Breaking News
Browsing Category

ବିଶେଷ

ବିଶେଷ

ପାକସ୍ଥଳୀ କ୍ୟାନସର୍: ଲକ୍ଷଣ, କାରଣ ଓ ଚିକିତ୍ସା

ଆମ ଶରୀରର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ପ୍ରତ୍ୟଙ୍ଗ ହେଉଛି ପାକସ୍ଥଳୀ। ଅନ୍ୟାନ୍ୟ ଅଙ୍ଗ ଭଳି ପାକସ୍ଥଳୀ ଭିତରେ କ୍ୟାନ୍‌ସର୍‌ ହେବାର ଅାଶଙ୍କା ରହିଛି। କାରଣ: ପାକସ୍ଥଳୀ କ୍ୟାନ୍‌ସର୍‌ର ମୁଖ୍ୟ କାରଣ ହେଉଛି ହେଲିକୋବ୍ୟାକ୍ଟର ପାଲୋରି (Helicobacter pylori) ଜୀବାଣୁ।…

କେଉଁଟି ଅଧିକ ସ୍ବାସ୍ଥ୍ୟକର

ସେଓ  ଏବଂ କଦଳୀ ଉଭୟ ଫଳ ସ୍ବାସ୍ଥ୍ୟକର ହୋଇଥିବା ବେଳେ ଏହା ଅଧିକାଂଶଙ୍କ ଭୋଜନର ଅଂଶ ଅଟନ୍ତି। ଯଦି ସେଓ ଓ କଦଳୀ ଭିତରେ ତୁଳନା କରାଯାଏ, ତେବେ ଦେଖିବା କଦଳୀରେ ଅଧିକ ପୋଷକତତ୍ତ୍ବ ରହିଛି। ସାଧାରଣତଃ ଆମେ ଖାଦ୍ୟ ଭାବେ କଦଳୀ ଅପେକ୍ଷା ସେଓକୁ ଅଧିକ ଗୁରୁତ୍ବ ଦେଇଥାଉ। କିନ୍ତୁ କଦଳୀରେ…

ବୟସ୍କଙ୍କଠାରେ ପାରାସିଟାମଲ୍‌ର ପାର୍ଶ୍ବ ପ୍ରତିକ୍ରିୟା

ସାମାନ୍ୟ ଘୋଳାବିନ୍ଧା କି ଜ୍ବର ପାଇଁ ଅତ୍ୟନ୍ତ ନିରାପଦ ମନେ ହେଉଥିବା ପାରାସିଟାମଲ୍‌ ଔଷଧର କିଛି ସାଂଘାତିକ ପାର୍ଶ୍ବ ପ୍ରତିକ୍ରିୟା ରହିଛି ବୋଲି ଏକ ନୂତନ ଅନୁଧ୍ୟାନରୁ ସ୍ପଷ୍ଟ ହୋଇଛି। ୬୫ ବର୍ଷ ବୟସ ଓ ତଦ୍ଦୂର୍ଦ୍ଧ୍ବ ବୟସ୍କମାନଙ୍କଠାରେ ପାରାସିଟାମଲ୍‌ର ପାର୍ଶ୍ବ ପ୍ରତିକ୍ରିୟା ସ୍ବରୂପ…

ଶୀତଦିନିଆ ଅବସାଦ

ଶୀତଦିନେ ଅନୁଭୂତ ହେଉଥିବା ଅବସାଦକୁ ସିଜନାଲ୍‌ ଆଫେକ୍ଟିଭ୍‌ ଡିଜଅର୍ଡର ବା ‘ସ୍ୟାଡ୍‌’ କୁହାଯାଏ। ଏହି ଋତୁରେ କମ୍‌ ସୂର୍ଯ୍ୟରଶ୍ମି ଯୋଗୁଁ ଶରୀରର ଆଭ୍ୟନ୍ତରୀଣ ସମୟସାରଣୀ (ସିକାର୍ଡିଆନ୍‌ ରିଦିମ୍‌)ରେ ବିଭ୍ରାଟ ଘଟି ଆମର ମାନସିକ ଅବସ୍ଥାକୁ ପରିଚାଳନା କରୁଥିବା ମସ୍ତିଷ୍କର ସିରୋଟୋନିନ୍‌…

ଜଳାଶୟକୁ ନିକଟ, ନିରାମୟ ଜୀବନକୁ ସହାୟକ

ନଦୀର ଚଳମାନ ସ୍ରୋତ ହେଉ କି ହ୍ରଦର ସ୍ଥିର ଜଳ, ଅଥବା ସମୁଦ୍ରର ଛନ୍ଦାୟିତ ତରଙ୍ଗ, ଜଳରାଶି ସର୍ବଦା ମନୁଷ୍ୟର ମନକୁ ଆକର୍ଷିତ କରିଆସିଛି। ଜଳାଧାର ନିକଟରେ ଆମେ ସବୁବେଳେ ସ୍ବତଃପ୍ରବୃତ୍ତ ଭାବେ ଆରାମ ଓ ନବୀନତା ଲାଭ କରିଥାଉ, ତେବେ ତାହା ପଛରେ ଥିବା କାରଣ ଏଯାଏ ଜଣାପଡ଼ିନାହିଁ। ମାତ୍ର…

