Breaking News
Browsing Category

ଦେଶ ବିଦେଶ

ଦିଲ୍ଲୀରେ ନଡ଼ା ଜାଳୁଥିବା କୃଷକଙ୍କ ଉପରେ ୩୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା

ନୂଅଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ବାୟୁର ଅବସ୍ଥା ଦିନକୁ ଦିନ ଖରାପ ହେବାକୁ ଲାଗୁଛି। ବାୟୁ ପ୍ରଦୂଷଣ ହେତୁ ଲୋକ ବିଭିନ୍ନ ପ୍ରକାରର ବେମାର ସମ୍ମୁଖୀନ ହେଉଛନ୍ତି। ବିଶେଷ କରି ଦୀପାବଳି ପରେ ଦିଲ୍ଲୀର ବାୟୁ ଅବସ୍ଥା ପୂରାପୂରି ବିଗିଡ଼ି ଯାଇଛି। ଏହାରି ମଧ୍ୟରେ ଏକ କେନ୍ଦ୍ର ସରକାର ଏକ…

ଇତିହାସ ରଚିଲେ ଟ୍ରମ୍ପ: ଆମେରିକାର ୪୭ତମ ରାଷ୍ଟ୍ରପତି ହେବେ

ୱାସିଂଟନ: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ରିପବ୍ଲିକାନ ଦଳ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ବିପୁଳ ବିଜୟ ହାସଲ କରିଛନ୍ତି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଟ୍ରମ୍ପ ହେଉଛନ୍ତି ପ୍ରଥମ ରାଷ୍ଟ୍ରପତି ଯିଏ କି ୪ ବର୍ଷର ବ୍ୟବଧାନ ପରେ ଚମକପ୍ରଦ ବିଜୟ ସହ ପୁନଃନିର୍ବାଚିତ ହୋଇଛନ୍ତି। ୨୦୧୬ରେ ଟ୍ରମ୍ପ…

ଧାରା ୩୭୦ ଲେଖାଥିବା ଏକ ପୋଷ୍ଟର ଦେଖାଇବାକୁ ନେଇ ହାଇ ଭୋଲ୍‌ଟେଜ୍‌ ଡ୍ରାମା

ଶ୍ରୀନଗର: ଜମ୍ମୁ-କଶ୍ମୀର ବିଧାନସଭାରେ ଗୁରୁବାର ଦିନ ଏ କହାଇ ଭୋଲ୍‌ଟେଜ୍‌‌ ଡ୍ରାମା ଦେଖିବାକୁ ମିଳିଛି। ଦୀର୍ଘ ୬ ବର୍ଷର ବ୍ୟବଧାନ ପରେ ସୋମବାର ପ୍ରଥମ ଥର ପାଇଁ ଆରମ୍ଭ ହୋଇଥିବା ପାଞ୍ଚ ଦିନିଆ ଅଧିବେଶନରେ ଗଣ୍ଡଗୋଳ ଉପୁଜିଥିବା ଦେଖିବାକୁ ମିଳିଛି। ବିଧାୟକ ଇଞ୍ଜିନିୟର…

ଗାଡ଼ି ଚଳାଉଥିବା ବେଳେ ହୃଦ୍‌ଘାତରେ ଚାଲିଗଲା ବସ୍‌ ଚାଳକଙ୍କ ଜୀବନ

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଘଟିଯାଇଛି ଏକ ଦୁଃଖଦ ଘଟଣା। ବେଙ୍ଗାଲୁର ମହାନଗର ନିଗମ ପରିବହନ ନିଗମ (ବିଏମଟିସି) ଡ୍ରାଇଭର ସୋମବାର ଯଶୱନ୍ତପୁର ନିକଟରେ ଏକ ବସ୍ ଚଳାଉଥିବା ବେଳେ ହୃଦ୍‌ଘାତର ଶିକାର ହେବା ପରେ ତାଙ୍କର ମୃତ୍ୟୁ ଘଟିଛି। ବସ୍‌ ଜଣକ ଗାଡ଼ି ଚଳାଇବା ବେଳେ ହିଁ ହୃଦ୍‌ଘାତର…

କମଲା ହାରିସଙ୍କୁ ପ୍ରଶଂସା କଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌

ୱାଶିଂଟନ:୨୦୨୪ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ  ହୋଇଥିବା ରିପବ୍ଲିକାନ୍ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ବୁଧବାର ଫ୍ଲୋରିଡାର ୱେଷ୍ଟ ପାମ ବିଚ୍‌ରେ ତାଙ୍କ ସମର୍ଥକଙ୍କ ଏକ ଗୋଷ୍ଠୀକୁ ସମ୍ବୋଧିତ କରିଛନ୍ତି। ଏପଟେ ବିଜୟୀ ହୋଇ ଟ୍ରମ୍ପ୍‌ ଖୁସି ମନାଉଥିବା ବେଳେ ସେପଟେ ତାଙ୍କ…

