Breaking News
Browsing Category

ଦେଶ ବିଦେଶ

ହିନ୍ଦୁ ମନ୍ଦିରରେ ଆକ୍ରମଣକୁ ଗ୍ରହଣୀୟ ନୁହେଁ ବୋଲି କହିଲେ ଟ୍ରୁଡୋ

ନୂଆଦିଲ୍ଲୀ: କାନାଡ଼ାରେ ହିନ୍ଦୁ ମନ୍ଦିରେ ଭକ୍ତମାନଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ଏବେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ। "ମୁକ୍ତ ଏବଂ ନିରାପଦ" ଧର୍ମ ପାଳନ କରିବାର ଅଧିକାରକୁ ସେ ସମର୍ଥନ କରି ହିନ୍ଦୁ ମନ୍ଦିରରେ ହୋଇଥିବା ହିଂସାକୁ…

ଇସ୍ରାଏଲର ଧ୍ବଂସଲୀଳା: ଲେବାନନ୍‌ରେ ୭୧, ଗାଜାରେ ୬୨ ନିହତ

ତେଲ୍‌ ଅବିବ୍‌: ଲେବାନନ୍‌, ଗାଜା ଓ ସିରିୟା ସୀମାରେ ଇସ୍ରାଏଲ ଆଜି ପ୍ରଚଣ୍ଡ ଆକ୍ରମଣ ଜାରି ରଖିଛି। ସମସ୍ତ ପଟୁ ହେଜବୁଲ୍ଲା ଓ ହମାସ୍‌ ପକ୍ଷରୁ  ଇସ୍ରାଏଲ ଉପରେ ରକେଟ୍‌  ଓ କ୍ଷେପଣାସ୍ତ୍ର ଆକ୍ରମଣ ହେଉଥିବାରୁ ଉକ୍ତ ଅଂଚଳରେ ଉଭୟ ଆତଙ୍କୀ ସଂଗଠନର ସାମରିକ ଭିତ୍ତିଭୂମିକୁ ନଷ୍ଟ କରିବା ପାଇଁ…

ଆମେରିକା ରାଷ୍ଟ୍ରପତି ନିର୍ବାଚନ: ଭୋଟ୍‌ ପୂର୍ବରୁ ଆଗୁଆ ମତଦାନରେ ରେକର୍ଡ

ନ୍ୟୁୟର୍କ: ଆମେରିକା ରାଷ୍ଟ୍ରପତି ନିର୍ବାଚନର ଅନ୍ତିମ ପର୍ଯ୍ୟାୟରେ ଏବେ ପ୍ରଚାର ସରଗରମ ରହିଥିବା ବେଳେ ଆମେରିକୀୟ ଭୋଟର୍‌ମାନେ ଆଗୁଆ ମତଦାନରେ ନୂଆ ରେକର୍ଡ କରିଛନ୍ତି। ଭୋଟର୍‌ଙ୍କ ବଦଳୁଥିବା ମନୋଭାବ ଏବଂ ଆଗୁଆ ମତଦାନ ପାଇଁ ଅହେତୁକ ଆଗ୍ରହ ଡେମୋକ୍ରାଟିକ୍‌ ଦଳ ପ୍ରାର୍ଥୀ କମଳା ହାରିସ…

ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ: ଯୁବତୀଙ୍କୁ ଗିରଫ କଲା ମୁମ୍ବାଇ ପୁଲିସ

ମୁମ୍ବାଇ:  ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଟାର୍ଗେଟ୍‌ କରି ହତ୍ୟା ଧମକ ପଠାଇଥିବା ଜଣେ ୨୪ ବର୍ଷୀୟା ମହିଳାଙ୍କୁ ମୁମ୍ବାଇ ପୁଲିସ  ଗିରଫ କରିଛି। ଧମକ ବାର୍ତ୍ତାରେ କୁହାଯାଇଥିଲା ଯେ ଯଦି ଯୋଗୀ ୧୦ ଦିନ ମଧ୍ୟରେ ପଦରୁ ଇସ୍ତଫା ନ ଦିଅନ୍ତି ତେବେ ତାଙ୍କୁ ଏନ୍‌ସିପି ନେତା…

କାନାଡା ରାଷ୍ଟ୍ରଦୂତଙ୍କୁ ସମନ ପଠାଇଲା ଭାରତ

ନୂଆଦିଲ୍ଲୀ: ଦିନକୁ ଦିନ ବିଗୁଡୁଛି ଭାରତ ଓ କାନାଡା ସମ୍ପର୍କ । ନିଜ୍ଜର ହତ୍ୟା ମାମଲାକୁ ନେଇ ଉଭୟ ଦେଶ ମଧ୍ୟରେ ବିବାଦ ବଢ଼ୁଛି । ଗୋଟିଏ ପରେ ଗୋଟିଏ ସଂଗୀନ ଅଭିଯୋଗ ଆଣିଚାଲିଛି କାନ୍ନାଡ଼ା। ଏହା ପରେ କାନାଡାକୁ ଏବେ ଶକ୍ତ ଜବାବ ଦେଇଛି ଭାରତ । ଏପରକି କାନାଡା ରାଷ୍ଟ୍ରଦୂତଙ୍କୁ ସମନ ମଧ୍ୟ…

