Breaking News
Browsing Category

ଭାଷା ଓ ସାହିତ୍ୟ

ମୌସୁମୀ ସକ୍ରିୟ : ୨୮ରେ ଲଘୁଚାପ

ଭୁବନେଶ୍ୱର: ରାଜ୍ୟର ସମସ୍ତ ୩୦ ଜିଲାରେ ମୌସୁମୀ ସକ୍ରିୟ ହୋଇଯାଇଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନାମିଳିଛି। ଏହାର ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ବବର୍ଷା ହେଉଛି। ୨୮ତାରିଖ ବେଳକୁ ବଙ୍ଗେପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆସନ୍ତା ୬…

ମହାପ୍ରଭୁ ଶ୍ରୀଜଗନ୍ନାଥ ଯିବେ ଗୁଣ୍ଡିଚାଘର, ଶ୍ରୀକ୍ଷେତ୍ରକୁ ଛୁଟିଛି ଭକ୍ତଙ୍କ ସୁଅ

ଆଜି ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପୂର୍ବାହ୍ନ ସାଢ଼େ ୯ଟାରୁ ପହଣ୍ଡି ପହଣ୍ଡି କାର୍ଯ୍ୟକ୍ରମ ଦିନ ସାଢ଼େ ୧୨ଟା ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ଅପରାହ୍ନ ୨.୩୦ରୁ ଛେରାପହଁରା ଅପରାହ୍ନ ୪ଟାରୁ ଗଡିବ ମହାପ୍ରଭୁଙ୍କ ରଥ  https://youtube.com/live/M7o3YfkXeAI ପୁରୀ: ଆଜି…

ଓଡ଼ିଶାକୁ ମିଳିଲା ଚତୁର୍ଥ ଜାତୀୟ ଜଳ ପୁରସ୍କାର, ଦେଶର ଶ୍ରେଷ୍ଠ ଜିଲା ଭାବେ ଗଞ୍ଜାମ ଜିଲା ପୁରସ୍କୃତ

ଭୁବନେଶ୍ବର: ଜଳସମ୍ପଦ ସଂରକ୍ଷଣ ଓ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ୟ୍ୟ ପାଇଁ ଓଡ଼ିଶାକୁ ଆଜି ଦେଶର ଦ୍ୱିତୀୟ ଶ୍ରେଷ୍ଠ ରାଜ୍ୟ ଭାବେ ସମ୍ମାନଜନକ ଚତୁର୍ଥ ଜାତୀୟ ଜଳ ପୁରସ୍କାର-୨୦୨୨ ପ୍ରଦାନ କରାଯାଇଛି । ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଭାରତ ସରକାରଙ୍କ ଜଳଶକ୍ତି ମନ୍ତ୍ରଣାଳୟ…

କନ୍ଧମାଳର ବିକାଶରେ ଆସିବ ବୈପ୍ଳବିକ ପରିବର୍ତ୍ତନ, ସ୍ୱାସ୍ଥ୍ୟ ସେବାରେ ବଡ ରୂପାନ୍ତର ଆଣିବ ମେଡିକାଲ କଲେଜ

ମେଡିକାଲ କଲେଜରେ ଆସନ୍ତା ବର୍ଷରୁ ପାଠ୍ୟକ୍ରମ ଆରମ୍ଭ ହେବ ମିଶନ ଶକ୍ତି କାଫେରେ ଖାଇଲେ ୫-ଟି ସଚିବ ମହାନଦୀରୁ ପାଣି ଆଣିବା ପାଇଁ ୫୦୦ କୋଟି ଟଙ୍କାର ଟେଣ୍ଡର ୭ ଦିନ ମଧ୍ୟରେ କସମ୍ ପାଇଁ ହେବ ରିଭଲଭିଂ ଫଣ୍ଡ ଦାରିଙ୍ଗବାଡ଼ିରେ ଆମ ହଷ୍ଟିଟାଲ ରୁପାନ୍ତରୀକରଣ ପାଇଁ ୨କୋଟି ୭୦ଲକ୍ଷ…

ଉନ୍ନତିକରଣ ହେବ ବରାଳଦେବୀ ମନ୍ଦିର, ସ୍କୁଲ ଓ କଲେଜର ରୂପାନ୍ତରଣକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

କନ୍ଧମାଳବାସୀଙ୍କ ଦୁଃଖ ଏବଂ ସମସ୍ୟା ବୁଝିବା ଲାଗି ପଠାଇଛନ୍ତି ମୁଖ୍ୟମନ୍ତ୍ରୀ :୫ଟି ସଚିବ ଖୁବଶୀଘ୍ର ଜିଲ୍ଲାରେ କାର୍ଯ୍ୟକ୍ଷମ ହେବ ମେଡିକାଲ କଲେଜ ମିଶନ ଶକ୍ତିର ଉନ୍ନତିରେ ଓଡ଼ିଶାର ଉନ୍ନତି ଏସଏଚଜିକୁ ଏସଏମଇରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ…

