Breaking News
Browsing Category

ବିଶେଷ

ବିଶେଷ

ପ୍ରକୃତି ସେବାରେ ସ୍ୱର୍ଗପ୍ରାପ୍ତି: ପଦ୍ମଶ୍ରୀ ଚାମି ମୁର୍ମୁ

ଭାରତୀୟ ପରିବେଶବିତ୍ ଚାମି ମୁର୍ମୁ ଗତ ୩୦ ବର୍ଷରେ ୩୦ ଲକ୍ଷରୁ ଅଧିକ ଗଛ ଲଗାଇବା ସହିତ ଏକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ୩୦,୦୦୦ ମହିଳାଙ୍କୁ ସଶକ୍ତ କରିଛନ୍ତି। ସେହି ମହିଳାମାନେ ଜଣେ ଜଣେ ଅଗ୍ରଣୀ ପରିବେଶ କର୍ମୀଭାବରେ ଛିଡ଼ା ହୋଇ ଝାଡ଼ଖଣ୍ଡର ୫୦୦ ଗାଁ ଗଣ୍ଡାରେ ଜଙ୍ଗଲ ସୁରକ୍ଷା,…

ନାନା ରଙ୍ଗ ନାନା କଥା

ରଙ୍ଗର ଅନେକ ପ୍ରଭାବ ରହିଛି। ଯେଉଁଥିପାଇଁ ପ୍ରତ୍ୟେକ ଦେଶର ଜାତୀୟ ପତାକାରେ ବି ଭିନ୍ନଭିନ୍ନ ରଙ୍ଗକୁ କେତେକ ପ୍ରତୀକ ଭାବେ ବ୍ୟବହାର କରାଯାଇଥାଏ। କେତେକ ପେସାରେ ମଧ୍ୟ ନିର୍ଦ୍ଦିଷ୍ଟ ରଙ୍ଗର ଡ୍ରେସ୍‌କୋଡ୍‌ ବ୍ୟବହାର କରାଯାଏ। ସେହିପରି ପରମ୍ପରାକୁ ନେଇ ବିଭିନ୍ନ ରଙ୍ଗର ମହତ୍ତ୍ୱ ରହିଛି।…

ଶୁଦ୍ଧସୁବର୍ଣ୍ଣର ମଣ୍ଡପ ହୀରାମାଣିକ୍ୟ କୋଠି

ଓଡ଼ିଆଙ୍କ ଜୀବନଶୈଳୀ ତଥା ଭକ୍ତି ସାହିତ୍ୟରେ କାର୍ତ୍ତିକ ମାସର ମହିମା ଅତୁଳନୀୟ। ବିଶେଷକରି ମାଆ, ମାଉସୀମାନଙ୍କର ହବିଷମାସ ଭାବରେ ପୁଣ୍ୟକାର୍ତ୍ତିକର ପ୍ରତ୍ୟେକଟି ଦିନ ଗୁରୁତ୍ୱପୂର୍ଣ୍ଣ। ପହିଲି କାର୍ତ୍ତିକ ଦିନ ବଡ଼ି ଭୋର୍‌ରୁ ଉଠି ଗାଧୋଇପାଧୋଇ ଚଉରା ପୂଜା କରିବାକୁ ଆସନ୍ତି ସେମାନେ।…

ଆଜି ପୁଣି ସାମୁଦ୍ରିକ ବାତ୍ୟା ‘ଦାନା’ ପ୍ରଭାବିତ ଅଞ୍ଚଳ ବୁଲିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ଆଜି ମଧ୍ୟାହ୍ଣ ୧୨ଟାରେ ପୁଣି ସାମୁଦ୍ରିକ ବାତ୍ୟା ‘ଦାନା’ର ପ୍ରଭାବରେ ବାଲେଶ୍ବର ଓ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ କ୍ଷୟକ୍ଷତି ହୋଇଥିବା ଅଞ୍ଚଳକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯିବେ। ସେ ଭୁବନେଶ୍ଵର ବିମାନବନ୍ଦରରୁ ହେଲିକପ୍ଟର ଯୋଗେ  ଯାଇ ବାତ୍ୟା ପ୍ରଭାବିତ…

ପରିତ୍ୟକ୍ତ କୂଅରେ ୧୦ରୁ ଊର୍ଦ୍ଧ୍ବ ଜଙ୍ଗଲି ବାରହା ଠାବ

ହରିଚନ୍ଦନପୁର: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ଜୁଙ୍ଗା ପଞ୍ଚାୟତ ଭଗାମୁଣ୍ଡା ଗ୍ରାମ କିଶାନ ସାହିରେ ଆଜି ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏଠାରେ ଥିବା ଏକ ପରିତ୍ୟକ୍ତ କୂଅରେ ପଡ଼ିଛନ୍ତି ୧୦ରୁ ଊର୍ଦ୍ଧ୍ବ ଜଙ୍ଗଲି ବାରହା। ବନ ବିଭାଗକୁ ଉଦ୍ଧାର ପାଇଁ…

