Breaking News
Browsing Category

ମହାନଗର

ମହାନଗର

ବିଏସ୍‌ଏଫ୍‌ ଇନ୍‌ସ୍ପେକ୍ଟରଙ୍କ ପତ୍ନୀ ଓ ଝିଅଙ୍କୁ ଲୁଟ୍‌ ଉଦ୍ୟମ

ଭୁବନେଶ୍ବର: ଗତକାଲି ରାତିରେ ରାଜଧାନୀବାସୀ ଦୀପାବଳି ପାଳନ କରୁଥିବା ବେଳେ ଜଣେ ମହିଳା ଓ ତାଙ୍କ ଝିଅ ରାଜରାସ୍ତାରେ ଲୁଟେରାଙ୍କ କବଳରେ ପଡ଼ିଥିଲେ। ଲୁଟେରାଙ୍କ ସହ ସାହସର ସହିତ ଲଢ଼ି ଲୁଟ୍‌ କରିବାକୁ ସୁଯୋଗ ଦେଇନଥିବା ଏହି ମହିଳା ଓ ଯୁବତୀ ଜଣେ ବିଏସ୍‌ଏଫ୍‌ ଇନ୍‌ସ୍ପେକ୍ଟରଙ୍କ…

‘ଖବରକାଗଜ ଏକ ଆହ୍ବାନପୂର୍ଣ୍ଣ ବ୍ୟବସାୟ’

ଭୁବନେଶ୍ବର: ବର୍ତ୍ତମାନ ସମୟରେ ଖବରକାଗଜ ଏକ ଆହ୍ବାନପୂର୍ଣ୍ଣ ବ୍ୟବସାୟ ବୋଲି ନୂଆ ଓଡ଼ିଆ ଖବରକାଗଜ ‘ସର୍କାର’ର ଉନ୍ମୋଚନ ଅବସରରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ହୋଟେଲ ଭିଭାନ୍ତଠାରେ ଅନୁଷ୍ଠିତ ଏହି ଲୋକାର୍ପଣ ଉତ୍ସବରେ ମୁଖ୍ୟଅତିଥି ଭାବେ ବରିଷ୍ଠ ସାମ୍ବାଦିକ ପ୍ରଭୁ ଚାୱଲା,…

ଭୁବନେଶ୍ୱର ୧ ନମ୍ବର ହାଟ ଭୂତଳ ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ

ଭୁବନେଶ୍ୱର: ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱର ୧ ନମ୍ବର ହାଟ ଭୂତଳ ମାର୍କେଟରେ ଭୁବନେଶ୍ୱରରେ ଭୟାବହ ଅଗ୍ନିକାଣ୍ଡ ଘଟି କେତେକ ଦୋକାନର ସାମଗ୍ରୀ ଜଳିପୋଡ଼ିପାଉଁଶ ହୋଇଯାଇଛି। ମାର୍କେଟ ବିଲ୍ଡିଂରୁ ଏକ ନମ୍ବର ହାଟକୁ ସଂଯୋଗ କରୁଥିବା ଅଣ୍ଡର ଗ୍ରାଉଣ୍ଡରେ ନିଆଁ ଲାଗିଥିଲା।  ଅଣ୍ଡର …

‘ବାତ୍ୟା ଆମକୁ ଦୋହଲାଇ ପାରିବନାହିଁ’

ଭୁବନେଶ୍ୱର: ଓଡ଼ିଶାରେ ପ୍ରାକୃତିକ ବିପର୍ଯ୍ୟୟ ରୋକିବାର କୌଣସି ସ୍ଥାୟୀ ପ୍ରତିକାର ନାହିଁ। ହେଲେ ସମସ୍ତଙ୍କ ଉଦ୍ୟମରେ ଏହାର ପ୍ରଭାବକୁ କମ କରାଯାଇପାରିବ। ସରକାରଙ୍କ ତରଫରୁ ଆଗାମୀ ବିପର୍ଯ୍ୟୟର ପରିଚାଳନା କରିବା ପାଇଁ ରାଜଧାନୀରେ ଅତ୍ୟାଧୁନିକ ବିପର୍ଯ୍ୟୟ ପରିଚାଳନା ବିଭାଗ ଖୋଲାଯିବାର…

ରାଜଧାନୀରେ ସିରିଜ୍ ଦୁର୍ଘଟଣା: ବୃଦ୍ଧ ଗୁରୁତର, କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ବର: ରାଜଧାନୀର ପଳାସୁଣୀ ଛକରେ ଆଜି ସକାଳେ ସିରିଜ୍ ଦୁର୍ଘଟଣା ଘଟିଛି। ଏଠାରେ ଘରୋଇ ବସ୍ କୁ ଟ୍ରକ୍ ଧକ୍କା ଦେବା ପରେ ବସ୍ ଏକ ଅଟୋ ଓ ଏନଏଚଏଆଇର ପିକଅପ୍ ଭ୍ୟାନକୁ ଧକ୍କା ଦେଇଥିଲା। ଫଳରେ ଅଟୋରେ ଥିବା ୩ ଯାତ୍ରୀ ଆହତ ହୋଇଥିଲେ। ଏହାଛଡ଼ା ଏଥିରେ ଜଣେ ବୃଦ୍ଧ ଗୁରୁତର…

