Breaking News
Browsing Category

ମହାନଗର

ମହାନଗର

ବାଂଲାଦେଶୀ ନାବାଳିକାଙ୍କୁ ଦେହ ବ୍ୟବସାୟରେ ନିୟୋଜିତ ମାମଲା: ତଦନ୍ତ କରିବ ଏନ୍‌ଆଇଏ

ଭୁବନେଶ୍ବର: ଚାକିରି କରାଇବା ବାହାନାରେ ବାଂଲାଦେଶୀ ନାବାଳିକାଙ୍କୁ ଦେହ ବ୍ୟବସାୟରେ ନିୟୋଜିତ କରିଥବା ୬ ଅଭିଯୁକ୍ତଙ୍କୁ କଟକ ମଧୁପାଟଣା ଥାନା ପୁଲିସ ଗିରଫ କରିଥିଲା। ଏବେ ଏହି ମାମଲାର ତଦନ୍ତ କରିବ ନେସ୍‌ନାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଏଜେନ୍‌ସି(ଏନ୍‌ଆଇଏ)। ଏହି ସମ୍ବେଦନଶୀଳ ମାନବ ଚାଲାଣ…

କୁଆଖାଇ ପଠାରେ ଗୁଳି ବିନିମୟ: ପୁଲିସ ଘେରାବନ୍ଦୀରେ ଫସିଲେ ୨ ଲୁଟେରା

ଭୁବନେଶ୍ବର: ରାତି ପ୍ରାୟ ୯ଟା। ଟଙ୍କପାଣି ବ୍ରିଜ୍‌ ଉପରେ ଏକ କଳା ପଲ୍‌ସର୍‌ ସହ ଏକ ଧଳାରଙ୍ଗର ବଲେରୋ ମୁହାଁମୁହିଁ ହେଲା। ଠିକ୍‌ ଧକ୍କା ହେବା ପୂର୍ବରୁ ଦୁଇଟିଯାକ ଗାଡ଼ି ଅଟକିଗଲା। ଲୋକେ ଭାବିଲେ କିଛି ପାଟିତୁଣ୍ଡ ହେବ। କିନ୍ତୁ ପଲ୍‌ସରରେ ଥିବା ୨ ଯୁବକ ଆଖି ପିଛୁଳାକେ ଗାଡ଼ି ବୁଲାଇ…

ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ: ‘ହତ୍ୟା କରି ଗଛରେ ଟାଙ୍ଗିଦେଲେ’

ଭୁବନେଶ୍ବର: ଗୁରୁବାର ପୂର୍ବାହ୍ଣରେ ଏୟାର୍‌ଫିଲ୍‌ଡ ଥାନା ପୁଲିସ ବୀରବନ୍ଧ ଗହୀର ଭିତରେ ଏକ ଗଛରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ କରିଛି। ମୃତକ ହେଲେ ଜିତୁରଂଜନ ଭୋଇ(୩୩)। ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ଏୟାର୍‌ଫିଲ୍‌ଡ ଥାନା ପୁଲିସ ହତ୍ୟା ମାମଲା ରୁଜୁକରିଛି ଏବଂ ତଦନ୍ତ ଆରମ୍ଭ…

ରାସ୍ତାରେ ଗଦା ହୋଇରହୁଛି ନିର୍ମାଣ ବର୍ଜ୍ୟବସ୍ତୁ

ଭୁବନେଶ୍ୱର: ରାଜଧାନୀରେ ରାସ୍ତାଘାଟ ଖୋଳାଖୋଳି କରିବା ଯେମିତି ଏକ ନିତିଦିନିଆ ଘଟଣା ହୋଇଗଲାଣି। କେଉଁଠି କେବୁଲ ବିଛାଇବା ପାଇଁ ତ କେଉଁଠି ବର୍ଷା ଜଳ ନିଷ୍କାସନ ହେବ ବୋଲି ମନଇଚ୍ଛା ରାସ୍ତା ଖୋଳାଯାଉଛି। ହେଲେ ବର୍ଜ୍ୟଗୁଡ଼ିକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ବଦଳରେ ରାସ୍ତାରେ ଗଦା କରି…

ବିଧାୟକ ଅଖୋଜା, ସାଂସଦ ଅଲୋଡ଼ା: ସରକାରୀ କାର୍ଯ୍ୟକ୍ରମରେ ଲୁଚକାଳି ଖେଳ

ଭୁବନେଶ୍ବର: ବିଜେଡି ସରକାର ସମୟରେ ଭୁବନେଶ୍ବର ସାଂସଦ ଅପରାଜିତା‌ ଷଡ଼ଙ୍ଗୀକୁ ସରକାରୀ କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରାଯାଉ ନ ଥିଲା। ୨୦୧୯ରୁ ୨୦୨୪ ପର୍ଯ୍ୟନ୍ତ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ଏନେଇ ଅନେକ ଥର ଅଭିଯୋଗ ଆଣିଛନ୍ତି। ତତ୍‌କାଳୀନ ମୁଖ୍ୟମନ୍ତ୍ରୀଙ୍କ କୌଣସି କାର୍ଯ୍ୟକ୍ରମରେ…

