Breaking News
Browsing Category

ଦେଶ ବିଦେଶ

ଉଚ୍ଚଶିକ୍ଷା ଡିଗ୍ରି ଦେଇପାରିବେନି ମଦ୍ରାସା ବୋର୍ଡ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମ୍ କୋର୍ଟ ମଙ୍ଗଳବାର (ନଭେମ୍ବର ୫, ୨୦୨୪) ଉତ୍ତରପ୍ରଦେଶ ମଦ୍ରାସା ଶିକ୍ଷା ଆଇନ ୨୦୦୪ର ସାମ୍ବିଧାନିକ ବୈଧତାକୁ ସ୍ୱୀକୃତି ଦେଇଛନ୍ତି, କିନ୍ତୁ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ମଦ୍ରାସା ବୋର୍ଡ ପିଲାମାନଙ୍କୁ ଉଚ୍ଚତର ଡିଗ୍ରୀ ଦେଇପାରିବ ନାହିଁ। ଅର୍ଥାତ୍ ମଦ୍ରାସାର…

ନନ୍ଦନକାନନ ଏକ୍ସପ୍ରେସ ଉପରକୁ ଗୁଳିମାଡ଼, କାରଣ ଅସ୍ପଷ୍ଟ

ଭଦ୍ରକ: ନୂଆଦିଲ୍ଲୀରୁ ପୁରୀ ଅଭିମୁଖେ ଆସୁଥିବା ନନ୍ଦନକାନନ ଏକ୍ସପ୍ରେସ ଟ୍ରେନ ଆଜି ସକାଳ ସା୍ଢ଼େ ୯ଟାରୁ ୧୦ଟା ଭିତରେ ଗୁଳିମାଡ଼ ହୋଇଥିବାର ଖବର ମିଳିଛି। ଭଦ୍ରକ-ବାଉଦପୁର ସେକସନ୍ ମଝିରେ ଏହି ଗୁଳିମାଡ଼ ହୋଇଥିବା ଜଣାଯାଇଛି। ଏନେଇ ସମ୍ପୃକ୍ତ ଟ୍ରେନରେ ଥିବା ଗାର୍ଡ  ଅଭିଯୋଗ କରିବା…

କାନାଡାକୁ ଆଇନା ଦେଖାଇଲା ଭାରତ: ଦେଲା କଡ଼ା ଜବାବ

ନୂଆଦିଲ୍ଲୀ: ଭାରତ ଦ୍ବାରା ମୋଷ୍ଟ ୱାଣ୍ଟେଡ ଘୋଷିତ ହୋଇଥିବା ବହୁ ଆତଙ୍କବାଦୀଙ୍କ ପାଇଁ ଏକ ସୁରକ୍ଷିତ ସ୍ଥାନ ଭାବରେ ଉଭା ହୋଇଥିବା କାନାଡାରେ ହିନ୍ଦୁ ମନ୍ଦିରକୁ ଟାର୍ଗେଟ କରାଯାଇଛି। ଶ୍ରଦ୍ଧାଳୁଙ୍କ ଉପରେ ଆକ୍ରମଣ କରାଯାଉଛି। ଭାରତୀୟ କୂଟନୀତିଜ୍ଞଙ୍କ ଉପରେ ଆକ୍ରମଣ କରିବାକୁ…

ବାଲାଷ୍ଟିକ୍ ମିସାଇଲ୍ ମିନଟମ୍ୟାନ୍-୩ର ପରୀକ୍ଷଣ କରିବାକୁ ଯାଉଛି ଆମେରିକା

ନୂଆଦିଲ୍ଳୀ: ନଭେମ୍ବର ୬ ରୁ ୧୦ ତାରିଖ । ବିଶ୍ୱ ଦେଖିବ ଆମେରିକାର ପରମାଣୁ ଶକ୍ତି । ଆମେରିକା ସହ ଶତ୍ରୁତା କରି ବସିଥିବା ରାଷ୍ଟ୍ର ଋଷ, ଚୀନ୍, ଓ ଉତ୍ତରକୋରିଆ ଭଳି ଶତ୍ରୁ ରାଷ୍ଟ୍ରଙ୍କୁ ନିଜର ଶକ୍ତି ଦେଖାଇବାକୁ ଯାଉଛି ଆମେରିକା । ନଭେମ୍ବର ୬ରୁ ୧୦ତାରିଖ ଭିତରେ ଆମେରିକା ତାର ଖତରନାକ…

ପକ୍ଷପାତିତା ଓ ଭୁଲ ତଥ୍ୟ ଅଭିଯୋଗରେ ଉଇକିପିଡିଆକୁ ନୋଟିସ୍‌ ପଠାଇଲା କେନ୍ଦ୍ର

ନୂଆଦିଲ୍ଲୀ: ଉଇକିପିଡିଆ ପ୍ଲାଟଫର୍ମରେ ପକ୍ଷପାତିତା ଏବଂ ଭୁଲ ତଥ୍ୟ ପ୍ରଦାନ କରାଯାଉଛି ବୋଲି ଏକାଧିକ ଅଭିଯୋଗ ହେବା ପରେ କେନ୍ଦ୍ର ମଙ୍ଗଳବାର ଉଇକିପିଡ଼ିଆକୁ ନୋଟିସରେ ରଖିଛି। ଇଣ୍ଟରନେଟ୍ ଏନସାଇକ୍ଲୋପିଡ଼ିଆକୁ ଲେଖିଥିବା ଏକ ପତ୍ରରେ ସରକାର ଦର୍ଶାଇଛନ୍ତି ଯେ ସମ୍ପାଦକଙ୍କର ଏକ…