ଗ୍ରାମରକ୍ଷୀଙ୍କ ଘରେ ଚାଲିଥିଲା ବେଆଇନ ବାଣ କାରଖାନା

ବାଲିପାଟଣା: ଦୀପାବଳି ପାଖେଇ ଆସୁଥିବା ବେଳେ ବାଲିପାଟଣାର ବିଭିନ୍ନ ଅଞ୍ଚଳରେ ବାଣୁଆମାନେ ବାଣ ତିଆରିରେ ଲାଗିଛନ୍ତି। ବେଆଇନ ଓ ବିପଜ୍ଜନକଭାବେ ସେମାନେ ବାଣ ତିଆରି କରୁଥିବାରୁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଏଭଳି ସ୍ଥିତିରେ ବାଲିପାଟଣା ପୁଲିସ ଗତକାଲି ଗୁଆପୁର ଗ୍ରାମରୁ…

ସୁନା ବଜାରରେ ଧନ୍‌ତେରସ୍‌ ଉତ୍ସାହ: ବିକ୍ରି ନେଇ ଗହଣା ବ୍ୟବସାୟୀ ଆଶାବାଦୀ

ଭୁବନେଶ୍ବର: c ଏଥର ଧନ୍‌ତେରସ୍‌ରେ ବହୁତ ଭଲ ବେପାର ହେବ ବୋଲି ଗହଣା ବ୍ୟବସାୟୀମାନେ ଆଶା ପ୍ରକଟ କରିଛନ୍ତି। ଧନ୍‌ତେରସ୍‌ରେ ସୁନା ଓ ଧାତବ ପଦାର୍ଥ କିଣିଲେ ଘରର ସମୃଦ୍ଧି ବଢ଼ିଥାଏ ବୋଲି ରହିଥିବା ବିଶ୍ବାସକୁ ଆଧାର କରି ଗହଣା ପ୍ରତିଷ୍ଠାନଗୁଡ଼ିକ ଆକର୍ଷଣୀୟ ଅଫର ଘୋଷଣା କରିଛନ୍ତି। ଗଢ଼ା…

ଆଦାନି ବସାଇବ ସିମେଣ୍ଟ କାରଖାନା: ରାଜ୍ୟ ସରକାରଙ୍କ ସହ ଚାଲିଛି କଥାବାର୍ତ୍ତା

ଭୁବନେଶ୍ବର: ଶିଳ୍ପପତି ଗୌତମ ଆଦାନି ସିମେଣ୍ଟ ବ୍ୟବସାୟ କ୍ଷେତ୍ରରେ ଦ୍ରୁତ ଗତିରେ ଆଗକୁ ବଢ଼ୁଥିବା ବେଳେ ଖୁବ୍‌ଶୀଘ୍ର ଏକ ନୂଆ କାରଖାନା ସ୍ଥାପନ କରିବାକୁ ଯାଉଛନ୍ତି। ସେହି କାରଖାନା ଓଡ଼ିଶାରେ ସ୍ଥାପନ ହେବ। ଏଥିପାଇଁ କମ୍ପାନି କର୍ତ୍ତୃପକ୍ଷ ରାଜ୍ୟ ସରକାରଙ୍କ ସହ କଥାବାର୍ତ୍ତା କରୁଥିବା…

ଜନପଥରେ ପାର୍କିଂ ଟେଣ୍ଡର୍‌ ଡାକିଲା ବିଏମ୍‌ସି

ଭୁବନେଶ୍ୱର: ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌(ବିଏସ୍‌ସିଏଲ୍‌) ଓ ବିଏମ୍‌ସି ମଧ୍ୟରେ ପୁଣି ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ସ୍ମାର୍ଟ ସିଟି ତିଆରି କରିଥିବା ଜନପଥରେ ପାର୍କିଂ ପାଇଁ ବିଏମ୍‌ସି ଟେଣ୍ଡର ଡାକିଛି। ଶିଶୁ ଭବନ ଛକରୁ କାଳୀମନ୍ଦିର ଯାଏଁ ଖାଲି ଥିବା ସ୍ଥାନରେ ଅଫ୍‌…

ଝାଡ଼ଖଣ୍ଡର ନାବାଳିକାଙ୍କୁ ଘରେ ଖଟାଉଥିଲେ ଦମ୍ପତି, ବିର୍ସା ଛକରୁ ଉଦ୍ଧାରକଲା ପୁଲିସ

ରାଉରକେଲା: ଝାଡ଼ଖଣ୍ଡରୁ ଗରିବ ୯ ବର୍ଷର ନାବାଳିକାଙ୍କୁ ପାଠପଢ଼ାଇବାକୁ ଆଣି ଘରେ ଚାକରାଣି ପରି ଖଟାଉଥିବା ରାଉରକେଲାର ଏକ ଦମ୍ପତିଙ୍କୁ ମହଙ୍ଗା ପଡ଼ିଛି। ଉଦ୍ଧାର ନାବାଳିକାଙ୍କୁ ପ୍ଲାଣ୍ଟସାଇଟ ପୁଲିସ ଉଦ୍ଧାର କରି ଚାଇଲ୍‌ଡଲାଇନ୍‌ ‘ଦିଶା’କୁ ହସ୍ତାନ୍ତର କରିଛି। ଶିଶୁ ମଙ୍ଗଳ ସମିତି…