ପନ୍ଥେଇରୁ ଆରମ୍ଭ ପଣାରେ ଶେଷ: ଉଭା ହେଲେଣି କାଳିଶି

ବାଲିପାଟଣା: ସମ୍ପ୍ରତି ଗାଁ ଗାଁରେ ଚୈତ୍ର ମଙ୍ଗଳବାର ଅବସରରେ ମା’ ମଙ୍ଗଳାଙ୍କ ବ୍ରତ ତଥା ପନ୍ଥେଇ ପୂଜା ଅନୁଷ୍ଠିତ ହେଉଛି। ମହିଳାମାନେ ନିଷ୍ଠାର ସହ ଏହି ଉପାସନା କରୁଛନ୍ତି। ଏହା ମଧ୍ୟରେ ପଣା ସଂକ୍ରାନ୍ତି ପାଇଁ ଆରମ୍ଭ ହୋଇଗଲାଣି ରୀତିମତ ପ୍ରସ୍ତୁତି। ଝାମୁଯାତ୍ରା ପାଇଁ ଗାଁ ଗାଁରେ ଉଭା…

ପ୍ରଭୁକୃପା ପାଇଁ ଚିତ୍ରଶିଳ୍ପୀ ପରିବାର ବ୍ୟସ୍ତ

ପୁରୁଣା ଭୁବନେଶ୍ୱର: ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥରେ ଲାଗିବାକୁ ଥିବା ବିଭିନ୍ନ ପଶୁପକ୍ଷୀ ଓ ପାର୍ଶ୍ୱ ଦେବତାଙ୍କ ମୂର୍ତ୍ତିରେ ଚିତ୍ର କାମ ଚାଲିଛି। ଏଥି ପାଇଁ ପ୍ରତିବର୍ଷ ପରି ପ୍ରଥମେ ଚାରି ଘୋଡ଼ାକୁ ପ୍ରସ୍ତୁତ କରାଯାଇଛି। କାହିଁ କେଉଁ କାଳରୁ ରଥ ପାର୍ଶ୍ୱ ଦେବତା, ଚାରି…

ପାତ୍ରପଡ଼ାରେ ଉତ୍ତେଜନା: ଦୁଇ ଭାଇଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ

ଖଣ୍ଡଗିରି: ଆଜି ପୂର୍ବାହ୍ଣରେ ଖଣ୍ଡଗିରି ଥାନା ପାତ୍ରପଡ଼ା ଗାଁରେ ଦୁଇ ଭାଇ ପ୍ରାଣାନ୍ତକ ଆକ୍ରମଣର ଶିକାର ହୋଇଛନ୍ତି। ଖଣ୍ଡା ଚୋଟରେ ଆହତ ହୋଇଥିବା ଦୁଇ ଭାଇ ହେଲେ ଜୀବନ ସାମନ୍ତରାୟଙ୍କ ପୁଅ ଆଲୋକ ଓ ଜୀବନଙ୍କ ଭାଇ ଗଣେଶଙ୍କ ପୁଅ ଦିବ୍ୟଜ୍ୟୋତି। ଆଲୋକ ଓ ଦିବ୍ୟ ଉଭୟଙ୍କ…

ଭଡ଼ାଘରେ ଚାଲିଛି ୧୧ ଅଙ୍ଗନବାଡ଼ି କେନ୍ଦ୍ର

ବାଲିଅନ୍ତା: ବାଲିଅନ୍ତା ବ୍ଲକ୍‌ର ୧୬ଟି ପଞ୍ଚାୟତରେ ୧୧ଟି ଅଙ୍ଗନବାଡ଼ି କେନ୍ଦ୍ରର ନିଜସ୍ବ ଘର ନାହିଁ। ନିଜସ୍ବ ଘର ନିର୍ମାଣ ନେଇ ୫ ବର୍ଷ ହେଲା ଟଙ୍କା ଆସିଛି। ପ୍ରତି ଅଙ୍ଗନବାଡ଼ି କେନ୍ଦ୍ର ପିଛା ୭ ଲକ୍ଷ ଟଙ୍କା ଲେଖାଏଁ ମଞ୍ଜୁର ହୋଇଛି। ହେଲେ ଦାୟିତ୍ବରେ ଥିବା ପଞ୍ଚାୟତ ପ୍ରତିନିଧି,…

ଭିଣୋଇକୁ ହାଣିଦେଲା: କାନ୍ଧରେ ମୁଣ୍ଡ ଝୁଲିପଡ଼ିଲା

ବାଲିପାଟଣା: ବୁଧବାର ରାତି ପ୍ରାୟ ସାଢ଼େ ୭ଟା ବେଳେ ବାଲିପାଟଣା ନରଦା ବଜାରରେ ଘଟିଛି ଏକ ଲୋମଟାଙ୍କୁରା ହତ୍ୟାକାଣ୍ଡ। ଜନଗହଳିପୂର୍ଣ୍ଣ ବଜାରରେ ଭିଣୋଇକୁ ବୀଭତ୍ସ ଭାବେ ଖଣ୍ଡାରେ ହାଣି ହତ୍ୟା କରିଛି ସାନ ଶଳା। ମୃତକ ହେଲେ ନିମାପଡ଼ା ଥାନା ରେଙ୍ଘୋଳ ଗାଁର ମୁସ୍ତାକିନ୍‌ ଅଲ୍ଲୀ(୫୦) ଏବଂ…