Breaking News
Browsing Category

ଦେଶ ବିଦେଶ

ପୁଣି ରାଷ୍ଟ୍ରପତି ହେବେ ଡୋନାଲ୍ଡ ଟ୍ରମ୍ପ: ଟ୍ରମ୍ପ କହିଲେ ବିଜୟ ଐତିହାସିକ ଓ ଅବିଶ୍ୱସନୀୟ

ପୁଣି ରାଷ୍ଟ୍ରପତି ହେବେ ଡୋନାଲ୍ଡ ଟ୍ରମ୍ପ । ବହୁମତ ପାଇଲା ପରେ ଜନତାଙ୍କୁ ସମ୍ବୋଧିତ କରିଛନ୍ତି ଡୋନାଲ୍ଡ ଟ୍ରମ୍ପ । ଟ୍ରମ୍ପ ତାଙ୍କ ସମ୍ବୋଧନରେ କହିଛନ୍ତି ଏହା ଐତିହାସିକ ବିଜୟ । ଏହାର ପୁରା ଶ୍ରେୟ  ଦେଶବାସୀଙ୍କୁ ଯାଉଛି ବୋଲି କହିଛନ୍ତି ଟ୍ରମ୍ପ । ଭୋଟରଙ୍କୁ ଧନ୍ୟବାଦ ଜଣାଇଲେ ଟ୍ରମ୍ପ ।…

ଜିତିଲେ ଟ୍ରମ୍ପ, ହାରିଲେ ହାରିସ୍ । ଆମେରିକା ନିର୍ବାଚନ ଜିତିଲେ ଡୋନାଲ୍ଡ ଟ୍ରମ୍ପ

ଆମେରିକା ନିର୍ବାଚନ ଜିତିଲେ ଡୋନାଲ୍ଡ ଟ୍ରମ୍ପ । ଭାରତୀୟ ବଂଶୋଦ୍ଭବ ତଥା ରାଷ୍ଟ୍ରପତି ପ୍ରାର୍ଥୀ କମଲା ହାରିସଙ୍କୁ ହରେଇ ଟ୍ରମ୍ପ ଆଉ ଥରେ ରାଷ୍ଟ୍ରପତି ହେବା ପକ୍କା ହେଇଛି । ଅନ୍ତର୍ଜାତୀୟ ଗଣମାଧ୍ୟମରେ ଏନେଇ ଖବର ପ୍ରକାଶ ପାଇଛି । ତେବେ ବର୍ତ୍ତମାନ ଆମେରିକା ରାଷ୍ଟ୍ରପତି ନିର୍ବାଚନର…

୨୫ ନଭେମ୍ବରରୁ ସଂସଦର ଶୀତକାଳୀନ ଅଧିବେଶନ: ରିଜିଜୁଙ୍କ ସୂଚନା

ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନ ନଭେମ୍ବର ୨୫ରୁ ଆରମ୍ଭ ହୋଇ ଡିସେମ୍ବର ୨୦ ପର୍ଯ୍ୟନ୍ତ ଚାଲିବ। କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ମଙ୍ଗଳବାର ଏହା ଘୋଷଣା କରିଛନ୍ତି। ଏହି ସମୟ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଲ୍ ଉପରେ ଆଲୋଚନା ହେବାର ଆଶା କରାଯାଉଛି। ସମ୍ବିଧାନର…

ଏତେ କୋଟିର ମାଲିକ ଡୋନାଲ୍ଡ ଟ୍ରମ୍ପ

ନୂଆଦିଲ୍ଲୀ: ପୁଣି ଆମେରିକାରେ ରାଜ୍ କରିବେ ରିପବ୍ଲିକାନ ପାର୍ଟିର ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ। ଆଜି ଭୋଟ ଗଣତି ଥିବା ବେଳେ ଟ୍ରମ୍ପ ବହୁମତ ହାସଲ କରିବାରେ ଲାଗିଛନ୍ତି। ବିଜୟଠାରୁ ମାତ୍ର ଆଉ କିଛି ଦୂର ଥିବା ଟ୍ରମ୍ପ ପୁଣି ରାଷ୍ଟ୍ରପତି ପଦରେ ବସିବେ। ଦେଶବାସୀ ପୁଣି ତାଙ୍କୁ ସୁଯୋଗ…

ଅଟୋକୁ ଧକ୍କା ଦେଲା ଡିସିଏମ୍‌: ୧୦ ମୃତ

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବିଲଗ୍ରାମ ଥାନାର ରୋଶନପୁର ଗ୍ରାମ ନିକଟରେ ଏକ ଡିସଏମ୍‌ ଓ ଅଟୋ ଧକ୍କା ହୋଇ ୧୦ ଲୋକଙ୍କର ଜୀବନ ଯାଇଛି। ଘଟଣା ଘଟିବା ସଂପର୍କରେ ଖବର ପାଇଁ ପୁଲସ୍‌ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ…

