Breaking News
Browsing Category

ବିଶେଷ

ବିଶେଷ

‘ଇସ୍ରୋ’ର ପିଏସ୍ଏଲ୍‌ଭି-ସି୬୦ର ଲକ୍ଷ୍ୟ: ମହାକାଶରେ ଶସ୍ୟବୀଜ ବିକାଶର ଅଧ୍ୟୟନ

ଭାରତୀୟ ମହାକାଶ ଗବେଷଣା ସଂସ୍ଥା ‘ଇସ୍ରୋ’ର ପରବର୍ତ୍ତୀ ଲକ୍ଷ୍ୟ ରହିଛି ଅନ୍ତରୀକ୍ଷରେ ଶସ୍ୟବୀଜର ଅଙ୍କୁରଣ ସହ ଉଦ୍ଭିଦର ବିକାଶକୁ ଅନୁଧ୍ୟାନ କରିବା। ଏଥିସହିତ ଅଙ୍କୁରଣ ପରେ ମହାଶୂନ୍ୟରେ ଭାସି ବୁଲୁଥିବା ମଞ୍ଜିର ବର୍ଜ୍ୟ ଅବଶେଷଗୁଡ଼ିକୁ ଦୃଶ୍ୟ ସର୍ବେକ୍ଷଣ ଓ ବସ୍ତୁଗତି ପୂର୍ବାନୁମାନ…

ଯୁବତୀ ଅଜଗର ସହିତ ଗୋଟିଏ ଶେଯରେ: ଭିଡିଓ ଭାଇରାଲ

ନୂଆଦିଲ୍ଲୀ:  ଦୁନିଆରେ ଅନେକ ବିପଜ୍ଜନକ ସାପ ଅଛନ୍ତି। ଏହି ସାପମାନଙ୍କ ମଧ୍ୟରୁ କେତେକ ନିଜ ବିଷରେ ଅନ୍ୟା ଜୀବନ ନେଇ ପାରନ୍ତି। ଆଉ କେତେକ ବଡ଼ ବଡ଼ ଜୀବଙ୍କୁ ମଧ୍ୟ ଗିଳି ଦିଅନ୍ତି ।  ଅନେକ ସାପ ଅଛନ୍ତି, ଯେଉଁମାନେ ବିଷାକ୍ତ ନୁହଁନ୍ତି। ସାପ ପ୍ରତି ‌ଲୋକଙ୍କ ମଧ୍ୟରେ ଭୟ…

ସ୍ବାସ୍ଥ୍ୟ ଓ ଗବେଷଣା

ସ୍ବାସ୍ଥ୍ୟ ଏବେ ବିଶ୍ବର ପ୍ରମୁଖ ପ୍ରସଙ୍ଗ ପାଲଟିଥିବାରୁ ଏହାର ବିଭିନ୍ନ କ୍ଷେତ୍ରରେ ନେଇ ଚାଲିଛି ଗବେଷଣା। ଔଷଧଠାରୁ ଟିକା, ଚିକିତ୍ସା ଉପକରଣରୁ ନେଇ ମଣିଷର ଶାରୀରିକ ସମସ୍ୟାକୁ ନେଇ ଚାଲିଛି ଅଧ୍ୟୟନ। ଏହି ପରିପ୍ରେକ୍ଷୀରେ ଚଳିତ ବର୍ଷ ଆସିଥିବା କିଛି ନୂଆ ଅଧ୍ୟୟନ ରିପୋର୍ଟ…

ଡାକ୍ତରଙ୍କୁ ପ୍ରଶ୍ନ: ଷ୍ଟ୍ରିକ୍‌ଚର ୟୁରେଥ୍ରା ପାଇଁ ଆଧୁନିକ ଚିକିତ୍ସା ‘ୟୁରେଗ୍ରୋ’

 ଷ୍ଟ୍ରିକ୍‌ଚର ୟୁରେଥ୍ରା କ’ଣ? ୟୁରେଥ୍ରା ବା ମୂତ୍ରନଳୀ ଶରୀରର ଏକ ଅଙ୍ଗ ଯାହାଦ୍ବାରା ମୂତ୍ରାଶୟରୁ ପରିସ୍ରା ନିଷ୍କାସିତ ହୋଇଥାଏ। ଏହି ମୂତ୍ରନଳୀର ସଂକୋଚନକୁ ‘ଷ୍ଟ୍ରିକ୍‌ଚର ୟୁରେଥ୍ରା’ କୁହାଯାଇଥାଏ।  ମୂତ୍ରନଳୀ ସଙ୍କୋଚନର କାରଣ କ’ଣ? ସଂକ୍ରମଣ, ମୂତ୍ରାଶୟରେ ଆଘାତ ଲାଗିବା…

ପୁରୁଣା କାଶ ଘରୋଇ ଉପଚାର

ବେଳେ ବେଳେ କାଶି କାଶି ଆମେ ନୟାନ୍ତ ହୋଇପଡ଼ିଥାଉ। ଏପରିକି ଡାକ୍ତରୀ ଔଷଧ ସେବନ ପରେ ମଧ୍ୟ ମାସାଧିକ କାଳ ଯାଏ କାଶ ଲାଗି ରହିଥାଏ। ଏହି ପୁରୁଣା କାଶର ଶିକାର ହୋଇ ଆମେ ସ୍ଥାନକାଳ ନିର୍ବିଶେଷରେ ଲହର କାଶକୁ ଅଟକାଇ ନପାରି ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହୋଇଥା’ନ୍ତି। ଏପରି ଲହର କାଶ…

