Breaking News
Browsing Category

ମନୋରଞ୍ଜନ

ମୌଳିକତା ଓ ଦକ୍ଷତା ପରୀକ୍ଷାରେ ଫେଲ୍‌ ଲଭୟାପା

ଅଭିନେତା ଆମିର ଖାଁଙ୍କ ପୁଅ ଜୁନୈଦ ଖାଁ ଓ ଦିବଂଗତା ଅଭିନେତ୍ରୀ ଶ୍ରୀଦେବୀଙ୍କ ଝିଅ ଖୁସି କପୁର ପୂର୍ବରୁ ଗୋଟିଏ ଲେଖାଏଁ ଓଟିଟି ଚଳଚ୍ଚିତ୍ରରେ ଅଭିନୟ କରିସାରିଥିବା ବେଳେ ‘ଲଭୟାପା’ ହେଉଛି ଉଭୟଙ୍କର ପ୍ରଥମ ବଡ଼ ପରଦା ସିନେମା। ଦୁଇ ନବାଗତଙ୍କ ଜରିଆରେ ଆଧୁନିକ ପିଢ଼ିର ଏକ ଅଭିନବ ପ୍ରେମ…

କଲମ ଅଟକିଗଲା

‘‘ଏମିତି ରାତି ଏ ଯେ ଅଭୁଲା ସ୍ମୃତି...’’ ଓ ‘‘କାଉ ଧାନ ଖାଇଲା ବୋଲି ମାଇଲୁ ମୋତେ...’’ (ସଉତୁଣୀ) ଆଦି ଆଜି ମଧ୍ୟ ଲୋକଙ୍କ ଓଠରେ ରହିଥିବା ଗୀତର ଲେଖକ ବୃନ୍ଦାବନ ଜେନା ମୂଳତଃ ଗୀତିକାର ଭାବେ ସାଧାରଣରେ ପରିଚିତ ହେଉଥିଲେ ହେଁ ଅନେକ କ୍ଷେତ୍ରରେ ସକ୍ରିୟ ରହିଥିଲେ। ୧୯୪୪ ମସିହାରେ…

ବିବାଦରେ ଭିକିଙ୍କ ‘ଛାୱା’

ଖୁବ୍ ଅଧିକ ଚଳଚ୍ଚିତ୍ର କରି ନଥିଲେ ବି ବଛା ବଛା ସିନେମାରେ ଅଭିନୟ କରି ଦର୍ଶକଙ୍କ ମନ ଜିଣି ପାରିଛନ୍ତି ବଲିଉଡ୍ ଅଭିନେତା ଭିକି କୌଶଲ୍‌। ନିକଟରେ ସେ ତାଙ୍କ ଅପ୍‌କମିଂ ଫିଲ୍ମ ‘ଛାୱା’ର ପ୍ରମୋସନ୍ ପାଇଁ ଜୟପୁର ଯାଇଥିଲେ। ଏହି ସିନେମା ପାଇଁ ଭିକି ୨୫ କିଲୋ ଓଜନ ବୃଦ୍ଧି କରିଛନ୍ତି ବୋଲି…

ପପୁଙ୍କ ନୂଆ ନାୟିକା ପ୍ରାଚୀ

ପ୍ରମୋଦ ସ୍ବାଇଁଙ୍କ ପ୍ରଯୋଜିତ ତଥା ଅଲ୍‌ରାଉଣ୍ଡର ସଞ୍ଜୟ ନାୟକଙ୍କ ନିର୍ଦ୍ଦେଶିତ ଓଡ଼ିଆ ଛବି ‘ତୁ ମୋ ଆଖିର ତାରା’ରୁ ହାସ୍ୟାଭିନେତା ଭାବେ କ୍ୟାରିଅର୍ ଆରମ୍ଭ କରିଥିବା ପପୁ ପମ୍‌ପମ୍‌ ପାଖାପାଖି କୋଡ଼ିଏ ବର୍ଷ ଧରି ଓଲିଉଡ୍‌ରେ ସକ୍ରିୟ ଅଛନ୍ତି। ଦର୍ଶକ ତାଙ୍କୁ ‘ରଙ୍ଗିଲା ଟୋକା’,…

ଅଭିନେତା ସୋନୁ ସୁଦ୍‌ଙ୍କ ନାମରେ ଗିରଫ ୱା‌ରେଣ୍ଟ୍‌

ମୁମ୍ବାଇ: ଜନକଲ୍ୟାଣ କାମ କରି ଅନେକ ଲୋକଙ୍କ ମନ ଜିଣିଥିବା ବଲିଉଡ୍‌ ଅଭିନେତା ସୋନୁ ସୁଦ୍‌ ଏବେ ଅଡୁଆରେ। ଏକ ଠକେଇ ମାମଲାରେ ପଞ୍ଜାବର ଏକ କୋର୍ଟ ବଲିଉଡ ଅଭିନେତା ସୋନୁ ସୁଦଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଛନ୍ତି। ଅଭିନେତା ସୋନୁ ସୁଦ ହୋଇପାରନ୍ତି ଗିରଫ।…

