Breaking News
Browsing Category

ବାଣିଜ୍ୟ

ବାଣିଜ୍ୟ

ହତାଶାର ସପ୍ତାହ: ଉଡ଼ିଗଲା ୧୮.୪୩ ଲକ୍ଷ କୋଟି

ମୁମ୍ବାଇ: ଚଳିତ ସପ୍ତାହଟି ବମ୍ବେ ‌ଷ୍ଟକ୍ ଏକ୍ସଚେଞ୍ଜ ନିବେଶକଙ୍କ ଲାଗି ହତାଶାର ସପ୍ତାହରେ ପରିଣତ ହୋଇଛି। ଲଗାତାର ଭାବେ ସେନ୍‌ସେକ୍ସ ତଳକୁ ଖସିବାରୁ ନିବେଶକମାନେ ୧୮.୪୩ ଲକ୍ଷ କୋଟି ଟଙ୍କା ହରାଇଛନ୍ତି। ବିଦେଶୀ ନିବେଶକମାନେ ନିୟମିତ ଭାବେ ପାଣ୍ଠି ପ୍ରତ୍ୟାହାର କରିବା ଓ ବିଶ୍ବ ସ୍ତରରେ…

ଭଦ୍ରକ ବୟନ ପାର୍କ ଆଗେଇଲା: ୪ ହଜାର ୩ ଶହ କୋଟିର ନିବେଶ

ଭଦ୍ରକ: ବହୁ ବର୍ଷ ଧରି ଆଶା ଆଶଙ୍କାରେ ଥିବା ଭଦ୍ରକର ବୟନ ପାର୍କ ପ୍ରତିଷ୍ଠା ପାଇଁ ବାଟ ଫିଟିଛି। ଏହି ପ୍ରକଳ୍ପ ପାଇଁ ଆଇଓସିଏଲ୍‌ ଅର୍ଥ ମଞ୍ଜୁର କରିବା ପରେ ପ୍ରକଳ୍ପ ଆରମ୍ଭ ହେବାର ସମ୍ଭାବନା ଏକପ୍ରକାର ସ୍ପଷ୍ଟ ହୋଇଛି। ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ୍‌ ଅଧୀନ ଧାମନଗର ଛକଠାରେ…

ହଜିଥିବା ଜିନିଷ ଖୋଜି ଦେବ Jio Tag Go, କିଣି ଆଣନ୍ତୁ ମାତ୍ର ୧୪୯୯ ଟଙ୍କା

ନୂଆଦିଲ୍ଲୀ,୨୦/୧୨: ଆପଣଙ୍କର କିଛି ଜିନିଷ ହଜିଯାଇଛି କି । ପର୍ସ, ଚାବି କିମ୍ବା ଅନ୍ୟ କିଛି ନିତି ଦିନିଆ ଜିନିଷ ମିଳୁ ନାହିଁ କି କିମ୍ବା କେଉଁଠି ରଖି ଦେଇ ଭୁଲି ଯାଇଛନ୍ତି କି । ଏଣିକି ଆଉ ଚିନ୍ତା ନାହିଁ । ହଜିଥିବା ଜିନିଷ ଖୋଜି ଦେବ ଜିଓ ଟ୍ୟାଗ ଗୋ । ରିଲିୟାନ୍ସ ଗ୍ରୁପ ଜିଓ ଟ୍ୟାଗ…

ଜଟାଧାରୀ ବନ୍ଦରରେ ୩୦୦୦ କୋଟି ନିବେଶ ହେବ

ଭୁବନେଶ୍ବର: ଜଗତସିଂହପୁରର ଜଟାଧାରୀରେ ଜେଏସ୍‌ଡବ୍ଲୁ ଇନ୍‌ଫ୍ରାଷ୍ଟ୍ରକ୍‌ଚର୍ ପକ୍ଷରୁ ନିର୍ମାଣ କରାଯିବାକୁ ଥିବା ବନ୍ଦରରେ ୩୦୦୦ କୋଟି ଟଙ୍କା ନିବେଶ ହେବ। କମ୍ପାନି ଏହାର ପଣ୍ୟ ପରିବହନ କ୍ଷମତାକୁ ୨୦୩୦ ସୁଦ୍ଧା ଦୁଇ ଗୁଣା ବଢ଼ାଇ ୪୦୦ ନିୟୁତ ଟନ୍ କରିବାକୁ ଯୋଜନା ପ୍ରସ୍ତୁତ କରିଛି।…

ବାଂଲାଦେଶ ଟାର୍ଗେଟ୍‌ରେ ଆଦାନୀ: ଆଣିଲା ଚୁକ୍ତି ଉଲ୍ଲଂଘନ ଅଭିଯୋଗ

ନୂଆଦିଲ୍ଲୀ: ଶିଳ୍ପପତି ଗୌତମ ଆଦାନୀଙ୍କ କମ୍ପାନି ଆଦାନୀ ପାୱାର ବିରୋଧରେ ବାଂଲାଦେଶ ଚୁକ୍ତି ଉଲ୍ଲଂଘନ ଭଳି ଗମ୍ଭୀର ଅଭିଯୋଗ ଆଣିଛି। ବାଂଲାଦେଶର ଅନ୍ତରୀଣ ସରକାର କହିଛନ୍ତି ଯେ ବିନା ଟେଣ୍ଡରରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ଅମଳରେ ୨୦୧୭ରେ କମ୍ପାନି ସହ କୋଟି କୋଟି…

