Breaking News
Browsing Category

ବାଣିଜ୍ୟ

ବାଣିଜ୍ୟ

ଓଡ଼ିଶା ସୌରଶକ୍ତି ନିବେଶକ ସମ୍ମିଳନୀ: ୨୦୩୦ ସୁଦ୍ଧା ୭.୫ ଗିଗାୱାଟ୍‌ ଶକ୍ତି ଉତ୍ପାଦନ ଲକ୍ଷ୍ୟ

ଭୁବନେଶ୍ବର: ୨୦୩୦ ସୁଦ୍ଧା ୭.୫ ଗିଗାୱାଟ୍‌ ଅକ୍ଷୟ ଶକ୍ତି ଉତ୍ପାଦନ କରିବାକୁ ଓଡ଼ିଶା ଲକ୍ଷ୍ୟ ରଖିଛି ବୋଲି ଗ୍ରିଡ୍‌କୋ ଓ ‘ଆଇଫରେଷ୍ଟ’ର ମିଳିତ ସହଯୋଗରେ ଭୁବନେଶ୍ବରରେ ଆଜି ଆୟୋଜିତ ଓଡ଼ିଶା ସୌରଶକ୍ତି ନିବେଶକ ସମ୍ମିଳନୀରେ ମତପ୍ରକାଶ ପାଇଛି। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ…

ବଜେଟ୍‌ ଦିନ ଷ୍ଟକ୍ ବଜାର ଖୋଲିବ

ନୂଆଦିଲ୍ଲୀ: ଚଳିତ ବର୍ଷ ଫେବ୍ରୁଆରି ୧ ଶନିବାର ଦିନ ପଡ଼ୁଛି। ସାଧାରଣତଃ ସପ୍ତାହର ଶନିବାର ଓ ରବିବାର ଷ୍ଟକ୍ ବଜାର ବନ୍ଦ ରହିଥାଏ। କିନ୍ତୁ ଏଥର ଫେବ୍ରୁଆରି ପହିଲାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କେନ୍ଦ୍ର ବଜେଟ୍ ଉପସ୍ଥାପନ କରିବେ। ତେଣୁ ସେହିଦିନ ଷ୍ଟକ୍ ବଜାର ଖୋଲା ରହିବ ବୋଲି…

ମିଶିଯିବେ ହୋଣ୍ଡା-ନିସାନ-ମିତ୍‌ସୁବିସି

ନୂଆଦିଲ୍ଲୀ: ଅଟୋମୋବାଇଲ୍ ଦୁନିଆରେ ଏକ ବୃହତ୍‌ ମିଶ୍ରଣ ହେବାକୁ ଯାଉଛି। ଜାପାନର ତିନି ଗାଡ଼ି ନିର୍ମାତା ହୋଣ୍ଡା ମୋଟର କମ୍ପାନି, ନିସାନ ମୋଟର ମଧ୍ୟରେ ମିଶ୍ରଣକୁ ନେଇ ଆନୁଷ୍ଠାନିକ ଭାବେ କଥାବାର୍ତ୍ତା ଆରମ୍ଭ ହୋଇଛି। ଏଥିରେ ଅନ୍ୟତମ ଗାଡ଼ି ନିର୍ମାତା ମିତ୍‌ସୁବିସି ମଧ୍ୟ ଯୋଡ଼ି…

ଗ୍ୟାସ୍‌ ବଜାରର ୫% ଭାଗ ଓଡ଼ିଶାରେ

ଭୁବନେଶ୍ବର: ଭାରତର ମୋଟ୍ ଗ୍ୟାସ୍ ବଜାର ପ୍ରାୟ ଦୈନିକ ୨୦୦ ନିୟୁତ ମେଟ୍ରିକ୍ ଷ୍ଟାଣ୍ଡାର୍ଡ କ୍ୟୁବିକ୍ ମିଟର (ଏମ୍ଏମ୍‌ଏସ୍‌ସିଏମ୍‌ଡି) ରହିଛି। ସେଥିରେ ଓଡ଼ିଶାର ଭାଗ ପ୍ରାୟ ୧୦ ଏମ୍‌ଏମ୍ଏସ୍‌ସିଏମ୍‌ଡି ରହିଛି। ଅର୍ଥାତ ଦେଶର ମୋଟ ଗ୍ୟାସ ବଜାରରେ ଓଡ଼ିଶାର ଭାଗ ୫ ପ୍ରତିଶତ ରହିଛି ବୋଲି…

ମୋବାଇଲ୍ ଗ୍ରାହକ ୩୩୧୪୦ ବଢ଼ିଲେ: ବିଏସ୍‌ଏନ୍ଏଲ୍‌, ଏୟାରଟେଲ୍‌ ଯୋଡ଼ିଲେ

ଭୁବନେଶ୍ବର: ଚଳିତ ବର୍ଷ ଅକ୍ଟୋବର ମାସ‌ରେ ରାଜ୍ୟରେ ମୋବାଇଲ୍ ଗ୍ରାହକ ୩୩,୧୪୦ ବଢ଼ିଛନ୍ତି। ଫଳରେ ମୋଟ୍ ମୋବାଇଲ୍ ଗ୍ରାହକ ସଂଖ୍ୟା ୩ କୋଟି ୪୧ ଲକ୍ଷ ୧୩ ହଜାର ୭୬୬କୁ ବୃଦ୍ଧି ପାଇଛି। ମୋବାଇଲ୍ ସେବା ପ୍ରଦାନ କରୁଥିବା ଚାରି ସଂସ୍ଥା ମଧ୍ୟରୁ ଦୁଇଟି ସଂସ୍ଥା ନୂଆ ଗ୍ରାହକ ପାଇଥିବା ବେଳେ…