ମାଣ୍ଡିଆ ଦେଉଛି ରୋଜଗାର, ମେସିନରେ ପ୍ରସ୍ତୁତ କରି ସ୍ବାବଲମ୍ବୀ ହେଉଛନ୍ତି SHG ମାଆ

ଜୟପୁର: ମାଣ୍ଡିଆ ଉତ୍ପତ୍ତିସ୍ଥଳ କୋରାପୁଟ ଜିଲ୍ଲା । ଏଠାରେ ପ୍ରାୟ ୭୦ ଭାଗ ମାଣ୍ଡିଆ ଚାଷ କରାଯାଇଥାଏ । ପୂର୍ବରୁ ଆଦିବାସୀଙ୍କ ଏହା ପ୍ରମୁଖ ଖାଦ୍ୟ ଥିଲା । କିନ୍ତୁ ଏବେ ମାଣ୍ଡିଆର ମୂଲ୍ୟ ବୃଦ୍ଧି କରି ଏଥିରେ ବିଭିନ୍ନ ଖାଦ୍ୟ ପ୍ରସ୍ତୁତ କରାଯାଇପାରୁଛି । ମାଣ୍ଡିଆ ଚା’ , ବିସ୍କୁଟ,…

ଶୋଇ-ଶୋଇ ଯୁବତୀ ବନିଗଲେ ଲକ୍ଷପତି, ଆଶ୍ଚର୍ଯ୍ୟ ଚକିତ ହୋଇଗଲେ ପରିବାର ଲୋକେ

ଭୁବନେଶ୍ୱର: ଆମ ଚାରିପାଖରେ ଏମିତି କିଛି ଲୋକ ଅଛନ୍ତି, ଯେଉଁମାନେ ଶୋଇବାର ସୁଯୋଗ ପାଇଲେ ଦିନକୁ ୧୫ ଘଣ୍ଟାରୁ ଅଧିକ ଶୋଇପଡିବେ। ହେଲେ ଏହି ଅଭ୍ୟାସ ଜଣେ ଯୁବତୀଙ୍କୁ ଆଜି ଲକ୍ଷପତି କରିଦେଇଛି । ଯେତେବେଳେ ଏକ ଗଦି କମ୍ପାନୀ ଭାରତର ପ୍ରଥମ ଶୋଇବା ଚାମ୍ପିଅନ୍ ଆୟୋଜନ କରିଥିଲା ସେତେବେଳେ ଏହି…

ଭାରତରେ ବଢ଼ୁଛି ମଧୁମେହ ରୋଗ: ଦେଶରେ ଏବେ ୧୦ କୋଟିରୁ ଅଧିକ ଆକ୍ରାନ୍ତ

ଭୁବନେଶ୍ୱର: ଦେଶରେ ବଢ଼ୁଛି ମଧୁମେହ ରୋଗୀଙ୍କ ସଂଖ୍ୟା । ଏବେ ଦେଶରେ ୧୦ କୋଟିରୁ ଅଧିକ ଡାଇବେଟିସରେ ଆକ୍ରାନ୍ତ ଅଛନ୍ତି । ଏନେଇ ଆଇସିଏମଆର ସତର୍କ କରାଇ ଦେଇଛି । ଦେଶରେ ୪ବର୍ଷରେ ବଢ଼ିଛି ୪୪ ପ୍ରତିଶତ ରୋଗୀଙ୍କ ସଂଖ୍ୟ । ପ୍ରସିଦ୍ଧ ସ୍ୱାସ୍ଥ୍ୟ ଜର୍ଣ୍ଣାଲ “ଲାନସେଟ’ରେ ଏନେଇ ରିପୋର୍ଟ ପ୍ରକାଶ…

କେରଳରେ ପ୍ରବେଶ କଲା ମୌସୁମୀ ବାୟୁ; ଏଥର ବିଳମ୍ବରେ ଓଡ଼ିଶାକୁ ଆସିବ

ନୂଆଦିଲ୍ଲୀ: ଆଜି ମୌସୁମୀ ବାୟୁ କେରଳରେ ପ୍ରବେଶ କରିସାଛି, କିନ୍ତୁ ଏହା ଓଡ଼ିଶାକୁ ପ୍ରବେଶ କରିବାରେ ବିଳମ୍ବ ହେବ ବୋଲି ଭାରତୀୟ ପାଣିପାଗ ବିଭାଗର ମହାନିର୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି। ଟେଲିଫୋନ୍‌ରେ ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି, ଆଜି ମୌସୁମୀ ବାୟୁ…