ତାମିଲନାଡ଼ୁରେ ଦୁର୍ଘଟଣା: ୪ ସାମ୍ବାଦିକ ଗୁରୁତର, ସହଯୋଗ ଲୋଡ଼ିଲେ ପରିବାର ଲୋକେ

ଭୁବନେଶ୍ବର: ତାମିଲନାଡ଼ୁରେ ଓଡ଼ିଆ ସାମ୍ବାଦିକଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ। ଏଥିରେ ମାଲକାନଗିରିର ପଡିଆ ବ୍ଲକ ସମ୍ବାଦ ପ୍ରତିନିଧିଙ୍କ ସହ ୪ ସାମ୍ବାଦିକ ଗୁରୁତର ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା କୁହାଯାଉଛି। ସୂଚନା ଅନୁଯାୟୀ, ଓଡ଼ିଆ…

ବାୟୁ ପ୍ରଦୂଷଣକୁ ନେଇ ଦିଲ୍ଲୀ ସରକାରଙ୍କ ଉପରେ କମ୍ପିଲେ ସର୍ବୋଚ୍ଚ ଅଦାଲତ

ନୂଆଦିଲ୍ଳୀ: ଦୀପାବଳୀରେ ରାଜଧାନୀ ଦିଲ୍ଲୀରେ ବାଣ ଖୁବ ଜୋର ଫୁଟିଥିଲା। ବାରଣ ସତ୍ବେ ଲୋକମାନେ ମାନିନଥିଲେ ଫଳରେ ଦିଳ୍ଲୀରେ ବାୟୁ ପ୍ରଦୂଷରର ମାତ୍ରା ଅଧିକ ହୋଇଥିଲା । ବାୟୁ ପ୍ରଦୂଷଣ ଓ ବାଣ ଫୁଟା ପାଇଁ ଦିଲ୍ଲୀ ସରକାରଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ସର୍ବୋଚ୍ଚ ଅଦାଲତ। ଅଦାଲତ…

ୟୁପି, କେରଳ ଓ ପଞ୍ଜାବ ଉପନିର୍ବାଚନ ମତଦାନ ତାରିଖ ବଦଳିଲା

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ, ପଞ୍ଜାବ, କେରଳ‌ରେ ହେବାକୁ ଥିବା ଉପନିର୍ବାଚନ ତାରିଖ ପରିବର୍ତ୍ତିତ ହୋଇଛି। ନଭେମ୍ବର ୧୩ରେ ହେବାକୁ ଥିବା ମତଦାନ ନଭେମ୍ବର ୨୦ରେ ହେବ। ରାଜନୈତିକ ଦଳ ଓ ସାମାଜିକ ସଂଗଠନଗୁଡ଼ିକର ଅନୁରୋଧ କ୍ରମେ ନିର୍ବାଚନ କମିସନ ଏହି ତାରିଖ ‌ବଦଳାଇଥିବା ଜଣାଯାଇଛି।…

ଦିଲ୍ଲୀ ସରକାର ଉପରେ ବର୍ଷିଲେ ସୁପ୍ରିମକୋର୍ଟ: ଦିଲ୍ଲୀ ପୁଲିସକୁ ନୋଟିସ୍‌

ନୂଆଦିଲ୍ଲୀ: ଦିଲ୍ଲୀରେ ବାଣ ନିଷିଦ୍ଧ ପ୍ରସଙ୍ଗରେ ଆଜି ସୁପ୍ରିମକୋର୍ଟ ଦିଲ୍ଲୀ ସରକାର ଉପରେ ବର୍ଷିଛନ୍ତି। ବାଣ ନିଷିଦ୍ଧ ନିର୍ଦ୍ଦେଶ ସଠିକ୍‌ ଭାବେ କାର୍ଯ୍ୟକାରୀ ହୋଇନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଦିଲ୍ଲୀରେ ବାଣ ନିଷିଦ୍ଧ ନିର୍ଦ୍ଦେଶ କାର୍ଯ୍ୟକାରୀ କରିବା ପାଇଁ କେଉଁ…

ଆକ୍ରମଣର ଦିନକ ପରେ କାନାଡାର ହିନ୍ଦୁ ସଭା ମନ୍ଦିର ବାହାରେ ବିରୋଧ ପ୍ରଦର୍ଶନ

ନୂଆଦିଲ୍ଲୀ: କାନାଡ଼ାର ଏକ ହିନ୍ଦୁ ମନ୍ଦିରର ଭକ୍ତଙ୍କ ଉପରେ ଆକ୍ରମଣ କରିବାର ଦିନକ ପରେ କାନାଡାର ବ୍ରମ୍ପଟନ୍ ସ୍ଥିତ ହିନ୍ଦୁ ସଭା ମନ୍ଦିର ବାହାରେ ଏକ ବିରାଟ ବିରୋଧ ପ୍ରଦର୍ଶନ କରାଯାଇଛି। ଭାରତୀୟ ସମ୍ପ୍ରଦାୟର ସଦସ୍ୟମାନେ ସ୍ଥାନୀୟ ବାସିନ୍ଦାଙ୍କ ସହ ମନ୍ଦିର ବାହାରେ ବହୁ…