Breaking News
Browsing Category

ବାଣିଜ୍ୟ

ବାଣିଜ୍ୟ

ଅକ୍ଟୋବରରେ ୯.୨୮ ବିଲିୟନ ଡଲାର କାରବାର

ଭୁବନେଶ୍ୱର,୨୫ା୧୨, (ଅନୁରାଧା ମହାରଣା): ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଅକ୍ଟୋବରରେ ସ୍ପଟ୍‌ ବୈଦେଶିକ ମୁଦ୍ରାବଜାରରେ ୯.୨୮ ବିଲିୟନ ଡଲାର ବିକ୍ରି କରିଛି। ମଙ୍ଗଳବାର ଆର୍‌ବିଆଇ ପକ୍ଷରୁ ପ୍ରକାଶିତ ମାସିକ ବୁଲେଟିନ୍‌ରେ ଏହି ସୂଚନା ଦିଆଯାଇଛି। ଆର୍‌ବିଆଇ ଅକ୍ଟୋବରରେ ୨୭.୫ ବିଲିୟନ…

ପଞ୍ଚଟାଭାକୁ ଆଚିଭର୍ସ ଆଓ୍ବାଡର୍‌ସ

ନୂଆଦିଲ୍ଲୀ,୨୫।୧୨: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଦିଲ୍ଲୀର ଅଗ୍ରଣୀ ଆଡ୍‌ ଏଜେନ୍ସି ପଞ୍ଚଟାଭା ଆଡଭର୍ଟାଇଜିଂକୁ ନିକଟରେ ଆଉ ଏକ ଜାତୀୟସ୍ତର ସମ୍ମାନ ‘ଆଚିଭର୍ସ ଆଓ୍ବାର୍ଡ’ ମିଳିଛି। ଉଲ୍ଲେଖଯୋଗ୍ୟ, ଆଉଟ୍‌ଲୁକ ବିଜ୍‌ନେସ୍‌ ସ୍ପଟ୍‌ଲାଇଟର ସ୍ବତନ୍ତ୍ର ସମ୍ମାନ ସମାରୋହ ଉତ୍ସବ ‘ଆଚିଭର୍ସ…

ବିଓଏମ୍‌ର ନୂତନ ଶାଖା ଉଦ୍‌ଘାଟିତ

ଭୁବନେଶ୍ୱର,୨୫।୧୨ (ଅଭୟ ଦାଶ): ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର(ବିଓଏମ୍‌) ର ନୂତନ ଶାଖା ନିକଟରେ କଟକ ନିକଟସ୍ଥ ଗୋପାଳପୁରଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଅର୍ଥ ବିଭାଗର ନିର୍ଦ୍ଦେଶକ ପ୍ରଜ୍ଞାସ୍ମିତା ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଆନୁଷ୍ଠାନିକ ଉଦ୍‌ଘାଟନ କରିଥିଲେ।…

ପାରାଦୀପରେ ୬୧ହଜାର କୋଟିର ନାପ୍‌ଥା ପ୍ରକଳ୍ପ

ଭୁବନେଶ୍ବର: ପାରାଦୀପରେ ଏକ ନାପ୍‌ଥା କ୍ରାକର୍‌ ପ୍ରକଳ୍ପ ସ୍ଥାପନ ହେବାକୁ ଯାଉଛି। ସେଥିରେ ୬୧ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ହେବ। ଭାରତୀୟ ତୈଳ ନିଗମ ସେହି ପ୍ରକଳ୍ପ ସ୍ଥାପନ କରିବ। ତାହା ହେବ ଦେଶର ଅନ୍ୟତମ ସର୍ବବୃହତ ନାପ୍‌ଥା ପ୍ରକଳ୍ପ। ସେଥିରେ ରାଜ୍ୟ ସରକାରଙ୍କ ଇକ୍ବିଟି ଅଂଶଧନ…

ଇଡ୍‌କୋକୁ ଆଇଟି ବିଭାଗର ଚିଠି: ଇନ୍‌ଫୋଭାଲି ଜମି ଆଇଟି ସଂସ୍ଥାଙ୍କୁ ଦିଆଯାଉ

ଭୁବନେଶ୍ବର: ଇନ୍‌ଫୋଭାଲିରେ ଥିବା ବଳକା ଜମିଗୁଡ଼ିକୁ ସ୍ବତନ୍ତ୍ର ଭାବେ ଆଇଟି କମ୍ପାନିଗୁଡ଼ିକ ଲାଗି ସଂରକ୍ଷିତ ରଖିବାକୁ ରାଜ୍ୟ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗ ପକ୍ଷରୁ ଇଡ୍‌କୋକୁ କୁହାଯାଇଛି। ଆଇଟି ବିଭାଗ ଜଣାଇଛି ଯେ ରାଜ୍ୟରେ ଏକ ଅତ୍ୟାଧୁନିକ ଆଇଟି ଭିତ୍ତିଭୂମି ବିକାଶ ଲକ୍ଷ୍ୟ ନେଇ…

