Breaking News
Browsing Category

ଦେଶ ବିଦେଶ

ବୁଲ୍‌ଡୋଜର୍‌ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶାବଳୀ ଜାରି କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କୋଠା ଭାଙ୍ଗିବା ବିରୋଧରେ ଦୃଢ଼ ଆଭିମୁଖ୍ୟ ଗ୍ରହଣ କରି ବେଆଇନ ନିର୍ମାଣ ମାମଲାରେ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ପାଇଁ ସୁପ୍ରିମକୋର୍ଟ ବୁଧବାର ଦିନ ପାନ-ଇଣ୍ଡିଆ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଏହି ନିର୍ଦ୍ଦେଶନାମା ମଧ୍ୟରେ ଭଙ୍ଗାଯିବାର ୧୫ ଦିନ ପୂର୍ବରୁ ଅଗ୍ରୀମ…

ମିଥୁନ୍‌ ଚକ୍ରବର୍ତ୍ତୀଙ୍କୁ ପାକିସ୍ତାନୀ ଗ୍ୟାଙ୍ଗ୍‌ଷ୍ଟର୍‌ର ହତ୍ୟା ଧମକ

ନୂଆଦିଲ୍ଲୀ: ପ୍ରଖ୍ୟାତ ଅଭିନେତା ତଥା ବିଜେପି ନେତା ମିଥୁନ୍‌ ଚକ୍ରବର୍ତ୍ତୀଙ୍କୁ ପାକିସ୍ତାନର କୁଖ୍ୟାତ ଗ୍ୟାଙ୍ଗ୍‌ଷ୍ଟର ଶାହଜାଦା ଭଟ୍ଟି ହତ୍ୟାଧମକ ଦେଇଛି। ଦୁବାଇରୁ ଜାରି କରିଥିବା ଏକ ଭିଡିଓରେ ମିଥୁନ୍‌ ଚକ୍ରବର୍ତ୍ତୀ ମୁସ୍‌ଲିମବିରୋଧୀ ବୟାନ ଦେଉଥିବା ଅଭିଯୋଗ ଆଣି ୧୦-୧୫ ଦିନ ମଧ୍ୟରେ…

ଜମ୍ମୁ-କଶ୍ମୀର ପାଇଁ ବିପଦ ଏମ୍-୪ ରାଇଫଲ: ଆଫଗାନିସ୍ତାନରେ ଆମେରିକା ଛାଡ଼ି ଯାଇଥିଲା

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ଅଖନୁର ଏନକାଉଣ୍ଟରରେ ନିହତ ହୋଇଥିବା ୩ ଆତଙ୍କବାଦୀଙ୍କଠାରୁ ଆମେରିକୀୟ ଏମ୍୪ ରାଇଫଲ ମିଳିବା ପରେ ସୁରକ୍ଷା ବାହିନୀ ମଧ୍ୟରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଆଫଗାନିସ୍ତାନରୁ ପ୍ରତ୍ୟାହାର ସମୟରେ ଆମେରିକୀୟ ସେନା ଛାଡ଼ି ଯାଇଥିବା ଏହି ମାରାତ୍ମକ ରାଇଫଲ୍ କିପରି…

ଚୀନ୍‌ରେ ହିଟ୍‌ ଆଣ୍ଡ ରନ୍‌ ୩୫ ଜଣଙ୍କୁ ଦଳିଦେଲା କାର୍‌

ବେଜିଂ: ଚୀନ୍‌ର ଜୁହାଇରେ ଥିବା ଏକ ସ୍ପୋର୍ଟ‌୍ସ ସେଣ୍ଟରରେ ବଡ଼ ଅଘଟଣ ଘଟିଯାଇଛି। ଜୁହାଇ ସ୍ଥିତ ଏକ ଷ୍ଟାଡିୟମର ସ୍ପୋର୍ଟ‌୍ସ ସେଣ୍ଟର ବାହାରେ ଶତାଧିକ ଲୋକ ବ୍ୟାୟାମ କରୁଥିବା ବେଳେ ହଠାତ୍‌ ଜଣେ ବ୍ୟକ୍ତି ଏକ ଏସ୍‌ୟୁଭି କାର୍‌ ଲୋକଙ୍କ ଉପରେ ମଡ଼ାଇ ଚାଲିଥିଲା। ଏହି ଘଟଣାରେ ୩୫ ଜଣଙ୍କର…

ଭାରତ ସମର୍ଥକ ମାର୍କୋ ରୁବିଓଙ୍କୁ ବୈଦେଶିକ ସଚିବ ଭାବେ ମନୋନୀତ କଲେ ଟ୍ରମ୍ପ

ୱାସିଂଟନ: ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବରିଷ୍ଠ ସିନେଟର ମାର୍କୋ ରୁବିଓଙ୍କୁ ବୈଦେଶିକ ସଚିବ (ବିଦେଶ ମନ୍ତ୍ରୀ) ପଦ ପାଇଁ ମନୋନୀତ କରିଛନ୍ତି। ଯଦି ଏହା ନିଶ୍ଚିତ ହୁଏ, ତେବେ ରୁବିଓ ହେଉଛନ୍ତି ପ୍ରଥମ ଲାଟିନୋ ଯିଏ କି ଜାନୁଆରିରେ ଟ୍ରମ୍ପ ଦାୟିତ୍ୱ ଗ୍ରହଣ କରିବା…

