Breaking News
Browsing Category

ଜୀବନଶୈଳୀ

ସିକିମ ବନ୍ୟାରେ ସହିଦ, ଜନ୍ମ ମାଟିରେ ଶେଷକୃତ୍ୟ ସମ୍ପନ୍ନ

ଭୁବନେଶ୍ବର: ସିକ୍କିମ ବନ୍ୟାରେ ସହିଦ ହୋଇଥିବା ସରୋଜ କୁମାର ଦାସଙ୍କ ଜନ୍ମ ମାଟିରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଏହାସହିତ ସହିଦ ଯବାନଙ୍କ ପାର୍ଥିବ ଶରୀର ପଞ୍ଚଭୂତରେ ଲୀନ ହୋଇଯାଇଛି। ସହିଦ ସରୋଜ ଦାସଙ୍କ ପାର୍ଥିବ ଶରୀରକୁ ନିଜ ଜନ୍ମ ଭୂମିକୁ ଆଣିବା ବାଟରେ…

ବଢିଲା ବିଧାୟକ ବିଜୟଶଙ୍କରଙ୍କ ଅଡୁଆ: ରେଜିଷ୍ଟ୍ରାର ଅଫିସରେ ଆପତ୍ତି ଉଠାଇଲେ ପୂର୍ବତନ ବାନ୍ଧବୀ

କଟକ:  ତିର୍ତୋଲ ବିଧାୟକ ବିଜୟ ଶଙ୍କର ଅଡୁଆରେ । ବାନ୍ଧବୀ ସୋମାଲିକାଙ୍କ ଅଭିଯୋଗ ତାଙ୍କ ସହିତ ପ୍ରତାରଣା କରାଯାଇଛି । ବଂଚିଥିବା ଯାଏଁ ଏହା ବିରୋଧରେ ଲଢେଇ କରିବେ ବୋଲି କହିଛନ୍ତି । ବିଧାୟକ । କଟକ ସବ ରେଜିଷ୍ଟର ଅଫିସରେ ବିବାହ ପଂଜିକରଣ ପାଇଁ ଆବେଦନ କରିବା ଘଟଣା ସାମ୍ନାକୁ ଆସିବା ପରେ…

ଡିଫେଣ୍ଡିଂ ଚାମ୍ପିଅନ ଇଂଲଣ୍ଡ ପରାସ୍ତ, ବିଜୟ ସହ ବିଶ୍ବକପ୍‌-୨୦୨୩ ଅଭିଯାନ ଆରମ୍ଭ କଲା ନ୍ୟୁଜିଲାଣ୍ଡ

କନୱେଙ୍କ ଅପରାଜିତ ୧୫୨ରନ ଏବଂ ରବୀନ୍ଦ୍ରଙ୍କ ଅପରାଜିତ ୧୨୩ ରନ ସ୍କୋର ସ୍କୋର: ଇଂଲଣ୍ଡ ୨୮୨/୯ ; ନ୍ୟୁଜିଲାଣ୍ଡ ୨୮୨/୧(୩୬.୨ ଓଭର) ଇଂଲଣ୍ଡକୁ ନ୍ୟୁଜିଲାଣ୍ଡର ଏକପାଖିଆ ମୁକାବିଲାରେ ୯ ୱିକେଟରେ ପରାସ୍ତ ନ୍ୟୁଜିଲାଣ୍ଡ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନେଇଥିଲା ନିଷ୍ପତ୍ତି…

ସାମଗ୍ରିକ ଜ୍ଞାନ ଆହରଣ ପାଇଁ ଏକ ବହୁମୁଖୀ ଦୃଷ୍ଟିକୋଣକୁ ଅନ୍ତର୍ଭୁକ୍ତ କରାଯିବା ଜରୁରୀ

ଭୁବନେଶ୍ବର: ଉତ୍କଳ ବିଶ୍ୱବିଦ୍ୟାଳୟ ମନସ୍ତତ୍ତ୍ବ ବିଭାଗ ପକ୍ଷରୁ ମାନସିକ ସ୍ବାସ୍ଥ୍ୟ, ଜାତୀୟ ଶିକ୍ଷା ନୀତି ୨୦୨୦ ଏବଂ ପ୍ରୟୋଗାତ୍ମକ ମନସ୍ତତ୍ତ୍ବ ଶୀର୍ଷକ ଆନ୍ତର୍ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଆନ୍ତର୍ଜାତିକ ସମ୍ମିଳନୀକୁ ଉଦଘାଟନ କରି ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର…

ପୁଅ ଝିଅ ଏକାଠି ବସିଲେ କିମ୍ବା ଥଟ୍ଟା ମଜା କଲେ କଲେଜରୁ କାଟି ଦିଆଯିବ ନାମ

ନୂଆଦିଲ୍ଲୀ: ବିହାର ଜୟପ୍ରକାଶ ବିଶ୍ୱବିଦ୍ୟାଳୟର ଜେଡ୍‌ଏ ଇସଲାମିଆ ପିଜି କଲେଜର ତୁଗଲକି ଆଇନ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି । ଅଧ୍ୟକ୍ଷଙ୍କ ନୋଟିସ୍‌ରେ କୁହାଯାଇଛି ଯେ, କଲେଜରେ ପୁଅ ଝିଅ ଏକାଠି ବସିବା କିମ୍ବା ଥଟ୍ଟା ମଜା କରୁଥିବାର ନଜର ଆସିଲେ କଲେଜରୁ ସେମାନଙ୍କ ନାମ…

