Breaking News
Browsing Category

ଦେଶ ବିଦେଶ

ଝାଡ଼ଖଣ୍ଡ ପ୍ରଥମ ପର୍ଯ୍ୟାୟ ଭୋଟ୍‌ ପାଇଁ ପ୍ରଚାର ସରିଲା: ଶେଷ ଦିନରେ କମ୍ପିଲେ ଶାହ, ଯୋଗୀ

ରାଞ୍ଚି: ଝାଡ଼ଖଣ୍ଡରେ ଆସନ୍ତା ୧୩ ତାରିଖରେ ପ୍ରଥମ ପର୍ଯ୍ୟାୟ ଭୋଟ୍‌। ପ୍ରଥମ ପର୍ଯ୍ୟାୟରେ ଝାଡ଼ଖଣ୍ଡରେ ୪୩ ବିଧାନସଭା ଆସନରେ ଭୋଟ୍‌ ଗ୍ରହଣ ହେବ। ପ୍ରଥମ ପର୍ଯ୍ୟାୟ ଭୋଟ୍‌ ପାଇଁ ଆଜି ପ୍ରଚାର କାର୍ଯ୍ୟ ଶେଷ ହୋଇଛି। ଅନ୍ୟପକ୍ଷେ ନଭେମ୍ବର ୨୦ ତାରିଖରେ ଦ୍ବିତୀୟ ପର୍ଯ୍ୟାୟରେ ୩୮ ଆ‌ସନରେ…

ଟ୍ରମ୍ପ୍‌ଙ୍କ ପ୍ରତ୍ୟାବର୍ତ୍ତନ ପରେ ଭାରତ ଭୟରେ ନାହିଁ: ଜୟଶଙ୍କର

ନୂଆଦିଲ୍ଲୀ: ଡୋନାଲ୍ଡ ଟ୍ରମ୍ପ୍‌ ଆମେରିକା ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବାପରେ ଏହାଦ୍ବାରା ଭାରତ-ଆମେରିକା ସମ୍ପର୍କ କିଭଳି ପ୍ରଭାବିତ ହେବ ସେନେଇ ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର ଟିପ୍ପଣୀ ରଖିଛନ୍ତି। ଜୟଶଙ୍କର କହିଛନ୍ତି,  ଟ୍ରମ୍ପ୍‌ଙ୍କ ପ୍ରତ୍ୟାବର୍ତ୍ତନ ପରେ ଭୟରେ ଥିବା…

ଏଚ୍‌ଡି କୁମାରସ୍ବାମୀଙ୍କ ବିରୋଧରେ କର୍ଣ୍ଣାଟକ ମନ୍ତ୍ରୀଙ୍କ ବିବାଦୀୟ ମନ୍ତବ୍ୟ

ବେଙ୍ଗାଲୁରୁ: କର୍ଣ୍ଣାଟକ ଗୃହ ନିର୍ମାଣ ମନ୍ତ୍ରୀ ଜାମିର ଅହମଦ ଖାନ୍ ସୋମବାର କେନ୍ଦ୍ରମନ୍ତ୍ରୀ ଏଚ୍‌ଡି କୁମାରସ୍ୱାମୀଙ୍କ ବିରୋଧରେ ବର୍ଣ୍ଣବାଦୀ ମନ୍ତବ୍ୟ ଦେଇ ବଡ଼ ବିବାଦ ସୃଷ୍ଟି କରିଛନ୍ତି। ରବିବାର ରାମନଗରରେ ଏକ ରାଲିକୁ ସମ୍ବୋଧିତ କରି ଖାନ୍ କହିଛନ୍ତି ଯେ ଚନ୍ନାପାଟଣା କଂଗ୍ରେସ…

ପୁଣି ଉଗ୍ର ହେଲା ମଣିପୁର ହିଂସା: ୧୧ ଉଗ୍ରପନ୍ଥୀ ନିପାତ

ଇମ୍ଫାଲ: ମଣିପୁର ହିଂସା ଜୋରଦାର ହୋଇଛି। ମଣିପୁରର ଜିରିବାମ୍‌ ଜିଲ୍ଲାରେ ଆଜି ସିଆରପିଏଫ୍‌ ଯବାନଙ୍କ ସହ ଗୁଳିମାଡ଼ରେ ୧୧ ସନ୍ଦିଗ୍ଧ କୁକି ଉଗ୍ରପନ୍ଥୀ ନିପାତ ହୋଇଛନ୍ତି। ଉଗ୍ରପନ୍ଥୀଙ୍କ ପକ୍ଷରୁ ହୋଇଥିବା ଗୁଳିମାଡ଼ରେ ୨ ଜଣ ସିଆରପିଏଫ୍‌ ଯବାନ ମଧ୍ୟ ଆହତ ହୋଇଛନ୍ତି।  ବୋରବେକ୍ରା…

