Breaking News
Browsing Category

ମହାନଗର

ମହାନଗର

ବିକଳାଙ୍ଗ ଟ୍ରାଫିକ୍‌ ପୋଷ୍ଟ: ଡମଣାରେ ନାହିଁ, ପଟିଆ ଓ କିଟ୍‌ରେ ଭାଙ୍ଗିଯାଇଛି

ଚନ୍ଦ୍ରଶେଖରପୁର: ଦିନେ କି ମାସେ ନୁହେଁ। ୬ ମାସ ବିତିଗଲାଣି। ପୁନଃନିର୍ମାଣ ହୋଇପାରୁ ନାହିଁ ଡମଣା ଟ୍ରାଫିକ୍‌ ପୋଷ୍ଟ। ନଭେମ୍ବର ପ୍ରଥମ ସପ୍ତାହରେ ଏକ ଭୟଙ୍କର ଦୁର୍ଘଟଣାରେ ଟ୍ରାଫିକ୍ ପୋଷ୍ଟ ଭାଙ୍ଗିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ନୂଆ ନିର୍ମାଣ କରାଯାଇ ନାହିଁ। ପରିଣାମ ସ୍ବରୂପ ଖରାରୁ…

କିଂବଦନ୍ତି ଯାହା କୁହେ: ରୁକୁଣା ରଥରୁ ‘ହୋ ଭକତେ…’

ପୁରୁଣା ଭୁବନେଶ୍ବର: ରୁକୁଣା ରଥଯାତ୍ରା ପାଇଁ ଚଳଚଞ୍ଚଳ ହୋଇଉଠିଛି ଏକାମ୍ରକ୍ଷେତ୍ର। ସମଗ୍ର ପୁରୁଣା ଭୁବନେଶ୍ବରରେ ସୃଷ୍ଟି ହୋଇଛି ଆଧ୍ୟାତ୍ମିକ ମାହୋଲ। ରଥଦାଣ୍ଡରେ ରୁକୁଣା ରଥ ଗଡ଼ିବ ଓ ରଥାରୂଢ଼ ୩ ଠାକୁରଙ୍କ ଦର୍ଶନ ମିଳିବ ବୋଲି ଭକ୍ତ ଓ ଶ୍ରଦ୍ଧାଳୁମାନେ ଉତ୍ସାହିତ ହୋଇ ଅପେକ୍ଷା…

ତାତି ସହ ବଢ଼ୁଛି ସରବତ ଚାହିଦା: ଖରାରେ ତରଭୁଜର ମଜା, ଲେମ୍ବୁପାଣିରେ ନଣ୍ଡାବଗୁଲି

ଭୁବନେଶ୍ୱର: ଫେବ୍ରୁଆରି ଶେଷରୁ ମେ’ ମାସ ଖରା। ମୁଣ୍ଡଫଟା ଖରାକୁ ଅସହ୍ୟ ଗରମରେ ମନ ଖୋଜୁଛି ଥଣ୍ଡା ପାଣି। ଏଣୁ ବେପାରୀ ବି ଏହି ସୁ‌ଯୋଗକୁ ହାତଛଡ଼ା କରିନାହାନ୍ତି। ରାସ୍ତାକଡ଼ରେ ପସରା ମେଲିଛନ୍ତି। କେଉଁଠି ମାଟିହାଣ୍ଡିରେ ଲସି ମିଳୁଛି ତ ଆଉ କେଉଁଠି ଗୁଡ଼ ବେଲ ପଣା, ଆଖୁରସ, ଲେମ୍ବୁ…

ଖାଲଖମାରେ ଭର୍ତ୍ତି ୧୬ନମ୍ବର ଜାତୀୟ ରାଜପଥ

ବାଲିଅନ୍ତା ବଜାର: ହଂସପାଳ ଛକ ନିକଟରେ ୧୬ନମ୍ବର ଜାତୀୟ ରାଜପଥ ଖାଲଖମାରେ ଭର୍ତ୍ତି ହୋଇଛି। ଯାହାଫଳରେ ପ୍ରତ୍ୟେକ ଦିନ ଏଠାରେ ଦୁର୍ଘଟଣା ବୃଦ୍ଧି ପାଇବାରେ ଲାଗିଛି। ସ୍ଥାନୀୟ ଜନସାଧାରଣ ବାରମ୍ବାର ଅଭିଯୋଗ କରିଥିଲେ ବି ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନ୍‌ଏଚ୍‌ଏଆଇ) ମରାମତି ପାଇଁ ଆଗ୍ରହ…

ଡବଲ୍‌ ଏନ୍‌କାଉଣ୍ଟର୍‌ ମାମଲା: ବିହାର ଯିବ ସ୍ପେସାଲ୍‌ ଟିମ୍‌, ସମ୍ପତ୍ତି ବାଜ୍ୟାପ୍ତ ହେବ, ରିମାଣ୍ଡରେ ଆସିବେ

ଭୁବନେଶ୍ବର‌: ବିହାର କଟିହାର ଅଞ୍ଚଳର କୁଖ୍ୟାତ ଖୋରା ଗ୍ୟାଙ୍ଗ୍‌ର ଦୁଇ କୁଖ୍ୟାତ ଅପରାଧୀ ସୋନୁ ଯାଦବ ଓ ମନୀଷ ଯାଦବ ଏନ୍‌କାଉଣ୍ଟର୍‌ ମାମଲାରେ ଅପରାଧୀ ଗ୍ୟାଙ୍ଗ୍‌ର ଆପରାଧିକ ଇତିହାସ ଯାଞ୍ଚ କରିବାକୁ ଏକ ସ୍ବତନ୍ତ୍ର ଟିମ୍‌ ବିହାର ଯିବ। ଅନ୍ୟ ରାଜ୍ୟ ପୁଲିସ ସହ ମଧ୍ୟ ଯୋଗାଯୋଗ କରି…

