Breaking News
Browsing Category

ବିଶେଷ

ବିଶେଷ

ବେଙ୍ଗାଲୁରୁରେ ଆଠ ମାସର ଶିଶୁ ଶରୀରରେ ମେଟାନ୍ୟୁମୋଭାଇରସ୍ ଚିହ୍ନଟ

ବେଙ୍ଗାଲୁରୁ: ଚୀନ୍‌ରେ ଶ୍ୱାସକ୍ରିୟାଜନିତ ରୋଗ ବୃଦ୍ଧି ପାଉଥିବା ବେଳେ ହ୍ୟୁମାନ ମେଟାନ୍ୟୁମୋଭାଇରସ୍ (ଏଚ୍ଏମ୍‌ପିଭି) ଏକ ପ୍ରମୁଖ ଚିନ୍ତାର ବିଷୟ ପାଲଟିଛି। ଏବେ ବେଙ୍ଗାଲୁରୁରେ ଏକ ଆଠ ମାସର ଶିଶୁ ଶରୀରରେ ମେଟାନ୍ୟୁମୋଭାଇରସ୍ ଚିହ୍ନଟ ହୋଇଛି। ସହରର ଉତ୍ତର ଭାଗରେ ଥିବା…

ପ୍ରବାସୀ ଭାରତୀୟ ଦିବସ: ଓଡ଼ିଆଙ୍କ ପାଇଁ ସଂକଳ୍ପର ଦିବସ

ଏଥର ଓଡ଼ିଶାରେ ଅନୁଷ୍ଠିତ ହେଉଛି ପ୍ରବାସୀ ଭାରତୀୟ ଦିବସ। ଭାରତ ସରକାରଙ୍କ ବିଦେଶ ମନ୍ତ୍ରଣାଳୟର ଏହି ମହତ୍ତ୍ୱାକାଂକ୍ଷୀ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବିଭିନ୍ନ ଦେଶରେ ରହୁଥିବା ଭାରତୀୟମାନଙ୍କୁ ଏକସୂତ୍ରରେ ବାନ୍ଧି ସମ୍ପର୍କ ସ୍ଥାପନ କରିବା। ପରସ୍ପର ସହ ଆଲୋଚନା ଓ ଭାବବିନିମୟ ପାଇଁ ଏହା ଏକ…

ରାଜକିଶୋର ନାୟକ ଥିଲେ ଦେଶପ୍ରେମୀ ସନ୍ଥ

ନିରାକାର ଦାସ ଏବେ ଆମ ସାମାଜିକ ବ୍ୟବସ୍ଥା ଖୁବ୍ ଦୂଷିତ ଓ କଳୁଷିତ। ସାଂସ୍କୃତିକ ଅବକ୍ଷୟ ସହିତ ମାନବିକ ମୂଲ୍ୟବୋଧ ଦୁଃସ୍ଥିତିରେ। ସେବା, ତ୍ୟାଗ, ପରୋପକାର ଏବେ ସବୁ ଲୋକ ଦେଖାଣିଆ ଓ ବ୍ୟବସାୟୀକରଣ ହୋଇପଡ଼ିଲାଣି। ନୈତିକ ଅଧୋପତନ ଓ ଯାନ୍ତ୍ରିକତାର ଶିକାର ଏବେ ଯୁବ ସମାଜ।…

ଅନନ୍ୟ ବିଶ୍ୱବିଦ୍ୟାଳୟ: ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ, ୨୬ତମ ପ୍ରତିଷ୍ଠା ଦିବସ ଅବସରରେ

ଡ. ସ୍ମୃତିରଞ୍ଜନ ମିଶ୍ର ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ଆଜି ୨୬ ବର୍ଷରେ ଉପନୀତ, ରୌପ୍ୟଜୟନ୍ତୀ ପାଳନର ଶେଷ ସ୍ପର୍ଶ। ଆଜି ଏହି ମନୋରମ ପରିସରକୁ କୋଳାଗ୍ରତ କରିବାକୁ ଆସିଛନ୍ତି କଳାକାର, ଛାତ୍ରଛାତ୍ରୀ, ଶିଳ୍ପୀ, ଗୁରୁ, ଅଧ୍ୟାପକ ତଥା କର୍ମଚାରୀମାନେ।…

ତୁ ହି ମେରା ଘର୍‌!

ଲୋକପ୍ରିୟ କଣ୍ଠଶିଳ୍ପୀ ଅରମାନ୍‌ ମଲିକ ନୂଆବର୍ଷରେ ନୂଆ ଜୀବନ ଆରମ୍ଭ କରିଛନ୍ତି। ସେ ଜାନୁଆରି ୨ ତାରିଖରେ ତାଙ୍କ ପ୍ରେମିକା ତଥା ସୋସିଆଲ୍ ମିଡିଆ ଇନ୍‌ଫ୍ଲୁଏନ୍ସର ଆସ୍‌ନା ଶ୍ରଫ୍‌ଙ୍କୁ ବିବାହ କରିଛନ୍ତି। ବାହାଘର ପରେ ଅରମାନ୍‌ ତାଙ୍କ ଇନ୍‌ଷ୍ଟାରେ ଫଟୋ ସେୟାର୍ କରି ଲେଖିଛନ୍ତି, ‘ତୁ ହି…

