Breaking News
Browsing Category

ଦେଶ ବିଦେଶ

ନଭେମ୍ବର ୨୫ରୁ ସଂସଦର ଶୀତ ଅଧିବେଶନ

ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନ ନଭେମ୍ବର ୨୫ରୁ ଆରମ୍ଭ ହୋଇ ଡିସେମ୍ବର ୨୦ ପର୍ଯ୍ୟନ୍ତ ଚାଲିବ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ଆଜି ସୂଚନା ଦେଇଛନ୍ତି। ଅଧିବେଶନର ଦ୍ବିତୀୟ ଦିନ ଅର୍ଥାତ୍ ନଭେମ୍ବର ୨୬ ତାରିଖରେ ସମ୍ବିଧାନ ଦିବସ ତଥା ସମ୍ବିଧାନ ଗ୍ରହଣର ୭୫ ବର୍ଷ…

ଉତ୍ତର କମାଣ୍ଡରେ ସ୍ବଦେଶୀ ୫୫୦ ‘ଆସମି’ ପିସ୍ତଲକୁ ସାମିଲ୍‌ କଲା ଭାରତୀୟ ସେନା

ଜାମ୍ମୁ: ଭାରତୀୟ ସେନା ଏକ ୫୫୦ ସ୍ବଦେଶୀ ବିକଶିତ ‘ଆସମି’ ପିସ୍ତଲକୁ ସେନାରେ ସାମିଲ୍‌ କରିଛି। ଏହା ହେଉଛି ଶତପ୍ରତିଶତ ଭାରତୀୟ ନିର୍ମିତ ଅସ୍ତ୍ର। ଏହି ଅସ୍ତ୍ରକୁ ଡିଆର୍‌ଡିଓ ସହଭାଗିତାରେ ଭାରତୀୟ ସେନାର କର୍ଣ୍ଣେଲ ପ୍ରସାଦ ବାନସୋଦ ପ୍ରସ୍ତୁତ କରିଛନ୍ତି ଏବଂ ହାଇଦ୍ରାବାଦରେ…

ସଲମାନ ଖାନ୍‌ ମୋତେ ନିର୍ଯାତନା ଦେଉଥିଲେ: ସୋମୀ ଅଲି

ନୂଆଦିଲ୍ଲୀ: ଅଭ‌ିନେତ୍ରୀ ସୋମୀ ଅଲି ନିକଟରେ ରେଡିଟ୍‌ରେ ତାଙ୍କ ଫ୍ୟାନ୍‌ମାନଙ୍କ ସହ ଏଏମ୍‌ଏ (ଆସ୍କ ମି ଏନିଥିଙ୍ଗ୍‌) ସେସନ୍‌ରେ କଥା ହେବାବେଳେ ସଲମାନ ଖାନ୍‌ଙ୍କ ସହ ତାଙ୍କର ପୂର୍ବ ସମ୍ପର୍କ ସଂକ୍ରାନ୍ତରେ ମୁହଁ ଖୋଲିଛନ୍ତି। ସେ କାହିଁକି ଫିଲ୍ମ ଇଣ୍ଡଷ୍ଟ୍ରି ଛାଡ଼ିଲେ ବୋଲି…

ଟ୍ରମ୍ପ୍‌ଙ୍କ ଭୟରେ ବଢ଼ାଗଲା ହ୍ବାଇଟ୍‌ ହାଉସ୍‌ର ସୁରକ୍ଷା ବ୍ୟବସ୍ଥା

ୱାଶିଂଟନ: ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି । ଆରମ୍ଭ ହୋଇଛି ମତଗଣନା । ସେପଟେ ନିର୍ବାଚନ ଫଳାଫଳ ପରେ ଅପ୍ରତିକର ପରିସ୍ଥିତିକୁ ଏଡାଇବା ପାଇଁ ହ୍ୱାଇଟ ହାଉସର ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । କାରଣ ଗତ ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ ପରାଜିତ ହେବା…

୫୦୦୦ ଓକିଲଙ୍କୁ ନିୟୋଜିତ କରିଛନ୍ତି ଟ୍ରମ୍ପ୍‌, ମତଦାନ ଓ ପରିଣାମ ଉପରେ ନଜର

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜି ଭୋଟ୍‌ ଗ୍ରହଣ ହୋଇଛି। ୨ ପ୍ରମୁଖ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ୍‌ (ରିପବ୍ଲିକାନ୍‌ ପାର୍ଟି) ଏବଂ କମଳା ହାରିସ (ଡେ‌ମୋକ୍ରାଟିକ୍‌ ପାର୍ଟି)ଙ୍କ ମଧ୍ୟରୁ କିଏ ବିଜୟୀ ହେବେ ତାହା ଜାନୁଆରି ୬ ତାରିଖରେ ଘୋଷଣା ହେବ। ତେବେ…