ଲିଙ୍ଗରାଜ ମହୋତ୍ସବ ୫ରୁ: ଯୋଗଦେବେ ୭୦୦ରୁ ଊର୍ଦ୍ଧ୍ବ କଳାକାର

ଭୁବନେଶ୍ୱର: ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ଉପଲକ୍ଷେ ‘ଏକାମ୍ର ସାଂସ୍କୃତିକ ପ୍ରକାଶନୀ’ ପକ୍ଷରୁ ଚତୁର୍ଦ୍ଦଶ ଲିଙ୍ଗରାଜ ମହୋତ୍ସବ ଆସନ୍ତା ୫ରୁ ୧୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥରେ ୭ଶହରୁ ଅଧିକ କଳାକାର ଯୋଗଦେବେ। ଶ୍ରାଦ୍ଧାଳୁଙ୍କ ମନୋରଂଜନ ପାଇଁ ପ୍ରତ୍ୟେକ…

ବେଣାପଞ୍ଜରୀ ଥରହର: ଖଣ୍ଡାରେ ହାଣିଲେ ବୋମାମାଡ଼ କରି ଖସିଗଲେ

ଜଟଣୀ: ପ୍ରାୟ ମାସକ ପରେ ପୁଣି ଜଟଣୀ ଥାନା ବେଣାପଞ୍ଜରୀ ଗାଁ ବୋମାମାଡ଼ରେ ଥରହର ହୋଇଛି। ଦୁର୍ବୃତ୍ତମ‌ାନେ ଆଜି ସନ୍ଧ୍ୟାରେ ଗାଁ ମସଜିଦ୍‌ ନିକଟରେ ଜଣେ ଯୁବକଙ୍କୁ ଖଣ୍ଡାରେ ହାଣି ଗୁରୁତର କରିବା ପରେ ବୋମାମାଡ଼ କରି ଫେରାର ହୋଇଯାଇଛନ୍ତି। ‌ଗୁରୁତର ଯୁବକ ହେଲେ ମହମ୍ମଦ ଅଖ୍‌ତର୍‌। ପୂର୍ବ…

ଆଜି ରୁକୁଣା ରଥ ପ୍ରତିଷ୍ଠା: ନିଲାମ ହେବ ମରଚି କୁଣ୍ଡ ପାଣି

ଭୁବନେଶ୍ୱର: ଶୁକ୍ରବାର ମଧ୍ୟରାତିରେ ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥ ପ୍ରତିଷ୍ଠା ହେବ। ମରିଚିକୁଣ୍ଡରୁ ପ୍ରଥମ କଳସ ପାଣି ଆସିବା ପରେ ରଥ ପ୍ରତିଷ୍ଠା ଆରମ୍ଭ ହେବ। ସେହିପରି ରଥ ପ୍ରତିଷ୍ଠା ପାଇଁ ପାଣି ଯିବା ପରେ ପରମ୍ପରା ଅନୁଯାୟୀ ମଧ୍ୟରାତ୍ରିରୁ ମରିଚି କୁଣ୍ଡ ପାଣି ନିଲାମ ହେବ। ବଡ଼ୁ…

ବିନା ସ୍ବୀକୃତିରେ ରାସ୍ତା ଖୋଳୁଛି ବିଏମ୍‌ସି: ତାଗିଦ କଲା ପୂର୍ତ୍ତ ବିଭାଗ

ଭୁବନେଶ୍ବର: ପୂର୍ତ୍ତ ବିଭାଗର ବିନା‌ ସ୍ବୀକୃତି‌ରେ ବିଏମ୍‌ସି ରାସ୍ତା ଖୋଳୁଛି। ରାସ୍ତା ଖୋଳି କେଉଁଠି ସେଡ୍‌ ପାଇଁ ବାଉଁଶ ପୋତୁଛି ଆଉ କେଉଁଠି ଶିବିର ପ୍ରସ୍ତୁତ କରୁଛି। ଏଥିପାଇଁ ପୂର୍ତ୍ତ ବିଭାଗର ମୁଖ୍ୟଯନ୍ତ୍ରୀ(ରାସ୍ତା-୧) ବିଏମ୍‌ସି ସିଟି ଇଞ୍ଜିନିୟରଙ୍କୁ ଚିଠି ଲେଖିଛନ୍ତି।…

ମହଙ୍ଗା ପଡ଼ିଲା ଶଶୁରଘରେ ମୁରବିପଣିଆ: ଜେଲ୍‌ ଗଲା ନୃଶଂସ ଶଳା

ବାଲିପାଟଣା: ବୁଧବାର ସନ୍ଧ୍ୟାରେ ବାଲିପାଟଣା ନରଦା ବଜାରରେ ଘଟିଥିଲା ବୀଭତ୍ସ ହତ୍ୟାକାଣ୍ଡ। ନୃଶଂସ ଶଳା ଖଣ୍ଡାରେ ହାଣି ଭିଣୋଇକୁ ହତ୍ୟା କରିଥିଲା। ଏହି ମାମଲାରେ ଅଟକ ଥିବା ଅଭିଯୁକ୍ତ ମିର୍‌ ସୟଦ୍‌ ଅଲ୍ଲୀ ଓରଫ ଗୁଟୁକୁ ଆଜି‌ କୋର୍ଟ ଚାଲାଣ କରାଯାଇଛି। ଆଜି ସକାଳୁ ବାଲିପାଟଣା ଥାନା…