Breaking News
Browsing Category

ମହାନଗର

ମହାନଗର

ବଢ଼ିଚାଲିଛି ଝାରପଡ଼ା ଜେଲ୍‌ ବିଭ୍ରାଟ: ତଦନ୍ତ ରିପୋର୍ଟ ଉପରେ ଡିଜିଙ୍କ ତନାଘନା

ଭୁବନେଶ୍ବର: ଗ୍ୟାଙ୍ଗ୍‌ଵାର୍‌, କଏଦୀ ମୃତ୍ୟୁ, ସେଲ୍‌ ଭିତରେ ସ୍ମାର୍ଟଫୋନ୍‌ରେ ଭିଡିଓ ସୁଟ୍, ଜେଲର୍‌ ଓ ୱାର୍ଡରଙ୍କୁ କଏଦୀଙ୍କ ଆକ୍ରମଣ ଭଳି ବିଭ୍ରାଟ ସବୁକୁ ଝାରପଡ଼ା ଜେଲ୍‌ କର୍ତ୍ତୃପକ୍ଷ ଅଡ଼ୁଆରେ। ଦିନକୁ ଦିନ ବିଭିନ୍ନ ପ୍ରକାରର ନୂଆନୂଆ ବିଭ୍ରାଟ ଦେଖିବାକୁ ମିଳିଛି। ସ୍ଥିତି ଏମିତି…

କଳିଙ୍ଗବିହାରରୁ ଖଣ୍ଡଗିରି: ରଙ୍ଗ୍‌ସାଇଡ୍‌ ଡ୍ରାଇଭିଂ ନିୟମକୁ ଫୁ’

ଖଣ୍ଡଗିରି: କଳିଙ୍ଗବିହାରଠାରୁ ଖଣ୍ଡଗିରି ଛକ ପର୍ଯ୍ୟନ୍ତ ଜାତୀୟ ରାଜପଥରେ ରଙ୍ଗ୍‌ସାଇଡ୍‌ ଗାଡ଼ିଚାଳନା ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ଚିନ୍ତା ବଢ଼ାଇଦେଇଛି। କାଁ ଭାଁ ହେଲ୍‌ମେଟ୍, ସିଟ୍‌ ବେଲ୍‌ଟ ଧରପଗଡ଼ ହେଉଥିଲେ ମଧ୍ୟ ଅମାନିଆ ଚାଳକଙ୍କୁ ଧରିବାରେ ସକ୍ଷମ ହେଉନାହାନ୍ତି ପୁଲିସ।…

ବିଭାଗ ମଧ୍ୟରେ ସମନ୍ବୟ ଅଭାବ: ମେଟ୍ରୋ ପ୍ରକଳ୍ପ ପାଇଁ ଫୁଟ୍‌ପାଥ୍‌ ତାଡ଼ିଦେଲେ

ଚନ୍ଦ୍ରଶେଖରପୁର: ଭୁବନେଶ୍ବରରେ ମେଟ୍ରୋ ଟ୍ରେନ୍‌ ପ୍ରକଳ୍ପ କାମ ଚାଲିଛି। ରାସ୍ତା ସର୍ଭେ ଶେଷ ହୋଇଥିବା ବେଳେ ଏବେ ମାଟି ପରୀକ୍ଷା କରାଯାଉଛି। ସହରର ବିଭିନ୍ନ ସ୍ଥାନରେ ରାସ୍ତା ମଝିରେ ଖୋଳା ଯାଇ ମାଟି ପରୀକ୍ଷା ହେଉଛି। ବିଜୁ ପଟ୍ଟନାୟକ ବିମାନବନ୍ଦର ଛକରୁ କ୍ୟାପିଟାଲ ହସ୍ପିଟାଲ ଛକ,…

ବାତ୍ୟା ପରେ ବାତ୍ୟା ଯାଉଛି: ସୁଲୋଚନାଙ୍କ ମୁଣ୍ଡ ଉପରୁ ହଟୁନି ଜରିପାଲ

ବାଲିଅନ୍ତା ବଜାର: ବାତ୍ୟା ପରେ ବାତ୍ୟା ଯାଉଛି। ମାତ୍ର ବୃଦ୍ଧା ସୁଲୋଚନାଙ୍କ ମୁଣ୍ଡ ଉପରୁ ଜରିପାଲ ଯିବା ନାଁ ଧରୁନି। ବାତ୍ୟା ଆସିବା ବେଳେ ତାଙ୍କୁ ପ୍ରଶାସନ ନେଇ ବାତ୍ୟା ଆଶ୍ରୟସ୍ଥଳୀ, ସ୍କୁଲ୍‌ କୋଠା କିମ୍ବା କ୍ଲବ୍‌ ଘରକୁ ନେଇ ଆଶ୍ରୟ ଦେଉଛି। ଦିନେ ଦି ଦିନ ଶୁଖିଲା ଓ ରନ୍ଧା ଖାଦ୍ୟ…

ଜମିଲାଣି ଜଟଣୀ ବାଣ ବେପାର: ବଜାରରେ ପିକଅପ୍, ମିଡ୍ ନାଇଟ, କୁଲର, ମିସାଇଲ୍‌

ଜଟଣୀ: ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳି। ବାତ୍ୟା ‘ଦାନା’ ପରେ ଏବେ ଜଟଣୀରେ ବାଣ ବେପାର ଜମିଲାଣି। ଏଠାରେ ହୋଲସେଲ୍ ଦରରେ ତଥା ବଜାର ଅପେକ୍ଷା କମ୍ ଦାମରେ ବାଣ ମିଳୁଥିବାରୁ ଦୋକାନୀ ଓ ଗ୍ରାହକମାନେ କିଣିବାକୁ ଏଠାକୁ ଛୁଟି ଆସିଥାନ୍ତି। ତେଣୁ ବାଣ ପାଇଁ ଜଟଣୀକୁ ହବ୍‌ କୁହାଯାଉଥିବା ବେଳେ…

