Breaking News
Browsing Category

ବାଣିଜ୍ୟ

ବାଣିଜ୍ୟ

୨୦୨୪ରେ ଆଇପିଓ ବର୍ଷା: ୯୦ କମ୍ପାନି ସଂଗ୍ରହ କଲେ ୧.୬ ଲକ୍ଷ କୋଟି

ନୂଆଦିଲ୍ଲୀ: ୨୦୨୪ ମସିହା ଆଇପିଓ(ପ୍ରାରମ୍ଭିକ ପବ୍ଲିକ ଅଫର୍‌) ପାଇଁ ଏକ ଉତ୍ତମ ବର୍ଷ ସାବ୍ୟସ୍ତ ହୋଇଛି। ଦେଶର ୯୦ଟି କମ୍ପାନି ଆଇପିଓ ଜରିଆରେ ବଜାରରୁ ରେକର୍ଡ ୧.୬ ଲକ୍ଷ କୋଟି ଟଙ୍କା ଆଦାୟ କରିଛନ୍ତି। ୨୦୨୩ରେ ୫୭ଟି କମ୍ପାନି ଆଇପିଓ ଦ୍ବାରା ୪୯,୪୩୬ କୋଟି ଟଙ୍କା ଗୋଟାଇବାରେ ସକ୍ଷମ…

ଶୁଝିପାରିଲେନି ଲୋନ୍‌, ଘର ସିଲ୍‌ କଲା ବ୍ୟାଙ୍କ

ହିଞ୍ଜିଳିକାଟୁ,୨୧ା୧୨: ବ୍ୟାଙ୍କରୁ ଘର ବନ୍ଧକ ରଖି ଆଣିଥିଲେ ଋଣ। ବ୍ୟାଙ୍କର ବାରମ୍ବାର ସୂଚନା ସତ୍ତ୍ବେ ଦୀର୍ଘଦିନ ଧରି ଋଣ ଟଙ୍କା ଶୁଝି ନ’ପାରିବାରୁ ଋଣଖିଲାପକାରୀଙ୍କ ଘରକୁ ସିଲ୍‌ କରିଛି ବ୍ୟାଙ୍କ। ଗଞ୍ଜାମ ଜିଲା ହିଞ୍ଜିଳି ଥାନା ସାରୁ ଗ୍ରାମରେ ଶୁକ୍ରବାର କୃଷ୍ଣଚନ୍ଦ୍ର ପାଢ଼ୀଙ୍କ ଘରକୁ…

ଲାଇଫ୍‌ ଷ୍ଟାଇଲର ସେଲ୍‌ ଅଫ୍‌ ଦି ସିଜନ

ନୂଆଦିଲ୍ଲୀ,୨୧।୧୨: ଲାଇଫ୍‌ ଷ୍ଟାଇଲର ବହୁ ପ୍ରତୀକ୍ଷିତ ବିକ୍ରୟ ଅଫର ‘ସେଲ୍‌ ଅଫ୍‌ ଦି ସିଜନ’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ଏହି ସ୍ବତନ୍ତ୍ର ବିକ୍ରୟ ଅଫର ଉପରେ ଆକର୍ଷଣୀୟ ରିହାତି ଦିଆଯାଉଛି। ଫ୍ୟାଶନ ବ୍ରାଣ୍ଡ ସାମଗ୍ରୀ ଉପରେ ବର୍ତ୍ତମାନ ୫୦%ର ରିହାତି ଉପଲବ୍ଧ ହେଉଛି।…

ବିଆଇଏସ୍‌ର ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ଭୁବନେଶ୍ୱର,୨୧ା୧୨(ଅନୁରାଧା ମହାରଣା): ବ୍ୟୁରୋ ଅଫ୍‌ ଇଣ୍ଡିଆନ୍‌ ଷ୍ଟାଣ୍ଡାର୍ଡ(ବିଆଇଏସ୍‌)ର ୨ଦିନିଆ ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ‘ମାନକ ମାଧ୍ୟମରେ ବିଜ୍ଞାନ ଶିକ୍ଷା’ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଛାତ୍ରୀଛାତ୍ରଙ୍କ ଦୈନନ୍ଦିନ ଜୀବନରେ…

ଓରେରାର ନୂତନ ୱେବ୍‌ସାଇଟ୍‌ ଉନ୍ମୋଚିତ

ଭୁବନେଶ୍ୱର,୨୧।୧୨ (ଅଭୟ ଦାଶ): ଓଡ଼ିଶା ରିଅଲ ଇଷ୍ଟେଟ୍‌ ରେଗୁଲେଟୋରି ଅଥରିଟି (ଓରେରା)ର ନୂତନ ୱେବ୍‌ସାଇଟ୍‌ https://rera.odisha.gov.in ନିକଟରେ ଉନ୍ମୋଚିତ ହୋଇଯାଇଛି। ଏପରିକି ଓରେରା ସଂସ୍କରଣ ୨.୦ର ଆନୁଷ୍ଠାନିକ ଶୁଭାରମ୍ଭ ମଧ୍ୟ କରାଯାଇଛି। ଏହି ପରିପ୍ରେକ୍ଷୀରେ ଆୟୋଜିତ ଏକ…

