Breaking News
Browsing Category

ମହାନଗର

ମହାନଗର

‘ପରଧନକୁ ଲୋଭ ନକରି ନିଜେ ପରିଶ୍ରମ କର’

ଭୁବନେଶ୍ୱର: ସମସ୍ତେ ଚାହାନ୍ତି ବିନା ପରିଶ୍ରମରେ ଧନ ସଂଗ୍ରହ କରି ଆରାମରେ ଜୀବନଯାପନ କରିବାକୁ। ହେଲେ ପରଧନକୁ ଆଶା କରିବାର କୁପରିଣତି ସେମାନେ ଭୋଗନ୍ତି। ନିଜ ଶକ୍ତିସାମର୍ଥ୍ୟ ଉପରେ ଭରସା ରଖି ପରିଶ୍ରମ କରି ଧନ ଉପାର୍ଜନ କଲେ ଜୀବନ ସରସ ସୁନ୍ଦର ହେବ। ଆଜି ସ୍ଥାନୀୟ ଭଞ୍ଜକଳାମଣ୍ଡପରେ…

ସବୁ ୱାର୍ଡରେ ଖୋଲିବ ନେବର୍‌ହୁଡ୍‌ ମାର୍କେଟ୍‌

ଭୁବନେଶ୍ୱର: ସବୁ ୱାର୍ଡରେ ଖୋଲିବ ନେବରହୁଡ୍‌ ମାର୍କେଟ୍‌। ରାସ୍ତାକଡ଼ରେ ବେପାର କରୁଥିବା ବ୍ୟବସାୟୀମାନଙ୍କୁ ଥଇଥାନ କରାଯିବ। ବେଆଇନ କ୍ୟାବିନ୍‌ ରହିବ ନାହିଁ। ଓଆଇଡିଏଫ୍‌ ପାଣ୍ଠିରୁ ଋଣ ଅଣାଯାଇ ନିର୍ମାଣ କରାଯିବ। ପରେ ଏହି ମାର୍କେଟ୍‌ରୁ ଆଦାୟ ହେବାକୁ ଥିବା ରାଜସ୍ବରୁ ଋଣ ସୁଝାଯିବ।…

ପର୍ଯ୍ୟଟକଙ୍କ ଲାଗି ନନ୍ଦନକାନନ ଦୁଇଦିନ ବନ୍ଦ

ବାରଙ୍ଗ: ସମ୍ଭାବ୍ୟ ବାତ୍ୟା ‘ଦାନା’ ପାଇଁ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନକୁ ପର୍ଯ୍ୟଟକଙ୍କ ଲାଗି ଦୁଇଦିନ ବନ୍ଦ କରାଯାଇଛି। ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ୨୪ ଓ ୨୫ ତାରିଖ ଦୁଇଦିନ ପାଇଁ ନନ୍ଦନକାନନ କର୍ତ୍ତୃପକ୍ଷ ବନ୍ଦ ଘୋଷଣା କରିଛନ୍ତି। ମାତ୍ର ଏହି…

‘ଦାନା’ ମୁକାବିଲା ପ୍ରସ୍ତୁତି: ‘ବର୍ଷା ପବନ ସମୟରେ ଘରେ ରୁହନ୍ତୁ’

ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟା ‘ଦାନା’ କୁ ନେଇ କମିସନରେଟ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ବିପର୍ଯ୍ୟୟ ମୁକାବିଲା ପାଇଁ ପୁଲିସ କମିସନର ଏସ୍ ଦେବଦତ୍ତ ସିଂହ, ଭୁବନେଶ୍ୱର ଡିସିପି ପିନାକ କୁମାର ମିଶ୍ର ଭୁବନେଶ୍ୱର ରିଜର୍ଭ ପୁଲିସ ପଡ଼ିଆରେ ପ୍ରସ୍ତୁତି ପ୍ରକ୍ରିୟାକୁ ତଦାରଖ…

ଭାଙ୍ଗିଗଲାଣି ଭରତପୁର ଜଙ୍ଗଲ ପାଚେରି: ଜଙ୍ଗଲ ଭିତରେ ପଡ଼ୁଛି ଅଳିଆ ଆବର୍ଜନା

ଖଣ୍ଡଗିରି: ଭାଙ୍ଗିଗଲାଣି ଭରତପୁର ସଂରକ୍ଷିତ ଜଙ୍ଗଲ ପାଚେରି। ଖଣ୍ଡ ଖଣ୍ଡ ହୋଇ ପା‌ଚେରି ଜଙ୍ଗଲ ଭିତରକୁ ଖସି ପଡ଼ିଛି। ଦିନେ କି ଦୁଇ ଦିନ ନୁହେଁ, ବରଂ ଦୁଇ ସପ୍ତାହ ହେଲା ଏଭଳି ଅବସ୍ଥା‌ ହୋଇଥିଲେ ମଧ୍ୟ ମରାମତି ଦିଗରେ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଯାହାକି ଏବେ ଜଙ୍ଗଲର ଜୀବଜନ୍ତୁ ଓ…