କେବେ ୬ ଜୋନ୍ ହେବ ବିଏମ୍‌ସି? ଅଫିସର ଆସିଲେ, କର୍ମଚାରୀ ନାହାନ୍ତି

ଭୁବନେଶ୍ବର: ସାଧାରଣ ଜନତାଙ୍କୁ ହାତ ପାହାନ୍ତାରେ ସେବା ଯୋଗାଇ ଦେବା ପାଇଁ ବିଏମ୍‌ସିରେ ଥିବା ୩ଟି ଜୋନ୍‌କୁ ଭାଙ୍ଗି ୬ଟି ଜୋନ୍‌ କରିବାକୁ ଘୋଷଣା ହୋଇଥିଲା। ଏହି ଘୋଷଣା ତଥା ସରକାରୀ ସ୍ବୀକୃତିକୁ ବର୍ଷେ ପୂରିଲାଣି। ହେଲେ କାହାରି ତତ୍ପରତା ନାହିଁ। ନା ସରକାର ତତ୍ପରତା ପ୍ରକାଶ…

ଶଳାର ଗଳା କାଟି ହତ୍ୟା ମାମଲା: ‘ବିଶ୍ବାସଘାତ କଲେ, ପ୍ରତିଶୋଧ ନେଲି’

ମେଣ୍ଢାଶାଳ: ବୁଧବାର ବିଳମ୍ବିତ ରାତିରେ ଚନ୍ଦକା ଥାନା ମେଣ୍ଢାଶାଳରେ ଘଟିଥିବା ଲୋମଟାଙ୍କୁରା ହତ୍ୟାକାଣ୍ଡର ଅଭିଯୁକ୍ତ ଲକ୍ଷ୍ମୀଧର ଦାସ(୫୯)କୁ ଆଜି ପୁଲିସ କୋର୍ଟ ଚାଲାଣ କରିଛି। ଭୁଜାଲି ଚୋଟରେ ଶଳା ପ୍ରଶାନ୍ତ ବିଶ୍ବାଳ(୫୦)ଙ୍କ ଗଳା କାଟି ହତ୍ୟା କରିବା‌ ସହ ନିଜ ପୁଅ ଓ ୨ପୁତୁରା(ଶଳା…

ଟ୍ର‌ାଫିକ୍‌ ପାଇଁ ମୁଣ୍ଡବିନ୍ଧା ‘ରସୁଲଗଡ଼ ଛକ’

ଭୁବନେଶ୍ବର: ଭୁବନେଶ୍ବର ଟ୍ରାଫିକ ପୁଲିସର ମୁଣ୍ଡବିନ୍ଧା ସାଜିଛି ରସୁଲଗଡ଼ ଛକ। ଅଧିକାଂଶ ଦିନ ଏହି ଛକ ଜାମ୍‌ ହେଉଛି। ଏଠାକାର କିଛି ସ୍ଥାନରେ ଟ୍ରାଫିକ୍‌ ପୁଲିସ ଥାଇ ମଧ୍ୟ ଅସହାୟ ହୋଇପଡ଼ୁଛନ୍ତି ତ କେଉଁଠି ପୁଲିସ ନଥିବାରୁ ଅମାନିଆ ଚାଳକଙ୍କ ପାଇଁ ଟ୍ରାଫିକ୍‌ର ସ୍ଥିତି ବିପର୍ଯ୍ୟସ୍ତ ହୋଇ…

କାଦୁଅରେ ପଚପଚ ଫୁଲେଶ୍ବରୀ ବସ୍ତି

ଭୁବନେଶ୍ବର: ଦୁଇଦିନର ଲଗାଣ ବର୍ଷାରେ ପାଣିକାଦୁଅରେ ସନ୍ତେଇ ହେଉଛି ଫୁଲେଶ୍ବରୀ ବସ୍ତି। ଘର ଆଗରେ ବର୍ଷାପାଣି ଜମି ରହିଥିଲା ବେଳେ ଅସ୍ବାସ୍ଥ୍ୟକର ତଥା ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି। ବସ୍ତିର ମୁଖ୍ୟରାସ୍ତାରେ ପେଭର୍‌ବ୍ଲକ୍‌ ବିଛା ଯାଇଥିଲା ବେଳେ ବର୍ଷାପାଣି ନିଷ୍କାସନ ନିମନ୍ତେ…

ହୋଲ୍ଡିଂ ନଥିବା ଜାଗାରୁ ଏଣିକି ୟୁଜର୍ସ ଫି: କୁଆଡ଼େ ଗଲା ରାଜସ୍ବ ଦିବସ?

ଭୁବନେଶ୍ବର: ବିଏମ୍‌ସି ଅଞ୍ଚଳରେ ହୋଲ୍ଡିଂ ସଂଖ୍ୟା ୧ ଲକ୍ଷ ୨୦ ହଜାର ରହିଛି। କିନ୍ତୁ ମାତ୍ର ୬୦ ହଜାର ଘରୁ ଟିକସ ଆଦାୟ ହେଉଛି। ସେଥିରେ ପୁଣି ବାଣିଜ୍ୟିକ ପ୍ରତିଷ୍ଠାନରୁ ବିଏମ୍‌ସି ଆବାସିକ ଟିକସ ଆଣୁଛି। କେହି ଜଗିବାକୁ ନାହାନ୍ତି, ଏଣୁ ଯିଏ ଯେମିତି ପାରିଲା ଲୁଟୁଛି। ଫଳରେ ରାଜସ୍ବ…