Breaking News
Browsing Category

ମହାନଗର

ମହାନଗର

ହୋଲ୍ଡିଂ ନଥିବା ଜାଗାରୁ ଏଣିକି ୟୁଜର୍ସ ଫି: କୁଆଡ଼େ ଗଲା ରାଜସ୍ବ ଦିବସ?

ଭୁବନେଶ୍ବର: ବିଏମ୍‌ସି ଅଞ୍ଚଳରେ ହୋଲ୍ଡିଂ ସଂଖ୍ୟା ୧ ଲକ୍ଷ ୨୦ ହଜାର ରହିଛି। କିନ୍ତୁ ମାତ୍ର ୬୦ ହଜାର ଘରୁ ଟିକସ ଆଦାୟ ହେଉଛି। ସେଥିରେ ପୁଣି ବାଣିଜ୍ୟିକ ପ୍ରତିଷ୍ଠାନରୁ ବିଏମ୍‌ସି ଆବାସିକ ଟିକସ ଆଣୁଛି। କେହି ଜଗିବାକୁ ନାହାନ୍ତି, ଏଣୁ ଯିଏ ଯେମିତି ପାରିଲା ଲୁଟୁଛି। ଫଳରେ ରାଜସ୍ବ…

ଜାତୀୟ ରାଜପଥରେ ବୃକ୍ଷ ଧରାଶାୟୀ, ମାତ୍ର ୩୦ମିନିଟରେ ଅବରୋଧ ହଟାଇଲେ ବନବିଭାଗ ଓ ପୁଲିସ

ବୈଶିଙ୍ଗା: ବୈଶିଙ୍ଗା ଥାନା ଅଧୀନ ୧୮ନଂ ଜାତୀୟ ରାଜପଥର ବୈଶିଙ୍ଗା ବଜାର ଠାରୁ ଯୁଗଳ ଛକ ପର୍ଯ୍ୟନ୍ତ ଏକାଧିକ ବିଶାଳକାୟ ବୃକ୍ଷ ରାଜପଥ ଉପରେ ପଡି ରାସ୍ତା ଅବରୋଧ ହୋଇଥିବାବେଳେ ବନବିଭାଗ ଓ ପୁଲିସ ମିଶି ତୁରନ୍ତ ୩୦ମିନିଟରେ ଗଛ ସବୁକୁ କାଟି ହଟାଇଲେ ଅବରୋଧ l ସୂଚନା ଅନୁଯାୟୀ,…

ମଦ ଦୋକାନକୁ ବିରୋଧ କରି ଧାରଣା

ଖଣ୍ଡଗିରି: ମଦ ଦୋକାନକୁ ବିରୋଧ କରି ଆଜି କଳିଙ୍ଗ ନଗର ଆବାସିକ ଉନ୍ନୟନ ସଂଘ(କେ-୭) ପକ୍ଷରୁ ଆଜି ଶାନ୍ତପୂ୍ର୍ଣ ଧାରଣା ଦିଆଯାଇଛି। ଅଞ୍ଚଳବାସୀଙ୍କ ଅଭିଯୋଗ ହୋଉଛି ଯେ ସୁବୁଦ୍ଧିପୁରରେ ବିଦେଶୀ ମଦଦୋକାନ ଖୋଲିବାକୁ ସରକାରଙ୍କଠାରୁ ଅନୁମତି ଦିଆଯାଇଛି। ମାତ୍ର…

ବର୍ଷା ଓ ପବନ ମାଡ଼ରେ ଫସଲ ପ୍ରଭାବିତ

ବାଲିପାଟଣା: ବାତ୍ୟା ‘ଦାନା’ର ମୁକାବିଲା ପାଇଁ ପ୍ରଶାସନସ୍ତରରେ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ବାଲିପାଟଣା ବ୍ଲକ୍‌ର ୧୭ଟି ପଞ୍ଚାୟତରେ ୧,୩୬୨ ଜଣ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳରେ ରଖାଯାଇଥିଲା। ଅବଶ୍ୟ ବାତ୍ୟାର ପ୍ରଭାବ ଅଞ୍ଚଳରେ ବିଶେଷ ପଡ଼ିନାହିଁ। ତେବେ…

୧୦ମାସରେ ୭୦.୬ କୋଟି ନେଇଗଲେ ସାଇବର ଠକ

ଭୁବନେଶ୍ବର: ଦ୍ବୈତନଗରୀରେ ସାଇବର ଠକେଇ ବଢ଼ିବାରେ ଲାଗିଛି। କାହାକୁ ପୁଞ୍ଜିନିବେଶ ନାଁରେ ତ କାହାକୁ ଚାକିରି ଲୋଭ ଦେଖାଇ ସାଇବର ଠକମାନେ ଲୁଟୁଛନ୍ତି। ଷ୍ଟକ୍ ମାର୍କେଟ୍‌ ପ୍ରଲୋଭନରୁ ଆରମ୍ଭ କରି ବିଭିନ୍ନ ଲୋନ୍‌ କରାଇବା, ଅନ୍‌ଲାଇନ୍‌ ସପିଂ, ଟ୍ରାଭେଲ ଟିକେଟ୍‌, ବୀମା, କ୍ରେଡିଟ୍‌…

