Breaking News
Browsing Category

ବାଣିଜ୍ୟ

ବାଣିଜ୍ୟ

ଶେଷ କାର୍ଯ୍ୟଦିବସରେ ନିବେଶକ ନିରାଶ

ମୁମ୍ବାଇ,୪।୧: କ୍ରମାଗତ ଭାବେ ଘରୋଇ ଶେୟାର ବଜାରର ନିବେଶକମାନେ ନିରାଶ ହେଉଛନ୍ତି। ଏପରିକି ବର୍ଷ ଆରମ୍ଭରୁ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ (ବିଏସ୍‌ଇ) ଏବଂ ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ)ର ନିବେଶକମାନେ ଆଶ ଓ ଆଶଙ୍କା ମଧ୍ୟରେ କାରବାର କରୁଥିବାବେଳେ ପୁଞ୍ଜି ବଜାରରେ ଲକ୍ଷାଧିକ…

‘ସମ୍ବାଦ’ କର୍ପୋରେଟ୍‌ ଏକ୍ସଲେନ୍ସ ଆୱାର୍ଡସ୍‌ ୨୦୨୫: ଉଦ୍ୟମିତା କେବଳ ବ୍ୟବସାୟ ପରିଚାଳନା ନୁହେଁ

୨୦୨୫ ସମ୍ପର୍କରେ ଆପଣଙ୍କ ଆକଳନ କଣ ରହିଛି? ଆମେ ଡ୍ରୋନ୍ ପ୍ରଯୁକ୍ତି ଓ ଆକାଶ ମାର୍ଗ ଲଜିଷ୍ଟିକ୍ସ କ୍ଷେତ୍ରରେ ବିଶ୍ବର ଏକ ଅଗ୍ରଣୀ କମ୍ପାନିରେ ପରିଣତ ହେବାକୁ ଚାହୁଛୁ। ୧୦୦ କେଜି ପର୍ଯ୍ୟନ୍ତ ଜିନିଷ ବୋହିପାରୁଥିବା ‌‌ଡ୍ରୋନ୍ ବିକାଶ କରିବାକୁ ଚାହୁଛୁ। ପ୍ରତିରକ୍ଷା, ବିପର୍ଯ୍ୟୟ…

ରୁପା ପୁଣି ୧ ଲକ୍ଷ ଛୁଇଁଲା, ସୁନା ଦାମ୍‌ ବି ବଢ଼ିଲା

ଭୁବନେଶ୍ବର: ଭୁବନେଶ୍ବରରେ ଆଜି ସୁନା ଓ ରୁପା ଦର ପୁଣି ବୃଦ୍ଧି ପାଇଛି। ରୁପା ଦର କିଲୋଗ୍ରାମ ପିଛା ୨ ହଜାର ଟଙ୍କା ବୃଦ୍ଧି ଘଟି ୧ ଲକ୍ଷ ଟଙ୍କା ଛୁଇଁଛି। ୨୦୨୫ ଜାନୁଆରି ୧ ଓ ୨ ତାରିଖରେ ଏହା ୯୮ ହଜାର ଟଙ୍କାରେ ରହିଥିଲା। ସେହିଭଳି ସୁନା ଦାମ୍‌ ମଧ୍ୟ ଆଜି ବୃଦ୍ଧି ପାଇଛି। ୨୪ କ୍ୟାରେଟ୍‌…

ବଜେଟ୍‌ ପାଇଁ ସରକାର ଲୋଡ଼ିଲେ ମତ: ଇମେଲ୍‌, ହ୍ବାଟସ୍‌ଆପ୍‌ରେ ପଠାଇ ହେବ

ଭୁବନେଶ୍ବର: ମୋହନ ଚରଣ ମାଝୀଙ୍କ ନେତୃତ୍ବାଧୀନ ଓଡ଼ିଶା ସରକାର ୨୦୨୫-୨୬ ବଜେଟ୍‌ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ବଜେଟ୍‌‌ରେ ବିଭିନ୍ନ ବର୍ଗ କ’ଣ ଆଶା କରୁଛନ୍ତି ତାହା ଜାଣିବା ଲାଗି ଲୋକମାନଙ୍କ ମତାମତ ଲୋଡ଼ିଛି ଅର୍ଥ ବିଭାଗ। ପ୍ରାକ୍‌ ବଜେଟ୍‌ ଆଲୋଚନା ପ୍ରକ୍ରିୟାରେ ନିଜ ମତ ଦେବା ଲାଗି…

ଦାରିଦ୍ର୍ୟ ହାର ୫% ତଳେ: ଉତ୍କଟ ଦାରିଦ୍ର୍ୟ ନଗଣ୍ୟ

ନୂଆଦିଲ୍ଲୀ: ଅଭାବ ଅନଟନରେ ଜୀବନଯାପନ କରୁଥିବା ଲୋକଙ୍କ ସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଇଛି। ଦେଶରେ ସେଭଳି ଲୋକ ଆଉ ବେଶି ନାହାନ୍ତି। ଭାରତୀୟ ‌ଷ୍ଟେଟ୍‌ ବ୍ୟାଙ୍କ ଜାରି କରିଥିବା ରିପୋର୍ଟକୁ ଅନୁଶୀଳନ କରିବା ପରେ ଏଭଳି କିଛି ଚିତ୍ର ସାମ୍ନାକୁ ଆସୁଛି। ଦେଶରେ ଦାରିଦ୍ର୍ୟ…

