Breaking News
Browsing Category

ବିଶେଷ

ବିଶେଷ

ବିବାହ ପୂର୍ବରୁ ଯକୃତ୍‌ ପରୀକ୍ଷା ଜରୁରି କାହିଁକି

ବିବାହ ସମୟରେ ବର-କନ୍ୟାଙ୍କ ସମେତ ଉଭୟ ପକ୍ଷ ଭିତରେ ବୁଝାମଣା ଏବଂ ଭାବପ୍ରବଣତା ଜଡ଼ିତ ଥାଏ। ମାତ୍ର ଏସବୁ ଭିତରେ ସମସ୍ତେ ଏକ ଗୁରୁତ୍ବପୂର୍ଣ୍ଣ କାମ ଭୁଲିଯାଇଥା’ନ୍ତି- ତାହା ହେଉଛି ବର ଓ କନ୍ୟାଙ୍କ ଯକୃତ୍‌ ପରୀକ୍ଷା। ବିଶେଷଜ୍ଞ ଡାକ୍ତରଙ୍କ ଅନୁସାରେ, ବିବାହ ପୂର୍ବରୁ ଉଭୟଙ୍କର…

ଗଞ୍ଜେଇ ମାଫିଆଙ୍କ ଗଳାବାଟ ରେଳ ଷ୍ଟେସନ: ୧୦ମାସରେ ୧୨ଟି ମାମଲା,୧୦୦କ୍ବିଣ୍ଟାଲ ଜବତ

କୋରାପୁଟ: ଅବିଭକ୍ତ କୋରାପୁଟ ଜିଲ୍ଲା ଏବେ ଗଞ୍ଜେଇ ଚାଷ ଓ ଚାଲାଣକାରୀଙ୍କ ହବ୍ ପାଲଟିଯାଇଛି। ବିଭିନ୍ନ ମାଧ୍ୟମରେ ଚାଲାଣ ଜାରି ରହିଛି। ତେବେ ସଡ଼କ ପଥରେ ବହୁ ସମୟରେ ପୁଲିସ, ଅବକାରୀ ବିଭାଗ ହାତରେ ଧରାପଡ଼ୁଥିବାରୁ ଗଞ୍ଜେଇ ମାଫିଆମାନେ ଗଳାବାଟ ଖୋଜିଛନ୍ତି।  ଏବେ ରେଳ ଯୋଗେ ଅନ୍ୟ…

ଦୁଇ ନାବାଳିକାଙ୍କୁ ଘୋଷାଡ଼ିନେଲା ଟ୍ରେଲର୍‌, ୧ ମୃତ

ରାଉରକେଲା: ରାସ୍ତା ଠାରୁ ଢେର୍‌ ଦୂରରେ ଛିଡ଼ା ହୋଇଥିଲେ ଦୁଇ ନାବାଳିକା। ମାତ୍ରାଧିକ ବେଗରେ ଆସୁଥିବା ଟ୍ରଲର୍‌ ଉଭୟଙ୍କୁ ଧକ୍କା ଦେବାସହ ଘୋଷାଡ଼ି ନେଇଥିଲା। ଫଳରେ ଉଭୟ ଗୁରୁତର ଆହତ ହୋଇଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ନାବାଳିକାଙ୍କ ଅକାଳ ବିୟୋଗ ଘଟିଛି। ମୃତକ ହେଉଛନ୍ତି…

ଜଙ୍ଗଲର ବଦଳୁଥିବା ଆଚରଣ ଓ ଉଚ୍ଚାରଣ ଜଳବାୟୁ ପରିବର୍ତ୍ତନର ସୂଚନା ଦେଉଛି: ଯୁବ ବିଜ୍ଞାନୀ ପୂରବୀ ସାଇକିଆ

ଗତ ଅଗଷ୍ଟ ୨୨ ତାରିଖରେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବନରାସ ହିନ୍ଦୁ ବିଶ୍ବବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗ ଆସୋସିଏଟ୍‌ ପ୍ରଫେସର ଡକ୍ଟର ପୂରବୀ ସାଇକିଆଙ୍କୁ ସମ୍ମାନଜନକ ଶାନ୍ତି ସ୍ବରୂପ ଭଟ୍ଟନାଗର ଯୁବ ବିଜ୍ଞାନୀ ସମ୍ମାନରେ ପୁରସ୍କୃତ କରିଛନ୍ତି। ତାଙ୍କ ସହିତ ମୋଟ ୧୮ ଜଣ…

ଡିଜିଟାଲ୍‌ ପ୍ରଦୂଷଣ

ଆଜିର ଅତ୍ୟାଧୁନିକ ଯୁଗରେ ସଭିଏଁ ଇଣ୍ଟର୍‌ନେଟ୍‌, ସାମାଜିକ ଗଣମାଧ୍ୟମ ଓ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଉପରେ ଏକପ୍ରକାରେ ନିର୍ଭରଶୀଳ ହୋଇପଡ଼ିଛନ୍ତି। ଅଧୁନା ଡିଜିଟାଲ୍‌ ବିଶ୍ବ ଶୈଶବର ଖେଳସାଥୀ, କୈଶୋରର ଫ୍ୟାସନ୍‌ ଷ୍ଟୋର୍‌, ଯୁବକମାନଙ୍କର ବୃତ୍ତିଗତ  ଆବଶ୍ୟକତା, ପ୍ରୌଢ଼ତାର ସମ୍ପର୍କର ଡୋର…