ନିବେଶକ ହରାଇଲେ ୧୮ ଲକ୍ଷ କୋଟିରୁ ଅଧିକ

ମୁମ୍ବାଇ,୨୧।୧୨: ଅନ୍ତଃରାଷ୍ଟ୍ରୀୟ ଘଟଣାବଳୀ ଏବଂ ୟୁଏସ୍‌ ଫେଡେରାଲର ସୁଧହାର ହ୍ରାସର ପ୍ରଭାବ ସିଧାସଳଖ ଭାରତୀୟ ଷ୍ଟକ୍‌ ମାକେର୍ଟ କାରବାରରେ ଦେଖିବାକୁ ମିଳୁଛି। ଏପରିକି ଭାରତୀୟ ଟଙ୍କାର ମୂଲ୍ୟ ହ୍ରାସ ସହ ଆମେରିକାର ମୁଦ୍ରାସ୍ଫୀତ ହାର କମିବା ଯୋଗୁ ଭାରତୀୟ ପୁଞ୍ଜିବଜାରରେ ବଡ ଧରଣରେ…

ଛାଇଗଲାଣି ଚୀନ୍ ଇସ୍ପାତ: ଆମଦାନି ୮ ବର୍ଷରେ ସର୍ବାଧିକ

ନୂଆଦିଲ୍ଲୀ: ଦେଶର ଇସ୍ପାତ ଶିଳ୍ପ ଏବେ ଏକ ଭିନ୍ନ ସମସ୍ୟା ଦେଇ ଗତି କରୁଛି। ତାହା ହେଉଛି ଚୀନ୍‌ରୁ ଶସ୍ତାରେ ହେଉଥିବା ଆମଦାନି। ଚଳିତ ଆର୍ଥିକ ବର୍ଷର ପ୍ରଥମ ଆଠ ମାସରେ ଚୀନ୍‌ରୁ ୧.୯୬ ନିୟୁତ ଟନ୍ ଇସ୍ପାତ ଆମଦାନି କରାଯାଇଛି ଯାହା ଗତ ଆଠ ବର୍ଷ ମଧ୍ୟରେ ସର୍ବାଧିକ। ଗତବର୍ଷ ତୁଳନାରେ ଚଳିତ…

ନିଷିଦ୍ଧ ହେବ ଲଗାମହୀନ ଋଣ: ନିୟମ ଖିଲାପ କଲେ ୭ ବର୍ଷ ଜେଲ୍, ୫୦ କୋଟି ଜରିମାନା

ନୂଆଦିଲ୍ଲୀ: କୌଣସି ପ୍ରକାର ବ୍ୟବସ୍ଥା ଅଧୀନରେ ନ ରହି ଖୋଲାଖୋଲି ଭାବେ ବେଆଇନ ଋଣ କାରବାର କରୁଥିବା ସଂସ୍ଥାଗୁଡ଼ିକ ଉପରେ ଲଗାମ କଷିବା ଲାଗି ଏକ କଡ଼ା ଆଇନ ଆଣିବା ଉପରେ ସରକାର ବିଚାର କରୁଛନ୍ତି। ଏହି ଆଇନରେ ଏଭଳି ଲଗାମହୀନ ସଂସ୍ଥାଗୁଡ଼ିକ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନେବାର ବ୍ୟବସ୍ଥା…

ଚମକ ହରାଇଲା ବିଟ୍‌କଏନ୍‌: ଦାମ୍ ୯୩,୦୦୦ ଡଲାରକୁ ଖସିଲା

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ ନିର୍ବାଚିତ ହେବାର କିଛି ଦିନ ମଧ୍ୟରେ ବିଶ୍ବର ସବୁଠୁ ଲୋକପ୍ରିୟ କ୍ରିପ୍ଟୋକରେନ୍ସି ବିଟ୍‌କଏନ୍ ଦାମ୍‌ ଦ୍ରୁତ ଗତିରେ ବଢ଼ିଥିଲା। କିଛି ଦିନ ତଳେ ତାହାର ଦାମ୍ ୧ ଲକ୍ଷ ୬ ହଜାର ଡଲାରରୁ ଅଧିକ ହୋଇଯାଇଥିଲା। ମାତ୍ର ଆମେରିକାର…

ସରିଲା ଅଧିବେଶନ, ଚର୍ଚ୍ଚାରେ ଓଡ଼ିଶା ସାଂସଦ: ପ୍ରିୟଙ୍କାଙ୍କୁ ଅପରାଜିତାଙ୍କ ବ୍ୟାଗ୍‌ ଉପହାର

ନୂଆଦିଲ୍ଲୀ: ଆଜି ଶେଷ ହୋଇଛି ସଂସଦର ଶୀତକାଳୀନ ଅଧିବେଶନ। ଉଭୟ ଲୋକସଭା ଓ ରାଜ୍ୟସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ରଖାଯାଇଛି। ଗତ ମାସ ୨୫ରୁ ଆରମ୍ଭ ହୋଇଥିବା ଉକ୍ତ ଅଧିବେଶନରେ ଗୌତମ ଆଦାନୀ, ଜର୍ଜ ସୋରସ୍‌, ଆମ୍ବେଦକର ବିବାଦ, ରାହୁଲ ଗାନ୍ଧୀଙ୍କ ବିରୋଧରେ ଏତଲା, ସଂସଦ ଭବନ…