Breaking News
Browsing Category

ଦେଶ ବିଦେଶ

ନିଜ ୫ ବର୍ଷର ଦରମା ବାଳିକାମାନଙ୍କ ଶିକ୍ଷା ପାଇଁ ଦାନ କଲେ ଏହି ସାଂସଦ

ନୂଆଦିଲ୍ଲୀ: ବାଳିକାମାନଙ୍କ ଶିକ୍ଷା ପାଇଁ ଦେଶରେ ସରକାର ଅନେକ ଯୋଜନା ଚଳାଉଛନ୍ତି। ଏଥି ସହିତ, ବର୍ତ୍ତମାନ ବ୍ୟକ୍ତିଗତ ସ୍ତରରେ ନେତାମାନେ ଝିଅମାନଙ୍କ ପାଇଁ ମଧ୍ୟ ବଡ ପଦକ୍ଷେପ ଗ୍ରହଣ କରୁଛନ୍ତି | ତେବେ ବିହାରର ଯୁବ ସାଂସଦ ଶମ୍ବାଭୀ ଚୌଧୁରୀ ମଧ୍ୟ ଏଭଳି ପଦକ୍ଷେପ ନେଇଛନ୍ତି। ଲୋକସଭା…

କରୋନା ଟୀକାକୁ ବିରୋଧ କରୁଥିବା ବ୍ୟକ୍ତିଙ୍କୁ ସ୍ୱାସ୍ଥ୍ୟ ମନ୍ତ୍ରୀ କଲେ ଟ୍ରମ୍ପ

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ​​ଜିତିଥିବା ଡୋନାଲ୍ଡ ଟ୍ରମ୍ପ କ୍ରମାଗତ ଭାବରେ ତାଙ୍କର ନୂତନ ପ୍ରଶାସନିକ ଦଳର ସଦସ୍ୟଙ୍କ ନାମ ଘୋଷଣା କରୁଛନ୍ତି। ଏହି ସମୟରେ ଡୋନାଲ୍ଡ ଟ୍ରମ୍ପ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜନ୍ ଏଫ କେନେଡିଙ୍କ ପୁତୁରା ରବର୍ଟ କେନେଡିଙ୍କୁ…

ମାଲକାନଗିରି ଜିଲ୍ଲା ସୀମାନ୍ତରେ ନକ୍ସଲଙ୍କ ସହିଦ ସ୍ତମ୍ଭ ଧ୍ବଂସ କଲେ ଯବାନ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ନକ୍ସଲଙ୍କ ଦ୍ୱାରା ନିର୍ମାଣ କରାଯାଇଥିବା ସହିଦ ସ୍ତମ୍ଭକୁ ଧ୍ଵଂସ କରିଥିଲେ। ବିଜାପୁର ଜିଲ୍ଲାର କୋଣ୍ଡାପାଲି ନିକଟସ୍ଥ ଜଙ୍ଗଲରେ ପ୍ରାୟ ୩୦ ଫୁଟ ଉଚ୍ଚର ସହିଦସ୍ତମ୍ଭ ନିର୍ମାଣ କରାଯାଇଥିଲା। ସର୍ଚ୍ଚ ଅପରେସନରେ…

କାନାଡାରେ ଖଲିସ୍ତାନୀଙ୍କ ସ୍ଲୋଗାନ: ‘ଆମେ କାନାଡାର ମାଲିକ’

ଅଟାୱା: ଖଲିସ୍ତାନ ସମର୍ଥକମାନେ କାନାଡାବାସୀଙ୍କୁ ବିଦେଶରୁ ଆସିଥିବା ‘ଆକ୍ରମଣକାରୀ’ ବୋଲି କହିବା ସହ ସେମାନଙ୍କୁ ଇଂଲଣ୍ଡ ଓ ୟୁରୋପକୁ ଫେରିଯିବାକୁ ଦାବି କରିଛନ୍ତି। ଏକ ଖଲିସ୍ତାନୀ ସମାବେଶର ଭିଡିଓ ସେୟାର କରି ଡାନିଏଲ୍ ବୋର୍ଡମ୍ୟାନ୍ ନାମକ ଜଣେ ୟୁଜର ଏକ୍ସରେ ଲେଖିଛନ୍ତି,…

ରାଜସ୍ଥାନରେ ବ୍ୟାପକ ହିଂସା: ସ୍ବାଧୀନ ପ୍ରାର୍ଥୀଙ୍କ ସମେତ ୬୦ ଗିରଫ

ଜୟପୁର: ରାଜସ୍ଥାନର ଟଙ୍କ ଜିଲ୍ଲାରେ ଗତକାଲି ଉପନିର୍ବାଚନ ବେଳେ ଜଣେ ନିର୍ବାଚନ ଅଧିକାରୀଙ୍କୁ ଚାପୁଡ଼ା ମାରିବା ଅଭିଯୋଗରେ ଆଜି ରାଜସ୍ଥାନ ସ୍ୱାଧୀନ ପ୍ରାର୍ଥୀ ନରେଶ ମୀନାଙ୍କୁ ଗିରଫ କରାଯାଇଛି। ଗତକାଲି ମୀନାଙ୍କୁ ପୁଲିସ ହେପାଜତକୁ ନେବାକୁ ଚେଷ୍ଟା କରିବାରୁ ତାଙ୍କ ଶତାଧିକ ସମର୍ଥକ…