ସତ୍ୟଭାମାଙ୍କ ପାଇଁ ପାଞ୍ଚ ହଜାର ମହିଳା ସ୍ବାବଲମ୍ବୀ

ଭୁବନ: ଢେଙ୍କାନାଳ ଜିଲ୍ଲା ଭୁବନ ଅଞ୍ଚଳର ସତ୍ୟଭାମା ସେଠୀ (୫୫)। ଅନେକ ଦୁସ୍ଥ ତଥା ମାନସିକ ଅଶାନ୍ତିରେ ରହୁଥିବା ଯୁବତୀ, ମହିଳାଙ୍କୁ ବଞ୍ଚିବାର ରାହା ଦେଖାଇଛନ୍ତି। ଭୁବନର କୋଣ ଅନୁକୋଣରେ ସେ ଏବେ ଶ୍ରାବଣୀ ଅପା ଭାବେ ପରିଚିତ। ସତ୍ୟଭାମାରୁ କେତେବେଳେ ଶ୍ରାବଣୀ ପାଲଟିଯାଇଛନ୍ତି ସେ ନିଜେ…

ସାରା ସହର ଶୁନଶାନ୍‌: ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ

ଭୁବନେଶ୍ବର: ବାତ୍ୟା ଦ୍ବାରା ବିଶେଷଭାବେ ପ୍ରଭାବିତ ହେଉଥିବା ଅଞ୍ଚଳ ଭିତରେ ଭୁବନେଶ୍ବର ନଥିଲେ ହେଁ ବାତ୍ୟା ଆସୁଥିବାର ଆତଙ୍କରେ ସହରରେ ଏକ ଅଦ୍ଭୁତ ସ୍ଥିତି ସୃଷ୍ଟି ହୋଇଥିଲା। ଦିନର ଅଧିକାଂଶ ସମୟରେ ରାଜଧାନୀର ଅଧିକାଂଶ ଅଞ୍ଚଳ ଶୁନ୍‌ଶାନ୍ ପାଲଟି ଯାଇଥିଲା। ସନ୍ଧ୍ୟା ଆସିବା ସହିତ ସ୍ଥିତି…

ବିମାନରେ ବୋମା ଆତଙ୍କ

ଭୁବନେଶ୍ବର/ଝାରସୁଗୁଡ଼ା: ବିମାନରେ ବୋମା ଅଛି। ବିସ୍ଫୋରଣ କରି ବିମାନବନ୍ଦର ଉଡ଼ାଇଦେବୁ। ଆଜି ଅପରାହ୍ଣରେ ଭୁବନେଶ୍ବର ଓ ଝାରସୁଗୁଡ଼ା ବିମାନବନ୍ଦରକୁ ଏଭଳି ଧମକ ଆସିବା ପରେ ଦୁଇ ବିମାନବନ୍ଦରରେ ଆତଙ୍କ ଖେଳିଯାଇଥିଲା। ବେଙ୍ଗାଲୁରୁ-ଭୁବନେଶ୍ବର ଏୟାର ଆକାଶ ବିମାନରେ ବୋମା ଥିବା ନେଇ ଅଜଣା…

ମେଣ୍ଢାଶାଳରେ ଚାଞ୍ଚଲ୍ୟ: ଶଳାର ଗଳା କାଟିଦେଲା, ୨ ପୁତୁରା

ମେଣ୍ଢାଶାଳ: ଗତକାଲି ବିଳମ୍ବିତ ରାତିରେ ରାଜଧାନୀ ଉପକଣ୍ଠ ଚନ୍ଦକା ଥାନା ମେଣ୍ଢାଶାଳ ଗାଁରେ ଘଟିଛି ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ। ଭିଣୋଇ ଲକ୍ଷ୍ମୀଧର ଦାସ(୫୯) ଭୁଜାଲି‌ରେ ଶଳା ପ୍ରଶାନ୍ତ ବିଶ୍ବାଳ(୫୦)ଙ୍କ ଗଳା କାଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। କେବଳ ‌ସେତିକି ନୁହେଁ, ରକ୍ତମୁଖା…

ଏମ୍‌ସ ପରିସର ଖାଁ ଖାଁ: ଗଡ଼ିଲାନି ୯୦ଭାଗ ବସ୍‌

ଖଣ୍ଡଗିରି: ଏମ୍‌ସ ଭୁବନେଶ୍ବର ଆଜି ଖାଁ ଖାଁ ଥିବା ଦେଖିବାକୁ ମିଳିଛି। ସବୁଦିନ ଏମ୍‌ସରେ ଗହଳଚହଳ ଲାଗି ରହୁଥିଲା ବେଳେ ଆଜି ପରିବେଶ ଶୂନ୍‌ଶାନ ରହିଥିଲା। ଗାଡ଼ି ପାର୍କିଂସ୍ଥଳରେ ମଧ୍ୟ କମ୍‌ ସଂଖ୍ୟକ ଗାଡ଼ି ରହିଥିଲା। ବର୍ତ୍ତମାନ ୨୦୩ଟି ଟ୍ରେନ୍‌ ବାତିଲ ହେବା ଦ୍ବାରା ଗମନାଗମନ ବାଧାପ୍ରାପ୍ତ…