Breaking News
Browsing Category

ବାଣିଜ୍ୟ

ବାଣିଜ୍ୟ

ଚାକିରି ଛାଡ଼ୁଛନ୍ତି ଘରୋଇ ବ୍ୟାଙ୍କ କର୍ମଚାରୀ: ଚିନ୍ତାରେ ରିଜର୍ଭ ବ୍ୟାଙ୍କ

ନୂଆଦିଲ୍ଲୀ: ଦେଶର ଘରୋଇ ବ୍ୟାଙ୍କଗୁଡ଼ିକରେ ବହୁ କର୍ମଚାରୀ ଚାକିରି ଛାଡ଼ୁଛନ୍ତି। ଏହି ହାର ୨୫ ପ୍ରତିଶତ ଭଳି ଉଚ୍ଚ ସ୍ତରରେ ପହଞ୍ଚିଛି, ଯାହାକୁ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ଚିନ୍ତା ପ୍ରକଟ କରିଛି। ଏତେ ସଂଖ୍ୟା‌ରେ କର୍ମଚାରୀ ଚାକିରି ଛାଡ଼ିବା କିମ୍ବା ବଦଳାଇବା ବ୍ୟାଙ୍କ କାର୍ଯ୍ୟକୁ…

ଓଡ଼ିଶାର ଭରସା ଘରୋଇ ସଂସ୍ଥା: ବିଜୁଳି ଯୋଗାଣ ୬୩% ବଢ଼ିଛି

ନୂଆଦିଲ୍ଲୀ: ଗତ କିଛି ବର୍ଷ ମଧ୍ୟରେ ବିଜୁଳି ଉତ୍ପାଦନର ଦୃଶ୍ୟପଟରେ ହୋଇଛି ବଡ଼ ପରିବର୍ତ୍ତନ। ରାଷ୍ଟ୍ରାୟତ୍ତ ଉଦ୍ୟୋଗ ତୁଳନାରେ ଘରୋଇ ସଂସ୍ଥାଗୁଡ଼ିକ କରୁଥିବା ବିଦ୍ୟୁତ୍‌ ଉତ୍ପାଦନ ଅଧିକ ବେଗରେ ବଢ଼ିଛି। ଓଡ଼ିଶା ସମେତ ଗୁଜରାଟ, ରାଜସ୍ଥାନ ଓ ଛତିଶଗଡ଼ରେ ବିଜୁଳି ଯୋଗାଣରେ ଘରୋଇ କ୍ଷେତ୍ରର…

୨୦୨୫ରେ ଅର୍ଥନୀତି ଅଭିବୃଦ୍ଧି ହାର ୬.୫% ଆକଳନ

ଭୁବନେଶ୍ୱର,୨୭ା୧୨(ଅନୁରାଧା ମହାରଣା):୨୦୨୫ ଆର୍ଥିକ ବର୍ଷରେ ଭାରତର ଅର୍ଥନୀତି ପ୍ରାୟ ୬.୫% ହାରରେ ବୃଦ୍ଧି ପାଇବ। ଅର୍ଥ ମନ୍ତ୍ରଣାଳୟ ଏହାର ମାସିକ ସମୀକ୍ଷା ବୈଠକରେ ଏପରି ଆକଳନ କରିଛି। ଆର୍ଥିକ ବର୍ଷ ୨୦୪୭-୪୮ ସୁଦ୍ଧା ବିକଶିତ ଭାରତର ଲକ୍ଷ୍ୟ ହାସଲ କରିବା ପାଇଁ ଏହା ଭାରତର ଆର୍ଥିକ…

୧୫ ଲକ୍ଷ ପର୍ଯ୍ୟନ୍ତ ଆୟ ଉପରେ ମିଳିବ ଟିକସ ରିହାତି

ନୂଆଦିଲ୍ଲୀ: ବର୍ଷକୁ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଥିବା ବ୍ୟକ୍ତିଙ୍କୁ ଆଗାମୀ ବଜେଟ୍‌ରେ ଆୟକରରେ ରିହାତି ମିଳିପାରେ। ମଧ୍ୟମ ଆୟବର୍ଗର ଲୋକଙ୍କୁ ଆଶ୍ବସ୍ତି ଦେବା ଏବଂ ଦେଶରେ ଖର୍ଚ୍ଚକୁ ବଢ଼ାଇବା ପାଇଁ ଏଭଳି ପଦକ୍ଷେପ ସରକାର ନେଇପାରନ୍ତି। ସରକାର ଆସନ୍ତାବର୍ଷ ଫେବ୍ରୁଆରି ୧ରେ…

ପୁଣି ‘ଏଫ୍ଓଏଚ୍‌ଏମ୍‌ଏ’ର ଅଧ୍ୟକ୍ଷ ହେଲେ କେ ବି ଅଗ୍ରୱାଲ୍‌

କୋଲକାତା: ରୁପା ଆଣ୍ଡ୍‌ କୋ.ର ପରିଚାଳନା ନିର୍ଦ୍ଦେଶକ କେ ବି ଅଗ୍ରୱାଲ୍‌ଙ୍କୁ ୨୦୨୪-୨୫ ବର୍ଷ ଲାଗି ପୁନର୍ବାର ଫେଡେରେସନ୍ ଅଫ୍‌ ହୋସିୟାରି ମାନୁଫାକ୍‌ଚରର୍ସ ଅଫ୍‌ ଇଣ୍ଡିଆ (ଏଫ୍ଓଏଚ୍‌ଏମ୍‌ଏ)ର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ନୂଆ ନିଯୁକ୍ତି ପରେ ଶ୍ରୀ ଅଗ୍ରୱାଲ ନିଜ…

