Breaking News
Browsing Category

ଦେଶ ବିଦେଶ

ଓଡ଼ିଶା ସୀମାନ୍ତ ଛତିଶଗଡ଼ରେ ସୁରକ୍ଷାବାହିନୀଙ୍କ ଗୁଳିରେ ୫ ନକ୍ସଲ ନିପାତ

ମାଲକାନଗିରି: ଛତିଶଗଡ଼ର କଂକେର ଜିଲ୍ଲାରେ ପୁନର୍ବାର ସୁରକ୍ଷା ବାହିନୀ ଏବଂ ନକ୍ସଲମାନଙ୍କ ମଧ୍ୟରେ ଏକ ବଡ଼ଧରଣର ଗୁଳିବିନିମୟ ଚାଲିଛି। ଏହି ଏନକାଉଣ୍ଟରରେ ୫ଜଣ ନକ୍ସଲଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଯବାନଙ୍କ ଦ୍ଵାରା ଏନକାଉଣ୍ଟର ସ୍ଥାନରୁ ଅସ୍ତ୍ରଶସ୍ତ୍ର ଏବଂ ବିପୁଳ ନକ୍ସଲ ସାମଗ୍ରୀ…

ଝାନ୍ସି ହସ୍ପିଟାଲ୍‌ରୁ ମିଳିଲା ‘ଏକ୍ସପାରି’ ଅଗ୍ନି ନିର୍ବାପକ ଯନ୍ତ୍ର

ଝାନ୍ସି: ଝାନ୍ସି ମେଡିକାଲ କଲେଜର ଶିଶୁ ୱାର୍ଡରେ ଭୟାଭୟ ଅଗ୍ନିକାଣ୍ଡ ଘଟିଛି। ଏହି ଦୁର୍ଘଟଣାରେ ୧୦ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିବା ବେଳେ ୧୭ ଆହତ ହୋଇଥିବା ସୂଚନା ମିଳିଛି। ଖବର ଅନୁଯାୟୀ, ଝାନ୍ସି ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଘଟିଥିବା ଏହି ଅଗ୍ନିକାଣ୍ଡରେ ଶିଶୁ ୱାର୍ଡକୁ ପ୍ରଭାବିତ…

ନାବାଳିକା ପତ୍ନୀଙ୍କ ସହ ସହମତିରେ ଶାରୀରିକ ସମ୍ପର୍କ ରଖିବା ବି ଦୁଷ୍କର୍ମ

ନାଗପୁର: ନାବାଳିକା ପତ୍ନୀଙ୍କ ସହ ସହମତିକ୍ରମେ ଶାରୀରିକ ସମ୍ପର୍କ ରଖିବା ଦୁଷ୍କର୍ମ ବୋଲି ବମ୍ବେ ହାଇକୋର୍ଟ ରାୟ ଦେଇଛନ୍ତି ଏବଂ ଏଭଳି କାର୍ଯ୍ୟ ପାଇଁ ଆଇନଗତ ସୁରକ୍ଷାକୁ ଆଇନ ଅନୁଯାୟୀ ଗ୍ରହଣ କରାଯାଇପାରିବ ନାହିଁ। ଯେଉଁ ବ୍ୟକ୍ତିଙ୍କ ବିରୋଧରେ ତାଙ୍କ ପତ୍ନୀ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ,…

ଦୁର୍ଘଟଣାରେ ଚାଲିଗଲା ନବବିବାହିତ ଦମ୍ପତିଙ୍କ ସମେତ ୪ ଜୀବନ

ଲ‌କ୍ଷ୍ନୌ: ଦୁର୍ଘଟଣା ନେଲା ବର କନ୍ୟାଙ୍କ ସମତେ ୪ ଜଣଙ୍କ ଜୀବନ । ବିବାହ ପରେ ଝାରଖଣ୍ଡରୁ ବିଜିନୋର ଫେରୁଥିଲେ ବର କନ୍ୟା । କିନ୍ତୁ ଭୋର ସମୟରେ ଉତ୍ତରପ୍ରଦେଶ ବିଜିନୋରଠାରେ କୁହୁଡି ଯୋଗୁଁ କାର ଓ ଅଟୋ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ବରକନ୍ୟାଙ୍କ ବ୍ୟତୀତ ପରିବାରର ୪…

ମଣିପୁରରେ ୬ ଅପହୃତଙ୍କ ମଧ୍ୟରୁ ୩ ଜଣଙ୍କ ମୃତଦେହ ଉଦ୍ଧାର

ଇମ୍ଫାଲ୍‌: କୁକି ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଗୁଳି ବିନିମୟ ପରେ ରିଲିଫ କ୍ୟାମ୍ପରୁ ନିଖୋଜ ଥିବା ୬ ଜଣଙ୍କ ମଧ୍ୟରୁ ୩ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି ବୋଲି ଶନିବାର ଜାଣିବାକୁ ମିଳିଛି। ଅଭିଯୁକ୍ତମାନେ ସେମାନଙ୍କୁ ଅପହରଣ କରି ବନ୍ଧକ ରଖିଥିବା ଅଭିଯୋଗ ହୋଇଛି। ସୂତ୍ରରୁ…