ଆରମ୍ଭ ହେଲା ଆମେରିକାରୁ ଅନ୍‌ମୋଲ୍‌ ବିଷ୍ନୋଇର ପ୍ରତ୍ୟାର୍ପଣ ପ୍ରକ୍ରିୟା

ନୂଆଦିଲ୍ଲୀ: ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ନୋଇର ଭାଇ ଅନମୋଲ ବିଷ୍ନୋଇର ପ୍ରତ୍ୟାର୍ପଣ ପ୍ରକ୍ରିୟା ଆରମ୍ଭ ହୋଇଛି। ସୂତ୍ରରୁ ପ୍ରକାଶ ଯେ ମୁମ୍ବାଇ କ୍ରାଇମ ବ୍ରାଞ୍ଚ ଏହି ପ୍ରକ୍ରିୟା ଆରମ୍ଭ କରିଛି। ମୁମ୍ବାଇ ପୁଲିସ ସୂତ୍ର ଅନୁଯାୟୀ, ଆମେରିକାର ଅଧିକାରୀମାନେ ଅନମୋଲର…

୫ ବର୍ଷରେ ବଢ଼ିଗଲା ୭ ବର୍ଷ ବୟସ: ବିଜେପିର ସୋରେନଙ୍କ ବିରୋଧରେ ଅଭିଯୋଗ

ଝାରଖଣ୍ଡ: ନିଜ ବୟସକୁ ନେଇ ଅଡୁଆରେ ଫସି ଯାଇଛନ୍ତି ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌। ଗତ ନିର୍ବାଚନରେ ସେ ଦାଖଲ କରିଥିବା କାଗଜପତ୍ର‌ ଓ ଏଥରର କାଗଜପତ୍ରକୁ ମ୍ୟାଚ୍‌ କରାଇଲେ ତାଙ୍କ ତଥ୍ୟର କିଛି ତାଳମେଳ ରହୁନାହିଁ ବୋଲି ଅଭିଯୋଗ ହୋଇଛି। ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ…

ଦିଲ୍ଲୀର ୬୯ ପ୍ରତିଶତ ପରିବାର ପ୍ରଦୂଷଣ ସମ୍ବନ୍ଧିତ ସମସ୍ୟାର ଶିକାର

ନୂଆଦିଲ୍ଲୀ: ଦିଲ୍ଲୀରେ ପୂର୍ବରୁ ଯେତିକି ବାୟୁ ପ୍ରଦୂଷଣ ଥିଲା, ଦୀପାବଳି ପାଳନ ପରେ ତାହା ଯଥେଷ୍ଟ ଅଧିକ ବଢ଼ିଯାଇଛି। ଏକ ସର୍ବେକ୍ଷେଣରୁ ଜଣାପଡ଼ିଛି ଯେ ବାୟୁ ଗୁଣବତ୍ତା ଖରାପ ହେବାପରେ ଦିଲ୍ଲୀ-ଏନସିଆରର ଅବସ୍ଥା ପୂରାପୂରି ବିଗିଡ଼ି ଯାଇଛି। ଏହି ବାୟୁ ପ୍ରଦୂଷଣ ହେତୁ ଦିଲ୍ଲୀର ପ୍ରାୟ ୬୯…

ଆତଙ୍କବାଦୀଙ୍କ ଗୁଳିମାଡ଼ରେ ୨ ଜଣ ଶ୍ରମିକ ଆହତ

ଶ୍ରୀନଗର: ପୁଣି ଅଶାନ୍ତ ଜମ୍ମୁ କାଶ୍ମୀର। ଦୀପାବଳି ପରେ ପରେ ଜମ୍ମୁ-କାଶ୍ମୀରରେ ପୁଣିଥରେ ଆତଙ୍କବାଦୀଙ୍କ ବର୍ବରତା ଦେଖିବାକୁ ମିଳିଛି । ବୁଧଗାମରେ ଦୁଇଜଣ ପ୍ରବାସୀ ଶ୍ରମିକଙ୍କୁ ଗୁଳି କରିଛନ୍ତି ଆତଙ୍କବାଦୀ । ଶେଷ ଖବର ଅନୁଯାୟୀ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଜେଭିସି ହସ୍ପିଟାଲ୍‌ରେ…

ଗୁଗଲ୍‌କୁ ରୁଷ୍‌ର ୨୦ ଡେସିଲିଅନ୍‌ ଜରିମାନା: ୨ ପରେ ୩୪ଟି ଶୂନ ଥିବା ସଂଖ୍ୟା

ନୂଆଦିଲ୍ଲୀ: ଗୁଗଲ୍‌ ଉପରେ ରୁଷ୍‌ ଏକ ବିଶାଳ ରାଶି ଅର୍ଥାତ୍‌ ୨୦ ଡେସିଲିଅନ୍ ଡଲାର(୨ ପରେ ୩୪ଟି ଶୂନ ଥିବା ସଂଖ୍ୟା)ର ଜରିମାନା ଲଗାଇଛି। ଉକ୍ତ ଜରିମାନା ରାଶି ବିଶ୍ବର ମୋଟ ଅର୍ଥନୀତିର ଆକାର ତୁଳନାରେ ଅନେକଗୁଣ ଅଧିକ ହେବ। ମୁଖ୍ୟତଃ ୟୁଟ୍ୟୁବ୍‌କୁ ଟାର୍ଗେଟ୍‌ କରି ଉକ୍ତ ଜରିମାନା ରାଶି…