Breaking News
Browsing Category

ଜୀବନଶୈଳୀ

୩୪ଟି ପାକ୍ସର ଭିତ୍ତିଭୂମି ବିକାଶ ନିମନ୍ତେ ଲେଖାଏଁ ଖର୍ଚ୍ଚ କରିବେ ୫୦ହଜାର ଟଙ୍କା

ଭୁବନେଶ୍ବର:  ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ସମ୍ମିଳନୀ କକ୍ଷରେ ଆଜି ପାକ୍ସ ଗୁଡିକୁ ସହାୟତା ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମବାୟ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଲେ ଯେ, ସମବାୟ ପ୍ରାଥମିକ…

ନୂତନ ଆରକ୍ଷୀ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କଲେ ଅରୁଣ କୁମାର ଷଡଙ୍ଗୀ

କଟକ : ଓଡିଶା ପୋଲିସର ନୂତନ ଆରକ୍ଷୀ ମହାନିର୍ଦ୍ଦେଶକ ଭାବେ ଅରୁଣ କୁମାର ଷଡଙ୍ଗୀ  ଆଜି ଅପରାହ୍ନରେ କଟକସ୍ଥିତ ରାଜ୍ୟ ପୋଲିସ ମୁଖ୍ୟ କାର୍ୟ୍ୟାଳୟଠାରେ ପୂର୍ବତନ ଡିଜିପି  ସୁନୀଲ କୁମାର ବଂସଲଙ୍କ ଠାରୁ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି । ନୂତନ ଆରକ୍ଷୀ ମହାନିର୍ଦ୍ଦେଶକ ଅରୁଣ କୁମାର…

ଅକ୍ଷୟ କୁମାର ନାୟକଙ୍କୁ ମିଳିଲା ଅନ୍ତର୍ଜାତିକ ସାମାଜିକ ସମ୍ମାନ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କେଳାପଡା ଗ୍ରାମର ଅକ୍ଷୟ କୁମାର ନାୟକଙ୍କୁଅନ୍ତର୍ଜାତିକ ସାମାଜିକ ସମ୍ମାନ ପ୍ରଦାନ କରାଯାଇଛି ଲ ଦୀର୍ଘ 30 ବର୍ଷରୁ ଉରର ଉର୍ଦ୍ଧ ସମାଜ ସେବାରେ ନିଜକୁ ଉତ୍ସର୍ଗ କରିଥିଲେ I କନ୍ଧମାଳର ବଣଜଙ୍ଗଳ ଘେରା ଅପହଞ୍ଚ ଅଞ୍ଚଳରେ ଶିକ୍ଷା , ସ୍ୱାସ୍ଥ୍ୟ,…

ଉତ୍କଳ ବିଶ୍ବବିଦ୍ୟାଳୟରେ ‘ନୂଆ-ଓ’ କାର୍ଯ୍ୟକ୍ରମ, ଆୟୋଜିତ ହେବ ସାଂସ୍କୃତିକ, ସାମାଜିକ ଓ କ୍ରୀଡ଼ା ପ୍ରତିଯୋଗିତା

ଓଡ଼ିଶାର ଯୁବପିଢ଼ି ମାନଙ୍କୁ ସଂଗଠିତ କରିବା ଏବଂ ସେମାନଙ୍କ ସଶକ୍ତିକରଣ ଦିଗରେ ଓଡ଼ିଶା ସରକାରଙ୍କ ଦ୍ବାରା ନିଆଯାଇଥିବା ‘ନୂତନ ଉନ୍ନତ ଅଭିଳାଶ ଓଡ଼ିଶା ବା ନୂଆ-ଓ’ ଯୁବ ଓଡ଼ିଶା-ନବୀନ ଓଡ଼ିଶା କାର୍ଯ୍ୟକ୍ରମର ଅଂଶବିଶେଷ ସ୍ୱରୂପ ଶୁକ୍ରବାର ଉତ୍କଳ ବିଶ୍ବବିଦ୍ୟାଳୟରେ ଆରମ୍ଭ ହେବାକୁ ଯାଉଛି…

ପ୍ରଶ୍ନ ପାଇଁ ଲାଞ୍ଚ ନେବା ଅଭିଯୋଗରେ ସଂସଦରୁ ବହିଷ୍କୃତ ହେଲେ ମହୁଆ ମୈତ୍ର

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ ନେତ୍ରୀ ମହୁଆ ମୈତ୍ରଙ୍କ ବିରୋଧରେ ’କ୍ୟାସ୍‌ ଫର୍‌ କ୍ୱେରି’ ଅଭିଯୋଗ ନେଇ ସଦାଚାର କମିଟି ରିପୋର୍ଟ ଆସିବା ପରେ ତାଙ୍କୁ ଲୋକସଭାରୁ ବହିଷ୍କାର କରାଯାଇଛି। ସଂସଦରେ ନରେନ୍ଦ୍ର ମୋଦୀ ସରକାରଙ୍କୁ ସମାଲୋଚନା କରୁଥିବା ପ୍ରଶ୍ନ ପଚାରିବା ବଦଳରେ ବ୍ୟବସାୟୀ ଦର୍ଶନ…