୨୦୨୪ ବିଶ୍ବ ନିର୍ବାଚନ: କ୍ଷମତାସୀନଙ୍କୁ ଝଟ୍‌କା

୨୦୨୪କୁ ଏକ ନିର୍ବାଚନର ବର୍ଷ ବୋଲି କୁହାଯାଇପାରେ। କାରଣ ଏହି ଗୋଟିଏ ବର୍ଷରେ ବିଶ୍ୱର ୪ଟି ବୃହତ୍ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତ, ଇଣ୍ଡୋନେସିଆ, ଆମେରିକା ଓ ପାକିସ୍ତାନରେ ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ୟୁରୋପୀୟ ସଂଘର ୨୭ଟି ସଦସ୍ୟ ରାଷ୍ଟ୍ରରେ ସଂସଦୀୟ ନିର୍ବାଚନ ହୋଇଛି। ଏକ ଆକଳନ…

ସ୍ବାସ୍ଥ୍ୟ ସ୍ବତନ୍ତ୍ର: ନୂଆ ଆଶା ଇତିହାସ

ରାଜ୍ୟର ଚିକିତ୍ସା ବ୍ୟବସ୍ଥାରେ ଅନେକ ସଫଳତାର ନୂଆ ଅଧ୍ୟାୟ ଯୋଡ଼ିଛି ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ। ଭବିଷ୍ୟତ ପାଇଁ ବି ଆଧୁନିକ ଚିକିତ୍ସା ବ୍ୟବସ୍ଥା କାର୍ଯ୍ୟକାରୀ କରାଇବାର ନୂଆ ଆଶା ସଞ୍ଚାର କରି ଚାଲିଛି। ଲିଭର୍‌ ପ୍ରତିରୋପଣ ବ୍ୟବସ୍ଥା ହେଉ,…

ସୁନ୍ଦରଗଡ଼ରେ ଆଗକୁ ବଢୁନି ସ୍ବାସ୍ଥ୍ୟସେବା, ଧୋକା ଦେଉଛନ୍ତି ଡିଏମ୍‌ଏଫ୍‌ ଡାକ୍ତର

ରାଉରକେଲା: ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ରେ ସ୍ବାସ୍ଥ୍ୟସେବାର ସୁଧାର ଆଣିବାକୁ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମ୍‌ଏଫ୍‌) ପାଣ୍ଠିରୁ ନିଯୁକ୍ତ ହୋଇଛନ୍ତି ଡାକ୍ତର, ବିଶେଷଜ୍ଞ, ନର୍ସ ଓ ଅନ୍ୟ କର୍ମଚାରୀ। ଡାକ୍ତର ଓ ବିଶେଷଜ୍ଞମାନଙ୍କୁ ମାସିକ ୭୦ ହଜାରରୁ ଆରମ୍ଭ କରି ୪ ଲକ୍ଷ ଟଙ୍କା…

ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ବଡ଼ସାହି: ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅଧୀନ ବଡ଼ସାହି-ମାଣତ୍ରୀ ରାସ୍ତାର ଅଙ୍ଗାରୀ ଛକରେ ଜନୈକା ଯୁବତୀଙ୍କ ମୃତ ଦେହକୁ ପୁଲିସ ଉଦ୍ଧାର କରିଛି। ମୃତକର ପରିଚୟ ମିଳିପାରିନଥିବା ବେଳେ ହତ୍ୟା ହୋଇଥିବା ନେଇ ପାରିପାର୍ଶ୍ବିକ ସ୍ଥିତିରୁ ପୁଲିସ ତଦନ୍ତ ଜାରି ରଖିଛି।…

ବାଇକକୁ ପିଟିଲା ତେଲ ବୋଝେଇ ଟ୍ରକ୍: ଚାଲିଗଲା ଯୁବ ସାମ୍ବାଦିକଙ୍କ ଜୀବନ

ନୀଳଗିରି: ବାଇକକୁ ପିଟିଲା ଟ୍ରକ ଚାଲିଗଲା ଯୁବ ସାମ୍ବାଦିକଙ୍କ ଜୀବନ। ଶେରଗଡ ଝରଣଘାଟୀ ୧୯ ନଂ ରାଜ୍ୟ ରାଜପଥର ଭାଲୁକାଶୁଣୀ ଛକରେ ଘଟିଛି ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଯୁବକ ଜଣକ ସୋର ନିକଟସ୍ଥ ଦହିସଡ଼ା ଗ୍ରାମର ସଞ୍ଜୀବ ବେହେରା(୩୮) ବୋଲି ଜଣାପଡ଼ିଛି। ସଞ୍ଜୀବ ସୋରରୁ…