ଗ୍ରାହକଙ୍କ ଚାହିଦାରେ ହସ୍ତଶିଳ୍ପ ସାମଗ୍ରୀ

ଭୁବନେଶ୍ୱର,୨୩।୧୨: ଆଉ କିଛି ଦିନ ପରେ ଇଂରାଜୀ ନବ ବର୍ଷ ସାଙ୍ଗକୁ ଶୁଭ କାର୍ଯ୍ୟ (ଗୃହ ପ୍ରବେଶ)ର ଆଗମନ ଉପଲକ୍ଷେ ଗ୍ରାହକ ଘର ସାଜସଜ୍ଜା ପାଇଁ ଆକର୍ଷଣୀୟ ଓ ମନଲୋଭା କଳାକୃତିର ହାଣ୍ଡିକ୍ରାଫ୍ଟ ସାମଗ୍ରୀ କିଣିବାକୁ ଅଧିକ ପସନ୍ଦ କରୁଛନ୍ତି। ଏପରିକି ଭୁବନେଶ୍ୱରର ୟୁନିଟ-୩ ପ୍ରଦର୍ଶନୀ…

ଜିନ୍ଦଲ ଷ୍ଟେନ୍‌ଲେସ୍‌କୁ ସୋର୍ଡ ଅଫ୍‌ ଅନର ପୁରସ୍କାର

ନୂଆଦିଲ୍ଲୀ,୨୩।୧୨: ଜିନ୍ଦଲ ଷ୍ଟେନ୍‌ଲେସ ଲିମିଟେଡ (ଜେଏସ୍‌ଏଲ୍‌)କୁ ନିକଟରେ ଆଉ ଏକ ଅନ୍ତଃରାଷ୍ଟ୍ରୀୟ ସମ୍ମାନ ଓ ସ୍ବୀକୃତି ‘ସୋର୍ଡ ଅଫ୍‌ ଅନର’ ମିଳିଛି। ଏପରିକି ଜେଏସ୍‌ଏଲ୍‌ର ହିସାର ୟୁନିଟକୁ ବ୍ରିଟିଶ ସେଫ୍ଟି କାଉନସିଲ୍‌ ପକ୍ଷରୁ ସମ୍ମାନଜନକ ‘ସୋର୍ଡ ଅଫ୍‌ ଅନର’ ସମ୍ମାନରେ ସମ୍ମାନିତ…

୧.୪୬ ଲକ୍ଷ କୋଟିର ପୁଞ୍ଜିନିବେଶ

ଭୁବନେଶ୍ୱର,୨୩ା୧୨(ଅନୁରାଧା ମହାରଣା): କେନ୍ଦ୍ର ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରଣାଳୟ ଦ୍ବାରା ୨୦୨୦ରୁ କାର୍ଯ୍ୟକାରୀ ହେଉଥିବା ପିଏଲଆଇ ଯୋଜନା ପୁଞ୍ଜି ନିବେଶ, ଉତ୍ପାଦନ ଏବଂ ନିଯୁକ୍ତି ସୃଷ୍ଟି କ୍ଷେତ୍ରରେ ଉଲ୍ଲେଖନୀୟ ମାଇଲଖୁଣ୍ଟ ହାସଲ କରିଛି। ୨୦୨୪ ଅଗଷ୍ଟ ସୁଦ୍ଧା ୧୪ଟି କ୍ଷେତ୍ରରେ ୧.୪୬…

ଆଜି ୭୧ ହଜାରରୁ ଅଧିକ ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଡିସେମ୍ବର ୨୩ରେ ରୋଜଗାର ମେଳା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୭୧ ହଜାରରୁ ଊର୍ଦ୍ଧ୍ବ ନିଯୁକ୍ତି ପତ୍ର ପ୍ରଦାନ କରିବେ। ଭିଡିଓ କନଫରେନ୍ସିଂ ଯୋଗେ ପ୍ରଧାନମନ୍ତ୍ରୀ ମୋଦୀ ପୂର୍ବାହ୍ନ ପ୍ରାୟ ସାଢ଼େ ୧୦ଟା ବେଳକୁ ନିଯୁକ୍ତି ପତ୍ର ବଣ୍ଟନ କରିବେ। ରୋଜଗାର ମେଳା ଅବସରରେ…

ଟ୍ରେଡିଂ ଟ୍ରେଣ୍ଡ୍‌

ରାଜନ ସରକାର ନିର୍ଦ୍ଦେଶକ ଓ ୟୁନିଟ୍ ମୁଖ୍ୟ ଆନନ୍ଦ ରାଠି ୱେଲ୍‌ଥ ଲିମିଟେଡ୍‌ ମୁଁ ଓଡ଼ିଶା ସରକାରଙ୍କ ଅଧୀନରେ ଚାକିରି କରିଛି ଏବଂ ମୋର ବୟସ ୩୦ ବର୍ଷ। ଏସଆଇପି ଜରିଆରେ ମୁଁ ମାସିକ ୭ ହଜାର ଟଙ୍କା ନିବେଶ କରୁଛି। ୨ଟି ଫଣ୍ଡ୍ ବନ୍ଦ କରିଛି ଏବଂ ୭ଟି ଫଣ୍ଡ୍‌ରେ ଗତ…