Breaking News
Browsing Category

ମହାନଗର

ମହାନଗର

ଝାରପଡ଼ା ଜେଲ୍‌ରୁ ଛୁରି ଜବତ: ତଥାପି ଚେତିନାହାନ୍ତି ଜେଲ୍ କର୍ତ୍ତୃପକ୍ଷ, ସରକାର

ଭୁବନେଶ୍ବର: ପୁଣି ବିବାଦର କାଠଗଡ଼ାରେ ଠିଆହୋଇଛି ଝାରପଡ଼ା ଜେଲ୍‌। ନିକଟରେ ଘଟିଥିବା ଗ୍ୟାଙ୍ଗ୍‌ୱାର ଓ କଏଦୀ ମୃତ୍ୟୁ ପରେ ପରେ ଆଜି ପଦାକୁ ଆସିଛି କଏଦୀଙ୍କ ମଜଲିସୀର ଭିଡିଓ। ବ୍ରାଉନ୍‌ସୁଗାର ମାଫିଆ ନନ୍ଦୁ ରହୁଥିବା ସେଲ୍‌ ଭିତରୁ ଭାଇରାଲ୍‌ ହୋଇଥିବା ଭିଡିଓକୁ ନେଇ ଅକଳରେ ପଡ଼ିଛନ୍ତି…

ଲିଙ୍ଗରାଜଙ୍କ ଶକ୍ତି ଉପରେ ନାଗରାଜ

ପୁରୁଣା ଭୁବନେଶ୍ୱର: ଆଜି ଲିଙ୍ଗରାଜ ମନ୍ଦିର ଗର୍ଭଗୃହରେ ଏକ ବିଚିତ୍ର ଘଟଣା ଘଟିଲା। ସକାଳଧୂପ ବେଶ ପରେ ସାହାଣମେଲା ଦର୍ଶନ ବେଳେ ଏକ ନାଗସାପ ବାହାରିଥିଲା। ପରମ୍ପରା ଅନୁଯାୟୀ ମହାପ୍ରଭୁ ଲିଙ୍ଗରାଜ କାର୍ତ୍ତିକ ମାସ ପାଇଁ ରାଜବେଶ ଧାରଣ କରିଥିଲେ। ସେତେବେଳେ କେଉଁଠୁ କେଜାଣି ପ୍ରାୟ ଦେଢ଼ଫୁଟ…

‘ଦାନା’କୁ ସାମ୍‌ନା କରିବାକୁ ବ୍ୟାପକ ପ୍ରସ୍ତୁତି: ୮୦ଟି ବାତ୍ୟା ଆଶ୍ରୟସ୍ଥଳ

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ‘ଦାନା’ର ମୁକାବିଲା ପାଇଁ ବିଏମ୍‌ସି ତତ୍ପର ହୋଇ ଉଠିଛି। ରାଜଧାନୀରେ ଯେମିତି ବାତ୍ୟାର ସଫଳ ମୁକାବିଲା ହେବ, ସେଥିପ୍ରତି ମେୟର, କମିସନରଙ୍କ ଠାରୁ ଆରମ୍ଭ କରି ସମସ୍ତ ଅଧିକାରୀ ଲାଗି ପଡ଼ିଛନ୍ତି। ଗତକାଲି ସମସ୍ତ ବିଭାଗଗୁଡ଼ିକୁ ନେଇ ପ୍ରସ୍ତୁତି ବୈଠକ…

ସାହା ହୋଇଥା’ଲୋ ମାଆ: ପାଇକରାପୁରର ପୂଜ୍ୟା ମା’ ବୁଲାଦେବୀ

ସାହା ହୋଇଥା’ଲୋ ମାଆ: ପାଇକରାପୁରରେ ପୂଜାପାଆନ୍ତି, ମା’ ବୁଲାଦେବୀ। ଗ୍ରାମଦେବତୀ ଓଡ଼ିଆ ଗାଁର ଆସ୍ଥା ଓ ବିଶ୍ବାସର କେନ୍ଦ୍ର। ଓଡ଼ିଶାର ଅଧିକାଂଶ ପୁରୁଣା ଗାଁରେ କେଉଁ ଆବହମାନକାଳରୁ ଜଣେ ଜଣେ ଗ୍ରାମଦେବତୀ ବିଜେ କରିଛନ୍ତି। ତାଙ୍କୁ ଗ୍ରାମବାସୀ ନିଜ ପରିବାର ସଦସ୍ୟ ଭାବେ ଗ୍ରହଣ କରନ୍ତି,…

ଛାନିଆରେ ବୋହିନେ‌ଲେ ଆଳୁ: ଆଳୁ ୬୫, ପିଆଜ ୭୦

ଖଣ୍ଡଗିରି: ବାତ୍ୟା ପ୍ରତି ସତର୍କ ରହିବାକୁ ସରକାରଙ୍କ ପରାମର୍ଶ ପରେ ଆଳୁ ଗୋଦାମ ଉପରେ ଏହାର ପ୍ରଚଣ୍ଡ ପ୍ରଭାବ ଦେଖିବାକୁ ମିଳିଛି। ବାତ୍ୟା ହେଲେ ସେହି ସମୟରେ ତଥା ତା’ର ଆଉକିଛି ଦିନଯାଏ ଦୋକାନ ବଜାର ବନ୍ଦ ରହିବା ସହିତ ଯୋଗାଣ ବନ୍ଦ ହୋଇଯିବାରୁ ଜିନିଷପତ୍ରର ଅଭାବ ସୃଷ୍ଟିହେବାର…

