Breaking News
Browsing Category

ମହାନଗର

ମହାନଗର

ତ୍ରିମୂର୍ତ୍ତିଙ୍କୁ ପାଛୋଟିନେଲେ ରାମେଶ୍ବର: ମାଉସୀ ମା’ରେ ଲାଗିଲା ରୁକୁଣା ରଥ

ପୁରୁଣା ଭୁବନେଶ୍ୱର: ଗତକାଲିଠାରୁ କପାଳି ମଠ ନିକଟରେ ଅଟକିଥିବା ରୁକୁଣା ରଥ ଆଜି ମାଉସୀ ମା’ରେ ପହଞ୍ଚିଛି। ଗତକାଲି ଭଳି ଆଜି ମଧ୍ୟ ଲକ୍ଷାଧିକ ଭକ୍ତଙ୍କ ଭିଡ଼ରେ ରଥଦାଣ୍ଡ ଉଛୁଳିପଡ଼ିଥିଲା। ଭକ୍ତ ଓ ଶ୍ରଦ୍ଧାଳୁମାନେ ରଥକୁ ଟାଣିଟାଣି ମାଉସୀ ମା’ ମନ୍ଦିରରେ ଲଗାଇଥିଲେ। ବିଧି ମୁତାବକ ପ୍ରଭୁ…

ପିଜିଆଇଏମଇଆର୍ ଏବଂ କ୍ୟାପିଟାଲ୍ ହସ୍ପିଟାଲ: ନୂଆ ଦୁଇ ବିଭାଗରେ ନାମଲେଖା ସରିଲା, ଆଉ ଦୁଇ ବିଭାଗରେ ପିଜି ଖୋଲିବାକୁ…

ଭୁବନେଶ୍ବର: ପିଜିଆଇଏମଇଆର୍ ଏବଂ କ୍ୟାପିଟାଲ୍ ହସ୍ପିଟାଲରେ ନୂଆ ଖୋଲିଥିବା ଦୁଇଟି ବିଭାଗରେ ନାମଲେଖା ସରିଲା। ପୂର୍ବରୁ ୬ଟି ବିଭାଗରେ ନାମଲେଖା ହେଉଥିବା ବେଳେ ଚଳିତ ବର୍ଷ ନିଶ୍ଚେତକ ଓ ଚକ୍ଷୁ ବିଭାଗରେ ନାମ ଲେଖା ହୋଇଛି। ୬ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି। ଚଳିତ ବର୍ଷ ମୋଟ ୩୦ ଜଣ…

ମାନସ ହତ୍ୟା ମାମଲା: ଧରାପଡ଼ିଲା ଅଭି ବାଘସିଂ, ଖଣ୍ଡା ଜବତ, ୨ବଡ଼ ଭାଇ ଫେରାର

ଜଟଣୀ: ବହୁ ଚର୍ଚ୍ଚିତ ମାନସ ଦଳେଇ ହତ୍ୟା ମାମଲାରେ ଜଟଣୀ ଥାନା ପୁଲିସ ଅନ୍ୟତମ ମୁଖ୍ୟ ଅଭିଯୁକ୍ତକୁ କରିଛି। ଗତକାଲି ରାତିରେ ଖୋର୍ଦ୍ଧା ମଳିପଡ଼ାରୁ ଧରାପଡ଼ିଥିବା ଅଭିଯୁକ୍ତ ହେଲା ଜଟଣୀ ଉପରବସ୍ତ ମୁଣ୍ଡଳୀସାହିର ଅଭିରାମ ବାଘସିଂ(୨୮)। ପୁଲିସ ତା’ ନିକଟରୁ ହତ୍ୟାରେ ବ୍ୟବହୃତ ଖଣ୍ଡା ଜବତ…

ରୋଜଗାର ଯେତିକି, ଖର୍ଚ୍ଚ ସେତିକି

ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ ଲାଭ ମିଳୁନାହିଁ। ବିଭିନ୍ନ ସୂତ୍ରରୁ ଯେତିକି ଟଙ୍କା ଆୟ ହେଉଛି ପାଖାପାଖି ସେତିକି ଖର୍ଚ୍ଚ ହେଉଛି। କର୍ମଚାରୀଙ୍କ ଦରମା ସମେତ ଅନ୍ୟାନ୍ୟ ବାବଦରେ ମାସକୁ ୨ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେଉଛି। ବିଭିନ୍ନ ପ୍ରକାର ସେବା ଓ କାର୍ଯ୍ୟକଳାପ ଦ୍ବାରା…

ସୈନିକ ସ୍କୁଲ ବଞ୍ଚାଅ ଅଭିଯାନର ଚରମ ନିଷ୍ପତ୍ତି: ଡମ୍ପିଂୟାର୍ଡକୁ ଛଡ଼ାଯିବନି ଅଳିଆ ଗାଡ଼ି

ଚନ୍ଦ୍ରଶେଖରପୁର: ସୈନିକ ସ୍କୁଲ ସ୍ଥାନାନ୍ତର ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରଣାଳୟ ଓ ସୈନିକ ସ୍କୁଲ କର୍ତ୍ତୃପକ୍ଷ ପ୍ରସ୍ତାବ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ କହି ପୂର୍ତ୍ତମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ରାଜ୍ୟ…