ତୁଳସୀ ଗବାର୍ଡ ଆମେରିକାର ଗୁଇନ୍ଦା ନିର୍ଦ୍ଦେଶକ ନିଯୁକ୍ତ

ୱାସିଂଟନ: ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୁଧବାର ପୂର୍ବତନ ଡେମୋକ୍ରାଟ୍ ତୁଳସୀ ଗବାର୍ଡଙ୍କୁ ତାଙ୍କ ପ୍ରଶାସନ ଅଧୀନରେ ଥିବା ନ୍ୟାସନାଲ ଇଣ୍ଟେଲିଜେନ୍ସ (ଡିଏନ୍ଆଇ)ର ନିର୍ଦ୍ଦେଶକ ଭାବେ ନିଯୁକ୍ତ କରିଛନ୍ତି। ଡୋନାଲ୍ଡ ଟ୍ରମ୍ପ ତୁଳସୀ ଗବାର୍ଡଙ୍କୁ ଜଣେ ଗର୍ବିତ…

ମଣିପୁରରେ ୧୦ ଉଗ୍ରପନ୍ଥୀଙ୍କୁ ନିପାତ ମାମଲା: ଆସାମ, ମିଜୋରାମରେ ଉତ୍ତେଜନା

ଆଇଜଲ: ମଣିପୁରର ଜିରିବାମରେ ନଭେମ୍ବର ୧୧ ତାରିଖରେ ସୁରକ୍ଷା କର୍ମୀଙ୍କ ଗୁଳିରେ ୧୦ ଜଣ ସଶସ୍ତ୍ର ଉଗ୍ରପନ୍ଥୀ ନିହତ ହୋଇଥିଲେ। ଏହି ଘଟଣାକୁ ନେଇ ବୁଧବାର ପଡ଼ୋଶୀ ଦକ୍ଷିଣ ଆସାମ ଓ ମିଜୋରାମରେ ଉତ୍ତେଜନା ପ୍ରକାଶ ପାଇଛି। ସିଲଚର ମେଡିକାଲ କଲେଜ(ଏସ୍ଏମ୍‌ସି ବାହାରେ ଆଦିବାସୀ ସଂଗଠନଗୁଡ଼ିକ…

ପ୍ରଦୂଷଣ ବଢୁଥିବାବେଳେ ଗୁଗୁଲ ମ୍ୟାପ ଆଣିଲା ନୂଆ ଫିଚର

ନୂଆଦିଲ୍ଲୀ: ବଦଳୁଥିବା ପାଣିପାଗ ସହିତ ଦିଲ୍ଲୀ-ଏନସିଆରରେ ପ୍ରଦୂଷଣ ମାତ୍ରା ବଢ଼ିବାରେ ଲାଗିଛି | ସକାଳେ ଘନ କୁହୁଡି ଦେଖିବାକୁ ମିଳିଥିବାବେଳେ ଏହି କୁହୁଡି ପ୍ରଦୂଷଣରେ ପରିପୂର୍ଣ୍ଣ, ଯେଉଁଥିପାଇଁ ବାୟୁ ଗୁଣବତ୍ତା ଅଧିକ ଖରାପ ହେବାରେ ଲାଗିଛି | ଖରାପ ହେଉଥିବା ବାୟୁ ଗୁଣବତ୍ତା ଦେଖି…

ଲାଲ ସଲାମ କହୁଥିବା ଲୋକଙ୍କୁ ଧକ୍କା ଦେଇ ବାହାର କରିବାକୁ ପଡିବ: ଯୋଗୀ

ରାଞ୍ଚି: ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନକୁ ନେଇ ଏବେ ଜୋରସୋରରେ ପ୍ରଚାର ଅଭିଯାନ ଚାଲିଛି | ବିଜେପି, କଂଗ୍ରେସ ସହ ଅନ୍ୟ ଆଞ୍ଚଳିକ ଦଳମାନେ ପ୍ରଚାର ଅଭିଯାନ ଚଳାଇଥିବାବେଳେ ବିଜେପିର ଫାୟାରବ୍ରାଣ୍ଡ ନେତା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଝାଡଖଣ୍ଡରେ…

୨୯ରୁ ଡିଜିପି ସମ୍ମିଳନୀ: ମୋଦୀ, ଶାହ ଆସିବେ

ଭୁବନେଶ୍ବର: ଆସନ୍ତା ୨୯ ତାରିଖରେ ପ୍ରଥମ ଥର ପାଇଁ ଭୁବନେଶ୍ବରରେ ଅନୁଷ୍ଠିତ ହେବ ଡିଜିପି ସମ୍ମିଳନୀ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଯୋଗଦେବେ। ୨୯ରୁ ୧ ତାରିଖ ପର୍ଯ୍ୟନ୍ତ ୩ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ସମ୍ମିଳନୀରେ ରାଜ୍ୟଗୁଡ଼ିକର…