍ନାଥ ମନ୍ଦିର ପରିକ୍ରମା ପ୍ରକଳ୍ପର ଉଦ୍ଘାଟନୀ ଉତ୍ସବକୁ ପାଳନ କରିବା ନିମନ୍ତେ ପ୍ରାୟ ୧୦୦୦ ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ , ଶିକ୍ଷକ ମଣ୍ଡଳୀ ତଥା ସାଧୁ ଓ ସଜ୍ଜନ…

ଉତ୍କଳୀୟ କଳା ଭାସ୍କର୍ଯ୍ୟର ଶୋଭା ବର୍ଦ୍ଧନ କରୁଛି ବିରଳ ଖୋଣ୍ଡାଲାଇଟ୍ ପଥର

https://youtu.be/GKSh7A_tGAc ପୁରୀ: ଶ୍ରୀକ୍ଷେତ୍ରରେ ଆଜି ଲୋକାର୍ପିତ ହେବାକୁ ଯାଉଥିବା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ବ୍ୟବହାର ପାଇଁ ଓଡ଼ିଶା ଖଣି ନିଗମ ପକ୍ଷରୁ ଯୋଗାଇ ଦିଆଯାଇଥିବା ବିରଳ ଖୋଣ୍ଡାଲାଇଟ୍ ପଥର ଉତ୍କଳୀୟ କଳା ଭାସ୍କର୍ଯ୍ୟର ଶୋଭା ବର୍ଦ୍ଧନ କରୁଛି । ଏହି ଐତିହାସିକ…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ପୁରୀ:  ଓଡ଼ିଆ ଜାତିର ଭାବ ଏବଂ ଭକ୍ତିର ପ୍ରାଣକେନ୍ଦ୍ର ଶ୍ରୀମନ୍ଦିର ଇତିହାସରେ ଯୋଡ଼ିହୋଇଛି ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ଏବଂ ନାମ, ସଂକୀର୍ତ୍ତନ, ଘଣ୍ଟ, ଶଙ୍ଖଧ୍ୱନିରେ ପ୍ରକମ୍ପିତ ହୋଇଛି ସମଗ୍ର ରାଜ୍ୟ । ପୋଷ ଶୁକ୍ଳ ସପ୍ତମୀର ଶୁଭଲଗ୍ନରେ ଏକ ଅନନ୍ୟ ଭାବବିହ୍ୱଳ ଦିବ୍ୟ ପରିବେଶ ମଧ୍ୟରେ ବହୁ…

ଲୋକକଳା ହେଉଛି ଗୋଟିଏ  ଜାତିର ଅସ୍ମତା, ସଚେତନତା  ସ୍ରୁଷ୍ଟି  ଦିଗରେ  ଲୋକକଳା  ସବୁଠାରୁ  ପ୍ରଭାବୀ  ମାଧ୍ୟମ

ଭୁବନେଶ୍ୱର : ପାରମ୍ପରିକ ଲୋକକଳା ଓ ସଂସ୍କୃତି ହେଉଛି ଏକ ଜାତିର ଜୀବନ ଓ ଭବିଷ୍ୟତ । ସଚେତନତା ସୃଷ୍ଟି କରିବାରେ ଲୋକକଳା ଭଳି ପ୍ରଭାବୀ ମାଧ୍ୟମ ଅନ୍ୟ କୌଣସି ମାଧ୍ୟମରେ ନାହିଁ ବୋଲି ୫-‘ଟି’ ତଥା ‘ ଆମ ଓଡିଶା ନବୀନ ଓଡ଼ିଶା’ ଅଧ୍ୟକ୍ଷ  ଭି.କେ. ପାଣ୍ଡିଆନ କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ…

ପ୍ରକୃତି ସହିତ ମନୁଷ୍ୟର ଅନନ୍ୟ ସମ୍ପର୍କକୁ ଆଗାମୀ ପିଢି ଜାଣିବାର ସମୟ ଆସିଛି

ଭୁବନେଶ୍ବର: ବସ୍ତୁବାଦୀଦୁନିଆରୁବହୁଦୂରରେରହୁଥିବାଜନଜାତିସମ୍ପ୍ରଦାୟବର୍ତ୍ତମାନ ନିଜ ସଂସ୍କୃତିକୁନେଇପରିଚିତିପାଇଛି । ଆଜିର ଡିଜିଟାଲ ଯୁଗରେଭାରତୀୟ ଜନଜାତି ସଂସ୍କୃତି, ପରମ୍ପରା, ନୃତ୍ୟ, ସଂଗୀତ, କଳା, ଭିଜୁଆଲ୍ ଆର୍ଟ୍ସ ଆଦିକୁ ଲୋକାଭିମୁଖୀ କରାଇବା ଉଦ୍ଦେଶ୍ୟରେ ଜାତୀୟ ମେଳାର ଆୟୋଜନ…