ବ୍ୟବସାୟ ପାଇଁ ଶିଳ୍ପପତିଙ୍କ ପ୍ରଥମ ପସନ୍ଦ ହେବ ଓଡ଼ିଶା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜିଠାରୁ ୬ ଦିନିଆ ସିଙ୍ଗାପୁର ଗସ୍ତରେ ବାହାରିଛନ୍ତି। ଗସ୍ତ ପୂର୍ବରୁ ଭୁବନେଶ୍ବର ବିମାନବନ୍ଦର ପରିସରରେ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ କହିଛନ୍ତି, ନିବେଶ ପାଇଁ ଓଡ଼ିଶା ସମ୍ପର୍ଣ୍ଣ ପ୍ରସ୍ତୁତ ଅଛି। ଏଠାରେ, ନିବେଶକମାନଙ୍କୁ ସମସ୍ତ ପ୍ରକାରର…

ଭାରତ ସହ ସମ୍ପର୍କ: ଯେଉଁଠୁ ଛାଡ଼ିଥିଲେ ସେଇଠୁ ଆରମ୍ଭ କରିବେ ଟ୍ରମ୍ପ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଉତ୍ତମ ସମ୍ପର୍କ ରଖିଥିବା ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ପ୍ରଥମ କାର୍ଯ୍ୟକାଳରେ ହୋଇଥିବା ଅଗ୍ରଗତିକୁ ଆଗକୁ ବଢ଼ାଇବେ ଏବଂ ଭାରତ ସହ ସମ୍ପର୍କକୁ ସୁଦୃଢ଼ କରିବେ ବୋଲି ତାଙ୍କ ଦକ୍ଷିଣ ଏସିଆ ପଏଣ୍ଟ-ପର୍ସନ…

‘ବଟେଙ୍ଗେ ତୋ କଟେଙ୍ଗେ’ ସ୍ଲୋଗାନ୍‌: ଫଡ଼ନାବିସ-ଅଜିତ ପାୱାର ବିବାଦ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ‘ବଟେଙ୍ଗେ ତୋ କଟେଙ୍ଗେ’ ସ୍ଲୋଗାନ୍‌କୁ ନେଇ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ ଏବଂ ଅଜିତ ପାୱାରଙ୍କ ମଧ୍ୟରେ ବିବାଦ ହୋଇଛି। ଏନ୍‌ସିପି ନେତା ଅଜିତ ପାୱାର ‘ବଟେଙ୍ଗେ ‌ତୋ କଟେଙ୍ଗେ’ ସ୍ଲୋଗାନ୍‌କୁ…

ଶାହଙ୍କ ହେଲିକପ୍ଟର, ବ୍ୟାଗ୍‌ ତଲାସୀ

ମୁମ୍ବାଇ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ‌ ଆଜି ମହାରାଷ୍ଟ୍ରର ହିଙ୍ଗୋଳିରେ ନିର୍ବାଚନ ପ୍ରଚାର ପାଇଁ ଯାଇଥିବା ବେଳେ ସେଠାରେ ନିର୍ବାଚନ କମିସନ ଅଧିକାରୀମାନେ ଶାହଙ୍କ ହେଲିକପ୍ଟର ଏବଂ ବ୍ୟାଗ୍‌ ତଲାସୀ କରିଛନ୍ତି। ନିର୍ବାଚନ ଅଧିକାରୀମାନେ ହେଲିକପ୍ଟରରେ ଶାହଙ୍କ ବ୍ୟାଗ୍‌ ଯାଞ୍ଚ…

ପ୍ରଦୂଷଣ ସଙ୍କଟ: ଦିଲ୍ଲୀରେ କଡ଼ା କଟକଣା, ଏକ୍ୟୁଆଇ ‘ଗୁରୁତର’

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କ୍ରମାଗତ ତୃତୀୟ ଦିନ ପାଇଁ ବାୟୁର ଗୁଣବତ୍ତା ‘ଗୁରୁତର’ ଶ୍ରେଣୀରେ ରହିଥିବା ବେଳେ ଶୁକ୍ରବାର ଏଠାରେ ଋତୁର ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି। ଜାତୀୟ ରାଜଧାନୀ ଅଞ୍ଚଳ (ଏନ୍‌ସିଆର)ରେ ଗ୍ରେଡେଡ୍ ରେସପନ୍ସ ଆକ୍ସନ ପ୍ଲାନ୍ (ଜିଆର୍‌ଏପି)ର ତୃତୀୟ…