Breaking News
Browsing Category

ବିଶେଷ

ବିଶେଷ

ରୋଲ୍‌ସ ରଏସ୍‌ ଘୋଷ୍ଟ୍‌ ସିରିଜ୍‌-୨

ରୋଲ୍‌ସ ରଏସ୍‌ର ସେଡାନ୍‌ ସେଗ୍‌ମେଣ୍ଟରେ ଯୋଡ଼ି ହୋଇଛି ନୂଆ ଲକ୍‌ଜୁରି କାର୍‌ ଘୋ‌ଷ୍ଟ୍‌ ସିରିଜ୍‌। ଏହାର ପ୍ରାରମ୍ଭିକ ମୂଲ୍ୟ ରହିଛି ୮.୯୫ କୋଟି ଟଙ୍କା (ଏକ୍ସ ସୋ’ ରୁମ୍‌)। ଷ୍ଟାଣ୍ଡାର୍ଡ, ଏକ୍ସଟେଣ୍ଡେଡ୍‌, ବ୍ଲାଜ୍‌ ବେଜ୍‌ ପରି ତିନିଟି ଭାରିଆଣ୍ଟ୍‌ରେ ମିଳିବ ଏହି କାର୍‌। ଏଥିରେ…

ଶୃଙ୍ଖଳିତ ଜୀବନଶୈଳୀ ପାଇଁ: ସ୍ବାସ୍ଥ୍ୟ ସଂକଳ୍ପ

ନୂଆବର୍ଷର ଆରମ୍ଭ ନିଜ ସ୍ବାସ୍ଥ୍ୟ ଓ ଜାବନଶୈଳୀର ପୁନଃମୂଲ୍ୟାୟନ କରିବାର  ପ୍ରକୃଷ୍ଟ ସମୟ। ନୂଆବର୍ଷରେ ଅଧିକାଂଶ ଲୋକ ବିଭିନ୍ନ କ୍ଷେତ୍ରରେ କିଛି ସଂକଳ୍ପ ବା ‘ରିଜୋଲ୍ୟୁସନ୍‌’ ନେଇଥିବେ ଓ ତାହାକୁ ପାଳନ କରିବାଲାଗି ଉଦ୍ୟମ କରିଥିବେ। ଏହା ଭିତରେ ଗୋଟିଏ ସପ୍ତାହ ବିତି ଯାଇଛି। ଏହି ପ୍ରଥମ…

ବର୍ଷ ଆରମ୍ଭରୁ ଡରାଇଲା: ଏଚ୍‌ଏମ୍‌ପି ଭୂତାଣୁ

ଭୁବନେଶ୍ବର: ବର୍ଷ ଆରମ୍ଭରୁ ଚୀନ୍‌ରେ ବ୍ୟାପିଥିବା ହ୍ୟୁମାନ ମେଟାନିମୋ ଭାଇରସ(ଏଚ୍‌ଏମ୍‌ପିଭି) ଡରାଇବାକୁ ଆରମ୍ଭ କରିଛି। ଚୀନ୍‌ରୁ ଏହି ଭୂତାଣ ଅନ୍ୟ ଦେଶକୁ ବ୍ୟାପୁଛି କି ନାହିଁ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ତେବେ ଦେଶରେ ଏକାଧିକ ରାଜ୍ୟରେ ଶିଶୁମାନେ ଏହି ଭୂତାଣରେ ଚିହ୍ନଟ…

ପରିବେଶ ଯୋଦ୍ଧା: ‘କେକ୍‌ ନ କାଟି ଗଛ ଲଗାଅ’

କିଛି ଦଶନ୍ଧି ପୂର୍ବରୁ ଯେତେବେଳେ କୁହାଯାଉଥିଲା ଯେ ପାଣି ପ୍ୟାକେଟ୍‌ ହୋଇ ବିକ୍ରି ହେ‌ବ; ସେତେବେଳର ଲୋକ ଆଶ୍ଚର୍ଯ୍ୟ ହେଉଥିଲେ। ସବୁଆଡ଼େ ତ ପାଣି। ପ୍ରକୃତି ମାଗଣାରେ ଦେଇଥିବା ପାଣିକୁ ବିକ୍ରି ପୁଣି କିଏ କରିବ ଓ କାହିଁକି କିଏ କିଣିବ! କିନ୍ତୁ ପାଣି କିଣି ପିଇବା ଆଜିକା ସମୟରେ ଏକ…

ଅହେତୁକ ତାପମାତ୍ରା ବୃଦ୍ଧି ନେଇ ଦ୍ବନ୍ଦ୍ବରେ ବୈଜ୍ଞାନିକ

ଦଶନ୍ଧି ଦଶନ୍ଧି ଧରି ବିଶ୍ବ ତାପମାତ୍ରାରେ ନିରନ୍ତର ବୃଦ୍ଧି ଘଟିଚାଲିଛି। ତେବେ ଏଥିରେ ଅତର୍କିତ ଅସାଧାରଣ ବୃଦ୍ଧି ବୈଜ୍ଞାନିକମାନଙ୍କୁ ଚିନ୍ତାରେ ପକାଇଛି। କାହିଁକି ଏଭଳି ଘଟୁଛି ବୋଲି ଗବେଷକମାନେ ଦ୍ବନ୍ଦ୍ବରେ ପଡ଼ିଛନ୍ତି। ବିଗତ ଦୁଇବର୍ଷ ହେଲା ବିଶ୍ବ ତାପମାତ୍ରାରେ ରେକର୍ଡ ବୃଦ୍ଧି…