ଧୂଳିଖେଳ ବଢ଼ାଏ ରୋଗ ପ୍ରତିରୋଧକତା

ପିଲାମାନେ ଘର ବାହାରେ ଧୂଳିଧୂସର ହୋଇ ଖେଳିବାକୁ ଅନେକ ବାରଣ କରିଥା’ନ୍ତି। ଏମିତି ଶରୀରକୁ ଅପରିଚ୍ଛନ୍ନ କରିବା ଦ୍ବାରା ନାନା ରୋଗଜୀବାଣୁ ସଂସ୍ପର୍ଶରେ ଆସିବାର ଆଶଙ୍କା ରହିଥାଏ। ସୁତରାଂ ତାହା ସ୍ବାସ୍ଥ୍ୟ ପାଇଁ ହାନିକାରକ ବୋଲି ଅନେକଙ୍କର ଧାରଣା ରହି ଆସିଛି। ମାତ୍ର ଏଭଳି ଯତ୍ନଶୀଳ…

ଚମତ୍କାର ୨୪: ରାଜନୀତିରେ ଶ୍ରୀଜଗନ୍ନାଥ

ଶ୍ରୀମନ୍ଦିର ପ୍ରତିଷ୍ଠା ପରେ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ ଶ୍ରୀଜଗନ୍ନାଥ ବର ଯାଚିଥିଲେ। ଇନ୍ଦ୍ରଦ୍ୟୁମ୍ନ କହିଥିଲେ, ‘ମୋତେ ନିର୍ବଂଶ କରିଦିଅନ୍ତୁ। ମୋ ପୂର୍ବ ପୁରୁଷ ମନ୍ଦିର ତୋଳିଥିଲେ ବୋଲି ଗର୍ବ କରିବାକୁ ମୋ ବଂଶରେ କେହି ନ ରୁହନ୍ତୁ।’ ପୁରାଣର ଏହି କଥାଟି ସ୍ପଷ୍ଟ ବାର୍ତ୍ତା…

ଭାରତ‌େରେ ପ୍ରଥମ: ମଧୁରଜଳ ଡଲଫିନ୍‌ର ଉପଗ୍ରହ ଟ୍ୟାଗିଂ

ଭାରତୀୟ ବୈଜ୍ଞାନିକମାନେ ଆସାମରେ ଏକ ଅଣ୍ଡିରା ଗାଙ୍ଗେୟ ମଧୁରଜଳ ଡଲ୍‌ଫିନ୍‌ (ପ୍ଳାଟାନିଷ୍ଟା ଗାଙ୍ଗେଟିକା)କୁ ଉପଗ୍ରହ ଟ୍ୟାଗିଂ କରିବାର ବିରଳ କୃତିତ୍ବ ହାସଲ କରିଛନ୍ତି। ଫଳରେ ଏହି ବିପନ୍ନ ଜଳଚର ଜୀବଟିର ସଂରକ୍ଷଣ ଦିଗରେ ଏକ ଦୀର୍ଘସୂତ୍ରୀ ଯୋଜନା କରାଯାଇ ପାରିବ। ଏଥିସହ ଡଲ୍‌ଫିନ୍‌…

ବିପନ୍ନ ତାଲିକାରେ ତିତି ବାନର

ବ୍ରାଜିଲ ଅନ୍ତର୍ଗତ ଆମାଜନ୍‌ ଜଙ୍ଗଲର ମାତୁ ଗ୍ରୋସୋ ଅଞ୍ଚଳରେ ବାସ କରୁଥିବା ପ୍ରାଚୀନ ତିତି ପ୍ରଜାତିର ବାନର ବଂଶ ଏବେ ଅବଲୁପ୍ତମୁଖୀ। ସଦ୍ୟତମ ବିପନ୍ନ ବାନର ପ୍ରଜାତି (ପ୍ରାଇମେଟ୍ ଇନ୍ ପେରିଲ୍) ରିପୋର୍ଟରେ ତିତି ବାନର ଅନ୍ତର୍ଭୁକ୍ତ ହୋଇଛନ୍ତି। ଚାରି ପ୍ରକାରର ଉଷ୍ମ କଟିବନ୍ଧୀୟ ବାନର…

ପରିବେଶ ଯୋଦ୍ଧା: ବନ୍ୟପ୍ରାଣୀ ସଂରକ୍ଷଣ ଓ ସୁରକ୍ଷାରେ ଆକାଶ

ପ୍ରକୃତିର ‌ସୌନ୍ଦର୍ଯ୍ୟ ତା’ର ବିବିଧତା ଉପରେ ନିର୍ଭରଶୀଳ। ଫଳର ଭିନ୍ନ ଭିନ୍ନ ପ୍ରକାରର ଗଛଲତା, ପଶୁପକ୍ଷୀ ଓ ଭୂମିରୂପ ଆମକୁ ମୋହିତ କରିଥାଏ। ଏବେ କିନ୍ତୁ  ବୃକ୍ଷରୋପଣ ଅଭିଯାନରେ ପ୍ରାୟତଃ ଗୋଟିଏ ପ୍ରକାରର ଗଛ ଅଧିକାଂଶ ସ୍ଥାନରେ ଲଗାଇ ଆମେ ପରିବେଶ ପ୍ରତି ଥିବା…