ନିଶ୍ବାସ ନେଇ ପାରୁ ନାହାନ୍ତି କୃତିକା, ରାହା ଧରି କାନ୍ଦୁଛି ପୁଅ

ନୂଆଦିଲ୍ଲୀ: ୟୁଟ୍ୟୁବର ଅରମାନ ମଲିକ ନିଜର ବ୍ୟକ୍ତିଗତ ଓ ପେସାଗତ ଜୀବନକୁ ନେଇ ପ୍ରାୟତଃ ଚର୍ଚ୍ଚାରେ ରହିଥାଆନ୍ତି। ଅରମାନ ନିଜର ବ୍ୟକ୍ତିଗତ ଜୀବନକୁ ତାଙ୍କ ଅନୁଗାମୀମାନଙ୍କ ସହିତ ଖୋଲାଖୋଲି ଭାବେ ଆଲୋଚନା କରିଥାଆନ୍ତି। ଅରମାନଙ୍କୁ ନେଇ ନିକଟରେ ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ…

ରାୟଗଡା କଂସାରିଗୁଡ଼ାରେ ହିଣ୍ଡାଲକୋ ପ୍ରତିଷ୍ଠା କରିବ ଆଲୁମିନା ରିଫାଇନାରି ପ୍ଲାଣ୍ଟ, ସ୍ୱାକ୍ଷରିତ ହେଲା ବୁଝାମଣା…

Investment Rs 8000 Crore, Employment for 5000 Odisha Witnessing Rapid Industrialization Under Visionary Leadership of Naveen Patnaik- KM Birla Let's Make Odisha a Shining Example of Harmonious Development of Business and…

ବିଶ୍ୱର ସ୍କିଲ କ୍ୟାପିଟାଲ ଭାବେ ରୂପାନ୍ତରିତ ହୋଇଛି ଓଡ଼ିଶା; ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ବିଶ୍ୱର ସ୍କିଲ କ୍ୟାପିଟାଲ ଭାବେ ରୂପାନ୍ତରିତ ହୋଇଛି ଓଡ଼ିଶା । BPUT ଦେଶ ଓ ରାଜ୍ୟ ପାଇଁ ବହୁ ଟେକ୍ନୋକ୍ରାଟ ସୃଷ୍ଟି କରିଛି  । ଆମ ସମସ୍ତଙ୍କୁ ଆଧୁନିକ ଟେକ୍ନୋଲଜି ସହ ଅପଡେଟ ରହିବାକୁ ପଡ଼ିବ । ଏହି କାର୍ଣ୍ଣିଭାଲ ଦ୍ୱାରା ବେଷ୍ଟ ଟ୍ୟାଲେଣ୍ଟ ବାହାରିବେ  । ଆଜି ବିପିୟୁଟି…

ଆମ ଶିକ୍ଷା ଜଗତ ଭାରତକୁ ଅମୃତକାଳରେ ନୂଆ ଉଚ୍ଚତାରେ ପହଞ୍ଚାଇବ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନକ୍ରମେ ଦେଶ ପାଇଁ ବଳିଦାନ ଦେଇଥିବା ବୀରମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ ଓଡ଼ିଶା ସମେତ ଦେଶବ୍ୟାପୀ ମୋ ମାଟି, ମୋ ଦେଶ ଅଭିଯାନ ଅନ୍ତର୍ଗତ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ଦେଶ ପାଇଁ ନିଜ ଜୀବନକୁ ଉତ୍ସର୍ଗ…

ଫୁଲବାଣୀରେ ବର୍ଦ୍ଧିତ ହୋଲ୍ଡିଙ୍ଗ ଟ୍ୟାକ୍ସ ମୂଲ୍ୟାୟନ ସମ୍ପର୍କରେ ଆଲୋଚନା

ଫୁଲବାଣୀ : ଫୁଲବାଣୀ ପୌର ପରିଷଦର ହୋଲଡିଂ ଟ୍ୟାକ୍ସ ବୃଦ୍ଧି ପାଇଁ ହୋଇଥିବା ତୃଟିପୂର୍ଣ୍ଣ ମୂଲ୍ୟାୟନକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ନିର୍ବାଚିତ କାଉନସେଲ ଟ୍ୟାକ୍ସ ବୃଦ୍ଧି ପାଇଁ ଅଧିକୃତ। କିନ୍ତୁ ଦୀର୍ଘ ଦିନ ଧରି ଏହି ପ୍ରକ୍ରିୟା ଆରମ୍ଭ ହୋଇଥିଲେ ହେଁ କାଉନସଲରମାନଙ୍କୁ ଅବଗତ…