Breaking News
Browsing Category

ବାଣିଜ୍ୟ

ବାଣିଜ୍ୟ

ଆଗକୁ ବଢ଼ୁଛନ୍ତି ମହିଳା ଷ୍ଟାର୍ଟଅପ୍‌ ଉଦ୍ୟୋଗୀ: ୨୦୨୪ରେ ଯୋଗାଡ଼ କରିଛନ୍ତି ୯୩୦ ନିୟୁତ ଡଲାର

ନୂଆଦିଲ୍ଲୀ: ଦେଶର ଅର୍ଥନୀତିରେ ମହିଳାମାନଙ୍କର ଯୋଗଦାନ କିଛି କମ୍‌ ନାହିଁ। ଏପରିକି ଷ୍ଟାର୍ଟଅପ୍‌ କ୍ଷେତ୍ରରେ ମଧ୍ୟ ସେମାନଙ୍କ ଦବ୍‌ଦବା ବଢ଼ିଛି। ଗତ କିଛିବର୍ଷ ଭିତରେ ମହିଳାଙ୍କ ନେତୃତ୍ବରେ ପରିଚାଳିତ ଷ୍ଟାର୍ଟଅପ୍‌ଗୁଡ଼ିକ ପାଣ୍ଠି ସଂଗ୍ରହରେ ବଡ଼ ସଫଳତା ହାସଲ କରିଛନ୍ତି। ଏକ ରିପୋର୍ଟ…

‘ବନତାରା’ ପ୍ରତି ପ୍ରତିବଦ୍ଧତା ଦୋହରାଇଲେ ଅନନ୍ତ

ଜାମନଗର: ଜାମନଗର ବିଶୋଧନାଗାରର ୨୫ତମ ବାର୍ଷିକୀ ପାଳନ ଅବସରରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍‌ର ନିର୍ଦ୍ଦେଶକ ଅନନ୍ତ ଅମ୍ବାନୀ ଜାମନଗର ଓ ‘ବନତାରା’ ପ୍ରତି ପ୍ରତିବଦ୍ଧତା ଦୋହରାଇଛନ୍ତି। ଜାମନଗରକୁ ନୂଆ ଶିଖରରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଥିବା ସେ କହିଛନ୍ତି। ୧୯୯୯ ଡିସେମ୍ବର ୨୮ରେ…

ବିମାନରେ ପକ୍ଷୀ ଧକ୍କା ବଢ଼ୁଛି

ନୂଆଦିଲ୍ଲୀ: ଦିଲ୍ଲୀ, ମୁମ୍ବାଇ ସମେତ ଦେଶର ବିମାନବନ୍ଦରଗୁଡ଼ିକରେ ପକ୍ଷୀ ଉଡ଼ିବା ସମସ୍ୟାକୁ ଦୂର କରିବା ପାଇଁ ବିମାନବନ୍ଦର କର୍ତ୍ତୃପକ୍ଷ ବିଭିନ୍ନ ପଦକ୍ଷେପ ନେଉଛନ୍ତି। ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ତଥ୍ୟ ଅନୁଯାୟୀ, ୨୦୨୪ ସେପ୍ଟେମ୍ବରରେ ବିମାନରେ…

ଅବିବାହିତ ଯୋଡ଼ିଙ୍କୁ ‘ଓୟୋ’ ମନା: କାଗଜପତ୍ର ମଗାଯିବ

ନୂଆଦିଲ୍ଲୀ: ଓୟୋ ଏହାର ଚେକ୍‌-ଇନ୍ ନୀତିରେ ବଡ଼ ପରିବର୍ତ୍ତନ ଆଣିଛି। କୌଣସି ଅବିବାହିତ ଯୋଡ଼ିଙ୍କୁ ରହିବା ଅନୁମତି ନ ଦେବାକୁ କମ୍ପାନି ନିଷ୍ପତ୍ତି ନେଇଛି। କୌଣସି ଦମ୍ପତି ଓୟୋ ହୋଟେଲ୍‌ରେ ରହିବାକୁ ହେଲେ ସେମାନଙ୍କୁ କାଗଜପତ୍ର ଦେଖାଇବାକୁ ପଡ଼ିବ। ଉତ୍ତରପ୍ରଦେଶର ମିରଟ୍‌ରୁ କମ୍ପାନି…

‘ସମ୍ବାଦ’ କର୍ପୋରେଟ୍‌ ଏକ୍ସଲେନ୍ସ ଆୱାର୍ଡସ୍‌ ୨୦୨୫: ଏଥର କନ୍‌କ୍ଲେଭ୍‌ ବଡ଼ଧରଣର ହେବ

ଚଳିତ ବର୍ଷ ଜାନୁଆରି ୨୮ ଓ ୨୯ରେ ଭୁବ‌ନେଶ୍ବରରେ ରାଜ୍ୟ ସରକାରଙ୍କ ପକ୍ଷରୁ ଉତ୍କର୍ଷ ଓଡ଼ିଶା-‌ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ୍‌ ୨୦୨୫ ଆୟୋଜନ କରାଯିବ। ଏହାକୁ ନେଇ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ସମ୍ପର୍କରେ ଇପିକଲ୍‌ ଓ ଇଡ୍‌କୋର ପରିଚାଳନା ନିର୍ଦ୍ଦେଶକ ଭୂପେନ୍ଦ୍ର ସିଂହ ପୁନିଆଙ୍କ ସହ…

