Breaking News
Browsing Category

ମହାନଗର

ମହାନଗର

ସ୍ପା ଓ ମହିଳା କର୍ମଚାରୀଙ୍କ ତଥ୍ୟ ରଖିବ ପୁଲିସ

ଭୁବନେଶ୍ବର: ବଡ଼ଗଡ଼ ଥାନା ରବି ଟକିଜ୍‌ ଛକ ଅଞ୍ଚଳର ଡାଇମଣ୍ଡ୍‌ ସେଲୁନ ଆଣ୍ଡ ସ୍ପା ମାମଲାକୁ ନେଇ ଖୋଳତାଡ଼ ଜାରି ରହିଛି। ଜଣେ ନାବାଳିକାଙ୍କୁ ଏଠାରେ ଅର୍ଥ ଲୋଭ ଦେଖାଇ ଯୌନ ନିର୍ଯାତନା ଦିଆଯାଉଥିଲା ବୋଲି ପ୍ରମାଣ ମିଳିବା ପରେ ସ୍ପା ପରିଚାଳନା କରୁଥିବା ଜଣେ ଯୁବତୀ ପ୍ରତିଭା ରାଣୀ ରାଉତ…

୧୮୭ରୁ ୧୫୬ ରୁମ୍‌ ଅଣଛାତ୍ରଙ୍କ କବ୍‌ଜା‌ରେ: ପାଣି ଓ ଲାଇନ୍‌ କାଟିଲେ କର୍ତ୍ତୃପକ୍ଷ

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟ ଛାତ୍ରାବାସର ୧୮୭ଟି ରୁମ୍‌ ମଧ୍ୟରୁ ୧୫୬ଟିକୁ କବ୍‌ଜା କରି ନେଇଛନ୍ତି ଅଣଛାତ୍ର ଓ ପୁରାତନ ଛାତ୍ର। କିଏ ୫ ବର୍ଷ ହେଲା ତ କିଏ ୮ ବର୍ଷ ହେଲା କବ୍‌ଜାରେ ରଖିଛି। କେବଳ ସେତିକି ନୁହେଁ, ଏଠାରେ ଏକ ରାଜ‌ନୈତିକ ଦଳର କାର୍ଯ୍ୟାଳୟ ମଧ୍ୟ ଖୋଲିଛି।…

ଏକାମ୍ରକ୍ଷେତ୍ରକୁ ଅଣଦେଖା: ହବିଷିଆଳିଙ୍କ ପାଇଁ ନାହିଁ ସୁବିଧା

ଭୁବନେଶ୍ବର: କାର୍ତ୍ତିକ ମାସ ଆରମ୍ଭ ପରେ ଏକାମ୍ରକ୍ଷେତ୍ରକୁ ହବିଷ୍ୟାଳି ଆସୁଛନ୍ତି। ବିନ୍ଦୁସାଗର ନିକଟରେ ଥିବା ଧର୍ମଶାଳାରେ ରହି ସେମାନେ ହବିଷ ପାଳନ କରନ୍ତି। ରାଜ୍ୟ ସରକାର ଶ୍ରୀକ୍ଷେତ୍ରର ୪ଟି ସ୍ଥାନରେ ୨,୫୦୦ ହବିଷ୍ୟାଳିଙ୍କ ପାଇଁ ରହିବା ବ୍ୟବସ୍ଥା କରିଥିବାବେଳେ ଏକାମ୍ରକ୍ଷେତ୍ରକୁ…

ଝାରପଡ଼ା ଜେଲ୍‌ରେ ପୁଣି କଏଦୀଙ୍କ ମୃତ୍ୟୁ: କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଉତ୍ତେଜନା

ଭୁ‌ବନେଶ୍ବର: ଝାରପଡ଼ା ସ୍ବତନ୍ତ୍ର କାରାଗାରରେ ପୁଣି ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଘଟିଛି। ଗତ ୯ବର୍ଷ ଭିତରେ ୧୧ କଏଦୀଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜିର ଘଟଣାକୁ ନେଇ ପୁଣି ବିବାଦ ଭିତରକୁ ଆସିଛି ଏହି ଜେଲ୍‌।  ଆଜି ହଠାତ୍ ମୃତ୍ୟୁର ଶିକାର ହୋଇଥିବା ବିଚାରାଧୀନ କଏଦୀ ହେଲେ ନୂଆପଲ୍ଲୀ…