ୟୁପି ମଦ୍ରାସା ଆଇନ କାଏମ୍: ଶିକ୍ଷାର ମାନ ନିୟନ୍ତ୍ରଣ କରିବ ରାଜ୍ୟ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ପ୍ରାୟ ୧୭ ଲକ୍ଷ ମଦ୍ରାସା ଛାତ୍ରଛାତ୍ରୀଙ୍କୁ ଏକ ବଡ଼ ଆଶ୍ୱସ୍ତି ଦେଇ ସୁପ୍ରିମ୍‌କୋର୍ଟ ମଦ୍ରାସା ଶିକ୍ଷା ଆଇନ ୨୦୦୪ର ସାମ୍ବିଧାନିକ ବୈଧତାକୁ ବଜାୟ ରଖିଛନ୍ତି ଏବଂ ଆହ୍ଲାବାଦ ହାଇକୋର୍ଟଙ୍କ ଆଦେଶକୁ ରଦ୍ଦ କରିଛନ୍ତି। ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼,…

କେବଳ ଭିତ୍ତିହୀନ ଅଭିଯୋଗ କରୁଛି କାନାଡା: ଜୟଶଙ୍କର

ନୂଆଦିଲ୍ଲୀ: ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର ଆଜି କାନାଡାକୁ ସମାଲୋଚନା କରିଛନ୍ତି। ବ୍ରାମ୍ପଟନ୍‌ରେ ଏକ ହିନ୍ଦୁ ମନ୍ଦିରରେ ଖଲିସ୍ତାନୀ ଚରମପନ୍ଥୀଙ୍କ ଦ୍ବାରା ଆକ୍ରମଣ ହେବା ପ୍ରସଙ୍ଗରେ ଟିପ୍ପଣୀ ରଖି  ଜୟଶଙ୍କର କହିଛନ୍ତି, କାନାଡାରେ ହିନ୍ଦୁ ମନ୍ଦିରରେ ଯାହା ହେଲା ତାହା…

‘ନ୍ୟାୟପାଳିକା ସ୍ୱାଧୀନତା’ର ଅର୍ଥ ସରକାରଙ୍କ ବିରୋଧରେ ନିଷ୍ପତ୍ତି ନେବା ନୁହେଁ: ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: ନଭେମ୍ବର ୧୦ରେ ଅବସର ନେବାକୁ ଯାଉଥିବା ବିଦାୟୀ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ କହିଛନ୍ତି ଯେ ନ୍ୟାୟପାଳିକା ସ୍ୱାଧୀନତାର ଅର୍ଥ ସର୍ବଦା ସରକାରଙ୍କ ବିରୋଧରେ ନିଷ୍ପତ୍ତି ନେବା ନୁହେଁ। ମାମଲାଗୁଡ଼ିକର ନିଷ୍ପତ୍ତି ନେବା ସମୟରେ ବିଚାରପତିଙ୍କୁ ବିଶ୍ୱାସ କରିବାକୁ ସେ…

ଆମେରିକା ରାଷ୍ଟ୍ରପତି ନିର୍ବାଚନ: ଆଗରେ ଅଛନ୍ତି ଟ୍ରମ୍ପ୍‌

ୱାଶିଂଟନ: ଆମେରିକାରେ ପରବର୍ତ୍ତୀ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟର୍‌ମାନେ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି। ଡେମୋକ୍ରାଟିକ୍ ପ୍ରାର୍ଥୀ କମଳା ‌ହାରିସ୍ ଏବଂ ତାଙ୍କ ରିପବ୍ଲିକାନ୍ ପ୍ରତିଦ୍ୱନ୍ଦ୍ୱୀ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ତୀବ୍ର ପ୍ରତିଦ୍ବନ୍ଦ୍ବିତା ଦେଖିବାକୁ…

ମହିଳାଙ୍କ ଦେହରେ ଗାଡ଼ି ପିଟିଲେ ମଦ ପିଇ ମର୍ସିଡିଜ୍‌ ବେଞ୍ଜ୍‌ ଚଳାଉଥିବା ଯୁବକ

ବେଙ୍ଗାଲୁରୁ: ବେଙ୍ଗାଲୁରୁର କେଙ୍ଗେରୀରେ ମର୍ସିଡିଜ୍‌ ବେଞ୍ଜ୍‌ ଚଳାଉଥିବା ଜଣେ ଜଣେ ୨୦ ବର୍ଷୀୟ ଯୁବକ ଧନୁଷ ଶନିବାର ସନ୍ଧ୍ୟାରେ ଦୁର୍ଘଟଣା ଘଟାଇଛନ୍ତି। ସେ ଦ୍ରୁତ ଗତିରେ ଗାଡ଼ି ଚଳାଉଥିବା ବେଳେ ସଂଧ୍ୟା ନାମକ ୩୦ ବର୍ଷୀୟା ମହିଳାଙ୍କ ଉପ‌ରେ ଚଢ଼ାଇ ନେଇ ଯାଇଥିବା ଅଭିଯୋଗ ହୋଇଛି।…