ଭାରତୀଙ୍କୁ ମିଳିଲା ବିଏସକେୱାଇ ସହାୟତା

ଭୁବନେଶ୍ୱର: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବି ଏସ୍ କେ ୱାଇ) କାର୍ଡ ଗରିବର ସାଥି ଓ ସାହାରା ସାଜିଛି । ବାଲେଶ୍ଵର ଜିଲ୍ଲା ଅନ୍ତର୍ଗତ ସୋର ବ୍ଲକ ଅନନ୍ତପୁର ଗ୍ରାମର ମହିଳା ଭାରତୀ ଜେନା ଗୁରୁତର ରୋଗରେ ପୀଡ଼ିତ ହୋଇଥିବା ବିଷୟ ଗଣମଧ୍ୟମରୁ ଜାଣିବା ମାତ୍ରେ ରାଜ୍ୟ ବି ଏସ୍ କେ ୱାଇ ଟିମ…

ସାଧାରଣତନ୍ତ୍ର ଦିବସରେ ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ଚାଲିବ ଓଡ଼ିଶାର ପ୍ରଜ୍ଞାପନ ମେଢ

ଭୁବନେଶ୍ଵର: ଦୀର୍ଘ ତିନି ବର୍ଷର ବ୍ୟବଧାନ ପରେ ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ଓଡିଶାର ପ୍ରଜ୍ଞାପନ ମେଢ ଦେଖିବାକୁ ମିଳିବ । ଭାରତ ସରକାରଙ୍କ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଗତକାଲି ଅପରାହ୍ନରେ ଏହି ସୂଚନା ମିଳିବାପରେ ରାଜ୍ୟ ସରକାରଙ୍କ ବିଭିନ୍ନ ମହଲରେ ଖୁସିର ଲହରୀ ଖେଳି ଯାଇଛି ।୨୦୩୬…

ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷର ଏନ୍‌ଫୋର୍ସମେଣ୍ଟ ବ୍ୟବସ୍ଥା ହେବ ଅଧିକ ଦକ୍ଷ ଓ କ୍ରିୟାଶୀଳ

Enforcement ପାଇଁ ୬୭ଟି ନୂତନ ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ରାଜ୍ୟ ପୋଲିସ ପ୍ରଶାସନ ପକ୍ଷରୁ ଏହି ପଦବୀ ସୃଷ୍ଟି ହେବ ବିଭିନ୍ନ ଉନ୍ନୟନ କାର୍ଯ୍ୟ ଏବଂ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ତ୍ୱରାନ୍ୱିତ ହେବ ୧ଟି Assistant Commissioner, 6ଟି A.S.I. ଏବଂ ୬୦ଟି Constable…

ଶସ୍ତାରେ ମିଳିବ ପେଟ୍ରୋଲ-ଡିଜେଲ… ତୈଳଦରକୁ ନେଇ ସ୍ପଷ୍ଟ କଲେ ପେଟ୍ରୋଲିୟମ ମନ୍ତ୍ରୀ

ନୂଆଦିଲ୍ଲୀ: ନୂଆବର୍ଷରେ ଗାଡ଼ି ଚାଳକମାନଙ୍କ ପାଇଁ ଖୁସି ଖବର ଦେଇପାରନ୍ତି କେନ୍ଦ୍ର ସରକାର । ଦୀର୍ଘ ଦିନରୁ ସ୍ଥିର ହୋଇ ରହିଥିବା ପେଟ୍ରୋଲ ଏବଂ ଡିଜେଲ ଦରରେ ହୋଇପାରେ ମୂଲ୍ୟହ୍ରାସ । ସାଧାରଣ ଲୋକଙ୍କୁ ଏଣିକି ଶସ୍ତାରେ ମିଳିପାରେ ପେଟ୍ରୋଲ-ଡିଜେଲ । ତେବେ ଏ ନେଇ ବଡ଼ ବୟାନ ଦେଇଛନ୍ତି…