Breaking News
Browsing Category

ରାଜନୀତି

କଂଗ୍ରେସ ଅଧ୍ୟକ୍ଷ ପାଇଁ ଆବେଦନ କରିଥିବା କେଏନ ତ୍ରିପାଠୀଙ୍କୁ ମିଳିଲା ଟିକେଟ

ନୂଆଦିଲ୍ଲୀ: ଝାଡ଼ଖଣ୍ଡରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଗୁରୁବାର କଂଗ୍ରେସ ଏହାର ପ୍ରାର୍ଥୀଙ୍କ ଦ୍ୱିତୀୟ ତାଲିକା ପ୍ରକାଶ କରିଛି। ଦ୍ୱିତୀୟ ତାଲିକାରେ ୭ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। କେଏନ୍ ତ୍ରିପାଠୀ ମଧ୍ୟ ଏହି ତାଲିକାରେ ଅନ୍ତର୍ଭୁକ୍ତ | ତାଙ୍କୁ…

ଏନସିପିରେ ଯୋଗ ଦେଲେ ଜିଶାନ ସିଦ୍ଦିକି

ନୂଆଦିଲ୍ଲୀ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପ୍ରଚାର ମଧ୍ୟରେ କଂଗ୍ରେସ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛି। ତାଙ୍କ ପିତାଙ୍କ ପଥ ଅନୁସରଣ କରି ବରିଷ୍ଠ କଂଗ୍ରେସ ନେତା ବାବା ସିଦ୍ଦିକିଙ୍କ ପୁଅ ଜିଶାନ ସିଦ୍ଦିକି ଶୁକ୍ରବାର ଦିନ ଏନସିପି ଅଜିତ ପାୱାର ଦଳରେ ଯୋଗ ଦେଇଛନ୍ତି। ଅଜିତ ପାୱାର…

ରାଷ୍ଟ୍ରପତି ହେଲେ ଏହି ବ୍ୟକ୍ତିଙ୍କୁ ପ୍ରଥମେ ବାହାର କରିବି: ଟ୍ରମ୍ପ

ନୂଆଦିଲ୍ଲୀ: ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି କିଏ ହେବେ ସେନେଇ ସବୁଆଡେ ଆଲୋଚନା ହେଉଛି। ଏହାର କାରଣ ହେଉଛି ବର୍ତ୍ତମାନ ବିଶ୍ୱର ବିଭିନ୍ନ ଦେଶରେ ଯୁଦ୍ଧ ଚାଲିଛି ଏବଂ ଏପରି ପରିସ୍ଥିତିରେ ଯିଏ ଆମେରିକାର ରାଷ୍ଟ୍ରପତି ହେବେ ସେ ସାରା ବିଶ୍ୱରେ ଶାନ୍ତି ପ୍ରତିଷ୍ଠା କରିବାରେ…

ଆଜି ଚୀନ୍ ରାଷ୍ଟ୍ରପତି ଜିନପିଙ୍ଗଙ୍କ ସହ ଆଜି ଦ୍ୱିପାକ୍ଷିକ ଆଲୋଚନା କରିବେ ମୋଦୀ

ନୂଆଦିଲ୍ଲୀ: ରୁଷ୍‌ର କାଜାନ ସହରରେ ଚାଲିଥିବା ୧୬ତମ ବ୍ରିକ୍ସ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ଆଜି ଦ୍ୱିପାକ୍ଷିକ ଆଲୋଚନା କରିବେ। ପାଞ୍ଚ ବର୍ଷ ମଧ୍ୟରେ ଏହା ଦୁଇ ନେତାଙ୍କ ମଧ୍ୟରେ ପ୍ରଥମ ଆନୁଷ୍ଠାନିକ ବୈଠକ ହେବ।  ପୂର୍ବ…

ୟୁପି ଉପନିର୍ବାଚନ: ଦୀପାବଳି ପୂର୍ବରୁ ଏନଡିଏକୁ ଲାଗିପାରେ ବଡ଼ ଝଟ୍‌କା

ଲକ୍ଷୌ: ଉତ୍ତରପ୍ରଦେଶର ୯ ଟି ବିଧାନସଭା ଆସନରେ ହେବାକୁ ଥିବା ଉପନିର୍ବାଚନକୁ ନେଇ ରାଜନୈତିକ ବାତାବରଣ ସରଗରମ ହେବାରେ ଲାଗିଛି। ଗୋଟିଏ ପଟେ ଏସପି ଏବଂ କଂଗ୍ରେସ ମଧ୍ୟରେ ସମୀକରଣରେ ତାଳମେଳ ରହୁ ନ ଥିବା ବେଳେ ଅନ୍ୟ ପଟେ ଏନଡିଏରେ ମଧ୍ୟ ବିଭାଜନ ହେବାର ସମ୍ଭାବନା ରହିଛି ବୋଲି ରାଜ୍ୟ…

