Breaking News
Browsing Category

ବାଣିଜ୍ୟ

ବାଣିଜ୍ୟ

ଡିସେମ୍ବରରେ ୩୨୦ ୟୁନିଟ୍‌ ଡିପିଭି ବିକ୍ରି

ନୂଆଦିଲ୍ଲୀ,୨।୧: କ୍ରମାଗତ ଭାବେ ଘରୋଇ ବଜାରରେ ଡୋମେଷ୍ଟିକ୍‌ ପାସେଞ୍ଜର ଭେଇକିଲ(ଡିପିଭି)ର ଖୁଚୁରା ବିକ୍ରି ପରିମାଣ ବୃଦ୍ଧି ପାଉଛି। ଏପରିକି ୨୦୨୪ ଡିସେମ୍ବର ମାସରେ ଡିପିଭିର ଖୁଚୁରା ବିକ୍ରି ବାର୍ଷିକ ଭିତ୍ତିରେ ପ୍ରାୟ ୧୧% ବୃଦ୍ଧି ପାଇ ୩,୨୦,୦୦୦ ୟୁନିଟ୍‌ରେ ପହଞ୍ଚତ୍ଛି। ଅପରପକ୍ଷରେ…

ମୁଥୁଟ ପରିବାର ପକ୍ଷରୁ ମୂଲ୍ୟବାନ୍‌ ଜମି ଦାନ

ନୂଆଦିଲ୍ଲୀ,୨।୧: ଦେଶର ପ୍ରମୁଖ ଘରୋଇ ସଂସ୍ଥା ମୁଥୁଟ ଗ୍ରୁପର ଯୁଗ୍ମ ପରିିଚାଳନା ନିର୍ଦ୍ଦେଶକ ଜର୍ଜ ଥୋମାସ ମୁଥୁଟ ନିକଟରେ ଏକ ମୂଲ୍ୟବାନ୍‌ ଜମିକୁ ଚର୍ଚ୍ଚ ନିର୍ମାଣ ପାଇଁ ଦାନ କରି ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, କେରଳର କୋଡୁଙ୍ଗାଲୁର ନିକଟସ୍ଥ ପେରିୟାର ନଦୀ କୂଳବର୍ତ୍ତୀ ଅଞ୍ଚଳର ଏକ…

ରେକର୍ଡ ପରିମାଣରେ ତମାଖୁ ରପ୍ତାନି

ନୂଆଦିଲ୍ଲୀ,୨।୧: କ୍ରମାଗତ ଭାବେ ଭାରତୀୟ ଧୂମପାନ ବା ତମାଖୁ ଉତ୍ପାଦଗୁଡ଼ିକର ଚାହିଦା ବିଦେଶରେ ବହୁଳ ଭାବେ ବୃଦ୍ଧି ପାଉଛି। ଏହାର ପ୍ରଭାବ ତମାଖୁ କାରବାର ଓ ରପ୍ତାନି କ୍ଷେତ୍ରରେ ଦେଖିବାକୁ ମିଳିଛି। ଏପରିକି ୨୦୨୪ରେ ଭାରତ ପ୍ରାୟ ୧୩,୦୦୦ କୋଟି ଟଙ୍କାର ତମାଖୁ ସାମଗ୍ରୀ ବିଦେଶକୁ ରପ୍ତାନି…

ବ୍ୟାଙ୍କ, ବୀମା କମ୍ପାନିଙ୍କୁ ନିର୍ଦ୍ଦେଶ: ଗ୍ରାହକଙ୍କ ଅଭିଯୋଗ ଶୀଘ୍ର ଶୁଣ

ନୂଆଦିଲ୍ଲୀ: ଗ୍ରାହକମାନେ କରୁଥିବା ଅଭିଯୋଗକୁ ଶୁଣି ତାହାର ଶୀଘ୍ର ସମାଧାନ କରିବାକୁ ବ୍ୟାଙ୍କ ଓ ବୀମା କମ୍ପାନିଗୁଡ଼ିକୁ ଆର୍ଥିକ ସେବା ସଚିବ ଏମ୍‌ ନାଗରାଜୁ ନିର୍ଦ୍ଦେଶ ଦେଇଛନ୍ତି। ତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ସରକାରୀ ବ୍ୟାଙ୍କ, ବୀମା କମ୍ପାନି ଓ ନିୟାମକ ସଂସ୍ଥାର…

‘ସମ୍ବାଦ’ କର୍ପୋରେଟ୍‌ ଏକ୍ସଲେନ୍ସ ଆୱାର୍ଡସ୍‌ ୨୦୨୫: ରାଜ୍ୟରେ ୨୧୨୬ ଷ୍ଟାର୍ଟଅପ୍

ଓଡ଼ିଶାରେ ୫୦୦୦ ଷ୍ଟାର୍ଟଅପ୍ ଗଠନ ପାଇଁ ଷ୍ଟାର୍ଟଅପ୍ ଓଡ଼ିଶା ଲକ୍ଷ୍ୟ ରଖିଥିଲା। ସେଥିରେ କିଭଳି ଅଗ୍ରଗତି ହୋଇଛି? ରାଜ୍ୟର ନୂତନ ବ୍ୟବସାୟଗୁଡ଼ିକ ଲାଗି ଏକ ସହଜ ଓ ସହାୟକ ପରିବେଶ ସୃଷ୍ଟି କରିବାକୁ ରାଜ୍ୟ ସରକାର ପ୍ରତିବଦ୍ଧ ଅଛନ୍ତି। ଏକ ଆନ୍ତର୍ଜାତିକ ମାନର ନବସୃଜନ ଓ ଉଦ୍ୟମିତା ପରିବେଶ…

