Breaking News
Browsing Category

ଦେଶ ବିଦେଶ

ଆର୍‌ଜି କର ମେଡିକାଲ୍‌ କଲେଜ ଦୁଷ୍କର୍ମ ଓ ହତ୍ୟା ମାମଲା: ଅଭିଯୁକ୍ତ ସଞ୍ଜୟ ରାୟ ବିରୋଧରେ ଚାର୍ଜଫ୍ରେମ୍‌

କୋଲକାତା: ବହୁ ଚର୍ଚ୍ଚିତ କୋଲକାତା ଆର୍‌ଜି କର ମେଡିକାଲ୍‌ କଲେଜର ଜୁନିୟର ମହିଳା ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଆଜି ଅଭିଯୁକ୍ତ ସଞ୍ଜୟ ରାୟ ବିରୋଧରେ କୋଲକାତାର ‌ଏକ କୋର୍ଟ ଚାର୍ଜଫ୍ରେମ୍‌ କରିଛନ୍ତି। ଏହି ମାମଲାର ଦୈନିକ ଶୁଣାଣି ନଭେମ୍ବର ୧୧ରୁ ହେବ ବୋଲି ସିଆଲଦା…

କାନାଡା: ହିନ୍ଦୁ ମନ୍ଦିରରେ ହିଂସା: ଚିନ୍ତା ପ୍ରକଟ କଲା ଭାରତ

ନୂଆଦିଲ୍ଲୀ: କାନାଡାର ଅଣ୍ଟାରିଓ ପ୍ରଦେଶ ସ୍ଥିତ ବ୍ରାମ୍ପଟନ୍‌ରେ ଏକ ହିନ୍ଦୁ ସଭା ମନ୍ଦିର ଉପରେ ଯେଉଁଭଳି ଆକ୍ରମଣ ହୋଇଛି ତାକୁ ନେଇ ଭାରତ ଗଭୀର ଚିନ୍ତା ପ୍ରକଟ କରିଛି। ଗତକାଲି ଟରଣ୍ଟୋ ନିକଟ ବ୍ରାମ୍ପଟନ୍‌ର ମନ୍ଦିରରେ ଭାରତୀୟ କନସୁଲାର କ୍ୟାମ୍ପ୍‌ କାର୍ଯ୍ୟକ୍ରମରେ ଏହି ହିଂସା…

ବିବାହ, ନିର୍ବାଚନରେ ବାଣ ଫୁଟାଇବା ଉପରେ ବି କଟକଣା ଲାଗିବ !

ନୂଆଦିଲ୍ଲୀ: ଦୀପାବଳି ରେ ବାଣ ଫୁଟାଇବା ଉପରେ କଟକଣା ଥିବା ସତ୍ତ୍ବେ ଲୋକମାନେ ବାଣ ଫୁଟାଇଛନ୍ତି । ଏହା ଫଳରେ ଦିଲ୍ଲୀରେ ପ୍ରଦୂଷଣ ସ୍ତର ବଢିଯାଇଛି । ଏହାକୁ ନେଇ ସୁପ୍ରିମକୋର୍ଟ ଭୀଷଣ କ୍ଷୁବଧ ହେବା ସହ ଦିଲ୍ଲୀ ସରକାର ଓ ପୁଲିସକୁ ତୁରନ୍ତ ଜବାବ ମାଗିଛନ୍ତି। ପ୍ରତିବର୍ଷ ଏହି…

ଉପନିର୍ବାଚନ: ବଦଳିଲା ୩ ରାଜ୍ୟର ୧୪ ବିଧାନସଭା ଆସନ ପାଇଁ ଭୋଟଗ୍ରହଣ ତାରିଖ

ନୂଆଦିଲ୍ଲୀ: ପର୍ବପର୍ବାଣୀକୁ ଦୃଷ୍ଟିରେ ରଖି ନିର୍ବାଚନ ଆୟୋଗ ସୋମବାର ଉତ୍ତରପ୍ରଦେଶ, ପଞ୍ଜାବ ଓ କେରଳ ବିଧାନସଭା ଉପନିର୍ବାଚନ ତାରିଖକୁ ନଭେମ୍ବର ୧୩ରୁ ନଭେମ୍ବର ୨୦ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି। ଏବେ ଉତ୍ତରପ୍ରଦେଶର ୯ଟି, ପଞ୍ଜାବର ୪ଟି ଏବଂ କେରଳର ଗୋଟିଏ ଆସନରେ ମତଦାନ ୨୦ ତାରିଖରେ…

ଫୋନ୍‌ ଟ୍ୟାପିଂ ଅଭିଯୋଗରେ ମହାରା‌ଷ୍ଟ୍ରର ଶୀର୍ଷ ପୁଲିସ୍‌ ସ୍ଥାନାନ୍ତରିତ

ମୁମ୍ବାଇ: କଂଗ୍ରେସର ଫୋନ୍‌ ଟ୍ୟାପିଂ କରିଥିବା ଅଭିଯୋଗରେ ମହାରାଷ୍ଟ୍ର ପୁଲିସର ମହାନିର୍ଦ୍ଦେଶକ ଥିବା ରଶ୍ମୀ ଶୁକ୍ଲାଙ୍କୁ ନିର୍ବାଚନ ଆୟୋଗ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ନଭେମ୍ବର ୫ ସୁଦ୍ଧା ମହାରାଷ୍ଟ୍ରର ନୂତନ ଡିଜିପି ନିଯୁକ୍ତି ପାଇଁ ତିନିଜଣ ଆଇପିଏସ୍…