‘ଗୁରୁଦେବ’କୁ ୟୁ/ଏ

ନୂଆ ଓଡ଼ିଆ ସିନେମା ‘ଗୁରୁଦେବ’ ପ୍ରେକ୍ଷାଳୟକୁ ଆସିବାକୁ ସଜବାଜ ହେଉଛି। ଏହାକୁ କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ ପକ୍ଷରୁ ୟୁ/ଏ ସାର୍ଟିଫିକେଟ୍ ପ୍ରଦାନ କରାଯାଇଛି। ‘ଗୁରୁଦେବ’ରେ ଦେବାନନ୍ଦ, ପିଆଲି, ସଦାଶିବ ନାୟକ, ମନୋଜ ମିଶ୍ର, ଡାଏନା, ଧରିତ୍ରୀ ପଣ୍ଡା ଓ କାଳୀ ଆଚାର୍ଯ୍ୟ ପ୍ରମୁଖ…

ରୋମାଞ୍ଚର ପ୍ରଭାବ କମାଇଦେଇଛି ନାୟକକୈନ୍ଦ୍ରିକତା

ବେଳେବେଳେ ଦର୍ଶକଙ୍କୁ ଏଭଳି ଚଳଚ୍ଚିତ୍ର ଦେଖିବାକୁ ପଡ଼େ, ଯାହାର କାହାଣୀ ପାଖାପାଖି ଶେଷଯାଏ ଯାହାସବୁ କହିଥାଏ, ଶେଷରେ ବାସ୍ତବତା ତାହାର ସଂପୂର୍ଣ୍ଣ ଓଲଟା ବୋଲି ପ୍ରଘଟ କରି ଦର୍ଶକର ବିଚାରଶକ୍ତିକୁ ଏକପ୍ରକାର ତାଚ୍ଛଲ୍ୟ କରେ। ସୌଭାଗ୍ୟକୁ ଆଜି ମୁକ୍ତିଲାଭ କରିଥିବା ‘ଦେବା’ ଚଳଚ୍ଚିତ୍ରରେ…

ମ୍ୟୁଜିକ ଭିଡିଓରୁ ସିନେ ନିର୍ଦ୍ଦେଶନା

ଭୁବନେଶ୍ବରର ଏକ ବେସରକାରୀ ଇଞ୍ଜିନିୟରିଂ କଲେଜରୁ ଡିଗ୍ରି ହାସଲ କରିବା ପରେ ଚାକିରି କଲେ। କିନ୍ତୁ ମନ ମାନିଲା ନାହିଁ। କିଛି ନବାଗତ/ନବାଗତାଙ୍କୁ ନେଇ ‘ଖ୍ବାହିସେଁ’ ଶୀର୍ଷକରେ ଏକ ହିନ୍ଦୀ ମ୍ୟୁଜିକ ଭିଡିଓର ନିର୍ଦ୍ଦେଶନା ଦେଲେ। ଏହାପରେ ଇଂଜିନିୟରିଂ ବୃତ୍ତିକୁ ପଛରେ ପକାଇ ଗ୍ଲାମର ଦୁନିଆର…

୮୦୦ ଅଧ୍ୟାୟରେ ‘ଦିଦି ନମ୍ବର ୧’

ଜୀସାର୍ଥକରେ ପ୍ରସାରିତ ଲୋକପ୍ରିୟ ସୋ’ ‘ଦିଦି ନମ୍ବର ୧’ କାର୍ଯ୍ୟକ୍ରମକୁ ଦର୍ଶକଙ୍କ ଢେର୍‌ ଭଲ ପାଇବା ମିଳିଛି। ଏହି ସୋ’ର ପ୍ରସାରଣ ୨୦୨୨ ମଇ ୩୧ ତାରିଖରେ ଆରମ୍ଭ ହୋଇଥିଲା ଏବଂ ଏହା ଦର୍ଶକଙ୍କର ସମର୍ଥନ ପାଇ ଆଗକୁ ବଢ଼ିଥିଲା। ବହୁ ପ୍ରଶଂସା ସାଉଁଟିବା ପରେ ‘ଦିଦି ନମ୍ବର ୧’ ୮୦୦…

ମୋ ପାଇଁ ସୁଜେନ୍ ଆଜି ବି ଘରଲୋକ

୨୦୦୦ ମସିହାରେ ‘କହୋନା ପ୍ୟାର୍ ହୈ’ ସିନେମାରେ ଡେବ୍ୟୁ କରିବାର ଅଳ୍ପ ବ୍ୟବଧାନ ପରେ ହିଁ ନିଜ ପିଲାଦିନର ବନ୍ଧୁ ସୁଜେନ୍‌ଙ୍କୁ ବିବାହ କରିଥିଲେ ବଲିଉଡ୍ ଅଭିନେତା ଋତିକ ରୋଶନ। ହେଲେ ଦୁହିଁଙ୍କ ଦାମ୍ପତ୍ୟ ଦୀର୍ଘସ୍ଥାୟୀ ହେଲାନାହିଁ, ବାହାଘରର ୧୪ ବର୍ଷ ପରେ ଛାଡ଼ପତ୍ର ହୋଇଥିଲା।…