ରାଜ୍ୟସଭା ସାଂସଦ, ବିଜେଡି ଜାତୀୟ ମୁଖପାତ୍ରଙ୍କ ଝରିଗାଁ ବ୍ଲକ ଗସ୍ତ

ଝରିଗାଁ: ରାଜ୍ୟସଭା ସାଂସଦ ମୁନା ଖାଁ ଏବଂ ପୂର୍ବତନ ସାଂସଦ ତଥା ବିଜେଡି ଜାତୀୟ ମୁଖପାତ୍ର ପ୍ରଦୀପ ମାଝୀ ସୋମବାର ଝରିଗାଁ ବ୍ଲକ ଗସ୍ତ କରିଥିଲେ। ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ସାଇଧାରା ଜଳପ୍ରପାତ ଏବଂ ଗୋସେଇଁ ଧାରା ଜଳପ୍ରପାତର ବିକାଶ ପାଇଁ ଗୁରୁତ୍ୱ ଦିଆଯିବ ବୋଲି କହିଥିଲେ।…

ମହାରାଷ୍ଟ୍ର ନିର୍ବାଚନ: ବିଜେପିର ପ୍ରଥମ ତାଲିକାରେ ୯୯ ପ୍ରାର୍ଥୀ

ମୁମ୍ବାଇ: ଆଗାମୀ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ବିଜେପି ରବିବାର  ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରିଛି। ଏହି ତାଲିକାରେ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଏବଂ ରାଜ୍ୟ ବିଜେପି ମୁଖ୍ୟ ଚନ୍ଦ୍ରଶେଖର ବାୱନକୁଲେଙ୍କ ସମେତ ଦଳ ୯୯ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।  …

ମହାରାଷ୍ଟ୍ର ରାଜନୀତି: ୨୬୦ ଆସନରେ ବୁଝାମଣା କଲା ଏମ୍‌ଭିଏ

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ମାସକ ପୂର୍ବରୁ ବିରୋଧୀ ମେଣ୍ଟ ଏମ୍‌ଭିଏ (ମହା ବିକାଶ ଅଘାଡ଼ି)ରେ ବିଭେଦ ଦେଖାଦେଇଛି। ତୀବ୍ର ମତଭେଦ ଭିତରେ ଏମ୍‌ଭିଏ ମେଣ୍ଟରେ କଂଗ୍ରେସ, ୟୁବିଟି ଶିବସେନା ଏବଂ ଶରଦ ପାୱାରଙ୍କ ଏନ୍‌ସିପି   ମଧ୍ୟରେ ୨୮୮ ବିଧାନସଭା ଆସନରୁ ୨୬୦ ଆସନରେ ବୁଝାମଣା…

ଜୁଲନା ନିର୍ବାଚନ ମଣ୍ଡଳୀରେ ଭିନେଶ ଫୋଗଟ୍‌ ପଛୁଆ; ଆଗରେ ଯୋଗେଶ ବୈରାଗୀ

ଝୁଲନା: ଜୁଲନା ନିର୍ବାଚନ ମଣ୍ଡଳୀରେ ଚତୁର୍ଥ ପର୍ଯ୍ୟାୟ ଭୋଟ୍‌ ଗଣନାରେ କଂଗ୍ରେସର ଭିନେଶ ଫୋଗଟ୍‌ ୩୦୦୦ ଭୋଟ୍‌ରେ ପଛୁଆ ଅଛନ୍ତି। ଏହି ଆସନରେ ଭାରତୀୟ ଜନତା ପାର୍ଟି (ବିଜେପି)ର ଯୋଗେଶ ବୈରାଗୀ ଆଗୁଆ ଅଛନ୍ତି। ସମସ୍ତ ପର୍ଯ୍ୟାୟ ଭୋଟ୍‌ ଗଣନାରେ ଭିନେଶଙ୍କୁ ପଛରେ ପକାଇଛନ୍ତି ଯୋଗେଶ।…

ବିଜେପି ମିଛ କହୁଥିବା ନେଇ ନବୀନ ପଟ୍ଟନାୟକଙ୍କ ମନ୍ତବ୍ୟର ଜବାବ ଦେଲେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର: ବିଜେପି ମିଛ କହୁଥିବା ନେଇ କିଛି ଦିନ ତଳେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଟିପ୍ପଣୀ କରିଥିଲେ। ଆଜି ଏହାଉପରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି, ରାଜନୀତିରେ ଜୟ ପରାଜୟ ଲାଗି ରହେ। ଜୟରେ ବହୁତ ଉନ୍ମାଦିତ…