Breaking News
Browsing Category

ବିଶେଷ

ବିଶେଷ

ଶ୍ରୀରାମଙ୍କ ପଥ: ଆମର ତୀର୍ଥ, ସର୍ପବନ୍ଧନ ଓ ଗରୁଡ଼ ସଂଶୟ

ଇନ୍ଦ୍ରଜିତର ସର୍ପବନ୍ଧନରେ ପାଶବଦ୍ଧ ହୋଇ ରାମ ଓ ଲକ୍ଷ୍ମଣ ଚେତାଶୂନ୍ୟ ହୋଇ ଭୂଇଁରେ ପଡ଼ିଥିବା ଦେଖି ବାନରମାନଙ୍କ ମଧ୍ୟରେ ହାହାକାର ପଡ଼ିଗଲା। ଏହି ସମୟରେ ଅନେକ ଚିନ୍ତାକରି ବିଭୀଷଣ କହିଲେ- କେବଳ ଗରୁଡ଼ ହିଁ ପ୍ରଭୁଙ୍କୁ ଏଥିରୁ ମୁକ୍ତ କରିପାରିବେ। ଏକଥା ଶୁଣି ହନୁମାନ ତୀବ୍ର ଗତିରେ ଯାଇ…

ସେ ଚନ୍ଦ୍ରଶେଖର, ସେ ବି ପଠାଣି

ପୌଷମାସର କୃଷ୍ଣ ଅଷ୍ଟମୀ ତିଥିରେ ଯେଉଁ ବରପୁତ୍ର ଜନ୍ମଗ୍ରହଣ କରି ଓଡ଼ିଶାକୁ ବିଶ୍ବରେ ବିଦିତ କରିଛନ୍ତି, ସେ ହେଉଛନ୍ତି ପଠାଣି ସାମନ୍ତ। ସେ ଜନ୍ମ ଗ୍ରହଣ କରିଥିଲେ ଖଣ୍ଡପଡ଼ା ଗଡ଼ଜାତରେ। ତାଙ୍କର ପୂରା ନାଆଁ ସାମନ୍ତ ଚନ୍ଦ୍ରଶେଖର ସିଂହ ହରିଚନ୍ଦନ ମହାପାତ୍ର। ତାଙ୍କର ନାମ ସହ ଯୋଡ଼ା ହୋଇଥିବା…

ସବୁର ଊର୍ଦ୍ଧ୍ବରେ ପ୍ରେମ ଓ ଭକ୍ତି

ଜଣେ ଧାର୍ମିକ ବ୍ୟକ୍ତି ପ୍ରଭୁ ଯୀଶୁଙ୍କୁ ଖାଇବାକୁ ନିମନ୍ତ୍ରଣ କରିଥିଲେ। ହଠାତ୍ ସେଠାରେ ପହଞ୍ଚିଗଲେ ଏପରି ଜଣେ ମହିଳା, ଯାହାଙ୍କର ନାଆଁ ଶୁଣିଲେ ସମସ୍ତେ ନାକ ଟେକୁଥିଲେ। ସାରା ସହର ପାଇଁ ମହିଳା ଜଣକ ଥିଲେ ପାପିନୀ ଓ ଅପବିତ୍ରା। ପ୍ରଭୁ ଯୀଶୁ  ଆସିଛନ୍ତି ବୋଲି ଜାଣିଲା ପରେ ମହିଳା ଜଣକ…

ଚମତ୍କାର ୨୪: ରେକର୍ଡକୁ ବଳିଲା, ରାଜନୀତି

ଚବିଶର କ୍ରୀଡ଼ା ଦୃଶ୍ୟପଟ୍ଟରେ ଯେତିକି ନୂଆ ରେକର୍ଡ ଓ ମାଇଲ୍‌ଖୁଣ୍ଟ ଯୋଡ଼ି ‌ହୋଇଥିଲା ସେତିକି ବିବାଦ, ବିତର୍କ ଭରି ରହିଥିଲା। ଅନେକ କ୍ରୀଡ଼ା ତାରକା ନିଜ ପ୍ରଦର୍ଶନ ପରିବର୍ତ୍ତେ କାରନାମା ପାଇଁ ଖେଳ ପଡ଼ିଆର ଖଳନାୟକ ପାଲଟିଥିଲେ। ସେମାନଙ୍କ ଆଚରଣ ଓ କାର୍ଯ୍ୟ ବିତର୍କିତ ଅଧ୍ୟାୟ…

ପିଲାଙ୍କ ଆଇକ୍ୟୁ ବଢ଼ାଏ ଭିଡିଓଗେମ୍‌!

ଆଜିର ପିଲାମାନେ ଭିଡିଓଗେମ୍‌ ଖେଳିବାରେ ନିମଗ୍ନ ରହିବାକୁ ଅଭିଭାବକମାନେ ଗ୍ରହଣ କରିପାରୁନାହାନ୍ତି। ସେମାନଙ୍କର ଆଶଙ୍କା ହେଉଛି, ପିଲାମାନେ ଭିଡିଓଗେମ୍‌ ଖେଳିବାରେ ସମୟ ଅପଚୟ କରି ନିଜ ଭବିଷ୍ୟତକୁ ନଷ୍ଟ କରିଦେଉଛନ୍ତି। ମାତ୍ର ବାସ୍ତବରେ ଭିଡିଓଗେମ୍‌ ଖେଳିବା ଦ୍ବାରା କିଛି ପିଲାଙ୍କର…

