Breaking News
Browsing Category

ବିଶେଷ

ବିଶେଷ

ଅର୍ଥ ସୂତ୍ର: ସୀମାରୁ ଅଧିକ ଜମା ରଖିଲେ ପଡ଼ିବ ଆୟକର ଛାଟ

ଆମେ ମୁଖ୍ୟତଃ ଜମାରାଶିକୁ ସଞ୍ଚୟ ଜମାଖାତା (ସେଭିଂସ୍‌ ଆକାଉଣ୍ଟ‌)ରେ ରଖିଥାଉ। ହେଲେ ଏହା ଅସୀମିତ ନୁହେଁ। ଯଦି ନିର୍ଦ୍ଧାରିତ ସୀମାରୁ ଅଧିକ ଟଙ୍କା ଆକାଉଣ୍ଟରେ ଜମା କରାଯାଏ, ତେବେ ଆପଣ ଆୟକର ବିଭାଗ ନଜରକୁ ଆସିପାରନ୍ତି। ଆସନ୍ତୁ ଜାଣିବା ସେଭିଂସ୍‌ ଆକାଉଣ୍ଟକୁ ନେଇ ରହିଥିବା ଆୟକର ବିଭାଗର…

ବଜାଜ୍‌ ପଲ୍‌ସର୍‌ ଆର୍‌ଏସ୍‌୨୦୦

ନୂଆ ବର୍ଷରେ ବଜାଜ୍‌ ନିଜର ନୂଆ ବାଇକ୍‌- ପଲ୍‌ସର୍‌ ଆର୍‌ଏସ୍‌୨୦୦କୁ ବଜାରପ୍ରବେଶ କରାଇଛି। ଏହାର ପ୍ରାରମ୍ଭିକ ମୂଲ୍ୟ ରହିଛି ୧,୮୪,୧୧୫ ଟଙ୍କା (ଏକ୍ସ ସୋ’ରୁମ୍‌)। ଏଥିରେ ୧୯୯ ସିସିର ସିଙ୍ଗଲ୍‌ ସ୍ପାର୍କ ୪-ଭାଲ୍‌ଭ, ୬ ସ୍ପିଡ୍‌ ଗିୟର୍‌ବକ୍ସ, ଫୁଏଲ୍‌ ଇନ୍‌ଜେକ୍‌ଟେଡ୍‌ ଲିକ୍ବିଡ୍‌…

ଫେରୁଛି ସୁପର୍‌ସୋନିକ୍‌ ଯାତ୍ରା

ଅତ୍ୟଧିକ ବ୍ୟୟସାପେକ୍ଷ, ମାତ୍ରାଧିକ ଭଡ଼ା ଓ ଭୀଷଣ ଶବ୍ଦପ୍ରଦୂଷଣ ଯୋଗୁଁ ଶବ୍ଦଭେଦୀ (ଶବ୍ଦଠାରୁ ଅଧିକ ବେଗରେ ଗତି କରୁଥିବା) ବିମାନ ‘କନ୍‌କୋର୍ଡ’ର  ବ୍ୟାବସାୟିକ ଯାତ୍ରା ୨୦୦୩ ମସିହାରେ ବନ୍ଦ ହୋଇଯାଇଥିଲା। ତେବେ ଚଳିତବର୍ଷ ପୁଣି ଥରେ ସେଭଳି ଏକ ଅତିଦ୍ରୁତଗାମୀ ସୁପର୍‌ସୋନିକ୍‌ ବିମାନର…

ଚିତ୍ରାଙ୍ଗଦାଙ୍କ ଚମକ

ପ୍ରାୟ ପ୍ରତ୍ୟେକ ଅଭିନେତ୍ରୀ ପରଦାରେ ଅଭିନୟ ବେଳେ ଦର୍ଶକଙ୍କ ପ୍ରିୟ ରହନ୍ତି। ସମୟ ଚକ୍ରରେ ପଡ଼ି କିଛି ପରଦା ଆଗରୁ ଦୂରେଇ ଯାଆନ୍ତି ତ କିଛି ଦର୍ଶକଙ୍କ ପ୍ରିୟଭାଜନ ହୋଇନପା‌ରି ପରଦା ପଛରେ ରହିଯା’ନ୍ତି; ଆଉକିଛି ନିଜ ଇଚ୍ଛାରେ ବା ପରିବାର ଚାପରେ ନିଜକୁ ପରଦା ପଛରେ ରଖନ୍ତି। ସେମିତି ଜଣେ…

ନାରୀବିଦ୍ବେଷର ନୂଆ ଚରାଭୂଇଁ ଟେଲିଗ୍ରାମ୍‌ ଓ ରେଡିଟ୍‌

ଭାରତରେ ଇଣ୍ଟର୍‌ନେଟ୍‌ ବ୍ୟବହାରକାରୀଙ୍କ ସଂଖ୍ୟା ବଢ଼ିବା ସହିତ ଡିଜିଟାଲ୍‌ ଦୁନିଆ ଅଧିକରୁ ଅଧିକ ଆପତ୍ତିଜନକ ସାମଗ୍ରୀ ଓ ବେଆଇନ କାର୍ଯ୍ୟକଳାପର ମଞ୍ଚ ପାଲଟୁଛି। ‘ଟେଲିଗ୍ରାମ୍‌’ ଓ ‘ରେଡିଟ୍‌’ ପରି ସାମାଜିକ ଗଣମାଧ୍ୟମ ନାରୀ ବିଦ୍ବେଷ ପ୍ରସାରର ଚରାଭୂଇଁ ପାଲଟିଥିବା ବିଭିନ୍ନ ରିପୋର୍ଟରୁ…

