Breaking News
Browsing Category

ମନୋରଞ୍ଜନ

‘ସାଥୀ ସାତ ଜନ୍ମର’ରେ ଦେବ-ଅର୍ଚ୍ଚନାଙ୍କ କାହାଣୀ

ଲୋକପ୍ରିୟ ଚ୍ୟାନେଲ୍ ଜୀ ସାର୍ଥକର ନୂଆ ମେଗା ଧାରାବାହିକ ‘ସାଥୀ ସାତ ଜନ୍ମର’ର ପ୍ରସାରଣ ଚଳିତ ମାସ ୧୭ ତାରିଖ ସନ୍ଧ୍ୟା ୭ଟାରେ ଆରମ୍ଭ ହେବ। ନିଜ ପରିବାର ପାଇଁ ସମାନ ଭାବନା ରଖୁଥିବା ଅର୍ଚ୍ଚନା ଓ ଦେବ ପ୍ରଥମ ଦେଖାରେ ପ୍ରେମରେ ପଡ଼ନ୍ତି ଓ ବିବାହ ବନ୍ଧନରେ ବାନ୍ଧି ହୋଇଯାନ୍ତି। କିନ୍ତୁ…

ମାର୍ଚ୍ଚ ୧୪ରେ ‘ଶିମଲୀ’

ଏମ୍‌କେଆର୍‌ ପ୍ରଡକ୍ସନ୍‌ସ ବ୍ୟାନରରେ ନିର୍ମିତ ‘ଶିମଲୀ’ ଆଗାମୀ ମାର୍ଚ୍ଚ ୧୪ ତାରିଖରେ ମୁକ୍ତିଲାଭ କରିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି। ୟୁ/ଏ ସେନସର୍ ସାର୍ଟିଫିକେଟ୍ ପାଇଥିବା ଏହି ଓଡ଼ିଆ ଛବିର ପ୍ରଯୋଜିକା ହେଲେ ସ୍ମିତା ରାଉତ। ପରେଶ ଚନ୍ଦ୍ର ମହାନ୍ତ ଏହାର…

ମୁରଲୀଙ୍କ ଛନ୍ଦରେ ନାଚିଲେ ଦୁଷ୍ମନ୍ତ-ଅର୍ଲିନ ଅଙ୍କିତା

ବେଶ୍ କିଛି ଦିନର ବ୍ୟବଧାନରେ ପୁଣି ନୃତ୍ୟ ନିର୍ଦ୍ଦେଶକ ଭାବେ ଏସ୍ କେ ମୁରଲୀଧରନ୍ ସକ୍ରିୟ ହୋଇଛନ୍ତି। ଓଲିଉଡ୍‌ରେ ପ୍ରାୟ ୩୦ ବର୍ଷ ଧରି ସକ୍ରିୟ ଥିବ‌ା ମୁରଲୀଧରନ୍ ଏଯାବତ୍‌ ଶତାଧିକ ଓଡ଼ିଆ ସିନେମାରେ ନୃତ୍ୟ ନିର୍ଦ୍ଦେଶନା ଦେଇସାରିଛନ୍ତି। ଏଥିସହ ମୁରଲୀଧରନ୍ ନିର୍ଦ୍ଦେଶକ ଭାବେ ‘ଛାତି…

ନିଖୁଣ ନୁହେଁ, କିନ୍ତୁ ଉପଭୋଗ୍ୟ ‘ଛାବା’

ଏହା ଏକ ଐତିହାସିକ ସତ୍ୟ ଯେ ଇତିହାସ ବିଜେତାମାନଙ୍କ ଦ୍ବାରା ଲେଖାଯାଇଥାଏ। ସେହି ଇତିହାସରେ, ସ୍ବାଭାବିକ ଭାବେ, ପରାଜିତ ପକ୍ଷର ବିବରଣୀ, ଐତିହ୍ୟ ବା ଭାବାବେଗ ପାଇଁ କୌଣସି ସ୍ଥାନ ନଥାଏ। ତେବେ ଭାରତର ଇତିହାସ ଏଭଳି କିଛି ପରାଜିତମାନଙ୍କ ଦ୍ବାରା ଆଚ୍ଛନ୍ନ ଯେଉଁମାନେ ନିଜ ପରାଜୟରେ ସୁଦ୍ଧା…

‘କନ୍ନପା’ ପାଇଁ ପାରିଶ୍ରମିକ ଦାବି କରିନାହାନ୍ତି ପ୍ରଭାସ!

ପ୍ରଯୋଜକ ବିଷ୍ଣୁ ମଞ୍ଚୁଙ୍କ ବ୍ୟୟବହୁଳ ସିନେମା ‘କନ୍ନପା’କୁ ନେଇ ଦର୍ଶକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଗଲାଣି। ସିନେମାଟିର ଏବେ ପୋଷ୍ଟ୍ ପ୍ରଡକ୍ସନ୍ କାମ ଚାଲିଥିବା ବେଳେ ଏହାକୁ ନେଇ ପ୍ରତିଦିନ ନୂଆ ନୂଆ ତଥ୍ୟର ଉନ୍ମୋଚନ ହେଉଛି। ଆଗାମୀ ଏପ୍ରିଲ୍ ୨୫ ତାରିଖରେ ସିନେମାଟି ପାଞ୍ଚଟି ଭାଷାରେ…