ସଞ୍ଚୟ‌ରେ ବହୁ ପଛରେ ଓଡ଼ିଶା: ତଳ ଆଡ଼ୁ ଷଷ୍ଠ, ଜାତୀୟ ହାରଠୁ ତଳେ

ଭୁବନେଶ୍ବର: ଦେଶର ପ୍ରାୟ ପ୍ରତିଟି ପ୍ରାପ୍ତବୟସ୍କ ଲୋକଙ୍କ ପାଖରେ ବ୍ୟାଙ୍କ ଖାତା ପହଞ୍ଚିବା ପରେ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ତ୍ବରାନ୍ବିତ ହୋଇଛି। ଲୋକମାନେ ନିଜ ସଞ୍ଚୟ ରାଶିକୁ ବ୍ୟାଙ୍କ ଭଳି ସଂଗଠିତ କ୍ଷେତ୍ରରେ ଜମା କରିପାରୁଛନ୍ତି।  ପାରମ୍ପରିକ ଭାବେ ଭାରତୀୟମାନଙ୍କ…

ଏସ୍‌ବିଆଇ ରିପୋର୍ଟ: ପ୍ରଥମ ଥର ଲାଗି ୫% ତଳେ ଗ୍ରାମୀଣ ଦାରିଦ୍ର‌୍ୟ ହାର,ସରକାରୀ ଯୋଜନାର ଲାଭ ମିଳୁଛି

ନୂଆଦିଲ୍ଲୀ,୦୪/୦୧: ଆର୍ଥିକ ବର୍ଷ  ୨୦୨୩-୨୪ରେ ଗ୍ରାମାଞ୍ଚଳରେ ଦାରିଦ୍ର‌୍ୟ ଦ୍ରୁତ ଭାବେ ହ୍ରାସ ହୋଇଛି । ଏହା ପ୍ରଥମ ଥର ଲାଗି ୫%ରୁ ନିମ୍ନରେ ରହିଛି । ୨୦୨୨-୨୩ରେ ଏହା  ୭.୩% ରହିଥିବା ବେଳେ ଗତ ଆର୍ଥିକ ବର୍ଷ  ୪.୮%କୁ ଖସି ଆସିଥିବା ଏସ୍‌ବିଆଇ ରିସର୍ଚ୍ଚ ପକ୍ଷରୁ ପ୍ରସ୍ତୁତ ଏକ…

ଫେମ୍‌-୨ରେ ୧୬ ଲକ୍ଷ ଇଭିକୁ ସବ୍‌ସିଡି, ଦେଶରେ ୨୫,୨୦୨ ଚାର୍ଜିଂ ଷ୍ଟେଶନ ସ୍ଥାପନ

ନୂଆଦିଲ୍ଲୀ, ୦୪/୦୧: ଦେଶରେ ଇ-ଯାନ  ଏବଂ ହାଇବ୍ରିଡ ଯାନ ଉତ୍ପାଦନକୁ ସରକାର ପ୍ରୋତ୍ସାହିତ କରିବା ଲାଗି ଫେମ୍‌ ଯୋଜନା  ଆଣିଥିଲେ । ଏହାର ଦ୍ୱିତୀୟ ପର୍ଯ୍ୟାୟରେ ସରକାର ୧୬.୧୫ ଲକ୍ଷ ଇଭିକୁ ସବ୍‌ସିଡି  ଦେଇଛନ୍ତି । ଏହା ମଧ୍ୟରେ ୧୪.୨୪ ଲକ୍ଷ  ଇ-ସ୍କୁଟର ଥିବା ବେଳେ ୧.୫୯ ଲକ୍ଷ ଇ-ତିନି  …

ଏସ୍‌ ଆଣ୍ଡ ପି ଗ୍ଲୋବାଲ ସିଏସ୍‌ଏରେ ବେଦାନ୍ତ ଦ୍ୱିତୀୟ

ନୂଆଦିଲ୍ଲୀ,୪।୧: ବେଦାନ୍ତ ଆଲୁମିନିୟମକୁ ନିକଟରେ ଆଉ ଏକ ନୂତନ ସ୍ବୀକୃତି ଓ ସଫଳତା ମିଳିଛି। ଏପରିକି କମ୍ପାନୀର ଅତୁଳନୀୟ ସ୍ଥିରତା ପ୍ରୟାସ ପାଇଁ ଏସ୍‌ ଆଣ୍ଡ ପି ଗ୍ଲୋବାଲ କର୍ପୋରେଟ ସ୍ଥିରତା ମୂଲ୍ୟାଙ୍କନ (ସିଏସ୍‌ଏ)ରେ ବେଦାନ୍ତ ଆଲୁମିନିୟମ ୨ୟ ସ୍ଥାନ ଅଧିକାର କରିଛି। ସେହିଭଳି…

ଡ. ତାପସ ନାଲ୍‌କୋର ନୂତନ ନିର୍ଦ୍ଦେଶକ

ଭୁବନେଶ୍ୱର,୪।୧ (ଅଭୟ ଦାଶ): କେନ୍ଦ୍ର ଖଣି ମନ୍ତ୍ରଣାଳୟ ଅଧୀନ ନବରତ୍ନ ଉଦ୍ୟୋଗ ନ୍ୟାଶନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ୍‌ (ନାଲ୍‌କୋ)ର ନୂତନ ନିର୍ଦ୍ଦେଶକ (ମାନବ ସମ୍ବଳ) ଭାବେ ଡ. ତାପସ କୁମାର ପଟ୍ଟନାୟକ ନିକଟରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ସେ ନୂଆଦିଲ୍ଲୀସ୍ଥିତ ଇଣ୍ଡିଆନ…