Breaking News
Browsing Category

ଦେଶ ବିଦେଶ

କେବେଠୁ ଗଲାଣି ଦୀପାବଳି: ହେଲେ ବଦଳୁନି ଦିଲ୍ଳୀର ବାୟୁ ଅବସ୍ଥା

ନୂଅଦିଲ୍ଲୀ: ଦୀପାବଳି ପରଠାରୁ ଦିଲ୍ଲୀର ବାୟୁ ଗୁଣବତ୍ତା ପୂରାପୂରି ଭାବେ ବିଗିଡ଼ି ଯାଇଛି। ବୁଧବାର ସକାଳେ ଦିଲ୍ଲୀର ବାୟୁ ଗୁଣବତ୍ତା “ଅତ୍ୟନ୍ତ ଖରାପ” ବା ଭେରି ପୋର୍‌ ବର୍ଗରେ ରହିଛି। ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ମଙ୍ଗଳବାର ସନ୍ଧ୍ୟାରେ ୩୧୬ ରହିଥିବା ବେଳେ ବୁଧବାର ସକାଳେ…

ପତ୍ନୀଙ୍କ ସହ ବେଳାଭୂମିରେ ବୁଲୁଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ପତ୍ନୀଙ୍କ ସହ ବେଳାଭୂମିରେ ବୁଲୁଛନ୍ତି । ହେଲେ ଠିକ୍ ଭାବେ ଚାଲି ପାରୁନାହାନ୍ତି ଜୋ ବାଇଡେନ୍ । ଡେଲାୱେର ପ୍ରଦେଶର ରେହୋବୋଥ୍ ଆମେରିକା ରାଷ୍ଟ୍ରପତି ଠିକ୍ ଭାବେ ଚାଲିପାରୁନଥିବା ଦେଖିବାକୁ ମିଳିଛି । ଭିଡିଓରେ ଅନେକ ଥର ବାଇଡେନ୍ ନିଜର…

ଜୁଣ୍ଟା ଆର୍ମିର ଏମଆଇ-୧୭ ହେଲିକପ୍ଟର ଗୁଳି କରି ଖସାଇଲେ ବିଦ୍ରୋହୀ

ନାପିଦ୍ବ: ମିଆଁମାରର ବିଦ୍ରୋହୀ ଗୋଷ୍ଠୀ ଆରାକାନ୍ ଆର୍ମି (ଏଏ) ଜୁଣ୍ଟା ସେନା ବିରୋଧରେ ଏକ ବଡ଼ ଆକ୍ରମଣ କରିଥିବା ଦାବି କରିଛି। ଏଏ କହିଛି ଯେ ଏହାର ଯୁଦ୍ଧବିମାନ ମିଆଁମାରର ଜୁଣ୍ଟା ସେନାର ଏକ ହେଲିକପ୍ଟରକୁ ଗୁଳି କରି ଖସାଇ ଦେଇଛି। ୱେଷ୍ଟର୍ଣ୍ଣ କମାଣ୍ଡ ମୁଖ୍ୟାଳୟକୁ ସାମଗ୍ରୀ ପରିବହନ…

ପେପ୍ସି, କୁର୍‌କୁରେ ଓ ହର୍ଲିକ୍ସ ପରି ଖାଦ୍ୟ ସାମଗ୍ରୀ ବନିପାରେ କ୍ଷତିକାରକ!

ନୂଆଦିଲ୍ଲୀ: ଯଦି ଆପଣ ପେପସିକୋ, ୟୁନିଲିଭର ଏବଂ ଡେନୋନ୍ ପରି କମ୍ପାନିର ଖାଦ୍ୟ ପଦାର୍ଥ ବ୍ୟବହାର କରୁଛନ୍ତି ତେବେ ସାମାନ୍ୟ ସତର୍କ ହୋଇଯାଆନ୍ତୁ। ନିକଟରେ ଏଟିଏନ୍‌ଆଇ ବା ଆକ୍ସେସ୍‌ ଟୁ ନ୍ୟୁଟ୍ରିସନ୍‌ ଇନିସିଏଟିଭ୍‌ ନାମକ ଏକ ବିଶ୍ୱସ୍ତରୀୟ ଫାଉଣ୍ଡେସନ୍ ରିପୋର୍ଟରେ ଏହି ସବୁ କମ୍ପାନିର…

ପୁଣି ଉଗ୍ର ହେଲା ମଣିପୁର ହିଂସା: ୧୧ ଉଗ୍ରପନ୍ଥୀ ନିପାତ

ଇମ୍ଫାଲ: ମଣିପୁର ହିଂସା ଜୋରଦାର ହୋଇଛି। ମଣିପୁରର ଜିରିବାମ୍‌ ଜିଲ୍ଲାରେ ଆଜି ସିଆରପିଏଫ୍‌ ଯବାନଙ୍କ ସହ ଗୁଳିମାଡ଼ରେ ୧୧ ସନ୍ଦିଗ୍ଧ କୁକି ଉଗ୍ରପନ୍ଥୀ ନିପାତ ହୋଇଛନ୍ତି। ଉଗ୍ରପନ୍ଥୀଙ୍କ ପକ୍ଷରୁ ହୋଇଥିବା ଗୁଳିମାଡ଼ରେ ୨ ଜଣ ସିଆରପିଏଫ୍‌ ଯବାନ ମଧ୍ୟ ଆହତ ହୋଇଛନ୍ତି। ବୋରବେକ୍ରା…