ସୁଭାଷିତ: ଅତୀତର ଶିକ୍ଷା ଭବିଷ୍ୟତର ସତର୍କତା

ଉପରୋକ୍ତ ସୁଭାଷିତ ସ୍ବଭାବକବି ଗଙ୍ଗାଧର ମେହେରଙ୍କର ୧୯୦୩ ମସିହାର ଏକ କବିତାର ଅଂଶ। ସେପ୍ଟେମ୍ବର ୧୯୦୩ର ‘ଉତ୍କଳ ସାହିତ୍ୟ’ ଏବଂ ସେହିବର୍ଷ ସେପ୍ଟେମ୍ବର ୧ ତାରିଖର ‘ସମ୍ବଲପୁର ହିତୈଷିଣୀ’ରେ ଏହା ପ୍ରକାଶ ପାଇଥିଲା। ‘ହିତବାଦିନୀ’ ପତ୍ରିକାର ନବବର୍ଷ ବା ଜନ୍ମଦିନ ଉପଲକ୍ଷେ ଏହା ଲିଖିତ।…

ଗଞ୍ଜାମର ଭିନ୍ନ ପହିଲିଭୋଗ

ଶ୍ରୀମନ୍ଦିରରେ ଧନୁ ସଂକ୍ରାନ୍ତିଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଏକମାସ ବ୍ୟାପୀ ମହାପ୍ରଭୁଙ୍କୁ ପହିଲିଭୋଗ ହୁଏ। ପୁରାଣ ମତରେ ଏହା ଶ୍ରୀକୃଷ୍ଣଙ୍କ ଉଦ୍ଦେଶ୍ୟରେ ମା’ ଯଶୋଦାଙ୍କ ସେବା। ଶ୍ରୀମନ୍ଦିର ସ୍ବତ୍ବଲିପି ଅନୁସାରେ, ଏହି ପହିଲିଭୋଗରେ ଯେଉଁ ସବୁ ଭୋଗର ନାମ ଉଲ୍ଲେଖ ରହିଛି, ସେ…

ଶ୍ରୀରାମଙ୍କ ପଥ: ଆମର ତୀର୍ଥ, ବୈଦ୍ୟ ସୁଷେଣ

ରାମାୟଣରେ ସୁଷେଣଙ୍କର ବହୁଳ ବର୍ଣ୍ଣନା ନ ଥିଲେ ମଧ୍ୟ ତାଙ୍କର ଭୂମିକା ଥିଲା ଅସାମାନ୍ୟ। ସୁଷେଣ ଥିଲେ ଲଙ୍କାର ରାଜବୈଦ୍ୟ। ଶକ୍ତି ଅସ୍ତ୍ରରେ ଯେତେବେଳେ ଲକ୍ଷ୍ମଣ ମୂର୍ଚ୍ଛିତ ହୋଇ ପଡ଼ି ରହିଲେ, ସେତେବେଳେ ଜାମ୍ବବାନଙ୍କ ପରାମର୍ଶରେ ସୁଷେଣଙ୍କର ସହଯୋଗ ନିଆଗଲା। ସୁଷେଣ ଥିଲେ…

ଜୀବନ-ମନ୍ତ୍ର: ନୂଆ ବର୍ଷ ନୂଆ ସଂକଳ୍ପ

ନୂଆବର୍ଷ ଆରମ୍ଭରେ ଆମେ ସାଧାରଣତଃ ନୂଆ ସଂକଳ୍ପ ନେଇଥାଉ। ବିଶେଷକରି ଇଂରେଜୀ ନୂଆବର୍ଷ ବେଳେ, ଏହା ଅଧିକ ଚର୍ଚ୍ଚିତ ‌ହୋଇଥାଏ। କିନ୍ତୁ ବର୍ଷ ସରିବା ବେଳକୁ ଅନେକ ସମୟରେ ଦେଖାଯାଏ, ଯେ ବର୍ଷ ଆରମ୍ଭରେ ନେଇଥିବା ସଂକଳ୍ପ ସାର୍ଥକ ହୋଇନାହିଁ। ଏପରି କାହିଁକି ହୁଏ? ଏହା ଜାଣିବାପାଇଁ ଏହି…

ଏ ବର୍ଷ ଭାରତରେ ଗୋଟିଏ ଚନ୍ଦ୍ରଗ୍ରହଣ

ଚଳିତ ୨୦୨୫ରେ ପୃଥିବୀରେ ଦୁଇଟି ଚନ୍ଦ୍ରଗ୍ରହଣ ଓ ଦୁଇଟି ସୂର୍ଯ୍ୟୋପରାଗ ହେବ, କିନ୍ତୁ ଭାରତରେ କେବଳ ଗୋଟିଏ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବ। ଉଜ୍ଜୟିନୀସ୍ଥିତ ଜିଵାଜି ଦୂରବୀକ୍ଷଣ କେନ୍ଦ୍ରରୁ ମିଳିଥିବା ସୂଚନାନୁଯାୟୀ, ଭାରତବାସୀ ଆସନ୍ତା ସେପ୍‌ଟେମ୍ବର ୭-୮ ତାରିଖରେ ହେବାକୁ ଥିବା…