‘ବିଜୟ ପାଇଁ ହାର୍ଦ୍ଦିକ ଅଭିନନ୍ଦନ, ମୋର ବନ୍ଧୁ ଡୋନାଲ୍ଡ ଟ୍ରମ୍ପ’: ଏକ ନିଆରା ଅଭିନନ୍ଦନ ଜଣାଇଲେ…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ​​ବିଜୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡୋନାଲ୍ଡ ଟ୍ରମ୍ପଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ତାଙ୍କ ବନ୍ଧୁ ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟକୁ ନେଇ ସେ ଏକ  ନିଆରା ଅଭିନନ୍ଦନ…

ପୁଣି ଥରେ ରାଷ୍ଟ୍ରପତି ହେବେ ଡୋନାଲ୍ଡ ଟ୍ରମ୍ପ୍‌

ୱାଶିଂଟନ: ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଜର୍ଜିଆ ଏବଂ ନେବାଡ଼ାରେ ବିଜୟ ଲାଭ କରିଛନ୍ତି ଡୋନାଲ୍ଡ ଟ୍ରମ୍ପ୍‌। ଯେଉଁ ୭ଟି ସ୍ବିଙ୍ଗ୍‌ ଷ୍ଟେଟ୍‌ର ଉପରେ ଫଳାଫଳ ନିର୍ଭର କରୁଥିଲା ସେଠାରେ ହିଁ ଟ୍ରମ୍ପ୍‌ ବାଜିମାତ୍‌ କରିଛନ୍ତି। ପୁଣି ଥରେ ଆମେରିକାର ରାଷ୍ଟ୍ରପତି ହେବାକୁ ଯାଉଛନ୍ତି…

ଦେଶର ସବୁ ସମସ୍ୟା ଦୂର କରିବି; ଜିତିବା ପରେ ଏଭଳି କହିଲେ ଟ୍ରମ୍ପ

ନୂଆଦିଲ୍ଲୀ: ପୁଣି ଆମେରିକାରେ ରାଜ୍ କରିବେ ରିପବ୍ଲିକାନ ପାର୍ଟିର ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ। ଆଜି ଭୋଟ ଗଣତି ଥିବା ବେଳେ ଟ୍ରମ୍ପ ବହୁମତ ହାସଲ କରିବାରେ ଲାଗିଛନ୍ତି। ବିଜୟଠାରୁ ମାତ୍ର ଆଉ କିଛି ଦୂର ଥିବା ଟ୍ରମ୍ପ ପୁଣି ରାଷ୍ଟ୍ରପତି ପଦରେ ବସିବେ। ଦେଶବାସୀ ପୁଣି ତାଙ୍କୁ ସୁଯୋଗ…

ନିଜ ମନ୍ତ୍ରାଳୟର ରକ୍ଷା ମନ୍ତ୍ରୀଙ୍କୁ ବରଖାସ୍ତ କଲେ ନେତାନ୍ୟାହୁ

ନୂଆଦିଲ୍ଲୀ: ଯୁଦ୍ଧ ପରିସ୍ଥିତି ଭିତରେ ନିଜ ମନ୍ତ୍ରାଳୟର ରକ୍ଷା ମନ୍ତ୍ରୀଙ୍କୁ ବରଖାସ୍ତ କରିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ । ମଙ୍ଗଳବାର ନିଜ ରକ୍ଷା ମନ୍ତ୍ରୀ ୟୋବ ଗ୍ୟାଲେଣ୍ଟଙ୍କୁ ବରଖାସ୍ତ କରିଛନ୍ତି। ୟୋବଙ୍କୁ ବାହାର କରିବା ପଛରେ ବିଶ୍ବାସର ସଂକଟ ଥିଲା…

ଝାଡ଼ଖଣ୍ଡ ବେଆଇନ ଖଣି ଖନନ ମାମଲା: ନଗଦ ୫୦ ଲକ୍ଷ, ୧ କେଜି ସୁନା ଜବତ

ରାଞ୍ଚି: ଝାଡ଼ଖଣ୍ଡରେ ବେଆଇନ ପଥର ଖଣି ଦୁର୍ନୀତି ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ମଙ୍ଗଳବାର ୩ଟି ରାଜ୍ୟର ୧୬ଟି ସ୍ଥାନରେ ଚଢ଼ଉ କରିଛି। ଏହି ଚଢ଼ଉରେ ପାଖାପାଖି ୫୦ ଲକ୍ଷ ନଗଦ ଟଙ୍କା, ଏକ କିଲୋଗ୍ରାମ ସୁନା, ଏକ କିଲୋଗ୍ରାମ ରୁପା ଏବଂ କୋଟି କୋଟି ଟଙ୍କାର ସମ୍ପତ୍ତି…