Breaking News
Browsing Category

ବାଣିଜ୍ୟ

ବାଣିଜ୍ୟ

ପତଞ୍ଜଳିର ନିଃଶୁଳ୍କ ଇଣ୍ଟିଗ୍ରେଟେଡ୍‌ ଯୋଗ ଶିବିର

ଭୁବନେଶ୍ୱର,୩୧ା୧୨(ଅନୁରାଧା ମହାରଣା): ପତଞ୍ଜଳି ଯୋଗପୀଠର ସହାୟକ ସଂସ୍ଥା ପତଞ୍ଜଳି ଯୋଗ ସମିତି, ରାଜସ୍ଥାନ ଏବଂ ଚୌମୁ ଭାରତ ସ୍ବାଭିମାନ ଟ୍ରଷ୍ଟ ପକ୍ଷରୁ ରାଜସ୍ଥାନର ଜୟପୁରଠାରେ ଏକ ସ୍ବତନ୍ତ୍ର ଏକଦିବସୀୟ ନିଃଶୁଳ୍କ ଇଣ୍ଟିଗ୍ରେଟେଡ୍‌ ଯୋଗ ଶିବିର ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ…

୨୦୨୪ରେ ୪,୪୯,୦୨୨ ବିରିୟାନି ଅର୍ଡର

ଭୁବନେଶ୍ୱର,୩୧।୧୨ (ଅଭୟ ଦାଶ): ବ୍ୟସ୍ତବହୁଳ ଜୀବନ ମଧ୍ୟରେ ସବୁ ବର୍ଗର ଗ୍ରାହକ ଅନ୍‌ଲାଇନ ଜରିଆରେ ଅତ୍ୟାବଶ୍ୟକ ସାମଗ୍ରୀଠାରୁ ଆରମ୍ଭକରି ଖାଦ୍ୟ ପଦାର୍ଥ ପର୍ଯ୍ୟନ୍ତ ଅର୍ଡର କରୁଛନ୍ତି। ଏପରିକି ଭୁବନେଶ୍ୱରବାସୀ ୨୦୨୪ରେ ୪,୪୯,୦୨୨ ଚିକେନ ବିରିୟାନି ଅର୍ଡର କରିଥିଲାବେଳେ ଅନ୍‌ଲାଇନ…

ଗ୍ଲୋବାଲ ର଼୍ୟାଙ୍କିଙ୍ଗ୍‌ରେ ଭାରତର ଅଗ୍ରଗତି

ଭୁବନେଶ୍ୱର,୩୧ା୧୨(ଅନୁରାଧା ମହାରଣା): ଗତ ଦଶନ୍ଧି ମଧ୍ୟରେ କେନ୍ଦ୍ର ସରକାରଙ୍କ ଅନୁକୂଳ ନୀତି ଏବଂ ବ୍ୟାପକ ସଂସ୍କାର ଯୋଗୁ ଭାରତର ଦ୍ରୁତଗତିରେ ବୃଦ୍ଧି ଘଟୁଛି। ଏହା ସହ ବିଶ୍ୱ ସ୍ତରରେ ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚକାଙ୍କରେ ଭାରତର ମାନ୍ୟତାରେ ଉଲ୍ଲେଖନୀୟ ଉନ୍ନତି ହୋଇଛି । ଭାରତର…

ଘରୋଇ ବ୍ୟାଙ୍କରୁ ମୁହଁ ଫେରାଉଛନ୍ତି କର୍ମଚାରୀ

ଭୁବନେଶ୍ୱର,୩୦ା୧୨(ଅନୁରାଧା ମହାରଣା): ଘରୋଇ ବ୍ୟାଙ୍କଗୁଡ଼ିକରେ ଚାକିରି ତ୍ୟାଗ ଓ ପରିବର୍ତ୍ତନକାରୀ କର୍ମଚାରୀଙ୍କ ସଂଖ୍ୟା ହାରରେ ପ୍ରାୟ ୨୫ ପ୍ରତିଶତ ବୃଦ୍ଧି ଘଟିଛି। କର୍ମଚାରୀଙ୍କ ଘରୋଇ ବ୍ୟାଙ୍କରୁ ଏପରି ମୁହଁ ଫେରାଇ ନେବା ଦ୍ୱାରା  କାର୍ଯ୍ୟ ସମ୍ପାଦନରେ ବିପଦ ସୃଷ୍ଟି ହେବା ନେଇ…

ଭୁବନେଶ୍ୱରରେ ସ୍କୋଡାର ଇଣ୍ଡିଆ ଡ୍ରିମ୍‌ ଟୁର୍‌ ଟିମ୍‌

ଭୁବନେଶ୍ୱର,୩୦।୧୨: ସ୍କୋଡା ଅଟୋ ଇଣ୍ଡିଆର ନୂତନ ଅଭିଯାନ ‘ଇଣ୍ଡିଆ ଡ୍ରିମ୍‌ ଟୁର୍‌’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏହି ସର୍ବଭାରତୀୟ କାର୍ଯ୍ୟକ୍ରମ ବ୍ରାଣ୍ଡ୍‌ର ନୂତନ ମଡେଲ ‘ସ୍କୋଡା କ୍ୟାଲାକ’ର ପ୍ରଚାର ଓ ପ୍ରସାର ସାଙ୍ଗକୁ ମଡେଲର ଆଭିମୁଖ୍ୟ ଓ ବିଶେଷତ୍ୱ ସମ୍ପର୍କରେ ଅବଗତ କରାଉଛନ୍ତି।…