ବାୟୁ ପ୍ରଦୂଷଣରେ ଦିଲ୍ଲୀ ଅଣନିଃଶ୍ବାସୀ: ଲଗାତାର ଏକ୍ୟୁଆଇ ୩୦୦ ଉପରେ

ନୂଆଦିଲ୍ଲୀ: ପ୍ରଦୂଷଣ ଯୋଗୁଁ ଦିଲ୍ଲୀ ବାସିନ୍ଦା ଅଣନିଃଶ୍ବାସୀ ହୋଇପଡ଼ିଛନ୍ତି। ଲଗାତାର ଭାବେ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଏକ୍ୟୁଆଇ (ବାୟୁର ମାନ ସୂଚକାଙ୍କ) ୩୦୦ ଉପରେ ରହୁଛି। ଦୀପାବଳିର ଦ୍ବିତୀୟ ସପ୍ତାହରେ ବି ଏକ୍ୟୁଆଇ ଅତି ଖରାପ୍‌ ଶ୍ରେଣୀରେ ରହୁଥିବାରୁ ଦିଲ୍ଲୀ ବାସିନ୍ଦା…

ଜମ୍ମୁ-କଶ୍ମୀର ପାଇଁ ବିପଦ ଏମ୍-୪ ରାଇଫଲ: ଆଫଗାନିସ୍ତାନରେ ଆମେରିକା ଛାଡ଼ି ଯାଇଥିଲା

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ଅଖନୁର ଏନକାଉଣ୍ଟରରେ ନିହତ ହୋଇଥିବା ୩ ଆତଙ୍କବାଦୀଙ୍କଠାରୁ ଆମେରିକୀୟ ଏମ୍୪ ରାଇଫଲ ମିଳିବା ପରେ ସୁରକ୍ଷା ବାହିନୀ ମଧ୍ୟରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଆଫଗାନିସ୍ତାନରୁ ପ୍ରତ୍ୟାହାର ସମୟରେ ଆମେରିକୀୟ ସେନା ଛାଡ଼ି ଯାଇଥିବା ଏହି ମାରାତ୍ମକ ରାଇଫଲ୍ କିପରି…

ଉତ୍ତର ପିଢ଼ି ପାଇଁ ନିରାପଦ ଭବିଷ୍ୟତ ସୁନିଶ୍ଚିତ କରିବାକୁ ହେବ: ଡ. ପିକେ ମିଶ୍ର

ନୂଆଦିଲ୍ଲୀ: ଲୋକଙ୍କ ପାଇଁ ଏକ ସୁରକ୍ଷିତ ଭବିଷ୍ୟତ ନିଶ୍ଚିତ କରିବାକୁ ହେବ। ଏଥିପାଇଁ ହିମବାହ ହ୍ରଦ ସହ ଜଡ଼ିତ ବିପଦକୁ ହ୍ରାସ କରିବାକୁ ପଡ଼ିବ। ବାସ୍ତବରେ ସିକିମ୍‌ର ଦକ୍ଷିଣ ଲୋନାକ ଜିଏଲ୍‌ଓଏଫ୍‌ (ଗ୍ଲେସିଆଲ୍ ଲେକ୍ ଆଉଟବର୍ଷ୍ଟ ଫ୍ଲଡ୍ ବା ହିମବାହ ହ୍ରଦ ବିସ୍ଫୋରଣ ବନ୍ୟା) ଆମ ସମସ୍ତଙ୍କ…

ଖଡ଼ଗେଙ୍କୁ ଟାର୍ଗେଟ୍‌ କଲେ ଯୋଗୀ: ଆପଣଙ୍କ ମା’-ଭଉଣୀଙ୍କୁ ରଜାକର ଜିଅନ୍ତା ଜାଳିଥିଲେ

ମୁମ୍ବାଇ: ମହାରାଷ୍ଟ୍ର ଆଚଳପୁରରେ ଏକ ନିର୍ବାଚନୀ ସଭାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ‘ଏକ ନିଦ୍ଦିଷ୍ଟ ସମ୍ପ୍ରଦାୟ ପ୍ରତି ତୁଷ୍ଟୀକରଣ ରାଜନୀତି’ ନିମନ୍ତେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି, ଦେଶ…

ଉଦ୍ଧବଙ୍କ ବ୍ୟାଗ୍ ଯାଞ୍ଚ ନେଇ ବିବାଦ ତେଜିଲା: ଦୁଇ ସେନା ମୁହାଁମୁହିଁ

ମୁମ୍ବାଇ: ଆସନ୍ତା ସପ୍ତାହରେ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ତା’ ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ନିୟମିତ ବ୍ୟାଗ୍ ଯାଞ୍ଚକୁ ନେଇ ତାଙ୍କ ଶିବ ସେନା ଗୋଷ୍ଠୀ ଏବଂ ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ଗୋଷ୍ଠୀ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି। ଠାକରେ…