ଟ୍ରାଭେଲୋପିଡିଆ ୨୦୨୪ ରିପୋର୍ଟ: ପୁରୀ ଦେଶର ଶ୍ରେଷ୍ଠ ଧାର୍ମିକସ୍ଥଳ

ନୂଆଦିଲ୍ଲୀ: ମହାପ୍ରଭୁ ଜଗନ୍ନାଥଙ୍କ ମହିମା ସାରା ଦେଶର ଶ୍ରଦ୍ଧାଳୁଙ୍କୁ ପୁରୀ ଟାଣି ଆଣୁଛି। ଚକାନୟନକୁ ଦେଖିବା ଲାଗି ବହୁ ସଂଖ୍ୟାରେ ପର୍ଯ୍ୟଟକ ପୁରୀ ଆସିଥିଲେ। ସେଥିପାଇଁ ୨୦୨୪ରେ  ପୁରୀ ଦେଶର ଶ୍ରେଷ୍ଠ ଧାର୍ମିକସ୍ଥଳ ଭାବେ ଉଭା ହୋଇଛି। ଲଗାତାର ଦ୍ବିତୀୟ ବର୍ଷ ଲାଗି ପୁରୀ ଏହି ତାଲିକାର…

ସଞ୍ଚୟରେ ଭାରତ ଚତୁର୍ଥ: ପ୍ରଥମ ୩ରେ ଚୀନ, ଇଣ୍ଡୋନେସିଆ, ରୁଷ୍‌

ନୂଆଦିଲ୍ଲୀ: ଭାରତରେ ଲୋକମାନଙ୍କ ମଧ୍ୟରେ ସଞ୍ଚୟ ମନୋଭାବ ବହୁଦିନରୁ ରହିଛି। ଆଧୁନିକ ଯୁଗରେ ହୋଇଥିବା ଆର୍ଥିକ ପରିବର୍ତ୍ତନ ସତ୍ତ୍ବେ ଲୋକଙ୍କ ସଞ୍ଚୟ ମାନସିକତା ସେତେଟା ବଦଳିନାହିଁ। ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ ନିକଟରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ଭାରତରେ ସଞ୍ଚୟ ହାର…

କୃଷି ଓ ଗ୍ରାମୀଣ ଶ୍ରମିକଙ୍କ ଖୁଚୁରା ମୁଦ୍ରାସ୍ଫୀତି ହ୍ରାସ

ଭୁବନେଶ୍ୱର,୨୪ା୧୨(ଅନୁରାଧା ମହାରଣା): କୃଷି କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକ ଏବଂ ଗ୍ରାମୀଣ ଶ୍ରମିକମାନଙ୍କ ପାଇଁ ଖୁଚୁରା ମୁଦ୍ରାସ୍ଫୀତି ସମ୍ପର୍କିତ ତଥ୍ୟ ସୋମବାର ଶ୍ରମ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଛି। ଉଭୟ କୃଷି ଶ୍ରମିକ ଏବଂ ଗ୍ରାମୀଣ ଶ୍ରମିକଙ୍କ ଖୁଚୁରା ମୁଦ୍ରାସ୍ଫୀତି ଚଳିତ…

୧ଜାନୁଆରିରୁ ହ୍ବାଟସ୍ଆପ୍ ପୁରୁଣା ଫୋନ୍‌ରେ କାମକରିବ ନାହିଁ

ନୂଆଦିଲ୍ଲୀ: ଲୋକପ୍ରିୟ ମେସେଜିଂ ପ୍ଲାଟଫର୍ମ ହ୍ବାଟସ୍ଆପ୍ ଏହାର ଉପଭୋକ୍ତାଙ୍କ ବଡ଼ ଖବର ଆଣିଛି।  ହ୍ବାଟସ୍ଆପ୍ କିଛି ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ପାଇଁ ନିଜର ସପୋର୍ଟ ସେବା ବନ୍ଦ କରୁଛି। ବାସ୍ତବରେ ମେଟା ମାଲିକାନା ପ୍ଲାଟଫର୍ମ ପୁରୁଣା ସଫ୍ଟୱେର୍ ଏବଂ ହାର୍ଡୱେର୍ ଆଧାରିତ ସ୍ମାର୍ଟଫୋନ୍ ପାଇଁ…

ପ୍ରତି ଚତୁର୍ଥ ଷ୍ଟକ୍‌ ନିବେଶକ ମହିଳା: ଓଡ଼ିଶାରେ ୧୯.୪% ମହିଳା ନିବେଶକ

ଭୁବନେଶ୍ବର: ଲୋକଙ୍କ ମଧ୍ୟରେ ଷ୍ଟକ୍ ବଜାର ନିବେଶ ଜରିଆରେ ସମ୍ପତ୍ତି ସୃଷ୍ଟି ଲାଗି ଆଗ୍ରହ ବୃଦ୍ଧି ପାଇଥିବାରୁ ୨୦୨୧ ପରଠାରୁ ହାରାହାରି ଭାବେ ବର୍ଷକୁ ୩ କୋଟି ଲେଖାଏଁ ଡିମାଟ୍‌ ଖାତା ଖୋଲାଯାଇଛି। ନିବେଶକମାନଙ୍କ ସଂଖ୍ୟାରେ ହୋଇଥିବା ବୃଦ୍ଧିରେ ମହିଳାମା‌ନେ ପଛରେ ନାହାନ୍ତି। ଦେଶର…