Breaking News
Browsing Category

ଦେଶ ବିଦେଶ

ମହିଳା କମିଶନ ଅଧ୍ୟକ୍ଷା ପଦରୁ ହଟିଲେ ମିନତି ବେହେରା

ଭୁବନେଶ୍ବର: ମହିଳା କମିଶନ ଅଧ୍ୟକ୍ଷା ପଦରୁ ମିନତି ବେହେରା ହଟିଛନ୍ତି। ଏନେଇ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ଗତ ମାସ ୨୩ ତାରିଖରେ ସରକାର ମହିଳା କମିଶନ ଅଧ୍ୟକ୍ଷା ପଦରୁ ମିନତି ବେହେରାଙ୍କୁ ବରଖାସ୍ତ କରିଥିଲେ। ୨୫ରେ…

ନୂଆଦିଲ୍ଲୀସ୍ଥିତ କାନାଡା ଦୂତାବାସ ବାରିକେଡ୍ ଭାଙ୍ଗିଲେ ଲୋକେ

ନୂଆଦିଲ୍ଲୀ: ହିନ୍ଦୁ ଓ ଶିଖ୍ ସଂଗଠନର କର୍ମକର୍ତ୍ତାମାନେ ରବିବାର ନୂଆଦିଲ୍ଲୀସ୍ଥିତ କାନାଡା ହାଇକମିସନ ସମ୍ମୁଖରେ ଦୃଢ଼ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। କାନାଡାର ବ୍ରାମ୍ପଟନରେ ଥିବା ଏକ ହିନ୍ଦୁ ମନ୍ଦିର ଉପରେ ହୋଇଥିବା ଆକ୍ରମଣ ବିରୋଧରେ ଏହି ବିରୋଧ ପ୍ରଦର୍ଶନ କରାଯାଇଥିଲା । ଗତ ନଭେମ୍ବର…

ଚାଉଳ ଦେବା ନାଁରେ ମହିଳାଙ୍କୁ ଦୁଷ୍କର୍ମ ଓ ଭିଡ଼ିଓ ଭାଇରାଲ: ଯୋଗାଣ ସହାୟକ ଗିରଫ

ଆଗଲପୁର: ଚାଉଳ ଦେବା ନାଁରେ ମହିଳାଙ୍କୁ ଦୁଷ୍କର୍ମ ଓ ଭିଡ଼ିଓ ଭାଇରାଲ ଘଟଣାରେ ଯୋଗାଣ ସହାୟକ ଗିରିଶ ସାହୁଙ୍କୁ ଗିରଫ କରାଯାଇଥିବାର ଖବର ମିଳିଛି। ତାଙ୍କୁ ଛତିଶଗଡ଼ରେ ନିଜର ଜଣେ ସଂପର୍କୀୟଙ୍କ ଘରୁ ଗିରଫ କରିଛି ପୁଲିସ୍। ଏନେଇ ଆଗଲପୁର ଥାନା ଅଧିକାରୀ ସୂଚନା ଦେଇଛନ୍ତି। ଗତ ୪ ତାରିଖରେ…

ଉତ୍ତରାଖଣ୍ଡ ହୋଟେଲ୍‌ରୁ ମିଳିଲା କୋଲକାତା ପ୍ରଫେସର୍‌ଙ୍କ ମୃତଦେହ

ନୂଆଦିଲ୍ଲୀ: କୋଲକାତାର ଯାଦବପୁର ବିଶ୍ୱବିଦ୍ୟାଳୟର ୪୪ ବର୍ଷିୟ ପ୍ରଫେସରଙ୍କ ମୃତଦେହ ଉତ୍ତରାଖଣ୍ଡର ଏକ ହୋଟେଲ୍‌ ଭିତରୁ ଉଦ୍ଧାର କରାଯାଇଛି। ହୋଟେଲ୍‌ରୁ ଉଦ୍ଧାର ହୋଇଥିବା ତାଙ୍କ ମୃତଦେହକୁ ଦେଖିବା ପରେ ତାଙ୍କ ଗଳାରେ କଟା ଚିହ୍ନ ସ୍ପଷ୍ଟ ଦେଖିବାକୁ ମିଳିଛି। ତେବେ…

ବିଭିନ୍ନ ଖବରକାଗଜରେ ମୋଦୀଙ୍କ ‘ଏକ୍‌ ହେ ତୋ ସେଫ୍‌ ହେ’ ସ୍ଲୋଗାନ

ନୂଆଦିଲ୍ଳୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଏକ୍‌ ହେ ତୋ ସେଫ୍‌ ହେ’ ସ୍ଲୋଗାନ ସୋମବାର ଦିନ ମହାରାଷ୍ଟ୍ରର ବିଭିନ୍ନ ଖବରକାଗଜରେ ପ୍ରକାଶ ପାଇଛି। ଏହି ସ୍ଲୋଗନ୍‌ ଜରିଆରେ ବିଜେପି ତାହାର ବିଧାନସଭା ନିର୍ବାଚନ ପ୍ରଚାରକୁ ବୃଦ୍ଧି କରିଛି। ତେବେ ବିଜେପିର ଏହି ସ୍ଲୋଗାନ୍‌କୁ କଂଗ୍ରେସ…