ନଭେମ୍ବରରେ ରପ୍ତାନି କ୍ଷେତ୍ରର ବୃଦ୍ଧି ୬୪.୪%

ନୂଆଦିଲ୍ଲୀ,୩୦।୧୨: କ୍ରମାଗତ ଭାବେ ଘରୋଇ ବଜାର ରପ୍ତାନି କ୍ଷେତ୍ରର ବୃଦ୍ଧି ପରିଲକ୍ଷିତ ହୋଇଛି। ଏପରିକି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ହୋଇଥିବା ବାଣିଜି୍ୟକ ଚୁକ୍ତି ଅନୁଯାୟୀ ଭାରତ ୨୦୨୪ ନଭେମ୍ବର ମଧ୍ୟରେ ଅଷ୍ଟ୍ରେଲିଆକୁ ରପ୍ତାନି କରିଥିବା ସାମଗ୍ରୀ ପରିମାଣ ୬୪.୪% ବୃଦ୍ଧି ପାଇଁ ବାର୍ଷିକ…

ପେଟ୍ରୋଲ ଟିକସ କମାଇବାକୁ ପ୍ରସ୍ତାବ: ମନରେଗା ମଜୁରି ୩୭୫ ଟଙ୍କା କରାଯାଉ

ନୂଆଦିଲ୍ଲୀ: ତେଲ ଦର ଉଚ୍ଚା ଥିବାରୁ ତାହା ଦରଦାମ୍‌ ବୃଦ୍ଧିର କାରଣ ହୋଇଛି। ତେଲ ଉପରୁ ଟିକସ କମ୍ କରାଗଲେ ତାହା ଅର୍ଥନୀତି ଲାଗି ସହାୟକ ହେବ ବୋଲି ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ) ପକ୍ଷରୁ କୁହାଯାଇଛି। ପେଟ୍ରୋଲ୍ ଓ ଡିଜେଲ୍‌ ଉପରୁ କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ କମ୍ କରିବାକୁ ସିଆଇଆଇ…

ନୂଆବର୍ଷରୁ ଯେକୌଣସି ବ୍ୟାଙ୍କରୁ ମିଳିବ ଇପିଏସ୍‌ ପେନ୍‌ସନ୍

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍ଓ)ର କର୍ମଚାରୀ ପେନ୍‌ସନ୍ ସ୍କିମ୍‌ (ଇପିଏସ୍‌) ସଦସ୍ୟମାନେ ନୂଆବର୍ଷରୁ ଯେକୌଣସି ବ୍ୟାଙ୍କ ଶାଖାରୁ ପେନ୍‌ସନ୍ ପାଇପାରିବେ। ଇପିଏଫ୍‌ଓର ପକ୍ଷରୁ କେନ୍ଦ୍ରୀୟ ପେନ୍‌ସନ୍ ପଇଠ ବ୍ୟବସ୍ଥାର ପରୀକ୍ଷଣ କରାଯାଇଛି। ଇପିଏଫ୍‌ ଅବଦାନ…

ଗୁରୁତ୍ବପୂର୍ଣ୍ଣ ଖଣି ନିଲାମ ବାତିଲ: ମିଳିଲେନି ବିଡର୍‌

ନୂଆଦିଲ୍ଲୀ: ଗୁରୁତ୍ବପୂର୍ଣ୍ଣ ଖଣିଜ ଥିବା ଖଣି ହାସଲ କରିବା ଲାଗି କମ୍ପାନିଗୁଡ଼ିକ ମଧ୍ୟରେ ଆଗ୍ରହର ଅଭାବକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ୧୧ଟି ଖଣିର ନିଲାମ ବାତିଲ କରିଛନ୍ତି। ଏହି ଖଣିଗୁଡ଼ିକ ମଧ୍ୟରୁ ଚାରିଟି ଖଣି ଲାଗି କେହି ବିଡ୍ ଦାଖଲ କରିନଥିଲେ। ଅନ୍ୟ ଖଣିଗୁଡ଼ିକ ଲାଗି ସର୍ବନିମ୍ନ…

ସମର୍ଥକ-ବି‌ରୋଧୀ ମୁହାଁମୁହିଁ: ଏଚ୍‌-୧ବି ଭିସାକୁ ଟ୍ରମ୍ପ୍‌ଙ୍କ ସମର୍ଥନ

ନୂଆଦିଲ୍ଲୀ: ଆମେରିକାରେ ଏଚ୍-୧ବି ଭିସାକୁ ନେଇ ଲାଗିରହିଥିବା ବିତର୍କରେ ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏହି ଭିସାକୁ ସମର୍ଥନ କରିଛନ୍ତି। ତାଙ୍କ ଦଳ ବିରୋଧରେ ଏହି ଭିସାକୁ କିଛି ଲୋକ ବିରୋଧ ଓ ଆଉ କିଛି ସମର୍ଥନ କରୁଛନ୍ତି। ସମର୍ଥନ କରୁଥିବା ଲୋକଙ୍କ…