ଆଉ ଉଡ଼ିବନି ‘ଭିସ୍ତାରା’ ବିମାନ: ସୋମବାର ଥିଲା ଶେଷ ଉଡ଼ାଣ

ନୂଆଦିଲ୍ଲୀ: ଭାରତୀୟ ବିମାନ ଶିଳ୍ପରେ ଏକ ନୂତନ ସମୀକରଣ ଆରମ୍ଭ ହୋଇଛି। ୨୦୧୫ରୁ ସେବା ପ୍ରଦାନ କରୁଥିବା ଏୟାରଲାଇନ୍ ଭିସ୍ତାରା ଏହାର ପରିଚୟ ହରାଇଛି। କମ୍ପାନିର ଶେଷ ଉଡ଼ାଣ ଆଜିଥିଲା। ଆଉ ଆକାଶରେ ଭିସ୍ତାରା ନାଁର ବିମାନ ଦେଖିବାକୁ ମିଳିବ ନାହିଁ। ବିମାନ ଶିଳ୍ପରେ ୪୯ ପ୍ରତିଶତ ପର୍ଯ୍ୟନ୍ତ…

ବାଣ ନିଷେଧ ପାଇଁ ସ୍ବତନ୍ତ୍ର ସେଲ୍‌ ଗଠନ କର: ‘କୌଣସି ଧର୍ମ ପ୍ରଦୂଷଣକୁ ପ୍ରୋତ୍ସାହିତ କରେ ନାହିଁ’

ନୂଆଦିଲ୍ଲୀ: ବାଣ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ଦେଇଥିବା ନିର୍ଦ୍ଦେଶକୁ ପୁଲିସ ଗମ୍ଭୀରତାର ସହ ଗ୍ରହଣ କରିନାହିଁ ଏବଂ ପ୍ରଦୂଷଣମୁକ୍ତ ବଞ୍ଚିବାର ଅଧିକାର ଏକ ମୌଳିକ ଅଧିକାର ବୋଲି କହି ସୁପ୍ରିମ୍‌କୋର୍ଟ ସୋମବାର ଦିଲ୍ଲୀ ପୁଲିସକୁ କଡ଼ା ସମାଲୋଚନା କରିଛନ୍ତି। ଜଷ୍ଟିସ…

ଫୋନ୍‌ରେ ପୁଟିନ-ଟ୍ରମ୍ପ କଥାବାର୍ତ୍ତାକୁ ରୁଷ୍‌ର ଅସ୍ବୀକାର

ମସ୍କୋ: ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଟେଲିଫୋନ୍‌ ‌ଜରିଆରେ କଥାବାର୍ତ୍ତା ହୋଇଥିବା ଖବରକୁ କ୍ରେମ୍‌ଲିନ୍‌ ସୋମବାର ଖଣ୍ଡନ କରିଛି। କ୍ରେମ୍‌ଲିନ କହିଛି, ପୁଟିନ୍-ଟ୍ରମ୍ପଙ୍କ କଥାବାର୍ତ୍ତା ସମ୍ପର୍କିତ…

କାଳଭୈରବେଶ୍ୱର ସ୍ୱାମୀ ମନ୍ଦି‌ରରେ ଦଳିତଙ୍କ ପ୍ରବେଶ

ମାଣ୍ଡ୍ୟା: କର୍ଣ୍ଣାଟକ ମାଣ୍ଡ୍ୟା ଜିଲ୍ଲାର ହାନାକେରେ ଗ୍ରାମରେ ଥିବା ଶତାବ୍ଦୀ ପୁରୁଣା କାଳଭୈରବେଶ୍ୱର ସ୍ୱାମୀ ମନ୍ଦିରରେ ଦଳିତଙ୍କ ପ୍ରବେଶକୁ ନେଇ ପ୍ରଥମେ ଉତ୍ତେଜନା ସୃ‌ଷ୍ଟି ହୋଇଥିଲେ ମଧ୍ୟ ପରେ ତା’ର ସମାଧାନ ହୋଇଯାଇଛି। ସରକାରୀ ଅଧିକାରୀ ଓ ପୁଲିସ ଉପସ୍ଥିତିରେ ମାରାଥନ ବୈଠକ ପରେ…

ମହାରାଷ୍ଟ୍ରରେ ୨୮ ବିଦ୍ରୋହୀ ପ୍ରାର୍ଥୀଙ୍କୁ ନିଲମ୍ବନ କଲା କଂଗ୍ରେସ

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ବିଦ୍ରୋହୀ ପ୍ରାର୍ଥୀଙ୍କ ବିରୋଧରେ କଂଗ୍ରେସ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ବର୍ତ୍ତମାନ ସୁଦ୍ଧା କଂଗ୍ରେସ ମୋଟ ୨୮ ଜଣ ବିଦ୍ରୋହୀ ପ୍ରାର୍ଥୀଙ୍କୁ ନିଲମ୍ବିତ କରିଛି। ଏହି ନେତାମାନେ ଆଗାମୀ ବିଧାନସଭା ନିର୍ବାଚନରେ ମହାବିକାଶ…