କଶ୍ମୀରକୁ ଅସ୍ଥିର କରିବାକୁ ବଡ଼ ଷଡ୍‌ଯନ୍ତ୍ର

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରେ ଆତଙ୍କବାଦ ଓ ବିଚ୍ଛିନ୍ନତାବାଦକୁ ପ୍ରୋତ୍ସାହିତ କରିବା ଏବଂ ଭାରତ ବିରୋଧୀ ବାତାବରଣ ସୃଷ୍ଟି ପାଇଁ  ବହୁତ ବଡ଼ ଷଡ଼୍‌ଯନ୍ତ୍ର ସାମ୍ନାକୁ ଆସିଛି।  ପାକିସ୍ତାନ ଓ ପାକ୍‌ ଅଧିକୃତ କଶ୍ମୀରସ୍ଥିତ ଆତଙ୍କବାଦୀ ସଂଗଠନଗୁଡ଼ିକ ସେମାନଙ୍କ ସୋସିଆଲ ମିଡିଆ…

ଜମ୍ମୁ-କଶ୍ମୀରର କିସ୍ତୱାଡ଼ରେ ଏନ୍‌କାଉଣ୍ଟର: ଯବାନ ସହିଦ, ୩ କମାଣ୍ଡୋ ଆହତ

ଶ୍ରୀନଗର: ଜମ୍ମୁ-କଶ୍ମୀରର କିସ୍ତୱାଡ଼ ଜିଲ୍ଲାର ଏକ ଦୁର୍ଗମ ଜଙ୍ଗଲ ଅଞ୍ଚଳରେ ଆତଙ୍କବାଦୀଙ୍କ ସହ ଏନ୍‌କାଉଣ୍ଟରରେ ସେନାର ଜଣେ ସ୍ପେସାଲ ଫୋର୍ସ ଯବାନ ସହିଦ ହୋଇଯାଇଛନ୍ତି ଏବଂ ଆଉ ୩ ଜଣ କମାଣ୍ଡୋ ଆହତ ହୋଇଛନ୍ତି। ରବିବାର  ଅପରାହ୍ନରେ ହୋଇଥିବା ଗୁଳିବିନିମୟରେ  ସ୍ପେସାଲ ଫୋର୍ସ  …

ବିନିକା ଅଞ୍ଚଳରେ ସଞ୍ଜ ହେବା ମାତ୍ରେ ବଣୁଆ ହାତୀପଲଙ୍କ ଆତଙ୍କ, ଲୋକେ ଭୟଭୀତ

ବିନିକା: ବିନିକା ଅଞ୍ଚଳରେ ସଂଞ୍ଜ ହେବା ମାତ୍ରେ କିଛିଦିନ ହେଲା ବଣୁଆ ହାତୀପଲଙ୍କ ପାଇଁ ଚାଷୀ ଓ ଜନସାଧାରଣଙ୍କ ମଧ୍ୟରେ ଭୟର ବାତାବରଣ ଦେଖା ଦେଇଛି। ବିନିକା ଅଞ୍ଚଳକୁ ଧାନ ଅମଳ ସମୟରେ ହାତୀପଲ ଆସି ଛାଷୀମାନଙ୍କ ବ୍ୟାପକ କ୍ଷତି କରୁଛନ୍ତି। ବର୍ତ୍ତମାନ ଚାଷୀଙ୍କ ଅମଳ ସମୟ ହେଉଥିବାରୁ ପୁଣି…

୫୧ତମ ପ୍ରଧାନ ବିଚାରପତି ଭାବେ ଶପଥ ନେଲେ ସଞ୍ଜୀବ ଖାନ୍ନା

ନୂଆଦିଲ୍ଲୀ: ସୁପ୍ରିମ୍‌କୋର୍ଟର ନୂଆ ବିଚାରପତି ଭାବେ ଶପଥ ନେଇଛନ୍ତି ଜ‌ଷ୍ଟିସ୍‌ ସଞ୍ଜୀବ ଖାନ୍ନା। ଜଷ୍ଟିସ୍‌ ଡିୱାଇ ଚନ୍ଦ୍ରଚୁଡ଼ ଅବସର ନେବା ପରେ ସେମବାର ଦିନ ରାଷ୍ଟ୍ରପତି ଭବନରେ ସେମାବାର ଦେଶର ୫୧ତମ ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି। ଶପଥ ଗ୍ରହଣ କରାଇଛନ୍ତି…

କାନାଡା ମନ୍ଦିର ଆକ୍ରମଣ ମାମଲା: ଖଲିସ୍ତାନୀ ସଂଗଠନ ସଂଚାଳକ ସମେତ ୪ ଗିରଫ

ଟରଣ୍ଟୋ: ଖଲିସ୍ତାନୀ ଆତଙ୍କୀଙ୍କ ଭୂସ୍ବର୍ଗ ପାଲଟିଥିବା କାନାଡାରେ ହିନ୍ଦୁଙ୍କ ସୁରକ୍ଷା ନେଇ ଉଦ୍‌ବେଗ ପ୍ରକାଶ ପାଉଥିବା ବେଳେ ନିକଟରେ ବ୍ରାମ୍ପଟନର ଏକ ମନ୍ଦିରରେ ହୋଇଥିବା ଆକ୍ରମଣ ଘଟଣାରେ ପୁଲିସ ୪ ଜଣଙ୍କୁ ଗିରଫ କରିଛି। କାନାଡା ପୁଲିସ ଭାରତ ଦ୍ବାରା ନିଷିଦ୍ଧ ସଂଗଠନ ଶିଖ୍ ଫର ଜଷ୍ଟିସ…