ଲଦି ଦିଆଯାଉଛି କେନ୍ଦ୍ରୀୟ ଯୋଜନା: ରାଜ୍ୟଙ୍କୁ ମାତ୍ରାଧିକ ଯୋଜନା ଚାପ

ନୂଆଦିଲ୍ଲୀ: ରାଜ୍ୟଗୁଡ଼ିକ ଉପରେ ଲଦି ଦିଆଯାଉଛି କେନ୍ଦ୍ରୀୟ ଯୋଜନା। ପାଣ୍ଠି ‌ଲୋଭ ଦେଖାଇ କାର୍ଯ୍ୟକାରୀ କରିବାକୁ କୁହାଯାଉଛି। କେନ୍ଦ୍ରୀୟ ଯୋଜନା ଲାଗୁ କରିବାରେ ସବୁ କଳକୌଶଳକୁ ବ୍ୟବହାର କରିବା ପରେ ନିଜ ପ୍ରାଥମିକ ‌ଯୋଜନାଗୁଡ଼ିକ ପ୍ରତି ରାଜ୍ୟମାନେ ଧ୍ୟାନ ଦେଇପାରୁନାହାନ୍ତି। ଅଥବା…

ଷ୍ଟକ୍ ବଜାରରେ ଅସ୍ଥିରତା: ସେନ୍‌ସେକ୍ସ ଖସିଲା ୯୬୪ ପଏଣ୍ଟ

ମୁମ୍ବାଇ: ଆମେରିକାର ଫେଡେରାଲ୍ ରିଜର୍ଭ ସୁଧ ହାର ହ୍ରାସ କରିବ ନା ନାହିଁ, ତାହାକୁ ନେଇ ଲାଗି ରହିଥିବା ଅନିଶ୍ଚିତତା ପ୍ରଭାବରେ ଷ୍ଟକ୍ ବଜାର କାରବାର ଗୁରୁବାର ଅସ୍ଥିର ରହିଥିଲା। ସାରା ବିଶ୍ବ ଆମେରିକାର ସୁଧ ନିଷ୍ପତ୍ତିକୁ ଚାହିରହିଥିଲା। ଅବଶ୍ୟ ତାହା କାହାକୁ ନିରାଶ ନ କରି ସୁଧରେ ୦.୨୫%…

ଆହୁରି ଦୁର୍ବଳ ହେଲା ଟଙ୍କା: ଡଲାର ଦାମ୍ ୮୫ ଟଙ୍କା ଟପିଲା

ନୂଆଦିଲ୍ଲୀ: ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କା ଦୁର୍ବଳ ହେବାରେ ଲାଗିଛି। ନିୟମିତ ଭାବେ ଦୁର୍ବଳ ହେଉଥିବା ଟଙ୍କା ଗୁରୁବାର ଆହୁରି ଦୁର୍ବଳ ହୋଇ ରେକର୍ଡ ତଳ ସ୍ତରକୁ ଖସିଯାଇଛି। ଭାରତରେ ଗୋଟିଏ ଡଲାର କିଣିବା ଲାଗି ୮୫ ଟଙ୍କା ଗଣିବାକୁ ପଡ଼ୁଛି। ଟଙ୍କାର ଏଭଳି ସ୍ଥିତି ଅର୍ଥନୀତି…

ଜେଏସ୍‌ଡବ୍ଲ୍ୟୁ ଗ୍ରୀନ୍‌ ଏନର୍ଜି ସହ ଇମ୍ଫାର ବୁଝାମଣା

ଭୁବନେଶ୍ୱର,୧୯।୧୨: ଇଣ୍ଡିଆ ମେଟାଲ୍ସ ଆଣ୍ଡ ଫେରୋ ଆଲଏଜେ (ଇମ୍ଫା) ଲିମିଟେଡ୍‌ ଏବଂ ଜେଏସ୍‌ଡବ୍ଲ୍ୟୁ ଗ୍ରୀନ୍‌ ଏନର୍ଜି ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ଏପରିକି ଇମ୍ପାର ସ୍ମେଲଟର ୟୁନିଟ୍‌ ଲାଗି ଅକ୍ଷୟ ଶକ୍ତି ସଂଗ୍ରହ କରିବା ନିମନ୍ତେ ଜେଏସ୍‌ଡବ୍ଲ୍ୟୁ ଏନର୍ଜି ସହ…

ଫେବୃଆରୀ ୨୮ରୁ ଇଣ୍ଡ୍‌ପ୍ଲାସ୍‌-୨୫

ଭୁବନେଶ୍ୱର,୧୯।୧୨: ଇଣ୍ଡିଆନ୍‌ ପ୍ଲାଷ୍ଟିକ୍‌ ଫେଡେରେଶନ (ଆଇପିଏଫ୍‌)ର ବହୁ ପ୍ରତୀକ୍ଷିତ ବି୨ବି କାର୍ଯ୍ୟକ୍ରମ ତଥା ଅନ୍ତର୍ଜାତୀୟ ପ୍ଲାଷ୍ଟିକ୍‌ ପ୍ରଦର୍ଶନୀ ‘ଇଣ୍ଡ୍‌ପ୍ଲାସ୍‌-୨୫’ର ୧୦ମ ସଂସ୍କରଣ କୋଲକାତାର ବିଶ୍ୱ ବାଙ୍ଗଳା ମେଳା ପ୍ରାଙ୍ଗଣରେ ଅନୁଷ୍ଠିତ ହେବାକୁ ଯାଉଛି। ଏପରିକି ଏହି ମେଳା…