ଉତ୍ତରାଖଣ୍ଡରେ ବସ୍‌ ଦୁର୍ଘଟଣା ଘଟି ୨୮ ମୃତ

ଅଲ୍‌ମୋରା: ଉତ୍ତରାଖଣ୍ଡର ଅଲ୍‌ମୋରାଠାରେ ଏକ ବସ୍ ଦୁର୍ଘଟଣା ଘଟି ୨୮ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ସୂଚନା ରହିଛି। ମୃତକଙ୍କ ବ୍ୟତୀତ ଆହୁରି ଅନେକ ଜଣ ଫସି ରହିଥିବାର ଆଶଙ୍କା କରାଯାଉଛି। ଦୁର୍ଘଟଣା ଘଟିଥିବା ବେଳେ ଅତି କମରେ ୩୫ ଜଣ ଯାତ୍ରୀ ବସ୍ ଭିତରେ ଥିଲେ। ବସ୍‌ଟି ଏକ ଘାଇ ଭିତରକୁ…

ସାଂଘାତିକ ‘ଧୂମ କୁହୁଡ଼ି’ କବଳରେ ଲାହୋର, ଏକ୍ୟୁଆଇ ୧୦୬୭ ଛୁଇଁଲା

ଲାହୋର: ପାକିସ୍ତାନର ଅନ୍ୟତମ ପ୍ରମୁଖ ସହର ଲାହୋରରେ ବାୟୁ ପ୍ରଦୂଷଣ ଚରମ ସୀମାରେ ପହଞ୍ଚିଛି। ଘନ ଧୂମ କୁହୁଡ଼ି (ସ୍ମଗ୍‌)  କବଳରେ ସମଗ୍ର ସହର ଆଚ୍ଛାଦିତ ହୋଇଛି। ସହରର ବାୟୁ ସୂଚକାଙ୍କ  ସାଂଘାତିକ ଭାବେ ହ୍ରାସ ପାଇ ୧୦୬୭ରେ ପହଞ୍ଚିଛି। ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ନିମନ୍ତେ ବିଶ୍ବ…

ଦୀପାବଳି ପରେ ବିଗିଡ଼ିଲା ଦିଲ୍ଲୀର ବାୟୁ ପ୍ରଦୂଷଣ

ନୂଆଦିଲ୍ଲୀ: ଦୀପାବଳି ପରେ ପରେ ବିଗିଡ଼ି ଯାଇଛି ଦିଲ୍ଲୀର ପରିବେଶ। ସୋମବାର ଦିନ ଦିଲ୍ଲୀର ବାୟୁ ଗୁଣବତ୍ତା ଖରାପ ହୋଇଥିବାର ରେକର୍ଡ ହୋଇଛି। ଏୟାର କ୍ୱାଲିଟି ଇଣ୍ଡେକ୍ସ (ଏକ୍ୟୁଆଇ) ସହରର ବିଭିନ୍ନ ସ୍ଥାନରେ ୪୦୦ ଅତିକ୍ରମ କରିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ…

ବାଣ ଖୁସି ପାଇଁ ବାୟୁମଣ୍ଡଳ ବିଷ: ୭ ସହର ମଧ୍ୟମ ଧରଣ ପ୍ରଦୂଷିତ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ବାହୁ ପ୍ରଦୂଷଣ ସ୍ଥିତି ସାଂଘାତିକ ରୂପ ନେଇଛି। ପଡ଼ୋଶୀ ରାଜ୍ୟମାନଙ୍କରେ ନଡ଼ାପାଳ ପୋଡ଼ି ଜାରି ରହିଥିବା ବେଳେ ଦିନକ ମଧ୍ୟରେ ଦିଲ୍ଲୀ ପ୍ରଦୂଷଣରେ ୩୬ ପ୍ରତିଶତ ବୃଦ୍ଧି ହୋଇଛି। ସମଗ୍ର ଦିଲ୍ଲୀକୁ  ଆଜି ସକାଳେ ଘନ ଧୂଆଁ  ମିଶ୍ରିତ କୁହୁଡ଼ି…

ମହଙ୍ଗା ହୋଇପାରେ ଏଫ୍‌ଏମ୍‌ସି ସାମଗ୍ରୀ: ସହରାଞ୍ଚଳରେ ବିକ୍ରି ପ୍ରଭାବିତ

ନୂଆଦିଲ୍ଲୀ: ଦେଶର ଅଗ୍ରଣୀ ଏଫ୍‌ଏମ୍‌ସିଜି (ଫାଷ୍ଟ୍‌ ମୁଭିଂ କଞ୍ଜ୍ୟୁମର ଗୁଡ୍‌ସ) କମ୍ପାନିର ଜୁଲାଇ-ସେପ୍ଟେମ୍ବର ତ୍ରୟମାସର ଲାଭ ହ୍ରାସ ପାଇଛି। ସାମଗ୍ରୀ ପ୍ରସ୍ତୁତିରେ ବ୍ୟବହୃତ ହେଉଥିବା ବିଭିନ୍ନ ଉପାଦାନର ମୂଲ୍ୟବୃଦ୍ଧି ସହିତ ଖାଦ୍ୟ ମୁଦ୍ରାସ୍ଫୀତି ବଢ଼ିବା କାରଣରୁ ଏହା ହୋଇଛି।…