ଜଳବାୟୁ ପରିବର୍ତ୍ତନ: ଚିନ୍ତାରେ ଭାରତୀୟ ଯୁବପିଢ଼ି

ଏକ ସର୍ବେକ୍ଷଣ ଅନୁଯାୟୀ ଭାରତରେ ସ୍କୁଲ ଓ କଲେଜ ଯାଉଥିବା ବିଦ୍ୟାର୍ଥୀ ପରିବେଶକୁ ନେଇ ଅତ୍ୟନ୍ତ ଉଦ୍‌ବେଗଗ୍ରସ୍ତ। ୯୪ ପ୍ରତିଶତ ଛାତ୍ରଙ୍କ ଉପରେ ଜଳବାୟୁ ପରିବର୍ତ୍ତନର ସିଧାସଳଖ ପ୍ରଭାବ ପଡ଼ିଛି ବୋଲି ଏଥିରେ ପ୍ରକାଶ ପାଇଛି। ତାପମାତ୍ରା ବୃଦ୍ଧି ଓ ଚରମ ପାଣିପାଗ ଘଟଣା ଯୋଗୁଁ ସେମାନଙ୍କ…

ଭାରତର ନୂଆ ଡିଜିଟାଲ୍‌ ଭବିଷ୍ୟତ: ଡାଟା ସୁରକ୍ଷା ପାଇଁ ଏକ ନାଗରିକ କୈନ୍ଦ୍ରିକ ଦୃଷ୍ଟିକୋଣ

‘‘ଯେତେବେଳେ ଆମେ ବିଶ୍ୱର ଭବିଷ୍ୟତ ବିଷୟରେ ଆଲୋଚନା କରୁ, ସେତେବେଳେ ଏକ ମାନବ-କୈନ୍ଦ୍ରିକ ଆଭିମୁଖ୍ୟ ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ ହେବା ଉଚିତ।’’ ନିକଟରେ ମିଳିତ ଜାତିସଂଘର ଶିଖର ସମ୍ମିଳନୀରେ ଆମର ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏହି ବକ୍ତବ୍ୟ ଲୋକମାନଙ୍କୁ ପ୍ରାଥମିକତା…

ସାତଟି ଶିଖରର ସର୍ବକନିଷ୍ଠ ରାଣୀ!

ମୁଁପର୍ବତ ଶିଖରରେ ଇତିହାସ ରଚିଲି କିନ୍ତୁ ମୋ ଜୀବନ ଇତିହାସର ଶିଖର ମୋ’ ମା। ‘୨୦୨୫’ ନୂଆ ବର୍ଷର ପ୍ରେରଣା କିଶୋରୀ କାମ୍ୟା। ୧୭ ବର୍ଷ ବୟସ୍କା କାମ୍ୟା କାର୍ତ୍ତିକେୟନ୍ ପୃଥିବୀର ସାତଟି ମହାଦେଶର ସମସ୍ତ ସର୍ବୋଚ୍ଚ ଶିଖରରେ ନିଜର ପାଦ ରଖି ସର୍ବକନିଷ୍ଠା କିଶୋରୀ ଭାବେ ଇତିହାସରେ ନିଜ ନାଁ…

ମୃଣାଳିନୀଙ୍କ ମନକଥା

ମୃଣାଳିନୀ ପାଢ଼ୀ ଏକାଧାରରେ ଜଣେ ସମାଜସେବୀ, ଲେଖିକା ଓ ବରିଷ୍ଠ ଆଇନଜୀବୀ ଭାବେ ସୁପରିଚିତ। ଦୀର୍ଘ ଚାରି ଦଶନ୍ଧି ଧରି ଭିନ୍ନକ୍ଷମ ପିଲାମାନଙ୍କ ଲାଳନପାଳନ ଓ ଶିକ୍ଷାପ୍ରଦାନ କରିବାର ଉତ୍ସର୍ଗୀକୃତ ସେବା ପାଇଁ ତାଙ୍କୁ ନୂଆଦିଲ୍ଲୀସ୍ଥିତ ସୁନାମଧନ୍ୟ କ୍ୟାପିଟାଲ୍‌ ଫାଉଣ୍ଡେସନ୍‌…

କଳଙ୍କର କାଳିମା ଯାହାର ବିଜୟ ତିଳକ!

୧୯୧୧ ମସିହା। ସମଗ୍ର ପୃଥିବୀକୁ ଚମକାଇ ଦେଇ ଦ୍ବିତୀୟ ଥର ପାଇଁ ନୋବେଲ ପୁରସ୍କାର ଘୋଷଣା କରାଗଲା ବିଜ୍ଞାନୀ ମାଡାମ୍‌ ମେରୀ କ୍ୟୁରିଙ୍କ ନାମରେ। ତାଙ୍କ ପୂର୍ବରୁ କେହିହେଲେ ଦୁଇଥର ନୋବେଲ ପୁରସ୍କାର ପାଇନଥିଲେ, ତାହା ପୁଣି ଦୁଇଟି ଭିନ୍ନ ଭିନ୍ନ ବିଭାଗରେ। ଆଶ୍ଚର୍ଯ୍ୟର କଥା ହେଲା, ନାମ…