ମଞ୍ଚେଶ୍ୱର ରେଳ ଷ୍ଟେସନର ନବୀକରଣ: ରହିବ ଅଧିକ ଟ୍ରେନ୍‌, ବଢ଼ିବେ ଯାତ୍ରୀ

ଚନ୍ଦ୍ରଶେଖରପୁର: ନୂଆ ରୂପ ନେଉଛି ମଞ୍ଚେଶ୍ୱର ରେଳ ଷ୍ଟେସନ। ୨୬.୮୫ କୋଟି ଟଙ୍କା ବିନିଯୋଗରେ ଏହି ଷ୍ଟେସନର ବିକାଶ କରାଯାଉଛି। ଯାତ୍ରୀଙ୍କ ସୁବିଧାକୁ ସୁଦୃଢ଼ କରିବା ଏବଂ ସଂଖ୍ୟା ବୃଦ୍ଧି କରିବା ଦିଗରେ ଏଭଳି ପଦକ୍ଷେପ ନିଆଯାଇଛି। ବର୍ତ୍ତମାନ ଏହି ଷ୍ଟେସନରେ ୨୨ଟି ଟ୍ରେନ୍ ରହଣି କରୁଛି।…

ଅସାଧୁ ବାଣ ବ୍ୟବସାୟୀ ମାଲେମାଲ୍: ମାନୁନାହାନ୍ତି ନିୟମ, ବିପଦକୁ ଖାତିର ନାହିଁ

ଜଟଣୀ: ଆଉ ସପ୍ତାହେ ପରେ ଦୀପାବଳି। ରାଜ୍ୟର ଏକ ପ୍ରମୁଖ ବ୍ୟାବସାୟିକ ପେଣ୍ଠସ୍ଥଳୀ ଭାବେ ପରିଚିତ ଜଟଣୀ ସହରରେ ସିଜିନ୍ ଅନୁସାରେ ବ୍ୟବସାୟ ହୋଇଆସୁଛି। ମନ ପସନ୍ଦର ତଥା ଆବଶ୍ୟକ ଅନୁସାରେ ଜିନିଷ ମିଳୁଥିବାରୁ ବ୍ୟବସାୟୀ ଓ ଲୋକମାନେ ଏଠାକୁ ଆସି ହୋଲ୍‌ସେଲ୍ ଦରରେ କିଣାକିଣି କରିଥାନ୍ତି। ତେବେ…

ନିର୍ମାଣାଧୀନ ମନ୍ଦିରରେ ନିଖୋଜ ଯୁବକଙ୍କ ମୃତଦେହ ପରିବାର ଆଣିଲା ହତ୍ୟା ଅଭିଯୋଗ

ଭୁବନେଶ୍ବର: ଗତକାଲି ଅପରାହ୍ଣରୁ ନିଖୋଜ ଥିବା ଚନ୍ଦକା ପଥରଗାଡ଼ିଆର ସୁଶାନ୍ତ ବେହେରା(୩୦)ଙ୍କ ମୃତଦେହ ଆଜି ଏକ ନିର୍ମାଣାଧୀନ ମନ୍ଦିରରୁ ଠାବ ହୋଇଛି। ରହସ୍ୟମୟ ଭାବେ ନିଖୋଜ ହେବା ଓ ଆଜି ସନ୍ଦେହଜନକ ଅବସ୍ଥାରେ ମୃତଦେହ ମିଳିବା ଘଟଣାକୁ ନେଇ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି।…

ଉପେନ୍ଦ୍ର ଭଞ୍ଜଙ୍କୁ ଉତ୍ତରପିଢ଼ି ସହ ଯୋଡ଼ିଲେ ଓଡ଼ିଆ ସାହିତ୍ୟ ସମୃଦ୍ଧ ହେବ: ସୌମ୍ୟରଞ୍ଜନ

କଟକ: କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କୁ ଉତ୍ତରପିଢ଼ି ସହ ଯୋଡ଼ିଲେ, ଭଞ୍ଜ ସାହିତ୍ୟର ପ୍ରଚାରପ୍ରସାର ହେବା ସହ ଓଡ଼ିଆ ସାହିତ୍ୟ ସମୃ୍ଦ୍ଧ ହେବ।  ଭଞ୍ଜଙ୍କୁ ଉତ୍ତରପିଢ଼ି ସହ‌ ଯୋଡ଼ିବା ପାଇଁ ଆମକୁ ବିଜ୍ଞାନ ଓ କାରିଗରୀ କୌଶଳକୁ ଉପ‌ଯୋଗ କରିବାକୁ ପଡ଼ିବ ବୋଲି କହିଛନ୍ତି ‘ସମ୍ବାଦ’ ଗ୍ରୁପର…

ଉପକଣ୍ଠରେ ପ୍ରଶାସନର ସତର୍କତା

ବ‌ାଲିଅନ୍ତା/ ବାଲିପାଟଣା/ ବାରଙ୍ଗ/ତ୍ରିଶୁଳିଆ: ସମ୍ଭାବ୍ୟ ବାତ୍ୟା ପରିସ୍ଥିତିର ମୁକାବିଲା ନେଇ ବାଲିଅନ୍ତା ବ୍ଲକ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଛି। ଗତକାଲି ଜିଲ୍ଲାପାଳଙ୍କ ବୈଠକର ନିଷ୍ପତ୍ତି ଅନୁସାରେ ଆଜି ପୂର୍ବାହ୍ନରେ ବ୍ଲକ ସଭାକକ୍ଷରେ ବିଡିଓ ପବିତ୍ର କୁମାର…