ମହାକୁମ୍ଭ ମେଳା: ୨୫ ହଜାର କୋଟିର ବଜାର, ମେଳା ବଜେଟ୍‌ ୬୩୮୨ କୋଟି

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ପ୍ରୟାଗରାଜରେ ୨୦୨୫ ଜାନୁଆରି ୧୩ରୁ ଫେବ୍ରୁଆରି ୨୬ ପର୍ଯ୍ୟନ୍ତ ଆୟୋଜିତ ହେବ ବିଶ୍ବର ସର୍ବବୃହତ୍‌ ଧାର୍ମିକ ଜନ ସମାଗମ କାର୍ଯ୍ୟକ୍ରମ ‘ମହାକୁମ୍ଭ ମେଳା’। ହିନ୍ଦୁ ଧର୍ମରେ ଏହି ମେଳାର ବେଶ୍ ମହତ୍ତ୍ବ ରହିଛି। ଏହା ହେଉଛି ଦୁନିଆର ସବୁଠୁ ବଡ଼ ଧାର୍ମିକ…

ଭୋକିଲାଙ୍କ ସଂଖ୍ୟା ବଢ଼ୁଛି, ସହାୟତା କମୁଛି: ଧନୀ ଦେଶ ଦେଉନାହାନ୍ତି ସହାୟତା

ଜେନେଭା: ଗୋଟିଏ ପଟେ ବିଶ୍ବରେ କ୍ଷୁଧାର୍ତ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଅର୍ଥାତ୍‌ ଖାଦ୍ୟ ପାଇବା ପାଇଁ ଗରିବ ଲୋକଙ୍କ ସଂଘର୍ଷ ବଢ଼ୁଛି। ଅନ୍ୟପକ୍ଷରେ ବିଶ୍ବର ଧନୀ ଦେଶଗୁଡ଼ିକ କ୍ଷୁଧାର୍ତ୍ତଙ୍କ ପେଟରେ ଦାନା ଦେବା ପାଇଁ ଯେତିକି ଦାନ କରିବା କଥା ତାହା କରୁନାହାନ୍ତି। ଜାତିସଂଘର…

୧୫୪୨ ବହୁମୁଖୀ ପ୍ରାଥମିକ କୃଷି ସମବାୟ ସମିତି ଆରମ୍ଭ: ସବୁ ସମିତିର ଖାତାପତ୍ର ଅଡିଟ୍ ନିର୍ଦ୍ଦେଶ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟରେ ୧୫୪୨ଟି ବହୁମୁଖୀ ପ୍ରାଥମିକ କୃଷି ସମବାୟ ସମିତିର ଶୁଭାରମ୍ଭ କରିଛନ୍ତି। ପୂର୍ବର  ୨୭୧୧ଟି ପ୍ୟାକ୍ସକୁ ମିଶାଇ ରାଜ୍ୟରେ ସମୁଦାୟ ପ୍ୟାକ୍ସ ସଂଖ୍ୟା ୪୨୫୩ରେ ପହଞ୍ଚିଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ରାଜ୍ୟ ସରକାର…

ଚାପ ପକାଇଲେ ଅର୍ଥନୀତିଜ୍ଞ: ଆୟକର ହ୍ରାସ କର

ନୂଆଦିଲ୍ଲୀ: କେନ୍ଦ୍ର ସରକାର ୨୦୨୫-୨୬ ବଜେଟ୍‌ ପ୍ରସ୍ତୁତ କରୁଥିବାରୁ ବିଭିନ୍ନ ମହଲର ମତାମତ ଲୋଡ଼ୁଛନ୍ତି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ବିଭିନ୍ନ ଅର୍ଥନୀତିଜ୍ଞଙ୍କ ସହ ଆଲୋଚନା କରିଥିଲେ। ସେହି ବୈଠକରେ ଆୟକର ହ୍ରାସ କରିବା ଲାଗି ଅର୍ଥନୀତିଜ୍ଞମାନେ ପ୍ରଧାନମନ୍ତ୍ରୀଙ୍କ…

ରାଜ୍ୟରେ ହେବ ନୂଆ ବନ୍ଦର: ଉତ୍କର୍ଷ ଓଡ଼ିଶା କନ୍‌କ୍ଲେଭ୍‌ରେ ହୋଇପାରେ ଘୋଷଣା

ଭୁବନେଶ୍ବର: ରାଜ୍ୟ ସରକାର ନୂଆ ବନ୍ଦର ବିକାଶ କରିବାକୁ ଯୋଜନା ରଖିଛନ୍ତି। ଲଜିଷ୍ଟିକ୍ସ କ୍ଷେତ୍ରରେ ଏକ ପ୍ରମୁଖ ରାଜ୍ୟ ଭାବେ ପରିଗଣିତ ହେବା ଲାଗି ବନ୍ଦର ବିକାଶକୁ ବିଶେଷ ଗୁରୁତ୍ବ ଦିଆଯାଉଛି। ବର୍ତ୍ତମାନ ରାଜ୍ୟରେ ତିନିଟି ବନ୍ଦର ପାରାଦୀପ, ଧାମରା ଓ ଗୋପାଳପୁରରେ ରହିଛି। କିଛିଦିନ ତଳେ…