ଅଷ୍ଟ୍ରେଲିଆ ଖବର କାଗରର ‘ଫ୍ରଣ୍ଟ୍‌’ ପେଜ୍‌ରେ ବିରାଟ

ନୂଆଦିଲ୍ଲୀ: ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟର ୧୦ ଦିନ ପୂର୍ବରୁ ଗଣମାଧ୍ୟମକୁ ଛୁଇଁଛି ଭାରତୀୟ ବ୍ୟାଟିଂ ମାଷ୍ଟ୍ରୋ ବିରାଟ କୋହଲିଙ୍କ ଜ୍ବର। ଭାରତୀୟ କ୍ରିକେଟର ଲୋକପ୍ରିୟ ଚେହେରା ବର୍ଡର-ଗାଭାସ୍କର ଟ୍ରଫି ପାଇଁ ପର୍ଥରେ ପହଞ୍ଚିବା ପରେ ଅଷ୍ଟ୍ରେଲିଆ ଖବରକାଗଜର ଏକ ଗ୍ରୁପ୍‌…

ଇରାନ ଆକ୍ରମଣ ଭୟ: ବଙ୍କରରେ ଲୁଚିଛନ୍ତି ନେତାନ୍ୟାହୁ

ଜେରୁଜେଲମ୍: ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଇରାନର ଆକ୍ରମଣକୁ ଭୟ କରୁଛନ୍ତି। ଇସ୍ରାଏଲ୍ ମିଡିଆ ରିପୋର୍ଟରେ କୁହାଯାଇଛି ଯେ ସୁରକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ନେତାନ୍ୟାହୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ତଳ ମହଲାର ଏକ ଶକ୍ତିଶାଳୀ ବେସମେଣ୍ଟ୍ ବଙ୍କରରେ…

ପ୍ରଜ୍ବଳ ରେବାନ୍ନାଙ୍କ ଜାମିନ୍‌ ଆବେଦନକୁ ପ୍ରତ୍ୟାଖ୍ୟାନ କଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ଦୁଷ୍କର୍ମ ମାମଲାରେ ପୂର୍ବତନ ସାଂସଦ ପ୍ରଜ୍ବଳ ରେବାନ୍ନାଙ୍କ ଜାମିନ୍‌ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି ସୁପ୍ରିମ୍‌କୋର୍ଟ। ତାଙ୍କ ନାମରେ ଦୁଷ୍କର୍ମ ଓ ନିର୍ଯାତନାର ଏକାଧିକ ମାମଲା ରହିଛି। ତାଙ୍କର ଏକ ଅଡିଓ ଟେପ୍‌ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ମାମଲା ଆହୁରି…

‘‘କେଉଁ ବି ଧର୍ମ ପ୍ରଦୂଷଣ କର୍ଯ୍ୟକଳାପକୁ ଉତ୍ସାହିତ କରେ ନାହିଁ’’

ନୂଆଦିଲ୍ଲୀ: ଦୀପାବଳି ପରେ ଦିଲ୍ଲୀର ବାୟୁ ଅବସ୍ଥା ବିଗିଡ଼ିବା ପରେ ସୋମବାର ସୁପ୍ରିମକୋର୍ଟ ଦିଲ୍ଲୀ ପୁଲିସକୁ ସହରରେ ବାଣ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମ୍‌କୋର୍ଟ ବାଣ ବିକ୍ରି ଓ ବିସ୍ଫୋରଣ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ…

ଯୁବକଙ୍କ ମୃତ୍ୟୁ ପରେ ୨୧ ଘଣ୍ଟା ହେଲା ରାସ୍ତା ଉପରେ ଶବ ରଖି ଚାଲିଛି ରାସ୍ତାରୋକ

ସୁନ୍ଦରଗଡ଼: ୨୧ ଘଣ୍ଟା ହେଲା ରାସ୍ତା ଉପରେ ଶବ ରଖି ଚାଲିଛି ରାସ୍ତାରୋକ। ଗତକାଲି ସନ୍ଧ୍ୟାରେ ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଗର୍ଜନବାହାଲରେ କୋଇଲା ବୋଝେଇ ଟ୍ରକ ଧକ୍କାରେ ସ୍ଥାନୀୟ ଯୁବକଙ୍କ ମୃତ୍ୟୁ ହୋଇଥିଲା। ଉଚିତ କ୍ଷତିପୂରଣ ଓ ସ୍ୱତନ୍ତ୍ର କୋଲ କରିଡର ରାସ୍ତାରେ କୋଇଲା ପରିବହନ ଦାବି କରି…

ଜମ୍ମୁ-କଶ୍ମୀର ଏନ୍‌କାଉଣ୍ଟର୍‌ ବେଳେ ଫସି ଯାଇଥିବା ୨ ଟ୍ରେକର୍‌ ହେଲା ଉଦ୍ଧାର

ଶ୍ରୀନଗର: ଗତକାଲି ଶ୍ରୀନଗର ନିକଟସ୍ଥ ଜବରନଠାରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ୨ଟି ଟ୍ରେକର୍‌ ଧରାପଡ଼ିବା ପରେ କଶ୍ମୀର ପୁଲିସ୍‌ ସେମାନଙ୍କୁ ସେମାନଙ୍କ ମାର୍ଗ ବିଷୟରେ ଆଗୁଆ ସୂଚନା ଦେବା ନେଇ ସୂଚନା ଦେଇଛି। ଏନ୍‌କାଉଣ୍ଟର୍‌ ସମୟରେ ଟ୍ରେକର ଦୁଇଟି…