ବାତ୍ୟା ପ୍ରସ୍ତୁତି: ହେଡ୍‌କ୍ୱାର୍ଟର ଛାଡ଼ିବେନି ବିଏମ୍‌ସି ଅଧିକାରୀ

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ‘ଦାନା’ର ସଫଳ ମୁକାବିଲା ପାଇଁ ବିଏମ୍‌ସି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି। ପୁଲିସ, ଅଗ୍ନିଶମ, ସ୍ୱାସ୍ଥ୍ୟ, ୱାଟ୍‌କୋ, ଟିପିସିଓଡିଏଲ୍‌, ଇଡ୍‌କୋ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଯନ୍ତ୍ରୀ, ଏନ୍‌ଏଚ୍‌ଏଆଇ, ଓଡ୍ରାଫ, ବ୍ଲକ ଶିକ୍ଷା ଅଧିକାରୀ, ଖାଦ୍ୟ ଓ…

ଅକ୍ଟୋବର ୨୩ରେ ଓଡ଼ିଶା ଗସ୍ତରେ ଆସିବେନି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୩ ତାରିଖରେ ଓଡ଼ିଶା ଆସିବେ ନାହିଁ। ବର୍ତ୍ତମାନ ପରିପ୍ରେକ୍ଷୀରେ ରାଷ୍ଟ୍ରପତିଙ୍କ ତିନିଦିନିଆ ଓଡ଼ିଶା ଗ୍ରସ୍ତ ସ୍ଥଗିତ ରଖା ଯାଇଛି। ଏନେଇ ମୟୂରଭଂଜ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ…

ବନ୍ଧାହେଲା ବ୍ଲାକ୍‌ମେଲର୍‌ ପ୍ରେମିକ ଲକ୍ଷେ ନେଇଥିଲା, ଆଉ ୭୦ ହଜାର ମାଗୁଥିଲା

ଭୁବନେଶ୍ବର: ୧୭ ତାରିଖ ରାତିରେ ନୂଆପଲ୍ଲୀ ଗଡ଼ସାହିସ୍ଥିତ ଏକ ଭଡ଼ାଘରୁ ଜଗତସିଂହପୁର କୁରଟାଲ ଗାଁର ରଶ୍ମିତା ଦାସଙ୍କ ଝୁଲନ୍ତା ମୃତଦେହ ଜବତ ହୋଇଥିଲା। ସେ ଆତ୍ମହତ୍ୟା କରିଥିବା ଜଣାପଡ଼ିଥିଲା। କିନ୍ତୁ ତାଙ୍କ ଆତ୍ମହତ୍ୟା ପଛରେ ଥିଲା ଧୋକାବାଜ ପ୍ରେମିକ ଅଜିତ ଦାସର ବ୍ଲାକ୍‌ମେଲିଂ। ନୂଆପଲ୍ଲୀ…

କ୍ୟାପିଟାଲ ହସ୍ପିଟାଲ: ରୋଗୀ ସେବାରେ ବାଧକ କର୍ମଚାରୀ ଅଭାବ

ଭୁବନେଶ୍ବର: ରାଜ୍ୟର ପ୍ରମୁଖ ସରକାରୀ ଡାକ୍ତରଖାନା କ୍ୟାପିଟାଲ ହସ୍ପିଟାଲରେ କର୍ମଚାରୀ ଅଭାବ ଚରମ ସ୍ଥିତିରେ ପହଞ୍ଚିଛି। କର୍ମଚ‌ାରୀ ଅଭାବରୁ ରୋଗୀଙ୍କ ସମେତ ହସ୍ପିଟାଲ କର୍ତ୍ତୃପକ୍ଷ ମଧ୍ୟ ହଇରାଣ ହେଉଛନ୍ତି। ଲମ୍ବା ଧାଡ଼ି ଯୋଗୁଁ ରୋଗୀ ଚିକିତ୍ସାରେ ବିଳମ୍ବ ସହ କ୍ୟାବିନ ମଧ୍ୟ ବନ୍ଦ…

୧୪ ବର୍ଷ ପରେ ଫାୟାର୍‌ ଏଏସ୍‌ଓ ପଦୋନ୍ନତି ପରୀକ୍ଷା: କାଳ ହେଲା ଥନ୍ତଲପେଟ

ଭୁବନେଶ୍ବର: ଦୀର୍ଘ ୧୪ ବର୍ଷ ପରେ ଅଗ୍ନିଶମ ବିଭାଗରେ ଆସିଷ୍ଟାଣ୍ଟ ଷ୍ଟେସନ ଅଫିସର ପଦବି ପାଇଁ ପଦୋନ୍ନୋତି ପରୀକ୍ଷା ହୋଇଥିଲା। ୧୭୦ ପଦବି ପାଇଁ ହାବିଲଦାର୍‌ମାନେ ପରୀକ୍ଷା ଦେଇଥିଲେ। ଦୀର୍ଘ ବର୍ଷ ପରେ ପଦୋନ୍ନତି ପରୀକ୍ଷା ହୋଇଥିବାରୁ ହାବିଲଦାରମାନେ ଖୁସିରେ ପରୀକ୍ଷା ଦେଇଥିଲେ। ମାତ୍ର…