ରାଜକୋଷରେ ୪୪,୪୫୩ କୋଟି ଜିଏସ୍‌ଟି: ଡିସେମ୍ବରରେ ୪୮୪୧ କୋଟି ସଂଗ୍ରହ

ଭୁବନେଶ୍ବର: ୨୦୨୪ର ଏପ୍ରିଲ୍‌ରୁ ଡିସେମ୍ବର ପର୍ଯ୍ୟନ୍ତ ୯ ମାସ ମଧ୍ୟରେ ଓଡ଼ିଶାରେ ସମୁଦାୟ ୪୪,୪୫୩ କୋଟି ଟଙ୍କାର ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ସଂଗ୍ରହ ହୋଇଛି ଯାହା ୨୦୨୩ର ସମାନ ସମୟର ସଂଗ୍ରହ ତୁଳନାରେ ୧୨.୪ ପ୍ରତିଶତ ଅଧିକ। ଏହି ୯ ମାସରେ ୧୦,୮୪୧ କୋଟି ଟଙ୍କାର କେନ୍ଦ୍ରୀୟ…

ସେନ୍‌ସେକ୍ସ, ସୁନା ୯୦ ହଜାର ଟପିବ

ମୁମ୍ବାଇ: ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍‌ସେକ୍ସ ୨୦୨୪ ବର୍ଷକୁ ହ୍ରାସ ସହ ଶେଷ କରିଛି। ଡିସେମ୍ବର ୩୧ରେ ସେନ୍‌ସେକ୍ସ ୧୦୯ ପଏଣ୍ଟ ହ୍ରାସ ପାଇ ୭୮୧୩୯ ପଏଣ୍ଟରେ ବନ୍ଦ ହୋଇଛି। ସେହିପରି ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ବିନା ପରିବର୍ତ୍ତନରେ ୨୩,୬୪୪ ପଏଣ୍ଟରେ ବନ୍ଦ ହୋଇଛି। ୨୦୨୪…

ଲଗାତାର ସପ୍ତମ ବର୍ଷରେ ଟଙ୍କା ଦୁର୍ବଳ

ନୂଆଦିଲ୍ଲୀ: ଆମେରିକୀୟ ଡଲାର ତୁଳନା‌ରେ ଭାରତୀୟ ଟଙ୍କା ଲାଗାତାର ଭାବେ ଦୁର୍ବଳ ହେଉଛି। ୨୦୨୪ରେ ମଧ୍ୟ ତାହା ଆହୁରି ଦୁର୍ବଳ ହୋଇପଡ଼ିଛି। ଏକ ଡଲାର ମୂଲ୍ୟ ୮୫ ଟଙ୍କା ୬୧ ପଇସା ହୋଇଯାଇଛି। ସପ୍ତମ ବର୍ଷ ଲାଗି ଟଙ୍କାର ଦୁର୍ବଳ ସ୍ଥିତି ଜାରି ରହିଛି। ଆମେରିକାର ରାଷ୍ଟ୍ରପତି ଭାବେ ଡୋନାଲ୍ଡ…

ନୂଆବର୍ଷରେ ଖୁସି ଖବର: କମିଲା ଏଲପିଜି ସିଲିଣ୍ଡର ଦର

ନୂଆଦିଲ୍ଲୀ: ନୂଆବର୍ଷ ଖୁସି ଖବର ନେଇ ଆସିଛି। ୧ ଜାନୁୟାରି ୨୦୨୫ଠାରୁ ୧୯ କିଲୋଗ୍ରାମ ବ୍ୟବସାୟିକ ଏଲପିଜି ସିଲିଣ୍ଡରର ଦର କମିଛି। ସରକାରୀ ତୈଳ କମ୍ପାନିଗୁଡିକ ବର୍ଷର ପ୍ରଥମ ଦିନରୁ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୪.୫୦ ଟଙ୍କା ହ୍ରାସ କରିଛନ୍ତି।  ତେବେ ଘରୋଇ ସିଲିଣ୍ଡର ଦର ପୂର୍ବଭଳି…

ସାମାଜିକ ପ୍ରତିଷ୍ଠାନକୁ ଏସ୍‌ବିଆଇର ସହାୟତା

ଭୁବନେଶ୍ୱର,୩୧।୧୨: ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଏସ୍‌ବିଆଇ) ଭୁବନେଶ୍ୱର ମଣ୍ଡଳ ପକ୍ଷରୁ ରାଜ୍ୟର ଦୁଇଟି ପ୍ରମୁଖ ସାମାଜିକ ପ୍ରତିଷ୍ଠାନ (ଓପନ୍‌ ଲର୍ନିଂ ସିଷ୍ଟମ୍ସ ଭୁବନେଶ୍ୱର ଏବଂ ଗୋବିନ୍ଦ ଗୋଧାମ ଗୋଶାଳା, ପୁରୀ)କୁ ଯଥାକ୍ରମେ ଏକ ସ୍କୁଲ ବସ୍‌ ଏବଂ ପିକ୍‌-ଅପ୍‌ ଭ୍ୟାନ୍‌…