ଅର୍ଥ ସୂତ୍ର: ବିନା ପାନ୍‌କାର୍ଡରେ ଜାଣନ୍ତୁ ସିବିଲ୍‌ ସ୍କୋର୍‌

କ୍ରେଡିଟ୍‌ ଇନ୍‌ଫର୍‌ମେସନ୍‌ ବ୍ୟୁରୋ (ଇଣ୍ଡିଆ) ଲିମିଟେଡ୍‌ ବା ‘CIBIL’ ଋଣଧାରକଙ୍କୁ ସେମାନଙ୍କ କ୍ରେଡିଟ୍‌ ସ୍କୋର୍‌ ପ୍ରଦାନ କରିଥାଏ। ସାଧାରଣତଃ ସିବିଲ୍‌ ସ୍କୋର୍‌ ଯାଞ୍ଚ ପାଇଁ ପାନ୍‌ କାର୍ଡ ନିହାତି ଆବଶ୍ୟକ। ଆପଣ କ୍ରେଡିଟ୍‌ ବ୍ୟୁରୋକୁ ସିଧାସଳଖ ଯୋଗାଯୋଗ କରି ଅଥବା ତାଙ୍କ…

ଫୋକସ୍‌ରେ ଗ୍ୟାଜେଟ୍: ୧୭ ହଜାରରେ ଦୁଇଟି ଡିସ୍‌ପ୍ଲେର ସ୍ମାର୍ଟଫୋନ୍‌

ଭାରତର ଅନ୍ୟତମ ଫୋନ୍‌ ନିର୍ମାତା କମ୍ପାନି ‘ଲାଭା’ ପକ୍ଷରୁ ତାହାର ସଦ୍ୟତମ ଉତ୍ପାଦ ‘ଲାଭା ବ୍ଳେଜ୍‌ ଡୁଓ ୫ଜି’ର ବଜାର ପ୍ରବେଶ କରାଯାଇଛି। ଏହି ୫ଜି ସ୍ମାର୍ଟଫୋନ୍‌ର ବିଶେଷତ୍ବ ହେଲା ଏହାର ପଛପଟେ ମଧ୍ୟ ଏକ ପରଦା ରହିଛି। ଆଣ୍ଡ୍ରଏଡ୍‌ ୧୪ ଉପରେ ପର୍ଯ୍ୟବସିତ ତଥା ୬ ନାନୋମିଟର୍‌ ଅକ୍ଟାକୋର୍‌…

ଚମତ୍କାର ୨୪: ଆଇନ ଅଦାଲତ ସମୀକ୍ଷା; ସକ୍ରିୟ, ସଜାଗ, ସତର୍କ

ଦେଶର ଫୌଜଦାରୀ ନ୍ୟାୟ ବ୍ୟବସ୍ଥାରେ ଯୁଗାନ୍ତକାରୀ ପରିବର୍ତ୍ତନର ସାକ୍ଷୀ ହୋଇଛି ବର୍ଷ ୨୦୨୪। ତିନି ନୂଆ ‌ଆଇନ ଜୁଲାଇ ୧ରୁ କାର୍ଯ୍ୟକାରୀ ହୋଇଥିଲା। ଏହା ସହିତ ଅନେକ ଚର୍ଚ୍ଚିତ ତଥା ଗୁରୁତ୍ବପୂର୍ଣ୍ଣ ରାୟ ପ୍ରଦାନ କରି ଓଡ଼ିଶା ହାଇକୋର୍ଟ ଉଦାହରଣ ସୃଷ୍ଟି କରିଛନ୍ତି। ଅନେକ ସାମାଜିକ…

ପାକସ୍ଥଳୀ କ୍ୟାନସର୍: ଲକ୍ଷଣ, କାରଣ ଓ ଚିକିତ୍ସା

ଆମ ଶରୀରର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ପ୍ରତ୍ୟଙ୍ଗ ହେଉଛି ପାକସ୍ଥଳୀ। ଅନ୍ୟାନ୍ୟ ଅଙ୍ଗ ଭଳି ପାକସ୍ଥଳୀ ଭିତରେ କ୍ୟାନ୍‌ସର୍‌ ହେବାର ଅାଶଙ୍କା ରହିଛି। କାରଣ: ପାକସ୍ଥଳୀ କ୍ୟାନ୍‌ସର୍‌ର ମୁଖ୍ୟ କାରଣ ହେଉଛି ହେଲିକୋବ୍ୟାକ୍ଟର ପାଲୋରି (Helicobacter pylori) ଜୀବାଣୁ।…

କେଉଁଟି ଅଧିକ ସ୍ବାସ୍ଥ୍ୟକର

ସେଓ  ଏବଂ କଦଳୀ ଉଭୟ ଫଳ ସ୍ବାସ୍ଥ୍ୟକର ହୋଇଥିବା ବେଳେ ଏହା ଅଧିକାଂଶଙ୍କ ଭୋଜନର ଅଂଶ ଅଟନ୍ତି। ଯଦି ସେଓ ଓ କଦଳୀ ଭିତରେ ତୁଳନା କରାଯାଏ, ତେବେ ଦେଖିବା କଦଳୀରେ ଅଧିକ ପୋଷକତତ୍ତ୍ବ ରହିଛି। ସାଧାରଣତଃ ଆମେ ଖାଦ୍ୟ ଭାବେ କଦଳୀ ଅପେକ୍ଷା ସେଓକୁ ଅଧିକ ଗୁରୁତ୍ବ ଦେଇଥାଉ। କିନ୍ତୁ କଦଳୀରେ…