ବଜ୍ରପାତ ନିରୋଧ ବ୍ୟବସ୍ଥା: ଲିଙ୍ଗରାଜ ମନ୍ଦିରରେ ଲାଗିଲା, ମୁକ୍ତେଶ୍ବରରୁ ତାଡ଼ିନେଲେ

ପୁରୁଣା ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମନ୍ଦିରରେ ଶକ୍ତିଶାଳୀ ଆର୍ଥିଂ ବ୍ୟବସ୍ଥା କରିବାକୁ ଦୀର୍ଘ ଦିନ ଧରି ଦାବି ହୋଇଆସୁଥିଲା। କେନ୍ଦ୍ର ପୁରାତତ୍ତ୍ବ ବିଭାଗ(ଏଏସ୍‌ଆଇ)ର ଉଦାସୀନତାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଆଜି ଏଏସ୍‌ଆଇ ଏହି କାମ ଶେଷ କରିଛି।…

ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଉପଲକ୍ଷେ ରାଜଧାନୀରେ ବିଶାଳ ‘ଯୋଗ ମହୋତ୍ସବ’ ଅନୁଷ୍ଠିତ

ଭୁବନେଶ୍ୱର: ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଉପଲକ୍ଷେ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ସୋମବାର ଏକ ବିଶାଳ ‘ଯୋଗ ମହୋତ୍ସବ’ ଅନୁଷ୍ଠିତ ହୋଇଛି। ଏହି ସମାରୋହ ସହିତ ଦଶମ ଅନ୍ତର୍ଜାତୀୟ ଯୋଗ ଦିବସର ୭୫ ଦିନିଆ ଅବଗଣନା ଆରମ୍ଭ ହୋଇଛି। କେନ୍ଦ୍ର ଆୟୁଷ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ…

ବିଗୁଡ଼ୁଛି ଆଇନଶୃଙ୍ଖଳା ସ୍ଥିତି: ପୁଲିସକୁ ଫୁ’

ଭୁବନେଶ୍ବର: ଦିନକୁ ଦିନ ରାଜଧାନୀର ଆଇନଶୃଙ୍ଖଳା ସ୍ଥିତି ବିଗିଡ଼ିବାରେ ଲାଗିଛି। ଚୋରି, ଛିନ୍‌ତାଇ ଓ ଲୁଟ୍‌ପାଟ୍‌ ସାଧାରଣ ଘଟଣା ହୋଇଗଲାଣି। ଅପହରଣ ଓ ହତ୍ୟାକାଣ୍ଡ ଭଳି ମାମଲା ବଢ଼ିବାରେ ଲାଗିଛି। ଦିନ ଦିପହରରେ ରାଜଧାନୀର ରାଜରାସ୍ତାରେ ମୁଣ୍ଡ ଗଡ଼ୁଛି। ଅପରାଧୀମାନେ ଖୋଲାଖୋଲି ଖଣ୍ଡା,…

ଜଟଣୀରେ ଯୋଜନାବଦ୍ଧ ହତ୍ୟାକାଣ୍ଡ: ଘରୁ ଡାକିନେଇ ହାଣିଦେଲେ, ୨ସନ୍ଦିଗ୍ଧ ଅଟକ

ଜଟଣୀ: ଗତକାଲି ବିଳମ୍ବିତ ରାତିରେ ଜଟଣୀରେ ଘଟିଛି ଏକ ଜଘନ୍ୟ ହତ୍ୟାକାଣ୍ଡ। ବିକାଶନଗରର ରାକେଶ ଦଳେଇ ଓରଫ ମାନସଙ୍କୁ ଘରୁ ଡାକି ନେଇ ଦୁର୍ବୃତ୍ତମାନେ ହତ୍ୟା କରିଛନ୍ତି। ଜଟଣୀ ଥାନା ପୁଲିସ ଘଟଣାସ୍ଥଳରୁ ଏକ କାର୍‌ ଓ ସ୍କୁଟି ଜବତ କରିଛି। ଏହି ଘଟଣାରେ ପୁଲିସ ଦୁଇ ସନ୍ଦିଗ୍ଧଙ୍କୁ ଅଟକ ରଖି…

ବିକଳାଙ୍ଗ ଟ୍ରାଫିକ୍‌ ପୋଷ୍ଟ: ଡମଣାରେ ନାହିଁ, ପଟିଆ ଓ କିଟ୍‌ରେ ଭାଙ୍ଗିଯାଇଛି

ଚନ୍ଦ୍ରଶେଖରପୁର: ଦିନେ କି ମାସେ ନୁହେଁ। ୬ ମାସ ବିତିଗଲାଣି। ପୁନଃନିର୍ମାଣ ହୋଇପାରୁ ନାହିଁ ଡମଣା ଟ୍ରାଫିକ୍‌ ପୋଷ୍ଟ। ନଭେମ୍ବର ପ୍ରଥମ ସପ୍ତାହରେ ଏକ ଭୟଙ୍କର ଦୁର୍ଘଟଣାରେ ଟ୍ରାଫିକ୍ ପୋଷ୍ଟ ଭାଙ୍ଗିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ନୂଆ ନିର୍ମାଣ କରାଯାଇ ନାହିଁ। ପରିଣାମ ସ୍ବରୂପ ଖରାରୁ…