ମହିଳାଙ୍କୁ ସ୍ବତନ୍ତ୍ର ସୁବିଧା

ମହିଳାଙ୍କ ସୁବିଧା ଓ ସୁରକ୍ଷା ପାଇଁ ଅନେକ ଯୋଜନା ପ୍ରଣୟନ ହୋଇଛି। ଏହା ବିଷୟରେ ଊଣା ଅଧିକେ ସମସ୍ତେ ଅବଗତ ଅଛନ୍ତି। କିନ୍ତୁ ଅଧିକାଂଶ ମହିଳା ବିଶେଷ କରି ଗ୍ରାମାଞ୍ଚଳ ତଥା କିଛି ଶିକ୍ଷିତ ମହିଳା ବି ଏ ବିଷୟରେ ସଚେତନ ନୁହନ୍ତି। ଏଣୁ ସେମାନଙ୍କ ଅବଗତି ନିମନ୍ତେ ଆମର ଏଥରର…

ଦେହ ମନକୁ ସୁସ୍ଥ ରଖେ ନୃତ୍ୟ

ଡ୍ୟାନ୍ସ ଥେରାପି ବା ନୃତ୍ୟ ଚିକିତ୍ସା ହେଉଛି ଭାବନାତ୍ମକ, ସୃଜନାତ୍ମକ ତଥା ଶାରୀରିକ ସୁସ୍ଥତା ପାଇଁ ଉପଯୋଗ ହେଉଥିବା ଏକ ନୃତ୍ୟଶୈଳୀ; ଯାହା ଉଭୟ ଶରୀର ଓ ମନକୁ ସୁସ୍ଥ ରଖିଥାଏ। ଦିନଯାକର ପରିଶ୍ରମ ସାଙ୍ଗକୁ ମାନସିକ ଚିନ୍ତା ଆମ ଜୀବନଶୈଳୀ ଉପରେ ଅନେକ ପ୍ରଭାବ ପକାଇଥାଏ। ସେଥିରୁ ମୁକ୍ତି…

କୃଷିକ୍ଷେତ୍ରରେ ବିପ୍ଳବ ଆଣିବ ସ୍ବୟଂଚାଳିତ ଟ୍ରାକ୍ଟର

ଟ୍ରାକ୍ଟର ସମେତ ବିଭିନ୍ନ ପ୍ରକାର କୃଷି ଯନ୍ତ୍ରପାତି ନିର୍ମାଣ କରୁଥିବା ଆମେରିକୀୟ କମ୍ପାନି ‘ଜନ୍ ଡିଅର୍‌’ କିଛି ନୂତନ ଧରଣର ସ୍ବୟଂଚାଳିତ ଯାନ ବାହାର କରିବାକୁ ଜୋରଦାର୍‌ ପ୍ରସ୍ତୁତି ଚଳାଇଛି। କମ୍ପାନିର ସେହି ପ୍ରସ୍ତାବିତ ଯନ୍ତାଂଶଗୁଡ଼ିକ ମଧ୍ୟରେ ସ୍ବୟଂଚାଳିତ ଟ୍ରାକ୍ଟର, ଉଦ୍ୟାନ…

ଫୋକସ୍‌ରେ ଗ୍ୟାଜେଟ୍: ତ୍ବଚା ସମସ୍ୟା ନିରୂପଣ କରିବ ସେଲ୍ ବାୟୋପଏଣ୍ଟ୍

ବିଭିନ୍ନ ପ୍ରକାର ପ୍ରସାଧନ ସାମଗ୍ରୀ ପ୍ରସ୍ତୁତ କରୁଥିବା ଅନ୍ତର୍ଜାତୀୟ ଲୋରିଅଲ୍‌ କମ୍ପାନି ପକ୍ଷରୁ ‘ସେଲ୍‌ ବାୟୋପଏଣ୍ଟ୍’ ନାମରେ ଏକ ନୂତନ ଉତ୍ପାଦ ବଜାରକୁ ଛାଡ଼ିବାକୁ ଘୋଷଣା କରାଯାଇଛି। ଏହି ଯନ୍ତ୍ରାଂଶଟି ଆମ ଚର୍ମରେ କୌଣସି ପ୍ରକାର କ୍ଷତ ନକରି, ଅର୍ଥାତ୍‌ ଶରୀର ଭିତରକୁ ପ୍ରବେଶ ନକରି…

ପ୍ରବାସୀ ଭାରତୀୟ ଦିବସ: ନାଚ ଗୀତରେ ଝୁମୁଛି, ଐତିହ୍ୟ ବଖାଣୁଛି ‘ଏକାମ୍ର ୱାକ୍ସ’

କାନ୍ଥ ବାଡ଼ରେ ଶୋଭା ପାଉଛି ଶିଳ୍ପୀଙ୍କ ଜୀବନ୍ତ ଛବି। ରାସ୍ତାରେ ଏବେ କଳା ରଙ୍ଗର ପିଚୁ ଚକ୍‌ ଚକ୍‌ କରୁଛି। ଡିଭାଇଡରରେ ଲାଗିଛି ନୂଆ ରଙ୍ଗ। ଦୁଇ ପାର୍ଶ୍ବରେ ରଙ୍ଗବେରଙ୍ଗର ଜାତି ଜାତି ଫୁଲ ରାଜଧାନୀର ଶୋଭା ବଢ଼ାଉଛି। ରାତି ହେଲେ ଦିନଠାରୁ ଅଧିକ ଚମକୁଛି ରାଜଧାନୀ। ରଙ୍ଗବେରଙ୍ଗର…