ନୂଆ ଶିଖରରେ ଭାରତୀୟ ବଂଶୋଦ୍ଭବ ମହିଳା

ବିଶ୍ବର ଅଗ୍ରଣୀ ବ୍ୟାଙ୍କ୍‌ ‘ଏଚ୍‌ଏସ୍‌ବିସି’ର ଚିଫ୍‌ ଫାଇନାନ୍‌ସିଆଲ୍‌ ଅଫିସର୍‌ (ସିଏଫ୍‌ଓ) ଭାବେ ଭାରତୀୟ ବଂଶୋଦ୍ଭବ ପାମ୍‌ କୌରଙ୍କୁ ନିଯୁକ୍ତ କରିଛି। ଏହି ନିଯୁକ୍ତି ଏଥିପାଇଁ ବିଶେଷ ଗୁରୁତ୍ବ ବହନ କରେ ଯେ ଏହି ବିଶାଳ ବ୍ୟାଙ୍କିଙ୍ଗ୍‌ ସଂସ୍ଥାର ୧୬୦ ବର୍ଷର ଇତିହାସରେ ପ୍ରଥମ ଥର ପାଇଁ…

ବାଣ ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ଗୁରୁତର

ଭାପୁର: ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଗୋଳାପୋଖରୀ ପଞ୍ଚାୟତ ଅଧୀନ ତରବାଲୋ ଗ୍ରାମରେ ବେଆଇନ ଭାବରେ ବାଣ ପ୍ରସ୍ତୁତ କରୁଥିବାବେଳେ ବିସ୍ପୋରଣ ହେବା ସହିତ ଜଣେ ଗୁରୁତର ଆହତ ହୋଇଛନ୍ତି। ଆହତ ବ୍ୟକ୍ତି ହେଲେ ଉକ୍ତ ଗ୍ରାମର ଧନେଶ୍ୱର ଦଳେଇ। ଆସନ୍ତା ଦୀପାବଳିକୁ ଆଖି ଆଗରେ…

ଆଶା ଦିଦି ଶିବାନୀ ମଣ୍ଡଲଙ୍କ ଭଲ କାମକୁ ଉଚ୍ଚ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: କେନ୍ଦ୍ରାପଡା ଜିଲ୍ଲା ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଆଶା ଦିଦି ଶିବାନୀ ମଣ୍ଡଳଙ୍କ ସହିତ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଅପରାହ୍ନରେ ଟେଲିଫୋନ୍ ଯୋଗେ କଥାହୋଇ ବାତ୍ୟା ସମୟରେ ମାନବିକତାର ପ୍ରକୃତ ନିଦର୍ଶନ ଦେଖାଇଥିବାରୁ ତାଙ୍କୁ…

ଦୃଷ୍ଟିହୀନ ତିନି ଝିଅଙ୍କ ଚିକିତ୍ସା ପାଇଁ ସରକାରୀ ସହାୟତାକୁ ଅପେକ୍ଷା କଲେ ଦଂପତି

ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଫୁପୁଗାଁ ପଞ୍ଚାୟତ ଅନ୍ତର୍ଗତ ବିରୀଗୁଡା ଗ୍ରାମର ଗୋଟିଏ ପରିବାରର ତିନି ଝିଅ ଦୃଷ୍ଟିହୀନ ଥିବା ବେଳେ ସରକାରୀ ସହାୟତା ମିଳୁନଥିବା ଅଭିଯୋଗ ହୋଇଛି। ସେହିପରି ପ୍ରଶାସନ ପକ୍ଷରୁ ମାଗଣା ଚିକିତ୍ସା କରିବା ପାଇଁ ଦାବି ହୋଇଛି। ଫୁପୁଗାଁ…

ୟୁଜିସିର ବିନା ଅନୁମତିରେ ଲୋଗୋ ବ୍ୟବହାର କଲେ କାର୍ଯ୍ୟାନୁଷ୍ଠାନ

ଭୁବନଶ୍ବେର: ୟୁଜିସିର ବିନା ଅନୁମତିରେ ଲୋଗୋ ବ୍ୟବହାର କଲେ କାର୍ଯ୍ୟାନୁଷ୍ଠାନ |  ୟୁଜିସିର ଲୋଗୋ କିମ୍ବା ନାମକୁ ଅନଧିକୃତ ଭାବେ ବ୍ୟବହାର କରୁଥିଲେ ଏବେଠୁ ସାବଧାନ ହୁଅନ୍ତୁ। ଏପରି କାର୍ଯ୍ୟ କଲେ କାର୍ଯ୍ୟାନୁଷ୍ଠାନ ନେବ ୟୁଜିସି। ଏପରି କଡ଼ା ଚେତାବନୀ ୟୁଜିସି ପକ୍ଷରୁ ଦିଆଯାଇଛି ।…