ନିରଂଜନ ପଟ୍ଟନାୟକଙ୍କ ଘରୁ ଚୋରି ମାମଲା: ବିଜୟୱାଡ଼ାରୁ ଧରାପଡ଼ିଲା ଚୋର

ଭୁବନେଶ୍ବର: ପୂର୍ବତନ ମନ୍ତ୍ରୀ ନିରଂଜନ ପଟ୍ଟନାୟକଙ୍କ ଘରୁ ହୋଇଥିବା ଚୋରି ମାମଲାରେ କମିସନରେଟ୍‌ ପୁଲିସକୁ ସଫଳତା ମିଳିଛି। ପ୍ରାୟ ସପ୍ତାହେ କାଳ ଆନ୍ଧ୍ରପ୍ରଦେଶର ବିଜୟୱାଡ଼ାରେ ଡେରା ପକାଇବା ପରେ ଗତକାଲି ରାତିରେ ସ୍ଥାନୀୟ ପୁଲିସ ସହାୟତାରେ କମିସନରେଟ୍‌ ପୁଲିସ ସେହି ଧୁରନ୍ଧର…

କହିବାକୁ ଲାଜ ଶୁଣିଲେ ପାପ

ଖଣ୍ଡଗିରିରେ ଆରମ୍ଭ ହୋଇଯାଇଛି ଯାତ୍ରା ଉତ୍ସବ। ଏଠାରେ ଯାତ୍ରାଶ୍ରୀ ବିଶ୍ୱଦରବାର ଦ୍ବାରା ପ୍ରସ୍ତୁତ ‘କହିବାକୁ ଲାଜ ଶୁଣିଲେ ପାପ’ ପ୍ରଦର୍ଶିତ ହେବାକୁ ଯାଉଛି। ନାଟକର କାହାଣୀ ଏକ ପରିବାରକୁ ନେଇ କେନ୍ଦ୍ରୀଭୂତ ହୋଇଛି। ବଡ଼ଲୋକ ହେବା ଲାଳସାରେ ନିଜ ଭଉଣୀକୁ ସଇତାନ୍‌ ହାତରେ ଟେକିଦିଏ ଭାଇ।…

ମୌଳିକତା ଓ ଦକ୍ଷତା ପରୀକ୍ଷାରେ ଫେଲ୍‌ ଲଭୟାପା

ଅଭିନେତା ଆମିର ଖାଁଙ୍କ ପୁଅ ଜୁନୈଦ ଖାଁ ଓ ଦିବଂଗତା ଅଭିନେତ୍ରୀ ଶ୍ରୀଦେବୀଙ୍କ ଝିଅ ଖୁସି କପୁର ପୂର୍ବରୁ ଗୋଟିଏ ଲେଖାଏଁ ଓଟିଟି ଚଳଚ୍ଚିତ୍ରରେ ଅଭିନୟ କରିସାରିଥିବା ବେଳେ ‘ଲଭୟାପା’ ହେଉଛି ଉଭୟଙ୍କର ପ୍ରଥମ ବଡ଼ ପରଦା ସିନେମା। ଦୁଇ ନବାଗତଙ୍କ ଜରିଆରେ ଆଧୁନିକ ପିଢ଼ିର ଏକ ଅଭିନବ ପ୍ରେମ…

କଲମ ଅଟକିଗଲା

‘‘ଏମିତି ରାତି ଏ ଯେ ଅଭୁଲା ସ୍ମୃତି...’’ ଓ ‘‘କାଉ ଧାନ ଖାଇଲା ବୋଲି ମାଇଲୁ ମୋତେ...’’ (ସଉତୁଣୀ) ଆଦି ଆଜି ମଧ୍ୟ ଲୋକଙ୍କ ଓଠରେ ରହିଥିବା ଗୀତର ଲେଖକ ବୃନ୍ଦାବନ ଜେନା ମୂଳତଃ ଗୀତିକାର ଭାବେ ସାଧାରଣରେ ପରିଚିତ ହେଉଥିଲେ ହେଁ ଅନେକ କ୍ଷେତ୍ରରେ ସକ୍ରିୟ ରହିଥିଲେ। ୧୯୪୪ ମସିହାରେ…

ବିବାଦରେ ଭିକିଙ୍କ ‘ଛାୱା’

ଖୁବ୍ ଅଧିକ ଚଳଚ୍ଚିତ୍ର କରି ନଥିଲେ ବି ବଛା ବଛା ସିନେମାରେ ଅଭିନୟ କରି ଦର୍ଶକଙ୍କ ମନ ଜିଣି ପାରିଛନ୍ତି ବଲିଉଡ୍ ଅଭିନେତା ଭିକି କୌଶଲ୍‌। ନିକଟରେ ସେ ତାଙ୍କ ଅପ୍‌କମିଂ ଫିଲ୍ମ ‘ଛାୱା’ର ପ୍ରମୋସନ୍ ପାଇଁ ଜୟପୁର ଯାଇଥିଲେ। ଏହି ସିନେମା ପାଇଁ ଭିକି ୨୫ କିଲୋ ଓଜନ ବୃଦ୍ଧି କରିଛନ୍ତି ବୋଲି…