ସେନ୍‌ସେକ୍ସ ବଢ଼ିଲା ୧୪୩୬ ପଏଣ୍ଟ

ମୁମ୍ବାଇ: ନୂଆବର୍ଷ ୨୦୨୫ରେ ଦେଶର ଦୁଇ ଷ୍ଟକ୍ ବଜାର ଚମତ୍କାର ଢଙ୍ଗରେ ଆଗକୁ ବଢ଼ିଛନ୍ତି। ଗତକାଲି ବୃଦ୍ଧି ସହ ବନ୍ଦ ହୋଇଥିବା ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜର ସେନ୍‌ସେକ୍ସ ଗୁରୁବାର ୧୪୩୬ ପଏଣ୍ଟ ବୃଦ୍ଧି ପାଇ ୭୯,୯୪୩ ପଏଣ୍ଟରେ ବନ୍ଦ ହୋଇଛି। ଏସିଆର ଅନ୍ୟ ଦେଶଗୁଡ଼ିକରେ ଷ୍ଟକ୍ କାରବାର ମାନ୍ଦା…

ଡ. ତାପସ ପଟ୍ଟନାୟକ ନାଲ୍‌କୋର ନୂଆ ମାନବ ସମ୍ବଳ ନିର୍ଦ୍ଦେଶକ

ଭୁବନେଶ୍ବର: ନ‌ବରତ୍ନ ଉଦ୍ୟୋଗ ନ୍ୟାସନାଲ୍‌ ଆଲୁମିନିୟମ୍ କମ୍ପାନି (ନାଲ୍‌କୋ)ର ନୂଆ ନିର୍ଦ୍ଦେଶକ (ମାନବ ସମ୍ବଳ) ଭାବେ ଡ. ତାପସ କୁମାର ପଟ୍ଟନାୟକ ଦାୟିତ୍ବ ଗ୍ରହଣ କରିଛନ୍ତି। ଏହା‌ ପୂର୍ବରୁ ସେ ନୂଆଦିଲ୍ଲୀସ୍ଥିତ ଆଇଓସିଏଲ୍‌ ରିଫାଇନାରି ଡିଭିଜନର ମୁଖ୍ୟାଳୟରେ…

‘ସମ୍ବାଦ’ କର୍ପୋରେଟ୍‌ ଏକ୍ସଲେନ୍ସ ଆୱାର୍ଡସ୍‌ ୨୦୨୫: ଉଦ୍ୟୋଗୀ ଭାବନା ଥିବା ଲିଡର୍‌ ଗଢ଼ିବା ଆମର ଲକ୍ଷ୍ୟ

ଦେଶର ଭବିଷ୍ୟତ ଲିଡର୍‌ଙ୍କୁ କିଭଳି ଗଢ଼ୁଛି ଆଇଆଇଏମ୍ ସମ୍ବଲପୁର? ଏକ୍‌ଜିକ୍ୟୁଟିଭ୍ ଏମ୍‌ବିଏ, ଏକ୍‌ଜିକ୍ୟୁଟିଭ୍ ପିଏଚ୍‌ଡି, ବିଭିନ୍ନ ଅନ୍ତର୍ଜାତୀୟ ବିଶ୍ବବିଦ୍ୟାଳୟ ସହ ସହଯୋଗିତାରେ ଡୁଆଲ୍ ଡିଗ୍ରି କାର୍ଯ୍ୟକ୍ରମ, କର୍ମଜୀବୀଙ୍କ ପାଇଁ ଏମ୍‌ବିଏ ପାଠ୍ୟକ୍ରମ ଆଦି ଜରିଆରେ…

ଶ୍ରମମନ୍ତ୍ରୀଙ୍କ ବଡ଼ ଦାବି: ୧୦ ବର୍ଷରେ ୧୭ କୋଟି ନିଯୁକ୍ତି

ନୂଆଦିଲ୍ଲୀ: ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ ଏନ୍‌ଡିଏ ସରକାରଙ୍କ ଗତ ୧୦ ବର୍ଷ(୨୦୧୪-୨୦୨୪)ରେ ଦେଶରେ ଅଧିକ ନିଯୁକ୍ତି ସୃଷ୍ଟି ହୋଇଛି। ୟୁପିଏ ଅମଳରେ ସୃଷ୍ଟି ହୋଇଥିବା ନିଯୁକ୍ତି ତୁଳନାରେ ଏହା ପ୍ରାୟ ୫ ଗୁଣା ଅଧିକ। କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଆଜି ଏକ…

କମିଲା କମର୍ସିଆଲ ଗ୍ୟାସ୍‌ ଦର

ନୂଆଦିଲ୍ଲୀ,୨।୧: ବର୍ଷ ଆରମ୍ଭରୁ କମର୍ସିଆଲ ଗ୍ୟାସ୍‌ ବ୍ୟବହାରକାରୀଙ୍କୁ ଖୁସି ଖବର ମିଳିଛି। କମର୍ସିଆଲ ଗ୍ୟାସ୍‌ (୧୯କେ.ଜି) ଦରରେ ୧୬ ଟଙ୍କା ହ୍ରାସ ହୋଇଥିବାବେଳେ ଘରୋଇ ଗ୍ୟାସ୍‌ (୧୪.୨କି.ଗ୍ରା.)ର ଦର ପୂର୍ବପରି ସ୍ଥିର ରହିଛି। ଉଲ୍ଲେଖଯୋଗ୍ୟ, ଦେଶର ପ୍ରମୁଖ ଗ୍ୟାସ୍‌ ବିପଣନକାରୀ…