ବେଆଇନ୍ ଉଚ୍ଛେଦ ପ୍ରସଙ୍ଗ: ୟୁପି ସରକାରକୁ କଡ଼ା ସମାଲୋଚନା କଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ରାସ୍ତା ପ୍ରଶସ୍ତୀକରଣ ପାଇଁ ବେଆଇନ ଭାବେ ଘର ଭାଙ୍ଗିବା ଘଟଣାକୁ ନେଇ ବୁଧବାର ସୁପ୍ରିମ୍‌କୋର୍ଟ ଉତ୍ତରପ୍ରଦେଶ ସରକାରଙ୍କୁ କଡ଼ା ସମାଲୋଚନା କରିବା ସହ ରାଜ୍ୟ ସରକାରଙ୍କ ଏହି କାର୍ଯ୍ୟାନୁଷ୍ଠାନକୁ ହାଇ-ହ୍ୟାଣ୍ଡେଡ୍‌ ଓ ବେଆଇନ ବୋଲି କହିଛନ୍ତି। ପ୍ରଧାନ ବିଚାରପତି…

ଧାରା ୩୭୦ ଫେରାଇବାପାଇଁ ଜମ୍ମୁ କଶ୍ମୀର ବିଧାନସଭାରେ ପ୍ରସ୍ତାବ ଗୃହୀତ: ବିଜେପି କହିଲା ‘ପାକିସ୍ତାନୀ ଏଜେଣ୍ଡା’…

ଶ୍ରୀନଗର: ଜମ୍ମୁ କଶ୍ମୀରକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଫେରାଇବା ପାଇଁ ଦାବିରେ ଆଜି ଜମ୍ମୁ କଶ୍ମୀର ବିଧାନସଭାରେ ଏକ ପ୍ରସ୍ତାବ ଗୃହୀତ ହୋଇଛି।  ବାଚନିକ ଭୋଟ୍‌ ଦ୍ବାରା ଆଜି ବିଧାନସଭାରେ ଧାରା ୩୭୦ ଫେରାଇବାଇଁ ପ୍ରସ୍ତାବ ଗୃହୀତ ହୋଇଛି। ଏଥି ସହ କେନ୍ଦ୍ର ସରକାର ଏନେଇ ନିର୍ବାଚିତ…

ହିନ୍ଦୁବିରୋଧୀ ଫେସ୍‌ବୁକ୍‌ ପୋଷ୍ଟ ନେଇ ବାଂଲାଦେଶରେ ଉତ୍ତେଜନା, ପୁଲିସ ଓ ସେନାର ଦମନଲୀଳା

ଢାକା: ହିନ୍ଦୁ ବିରୋଧୀ ଫେସ୍‌ବୁକ୍‌ ପୋଷ୍ଟକୁ ନେଇ ବାଂଲାଦେଶ ବନ୍ଦର ସହର ଚିତ୍ତଗଙ୍ଗରେ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଛି। ହିନ୍ଦୁଙ୍କ ବିରୋଧରେ ପୋଷ୍ଟ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ହିନ୍ଦୁମାନେ ବିକ୍ଷୋଭ କରୁଥିବା ବେଳେ ସେମାନଙ୍କ ଉପରେ ସେନା ଓ…

ପ୍ରଥମ ମିସ୍ ୱାର୍ଲ୍ଡ କିକି ହାକାନ୍‌ସନ୍‌ଙ୍କ ୯୫ ବର୍ଷ ବୟସରେ ପରଲୋକ

ସାକ୍ରାମେଣ୍ଟୋ: ପ୍ରଥମ ମିସ୍ ୱାର୍ଲ୍ଡ କିକି ହାକାନ୍‌ସନଙ୍କର ୯୫ ବର୍ଷ ବୟସରେ ପରଲୋକ ହୋଇଯାଇଛି। ନଭେମ୍ବର ୪ ତାରିଖ ସୋମବାର କାଲିଫର୍ଣ୍ଣିଆସ୍ଥିତ ନିଜ ଘରେ ଶୋଇଥିବା ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କ ପରିବାର ନିଶ୍ଚିତ କରିଛନ୍ତି ଯେ ବୃଦ୍ଧାବସ୍ଥାରେ ତାଙ୍କର ଭଲ ଭାବରେ ଯତ୍ନ…

ଆମେରିକା ରାଷ୍ଟ୍ରପତି ନିର୍ବାଚନରେ କାହିଁକି ଗୁରୁତ୍ୱପୂର୍ଣ୍ଣ ଇଲେକ୍ଟୋରାଲ ଭୋଟ ?

ବହୁମତରେ ଜିତିଲେ ଡୋନାଲ୍ଡ ଟ୍ରମ୍ପ । ଦ୍ୱିତୀୟ ଥର ପାଇଁ ପୁଣି ରାଷ୍ଟ୍ରପତି ହେବେ ଟ୍ରମ୍ପ । କମଲା ହାରିସଙ୍କୁ ଇଲେକ୍ଟୋରାଲ ଭୋଟ ୨୨୪ ମିଳିଥିବାବେଳେ ଡୋନାଲ୍ଡ ଟ୍ରମ୍ପଙ୍କୁ ୨୬୭ ଇଲେକ୍ଟୋରାଲ ଭୋଟ ମିଳିଛି । ତେବେ ଇଲେକ୍ସନ ଜିତିବାରେ  ଇଲେକ୍ଟୋରାଲ ଭୋଟ ବହୁତ ଗୁରୁତ୍ୱପୂର୍ଣ୍ଣ ଭୂମିକା…