ଗଙ୍ଗୁଆ ଓ ଦୟାର ସଂଯୋଗ ସ୍ଥାନରେ ହେବ ଟ୍ରିଟମେଣ୍ଟ ପ୍ଲାଣ୍ଟ, ଭୁବନେଶ୍ୱର ସହର ନର୍ଦ୍ଦମା ପାଣିର ନିୟମିତ ବୈଷୟିକ ଯାଞ୍ଚ…

ଭୁବନେଶ୍ୱର: ଦୟା ନଦୀ ପାଣିକୁ ପ୍ରଦୂଷଣମୁକ୍ତ ରଖାଯିବା ଉପରେ ୫-ଟି ତଥା ନବୀନ ଓଡିଶାର ଅଧ୍ୟକ୍ଷ  ଭି.କେ. ପାଣ୍ଡିଆନ ଗୁରୁତ୍ୱାରୋପ କରିଛନ୍ତି ଏବଂ ଏ ସମ୍ପର୍କରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ନଗର ଉନ୍ନୟନ ବିଭାଗ ଏବଂ ଭୁବନେଶ୍ୱର ମହାନଗର…

ଘରୁ ମିଳିଲା ଯୁବକଙ୍କ ମୃତଦେହ: ଥାନାରେ ମହିଳା ଅଟକ

ଘଟଗାଁ/ଢେଙ୍କିକୋଟ: କେନ୍ଦୁଝର ଜିଲ୍ଲା ଢେଙ୍କିକୋଟ ବସଷ୍ଟାଣ୍ଡ ନିକଟ ପାତ୍ରସାହିରେ ଜଣେ ଯୁବକଙ୍କୁ ନୃଶଂସ ହତ୍ୟା କରାଯାଇଛି। ତାଙ୍କୁ ପନିକି ଓ ଟାଙ୍ଗିଆ ସହାୟତାରେ ହତ୍ୟା କରାଯାଇଛି। ମୃତ ଯୁବକ ହେଲେ ଖଣ୍ଟଘର ଗାଁର ଭାରତ ଭୂଷଣ ଉରଫ ଛବି ନାୟକ(୨୫)। ଆଜି ସକାଳେ ତାଙ୍କର ମୃତଦେହ ଉଦ୍ଧାର…

ଭବିଷ୍ୟତର ନେତୃତ୍ୱ ନେଉଥିବା ବିଦ୍ୟାର୍ଥୀ ସୃଷ୍ଟି କରୁଛି ଉତ୍କଳ:କୁଳପତି

ଭୁବନେଶ୍ବର: ପ୍ରଗତିଶୀଳ ଶିକ୍ଷା ନୀତି ସହିତ ଉତ୍କର୍ଷର ସମର୍ପଣ ଭାବ ହିଁ ଜ୍ଞାନର ବିକାଶ ଏବଂ ଶୈକ୍ଷିକ ପରିବର୍ତ୍ତନ ଧାରା ଜାରି ରଖିବାରେ ସହାୟକ ହେବ, ଯାହା ଭବିଷ୍ୟତର ଦୃଷ୍ଟିଭଙ୍ଗୀକୁ ସୁନିଶ୍ଚିତ କରିବ। ଆଜି ଉତ୍କଳ ବିଶ୍ବବିଦ୍ୟାଳୟ ୮୧ ବର୍ଷରେ ପାଦ ଥାପି ଥିବାବେଳେ ଆଗାମୀ ୧୯ ବର୍ଷରେ…

ଆନ୍ତଃ ଜୋନ ପୁରୁଷ ଭଲିବଲ ଟୁର୍ନାମେଣ୍ଟ, ଜିସିପିଇ ରନର୍ସ ଅପ୍

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟର ସ୍ପୋର୍ଟସ କାଉନସିଲ୍ ଦ୍ଵାରା ପ୍ରଯୋଜିତ ଇଣ୍ଟର ଜୋନାଲ୍ ପୁରୁଷ ଭଲିବଲ୍ ଟୁର୍ଣ୍ଣାମେଣ୍ଟ୍ ସାଲେପୁର ସ୍ଵୟଂଶାସିତ ମହାବିଦ୍ୟାଳୟ ପରିସରରେ ସଫଳତାର ସହ ଉଦଯାପିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟରେ ସରକାରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟ ( ଜିସିପିଇ),…

ଆନ୍ତଃ ଜୋନ ମହିଳା ବାସ୍କେଟବଲ୍ ଟୁର୍ଣ୍ଣାମେଣ୍ଟ, ଜିସିପିଇ ଚାମ୍ପିୟନ

ଭୁବନେଶ୍ୱର: ପୋଷ୍ଟ ଗ୍ରାଜୁଏଟ୍ ଆଥଲେଟିକ କ୍ଲବ, ଉତ୍କଳ ବିଶ୍ୱବିଦ୍ୟାଳୟ ଆନୁକୁଲ୍ୟରେ ଆନ୍ତଃ ଜୋନ ମହିଳା ବାସ୍କେଟବଲ୍ ଟୁର୍ଣ୍ଣାମେଣ୍ଟ ୨୩-୨୪ ବିଶ୍ଵବିଦ୍ୟାଳୟ ବିଜୁ ପଟ୍ଟନାୟକ ସ୍ପୋର୍ଟସ୍ କମ୍ପ୍ଲେକ୍ସରେ ପରିସରରେ ଉଦଯାପିତ ହୋଇଯାଇଅଛି। ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ଯାଚରେ ସରକାରୀ…